Sign in
Sign in
Recover your password.
A password will be e-mailed to you.
କୂଅ ଭିତରୁ ମହିଳାଙ୍କ ଝୁଲନ୍ତା ଶବ ଉଦ୍ଧାର
ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-,ବେଲଗୁଣ୍ଠା ବ୍ଳକ୍ ଅନ୍ତର୍ଗତ କାଳପଙ୍କାଳ ଗ୍ରାମରେ ଏକ କୂଅ ଭିତରୁ ଜଣେ ବିବାହିତା ମହିଳାଙ୍କ ଶବ ଉଦ୍ଧାର କରାଯାଇଛି I ମୃତ ମହିଳାଙ୍କ ନାମ ନନ୍ଦିନୀ ସ୍ୱାଇଁ I ତାଙ୍କ ବାପଘର ବୁଗୁଡ଼ା ଥାନା ଅନ୍ତର୍ଗତ ପଙ୍କଳବାଡ଼ି ହୋଇଥିବା ବେଳେ ସେ ଚାରିବର୍ଷ ତଳେ…
ଓୟୁଏଟି ନିର୍ମିତ ମାଣ୍ଡିଆ ଅମଳ ଓ ଚୋପା ଛଡା ଯନ୍ତ୍ରର ତାଲିମ କାର୍ଯକ୍ରମ
ଜଗତସିଂହପୁର,ତା-୦୭.୧୨.୨୦୨୪/ସୁମନ୍ତ କୁମାର ଦାସ: କୃଷି ବିଜ୍ଞାନ କେନ୍ଦ୍ର ଜଗତସିଂହପୁର ପରିସରରେ ଗ୍ରାମୀଣ ଯୁବକ ଓ ଯୁବତୀ ମାନଙ୍କ ନିମନ୍ତେ ଅମଳ ପରବର୍ତ୍ତୀ ପରିଚାଳନା ଓ ପକ୍ରୀୟାକରଣ ଉପରେ ଏକ ଦୁଇ ଦିନିଆ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ କୃଷି ଓ…
ଏ ବି ଭି ପି ର ବାଲେଶ୍ବର ବିଭାଗ ଅଭ୍ୟାସ ବର୍ଗ ଉଦ୍ଘାଟନ। ବା
ବାସୁଦେବପୁର - ଭଦ୍ରକ ଜିଲ୍ଲା ବାସୁଦେବପୁର ପୌର ପରିଷଦ ଅନ୍ତର୍ଗତ ସ୍ଥାନୀୟ ହନୁମାନ ବାଟିକା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିସର ରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ବାଲେଶ୍ଵର ବିଭାଗ ଅଭ୍ୟାସ ବର୍ଗ ଅନୁଷ୍ଟିତ ହୋଇ ଯାଇଛି। ଉକ୍ତ ଅଭ୍ୟାସ ବର୍ଗ କୁ ବାଲେଶ୍ଵର ବିଭାଗ ପ୍ରମୁଖ…
ଅବକାରୀ ବିଭାଗ ର ଚଢ଼ାଉ:୩ ଗିରଫ
ବାଲେଶ୍ଵର ଜିଲ୍ଲା ଖଇରା (ବୁଲୁ ଲେଙ୍କା) ଖଇରା ଅବକାରୀ ବିଭାଗ ତରଫରୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଚୋରା ମଦ ଓ ଗୋଟେ ବାଇକ ସହ ତିନିଜଣ ଙ୍କୁ ଗିରଫ କରିଛି ।ଖଇରା ଅବକାରୀ ଥାନା ଏସଆଇ ସୁରଜ କୁମାର ତିଗା ଙ୍କ ନେତୃତ୍ୱରେ ଏଏସଆଇ ଦୁର୍ଯ୍ୟୋଧନ ବେହେରା, ମହିଳା ଏଏସଆଇ ଦୀପିକା ପରିଡା ଓ…
ଜିଲ୍ଲାସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଉଦଘାଟିତ ।
ଭବାନୀପାଟଣା:ରୋହିତ କୁମାର ନାଏକ(ଶାସକ ପ୍ରଶାସକ)ତା. ୦୭.୧୨.୨୦୨୪ : ଚଳିତ ବର୍ଷ କଳାହାଣ୍ଡି ଜିଲ୍ଲାସ୍ତରୀୟ କୃଷି ଯନ୍ତ୍ରପାତି ମେଳା କୃଷି ମହାବିଦ୍ୟାଳୟ (ଓ.ୟୁ.ଏ.ଟି.) ପଡିଆ, ଭବାନୀପାଟଣା ଠାରେ ଉଦଘାଟିତ ହୋଇଯାଇଛି । କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଦ୍ଵାରା ଆୟୋଜିତ ଏହି କୃଷି…
