Sign in
Sign in
Recover your password.
A password will be e-mailed to you.
ଲଗାତାର ଚୋରି ଯୋଗୁଁ ବିଲୁପ୍ତ ହେବାକୁ ଯାଉଛି ଶିକ୍ଷାନୁଷ୍ଠାନ
ଢ଼େଙ୍କାନାଳ/ରବିନ୍ ଦାସ; ସମସ୍ତେ ଶିକ୍ଷିତ ହେଲେ ଦେଶର ସବୁ କ୍ଷେତ୍ରରେ ବିକାଶ ସହଜ ହୋଇଥାଏ । ସେଥିପାଇଁ ବର୍ତ୍ତମାନ ସୁଦ୍ଧା ସରକାର ଏ ଦିଗରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି । ସଭିଏଁ ପଢନ୍ତୁ ସଭିଏଁ ବଢନ୍ତୁ ବାର୍ତ୍ତା ଏବେବି କାନରେ ଗୁଞ୍ଜରିତ ହେଉଛି । ହେଲେ ସେସବୁ ଆଜି ମୁଲ୍ୟହୀନ…
ରାଜ୍ୟ ସ୍ତରୀୟ ବାଲ୍ ବୈଜ୍ଞାନିକ ପ୍ରଦର୍ଶନୀ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
ବରଗଡ଼ :- ଜିଲ୍ଲା ବିଜ୍ଞାନ କେନ୍ଦ୍ର ଟୁକୁର୍ଲା ଠାରେ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ରାଧାକାନ୍ତ ଛାତ୍ରୀଙ୍କ ସଭାପତିତ୍ବରେ ଆସନ୍ତା ଡ଼ିସେମ୍ବର ୧୮/୧୯ ଓ ୨୦ ତାରିଖ ରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟସ୍ତରୀୟ ବାଲ୍ ବୈଜ୍ଞାନିକ ପ୍ରଦର୍ଶନୀ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ…
ପାରାଦୀପ ଠାରେ ଭାରତୀୟ ତଟ ରକ୍ଷକ ବାହିନୀର ଅତ୍ୟାଧୁନିକ ଜାହାଜ ସହାୟତା ପ୍ରତିଷ୍ଠାନ ର ସ୍ଥାପନା
ଜଗତସିଂହପୁର,ତା-୦୬.୧୨.୨୦୨୪/ସୁମନ୍ତ କୁମାର ଦାସ: ଭାରତୀୟ ତଟ ରକ୍ଷକ (ଆଇସିଜି) ଓଡିଶାର ପାରାଦୀପ ଠାରେ ଏକ ନୂତନ ଜାହାଜ ସହାୟତା ପ୍ରତିଷ୍ଠାନର ସ୍ଥାପନ କରି ଏକ ଗୁରୁତ୍ୱପୂର୍ଣ୍ଣ କୀର୍ତ୍ତିମାନ ହାସଲ କରିଛି। ଏହି ଅତ୍ୟାଧୁନିକ ପ୍ରତିଷ୍ଠାନରେ ତଟରକ୍ଷକ ସାମଗ୍ରୀ ଭଣ୍ଡାର , ତଟରକ୍ଷକ ଜାହାଜ…
ଭଞ୍ଜନଗର ଉପଖଣ୍ଡ ସ୍ତରୀୟ ଧାନସଂଗ୍ରହ ବୈଠକରେ ଯୋଗଦେଲେ ଅନେକ ମିଲ୍ ମାଲିକ
ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }:ଚଳିତ ମାସ ଡିସେମ୍ବର ମାସ ୨୩ ତାରିଖ ରୁ ଆରମ୍ଭ ହେବାକୁ ଥିବା ଧାନ କିଣା ପାଇଁ ଭଞ୍ଜନଗର ଉପଜିଲ୍ଲାପାଳ ଶ୍ରୀଯୁକ୍ତ ଅନିଲ କୁମାର ସେଠୀ ଙ୍କ ଅଧ୍ୟକ୍ଷତାରେ ଉପଖଣ୍ଡସ୍ତରୀୟ ପ୍ରସ୍ତୁତି ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି । ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି…
ଭିଜିଲାନ୍ସ ଜାଲରେ ଏସିଏଫ : ଆୟ ବହିର୍ଭୁତ ସଂପତି ଠୁଳ ଅଭିଯୋଗରେ ଏକକାଳୀନ ୯ ଗୋଟି ସ୍ଥାନରେ ରେଡ୍
ବିଜେପୁର /ସୁଶାନ୍ତ ସାହୁ ସମ୍ବଲପୁର ଭିଜିଲାନ୍ସ ଜାଲରେ ହୀରାକୁଦ ବନ୍ୟପ୍ରାଣୀ ଡିଭିଜନର ଏସିଏଫ ରେବତୀ ରମଣ ଯୋଶୀଙ୍କ ଘରେ ଚାଲିଛି ଜୋରଦାର ଚଢାଉ । ଏକକାଳୀନ ୯ଟି ସ୍ଥାନରେ ଚାଲିଛି ରେଡ୍ । ଆୟ ବହିର୍ଭୁତ ସଂପତି ଠୁଳ ଅଭିଯୋଗରେ ରେଡ୍ କରାଯାଉଛି । ସମ୍ବଲପୁରର ୭ଟି ଓ ବରଗଡ଼ର ୨ଟି ସ୍ଥାନରେ…
