ଚିନ୍ମୟି ଚାନ୍ଦଙ୍କ ପୁସ୍ତକ ‘ଅଭିସାରିକା’ ଉନ୍ମୋଚିତ

ଭୁବନେଶ୍ବର: ତା‐୬.୧୨.୨୪:      ଓଡିଆ ସାହିତ୍ୟ ଭଣ୍ଡାରକୁ ନୂଆ ଏକ ପୁସ୍ତକ ଉପହାର ଦେଇ "ଅଭିସାରିକା" ନାମକ ଅନନ୍ୟ ପ୍ରେମ କବିତା ସଙ୍କଳନ ଆଜି ଉନ୍ମୋଚିତ ହୋଇଛି। ପୁସ୍ତକର ରଚୟିତା ଶ୍ରୀମତୀ ଚିନ୍ମୟୀ ଚାନ୍ଦ ଯିଏ ଓଡ଼ିଆ ସାହିତ୍ୟରେ ତାଙ୍କର ସୃଜନାତ୍ମକ ରଚନା ଦ୍ୱାରା  ବେଶ ଜଣାଶୁଣା। ଆଜି…

ଦକ୍ଷତା ବିକାଶ ନିମିତ୍ତ ପଞ୍ଚଦିବସୀୟ ପ୍ରଥମ ପର୍ଯ୍ୟାୟ ସଂକଳ୍ପ ଶିବିର ଉଦଯାପିତ l

ପଦ୍ମପୁର :- ସ୍ଥାନୀୟ ରାଜବୋଡ଼ାସମ୍ବର ଉଚ୍ଚ ବିଦ୍ୟାଳୟ,ପଦ୍ମପୁର ଠାରେ ମାଧ୍ୟମିକ ଶିକ୍ଷା ପରିଷଦ ର ନବ ନିଯୁକ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ଶିକ୍ଷଣ କୌଶଳ ,ବ୍ୟାବହାରିକ କୌଶଳ ତଥା ଶିକ୍ଷାନୁଷ୍ଠାନ ର ନୀତିନିୟମ ସମ୍ବନ୍ଧୀୟ ଜ୍ଞାନ ର ଅଭିବୃଦ୍ଧି ସମେତ ଦକ୍ଷତା ବିକାଶ ନିମିତ୍ତ…

କେଉଁଟିପାଲି ଧାନମଣ୍ଡି ପରିଦର୍ଶନ କଲେ ବିଜେପୁର ବିଧାୟକ

ବିଜେପୁର /ସୁଶାନ୍ତ ସାହୁ ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ କେଉଁଟିପାଲି ଧାନମଣ୍ଡି ଶୁକ୍ରବାର ଦିନ ୧୧ଟା ପାଖାପାଖି ରେ ବିଜେପୁର ବିଧାୟକ ସନତ କୁମାର ଗଡତିଆ, ବିଜେପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ସରୋଜ ବିଶ୍ୱାଳ, ଜ଼ିଲ୍ଲା ପରିଷଦ ସଦସ୍ୟ ସୁଶାନ୍ତ ଗଡ଼ତିଆ ପରିଦର୍ଶନ କରିଛନ୍ତି ।…

୬୨ ତମ ଗୃହରକ୍ଷୀ ଓ ବେସାମରିକ ପ୍ରତିରକ୍ଷା ବାହିନୀ ପ୍ରତିଷ୍ଠା ଦିବସ ପାଳିତ

ରାଉରକେଲା,(ବସନ୍ତ କୁମାର ଜେନା) :ଗୃହରକ୍ଷୀ ଓ ବେସାମରିକ ପ୍ରତିରକ୍ଷା ବାହିନୀର ୬୨ତମ ପ୍ରତିଷ୍ଠା ଦିବସ ସ୍ଥାନୀୟ ପୋଲିସ ରିଜର୍ଭ ପଡ଼ିଆରେ ପାଳିତ ହୋଇଯାଇଛି । ଶୁକ୍ରବାର ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଆରକ୍ଷୀ ଉପ ନିରୀକ୍ଷକ (ଡିଆଇଜି) ପଶ୍ଚିମାଞ୍ଚଳ ଶ୍ରୀ ବ୍ରିଜେଶ ରାୟ ମୁଖ୍ୟ ଅତିଥି…

ସୁବର୍ଣ୍ଣପୁର ଠାରେ ୬୨ ତମ ଗୃହ ରକ୍ଷୀ ପ୍ରତିଷ୍ଠା ଦିବସ ପାଳିତ

ସୋନପୁର ୦୬/୧୨/୨୦୨୪: ଶାସକ ପ୍ରଶାସକ(ପ୍ରକାଶ ହାତୀ) ସୁବର୍ଣ୍ଣପୁର ଜିଲ୍ଲା ନିଉ ରିଜର୍ଭ ପ୍ୟାରେଡ ପଡିଆ ଠାରେ ଜିଲ୍ଲା ପୋଲିସ୍ ପକ୍ଷରୁ ୬୨ ତମ ଗୃହ ରକ୍ଷୀ ପ୍ରତିଷ୍ଠା ଦିବସ ପାଳିତ ହୋଇ ଯାଇଛି l ଅନୁଷ୍ଠିତ ଉତ୍ସବରେ  ମୁଖ୍ୟ ଅତିଥି ଭାବରେ ଅତିରିକ୍ତ ଏସପି ବିରେନ୍ଦ୍ର କୁମାର ନାୟକ ଯୋଗ…