ସରସ୍ବତୀ ଶିଶୁ ମନ୍ଦିର, ଡୁଙ୍ଗୁରିପାଲି ରେ 26ତେମ ବାର୍ଷିକ କ୍ରୀଡା ଉତ୍ସବ ପାଳିତ
ସୁବର୍ଣ୍ଣପୁର ୦୭/୧୨/୨୦୨୪:(ପ୍ରକାଶ ହାତୀ)ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଡୁଙ୍ଗୁରିପାଲି ରେ ୨୬ତମ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ଏହି ଉତ୍ସବ ରେ ମୁଖ୍ୟ ଅତିଥ୍ ଭାବେ ଶ୍ରୀମତୀ ପଦ୍ମିନୀ ସାହୁ,ଖେଳ ଶିକ୍ଷିକା,ରାଧାକୃଷ୍ଣ ବାଳିକା ଉଚ୍ଚ ବିଦ୍ୟାଳୟ…
ଶହେ ଦିନିଆ ଯକ୍ଷ୍ମା ନିରାକରଣ ଅଭିଯାନର ଶୁଭ ଉଦଘାଟନ
ବିଜେପୁର /ସୁଶାନ୍ତ ସାହୁ ବରଗଡ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ବିଜେପୁର ଠାରେ ଜନସ୍ୱାସ୍ଥ୍ୟ ଅଧିକାରୀ ଡ.ସୁଶାନ୍ତ ମେହେରଙ୍କ କରକମଳରେ ଶହେ ଦିନିଆ ଯକ୍ଷ୍ମା ନିରାକରଣ ଅଭିଯାନର ଶୁଭ ଉଦଘାଟନ ହୋଇଯାଇଛି। ଉକ୍ତ ଅଭିଯାନ ତା୦୭.୧୨.୨୦୨୪ରିଖ ଠାରୁ ଆରମ୍ଭ ହୋଇ…
ଜିଲ୍ଲା ସ୍ତରୀୟ ଯକ୍ଷ୍ମା ମୁକ୍ତ ଭାରତ ଅଭିଯାନ ର ଶୁଭାରମ୍ଭ
ସୁବର୍ଣ୍ଣପୁର,୦୭/୧୨/୨୦୨୪: ଶାସକ ପ୍ରଶାସକ (ପ୍ରକାଶ ହାତୀ):ସୁବର୍ଣ୍ଣପୁର ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ସ୍ଥାନୀୟ ସଭା ଗୃହ ନୂତନ ଜିଲ୍ଲା ସ୍ଵାସ୍ଥ୍ୟ ଚିକିତ୍ସାଳୟ ଠାରେ ଜିଲ୍ଲା ସ୍ତରୀୟ ଟିବି ମୁକ୍ତ ଭାରତ ଅଭିଯାନ ର ଶୁଭାରମ୍ଭ -୨୦୨୪ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ…
ରାୟଗଡ଼ା ସ୍ଵୟଂଶାସିତ ମହାବଦ୍ୟାଳୟ/ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବାର୍ଷିକ କ୍ରୀଡ଼ା ଉତ୍ସବର ଉଦ୍ଘାଟନୀ ସମାରୋହ
ରାୟଗଡ଼ା: ତା ୦୭-୧୨-୨୦୨୪ ତାରିଖ ସନ୍ଧ୍ୟା ୫.୦୦ ଘଣ୍ଟା ସମୟରେ ରାୟଗଡ଼ା ସ୍ଵୟଂଶାସିତ ମହାବଦ୍ୟାଳୟ/ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଗତ ୦୫-୧୨-୨୦୨୪ ରୁ ୦୭-୧୨-୨୦୨୪ ତାରିଖ ଧରି ହେଉଥିବା ବାର୍ଷିକ କ୍ରୀଡ଼ା ଉତ୍ସବର ଉଦ୍ଘାଟନୀ ସମାରୋହ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି…
LIVE-ଚାଷୀଙ୍କୁ ଇନ୍ପୁଟ୍ ସହାୟତା ରାଶି ବଣ୍ଟନର ଶୁଭାରମ୍ଭ | ସୋହେଲା, ବରଗଡ଼
https://youtu.be/1F2qxwM8f-g
ଚାଷୀଙ୍କୁ ଇନ୍ପୁଟ୍ ସହାୟତା ରାଶି ବଣ୍ଟନର ଶୁଭାରମ୍ଭ | ସୋହେଲା, ବରଗଡ଼-LIVE