ବେଦାନ୍ତ ଆଲୁମିନିୟମ ଓଡ଼ିଶାରେ ସପ୍ତାହବ୍ୟାପୀ ଏଚଆଇଭି-ଏଡ୍ସ ସଚେତନତା ଅଭିଯାନର ଶୁଭାରମ୍ଭ କରିଛି
ଓଡ଼ିଶାରେ ସପ୍ତାହବ୍ୟାପୀ ସଚେତନତା ଅଭିଯାନରେ ବିଶେଷଜ୍ଞଙ୍କ ଆଲୋଚନା, ମାରାଥନ, ସମାବେଶ, ବିଶେଷ ଆଲୋଚନା ଓ ଷ୍ଟ୍ରିଟ ପ୍ଲେ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା
ଭୁବନେଶ୍ୱର, ଓଡ଼ିଶା, ଡିସେମ୍ବର ୬, ୨୪: ଭାରତର ବୃହତ ଆଲୁମିନିୟମ ଉତ୍ପାଦକ, ବେଦାନ୍ତ ଆଲୁମିନିୟମ, ବିଶ୍ୱ ଏଡ୍ସ ଦିବସରେ ଏକ…
ରାଜ୍ୟ କାର୍ଯ୍ୟାଳୟରେ ଡ.ଭୀମରାଓ ଆମ୍ବେଦକରଙ୍କ ମହପ୍ରୟାଣ ଦିବସ ପାଳନ
ସମ୍ବିଧାନ ବିଷୟରେ ଅବଗତ ହେଲେ ଏହା ଅଧିକ ସମୃଦ୍ଧ ହେବ: ମନମୋହନ ସାମଲ
ସମାଜର ମୁଖ୍ୟସ୍ରୋତରେ ସାମିଲ କରି ଆଗକୁ ଆଣିବା ପାଇଁ ବ୍ୟବସ୍ଥା ନିର୍ଦ୍ଧାରଣ କରିବାରେ ଡ.ଆମ୍ବେଦକରଙ୍କ ନାମ ସ୍ୱର୍ଣ୍ଣ ଅକ୍ଷରରେ ଲିପିବଦ୍ଧ ହୋଇ ରହିବ
ତାଙ୍କ ବିଷୟରେ ଅଧ୍ୟୟନ ଓ ଗବେଷଣା କଲେ ସାଧାରଣ…
ସୋଆରେ ଜଳବାୟୁ ପରିବର୍ତନ ନେଇ ଡିସେମ୍ବର ୮ ରେ ଜାତୀୟ ସମ୍ମିଳନୀ
ଭୁବନେଶ୍ୱର, ଡିସେମ୍ବର ୬: ବିଶେଷଜ୍ଞ, ପରିବେଶବିତ୍, ବ୍ୟବସାୟ କ୍ଷେତ୍ରର ବିଶିଷ୍ଟ ବ୍ୟକ୍ତି ବିଶେଷ ଏବଂ ସମାଜସେବୀମାନେ ଆସନ୍ତା ଡିସେମ୍ବର ୮ରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ଆୟୋଜିତ ହେବାକୁ ଥିବା ଏକ ଦିବସୀୟ ଜାତୀୟ ସମ୍ମିଳନୀରେ ଜଳବାୟୁ ପରିବର୍ତନ ଓ ଏହାର ଭବିଷ୍ୟତ ନିମନ୍ତେ ଆହ୍ୱାନ…
ଜିଲ୍ଲା ସ୍ତରୀୟ ବିଶ୍ବ ମୃତ୍ତିକା ଦିବସ ପାଳିତ
ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଠାରେ ବିଶ୍ଵ ମୃତ୍ତିକା ଦିବସ ପାଳିତ ହୋଇଯାଇଛି। ଏହି ଦିବସରେ ଶ୍ରୀ ଏ.ରାମ ପ୍ରସାଦ ପାତ୍ର ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଗଜପତିଙ୍କ ଅଧ୍ୟକ୍ଷତାରେ ଅନଷ୍ଠିତ…
ଖରମୁଣ୍ଡା ଠାରେ ମାନସିକ ସ୍ୱାସ୍ଥ୍ୟ ଚିକିତ୍ସା ଶିବିର ଅନୁଷ୍ଠିତ ଓ ମାନସିକ ରୋଗ ସଚେତନତା ରଥ କୁ ଶୁଭାରମ୍ଭ କଲେ ଡ଼ା.…
ବିଜେପୁର /ସୁଶାନ୍ତ ସାହୁ ବରଗଡ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ଆୟୁଷ୍ମାନ ଆରୋଗ୍ୟ ଶିବିର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଖରମୁଣ୍ଡା ଠାରେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ବିଜେପୁର ଓ ଜିଲ୍ଲା ମାନସିକ ସ୍ୱାସ୍ଥ୍ୟ ବିଭାଗ ବରଗଡ଼ ପକ୍ଷରୁ ଏକ ମାନସିକ ସ୍ୱାସ୍ଥ୍ୟ ଚିକିତ୍ସା ଶିବିର ଅନୁଷ୍ଠିତ…