ଗୃହରକ୍ଷୀ ବାହିନୀ ର ୬୨ତମ ପ୍ରତିଷ୍ଠା ଦିବସ ପାଳିତ

ଜଗତସିଂହପୁର,ତା-୦୬.୧୨.୨୦୨୪/ସୁମନ୍ତ କୁମାର ଦାସ: ଆଜି ଜ଼ିଲ୍ଲା ର ପୁନଙ୍ଗ ସ୍ଥିତ ରିଜର୍ଭ ପୋଲିସ ପଡିଆ ଠାରେ ଜ଼ିଲ୍ଲା ଗୃହରକ୍ଷୀ ବାହିନୀ ର ୬୨ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି ।ଏଥିରେ ଜ଼ିଲ୍ଲା ଆରକ୍ଷୀ ଅଧିକ୍ଷକ ଭବାନୀ ଶଙ୍କର ଉଦଗାତା ଯୋଗଦେଇ ପ୍ୟାରେଡ଼ ରେ ଅଭିବାଦନ ଗ୍ରହଣ…

ଜିଲାସ୍ତରୀୟ ଯୁବ ଉତ୍ସବ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଜଗତସିଂହପୁର,ତା-୦୬.୧୨.୨୦୨୪/ସୁମନ୍ତ କୁମାର ଦାସ: ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ଓସ୍ୱାନ ଭି ସି ହଲ୍ ରେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ନେହେରୁ ଯୁବକେନ୍ଦ୍ର ର ମିଳିତ ଆନୁକୂଲ୍ୟରେ ଯୁବ ଉତ୍ସବ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଅଧ୍ଯକ୍ଷତା କରି…

ଆମ ଜଙ୍ଗଲ ଯୋଜନା ଦକ୍ଷତା ବୃଦ୍ଧି ଧିଙ୍ଗିରି ଛତୁ ଚାଷ ତାଲିମ ଶିବିର

ଭବାନୀପାଟଣା:ରୋହିତ କୁମାର ନାଏକ (ଶାସକ ପ୍ରଶାସକ )କଳାହାଣ୍ଡି ଜିଲ୍ଲା କେସିଙ୍ଗା ବନାଞ୍ଚଳ ଅନ୍ତର୍ଗତ ରୁପ୍ରାରୋଡ ସେକ୍ସନ ଅଧିନସ୍ଥ ରାଣୀପଟା ଓ ଫତକାବାହଲି ବନ ସୁରକ୍ଷା ସମିତି ଠାରେ ପୃଥକ୍ ପୃଥକ୍ ଭାବରେ ଧିଙ୍ଗିରି ଛତୁ ଚାଷ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ତାଲିମ ଶିବିର ରେ…

ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଆସନ୍ତା ୮ତାରିଖରେ ଧାନର ସହାୟକ ମୂଲ୍ୟ କ୍ୱିଣ୍ଟାଲ ପିଛା ୮୦୦ଟଙ୍କା ସହାୟତା…

ରାୟଗଡ:-ତା. ୭/୧୨-ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଆସନ୍ତା ୮ତାରିଖରେ ଚାଷୀମାନଙ୍କୁ ଧାନର ସହାୟତା ମୂଲ୍ୟ ସହିତ କ୍ୱିଣ୍ଟାଲ ପିଛା ୮୦୦ଟଙ୍କା ବଣ୍ଟନ କାର୍ଯ୍ୟକ୍ରମକୁ ବରଗଡ଼ ଜିଲ୍ଲାର ସହେଳାଠାରେ ଉଦଘାଟନ କରିବେ l ଏଥିସହିତ ଭିଡିଓ କନଫରେନସିଂ ମାଧ୍ୟମରେ…

ପାରମ୍ପରିକ ରୀତି ନୀତି ରେ ଆରମ୍ଭ ହେଲା ସାଂସ୍କୃତିକ ଶୋଭାଯାତ୍ରା ମଣ୍ଡେଇ ୨୦୨୪.

 ଶାସକ ପ୍ରଶାସକ/ ଅଶୋକ ସାହୁ : ନବରଙ୍ଗପୁର ଜିଲ୍ଲା ସ୍ତରୀୟ ଗଣ ପର୍ବ ମଣ୍ଡେଇ୨୦୨୪ ଶୁକ୍ରବାର ଦିନ ବହୁ ଆଡମ୍ବର ସହିତ ଉଦଘାଟିତ ହୋଇଯାଇଛି | ଉଦଘାଟନି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ତଥା ଜିଲ୍ଲା ସଂସ୍କୃତି ପରିଷଦ ଅଧ୍ୟକ୍ଷ ଡକ୍ଟର ଶୁଭଂକର ମହାପାତ୍ର ପ୍ରଥମେ ଭଣ୍ଡାରଘରଣୀଙ୍କ ନିକଟରେ…