କୁଇଣ୍ଟାଲ ପିଛା ଧାନର ସର୍ବନିମ୍ନ ସହାୟତା ମୂଲ୍ୟ ଉପରେ 800 ଟଙ୍କା ର ଇନପୁଟ ସହାୟତା ରାଶି ପ୍ରଦାନ ର ଶୁଭାରମ୍ଭ

ଭବାନୀପାଟଣା:ରୋହିତ କୁମାର ନାଏକ(ଶାସକ ପ୍ରଶାସକ )ତା 8.12.2024 ରାଜ୍ୟର କୃଷକ ମାନଙ୍କ ପାଇଁ ବିଶେଷ କରି ଧାନ ଫସଲ ଉପରେ କୁଇଣ୍ଟାଲ ପିଛା ରହିଥିବା ସହାୟତା ରାଶି ର ବୃଦ୍ଧି ନିମନ୍ତେ ରହିଥିବା ବହୁତ ଦିନର ଦାବି ଆଜି ରାଜ୍ୟ ସରକାରଙ୍କ ଦ୍ଵାରା କାର୍ଯ୍ୟକାରୀ କରାଯାଇଅଛି ।ଏହି ଅବସରେ ବରଗଡ଼…

ନେହେରୁ ଯୁବ କେନ୍ଦ୍ର ମାଇ ଭାରତ କଳାହାଣ୍ଡି ପକ୍ଷରୁ ଯୁବ ଉତ୍ସବ ପାଳିତ ।

ଭବାନୀପାଟଣା:ରୋହିତ କୁମାର ନାଏକ(ଶାସକ ପ୍ରଶାସକ):- ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ଅଧିନରେ ଥିବା ନେହେରୁ ଯୁବକେନ୍ଦ୍ର କଳାହାଣ୍ଡି ଓ ମାଇ ଭାରତ ତରଫରୁ ଜିଲ୍ଲା ଯୁବ ସଂଯୋଜକ ପ୍ରସନ୍ନ ମେହେରଙ୍କ ଅଧ୍ୟକ୍ଷତାରେ ୦୭ ତାରିଖ ଶନିବାର ଦିନ ମା ମାଣିକେଶ୍ବରୀ ବିଶ୍ଵ…

ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ଚାଷୀଙ୍କୁ ଇନପୁଟ ସହାୟତାର ଶୁଭାରମ୍ଭ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ଧାନର ସର୍ବ ନିମ୍ନ ସହାୟତା ମୂଲ୍ୟ କ୍ଵିଣ୍ଟାଲ ପିଛା ୨୩୦୦ ଟଙ୍କା ଉପରେ ୮୦୦ ଟଙ୍କାର ଇନପୁଟ ସହାୟତା ସହିତ ସମୁଦାୟ ୩୧୦୦ ଟଙ୍କା ପ୍ରଦାନ ନେଇ ବରଗଡ଼ ଜିଲ୍ଲାର ସୋହେଲ ଠାରୁ ରାଜ୍ୟସ୍ତରୀୟ…

ଶ୍ରୀ ଅରବିନ୍ଦ କୋଚିଙ୍ଗ୍ ସେଣ୍ଟର୍ ର ଶିଶୁ ମହୋତ୍ସବ; ସାଂସ୍କୃତିକ କାର୍ଯ୍ୟକ୍ରମରେ ଝୁମିଲେ ଛାତ୍ରଛାତ୍ରୀ

ବେଲଗୁଣ୍ଠା -:, (ଶିବରାମ ଚୌଧୁରୀ )-,ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଭଞ୍ଜନଗର ବ୍ଳକ୍ ଗାଲେରୀ ସ୍ଥିତ ଶ୍ରୀ ଅରବିନ୍ଦ କୋଚିଙ୍ଗ୍ ସେଣ୍ଟର୍ ର ଶିଶୁ ମହୋତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି I ଅନୁଷ୍ଠାନର ମୁଖ୍ୟ ପରିଚାଳକ କରମ ଚାନ୍ଦ୍ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ…

ଧାନ ର ୮୦୦ ଟଙ୍କା ଅତିରିକ୍ତ ଇନପୁଟ ସହାୟତା ପ୍ରଦାନ ର ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମ ଓ ଜିଲ୍ଲା ସ୍ତରୀୟ କୃଷି…

ଜଗତସିଂହପୁର,ତା-୦୮.୧୨.୨୦୨୪/ସୁମନ୍ତ କୁମାର ଦାସ: ଆଜି ବରଗଡ଼ର ସୋହେଲା ଠାରୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ, ସମଗ୍ର ଓଡ଼ିଶାର ଚାଷୀ ଭାଇ-ଭଉଣୀଙ୍କ ପାଇଁ ଧାନ କ୍ୱିଣ୍ଟାଲ ପ୍ରତି ୮୦୦ ଟଙ୍କା ଅତିରିକ୍ତ ଇନପୁଟ୍ ସବସିଡି ବଣ୍ଟନ କରୁଛନ୍ତି । ଯାହା ଫଳରେ ଧାନ କିଣା ର ସର୍ବନିମ୍ନ ସହାୟତା ରାଶି କୁ…

ପ୍ରଥମ କ୍ୟାବିନେଟର ଚାରିଟି ନିଷ୍ପତ୍ତି ସବୁ ୬ ମାସ ମଧ୍ୟରେ ପୁରଣ କରାଗଲା – ମୁଖ୍ୟମନ୍ତ୍ରୀ

"ପ୍ରଧାନମନ୍ତ୍ରୀ ମୋଦୀଜୀଙ୍କ ଭାଷାରେ, “ମୋଦୀ କି ଗ୍ୟାରେଣ୍ଟି ମତଲବ, ଗ୍ୟାରେଣ୍ଟି ପୁରି ହୋନେ କି ଗ୍ୟାରେଣ୍ଟି”। ଆଜି ଆମର ସେଇସବୁ ଗ୍ୟାରେଣ୍ଟି ପୁରଣ ହୋଇଛି । ଶ୍ରୀମନ୍ଦିରର ଚାରି ଦ୍ୱାର ଖୋଲା ହେବା ହେଉ କିମ୍ବା ଶ୍ରୀମନ୍ଦିର ଉନ୍ନତିକରଣ ପାଇଁ ୫୦୦ କୋଟି ଟଙ୍କାର କର୍ପସ ଫଣ୍ଡ ହେଉ;…

ଡିସେମ୍ବର ୧୦ ରେ ବିଶ୍ବ ମାନବ ଅଧିକାର ଦିବସ

ସଚେତନତାର ବାର୍ତ୍ତା ଦେବ ଆୟୋଗ ଭୁବନେଶ୍ବର ,ତା‐ ୮.୧୨.୨୪: ମାନବ ଅଧିକାର ପ୍ରତି ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ପ୍ରତିବର୍ଷ ଡିସେମ୍ବର ୧୦ ତାରିଖକୁ "ବିଶ୍ବ ମାନବ ଅଧିକାର ଦିବସ" ଭାବେ ପାଳନ କରା ଯାଇଥାଏ, ଯାହା ପ୍ରତ୍ୟେକ ମାନବ ଜାତିର ସମ୍ମାନ, ମର୍ଯ୍ୟାଦା ଓ ଅଧିକାରର ଗୁରୁତ୍ୱ କୁ…

ପାଇକମାଳ ହାଇସ୍କୁଲ ରେ ମିଶନ୍- 100

ପାଇକମାଳ :- ସ୍ଥାନୀୟ ସରକାରୀ ଉଚ୍ଚ ବିଦ୍ୟାଳୟରେ ମିଶନ 100 ବି ଇ ଓ ଚୁଡ଼ାମଣି ବାରିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ଅବସରପ୍ରାପ୍ତ ବି.ଇ.ଓ ଜନକଲାଲ ମେହେର ଉଦ୍ଘାଟନ କରିଥିଲେ l ସମାପନ ସମାରୋହରେ ଜିଲ୍ଲା ଶିକ୍ଷା ଅଧିକାରୀ ରାଧାକାନ୍ତ ଛତ୍ରୀ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି…

ନୋବେଲ ପୁରସ୍କାର ବିଜେତା ମାଇକେଲ କ୍ରେମରଙ୍କ ଓଡ଼ିଶା ଗସ୍ତ “ପରୀକ୍ଷାମୂଳକ ପଦ୍ଧତି, ଅଭିନବତ୍ୱ ଏବଂ ଅର୍ଥନୀତି”…

ଭୁବନେଶ୍ୱର : ଅର୍ଥନୀତି ବିଜ୍ଞାନରେ "ବିଶ୍ୱ ଦାରିଦ୍ର୍ୟ ଦୂରୀକରଣ ପାଇଁ ପରୀକ୍ଷାମୂଳକ ଆଭିମୁଖ୍ୟ" ଉପରେ କାର୍ଯ୍ୟ କରି ସମ୍ମାନଜନକ ନୋବେଲ ପୁରସ୍କାର ପାଇଥିବା ବିଶିଷ୍ଟ ଅର୍ଥନୀତିଜ୍ଞ ମାଇକେଲ କ୍ରେମର୍ ଓଡ଼ିଶା ଗସ୍ତରେ ଆସି ଆଜି ଲୋକସେବା ଭବନରେ ଆୟୋଜିତ ଏକ ବକ୍ତୃତା କାର୍ଯ୍ୟକ୍ରମରେ…

ଉପେନ୍ଦ୍ର ଭଞ୍ଜ ସାହିତ୍ୟ ପରିଷଦ ପକ୍ଷରୁ ଗାନ୍ଧୀଙ୍କ ଗୋବରା ପଦାର୍ପଣ ଦିବସ ପାଳିତ

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-,ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଉପେନ୍ଦ୍ର ଭଞ୍ଜ ସାହିତ୍ୟ ପରିଷଦ ପକ୍ଷରୁ ମହାତ୍ମାଗାନ୍ଧିଙ୍କ 'ଗୋବରା ପଦାର୍ପଣ' ଦିଵସ ପାଳନ ପାଳନ କରାଯାଇଛି I ଚଳିତ ବର୍ଷ ମହାତ୍ମାଗାନ୍ଧିଙ୍କ ୯୮ ତମ ଗୋବରା ପଦାର୍ପଣ ଦିଵସ ଗୋବରା ବିଶ୍ଵଭାରତୀ ଆବାସିକ ବିଦ୍ୟାଳୟରେ…