ଶୀତକାଳୀନ ଶିବିର ଉଦଯାପିତ।

ପଦ୍ମପୁର :- ସରକାରୀ ବାଳିକା ଉଚ୍ଚବିଦ୍ୟାଳୟ, ପଦ୍ମପୁର ଠାରେ ଚାଲିଥିବା ପଞ୍ଚଦିବସୀୟ ଶୀତକାଳୀନ ଶିବିର ଉଦଯାପିତ ହୋଇଯାଇଛି. ଏହି ଶିବିର ରେ ଲାଲ ବାହାଦୁର ଶାସ୍ତ୍ରୀ ଉ ପ୍ରା ବିଦ୍ୟାଳୟ, ରଜା ପଡ଼ା ପ୍ରାଥମିକ ବିଦ୍ୟାଳୟ ଓ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରୀ ମାନେ ଯୋଗ ଦେଇ…

ଗୁଡ ବଳଭଦ୍ର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶତ ବାର୍ଷିକୀ ଉତ୍ସବ ପାଳନ।

ବାସୁଦେବପୁର - ବାଲେଶ୍ଵର ଜିଲ୍ଲା ସୋରୋ ବ୍ଲକ୍ ଅନ୍ତର୍ଗତ ଗୁଡ଼ ଠାରେ ଗୁଡ଼ ସରକାରୀ ପ୍ରାଥମିକ ବିଦ୍ୟାଳୟ ର ଶତ ବାର୍ଷିକୀ ଉତ୍ସବ ତିନି ଦିନ ଧରି ଧୁମ୍ ଧାମରେ ପାଳନ ହୋଇ ଯାଇଛି।୧୯୨୫ ମସିହା ରୁ ସ୍ଥାପିତ ଏହି ବିଦ୍ୟାଳୟ ଶହେ ବର୍ଷ ପୂର୍ତ୍ତି ଉପଲକ୍ଷେ ଡିସେମ୍ବର ୨୭,/୨୮/୨୯ ତିନି ଦିନ ରେ…

ବୀମାଭୁକ୍ତ ଚାଷୀ ମାନଙ୍କ ପାଇଁ ଫସଲ କ୍ଷତି ସମ୍ପର୍କରେ ସୂଚନା ଦେବା ପାଇଁ ସମୟ ଅବଧି କେନ୍ଦ୍ର ସରକାର ଆଉ ତିନି ଦିନ…

ବୀମାଭୁକ୍ତ ଚାଷୀମାନେ ଜାନୁଆରୀ ୧ ତାରିଖ ପର୍ଯ୍ୟନ୍ତ ବୀମା କମ୍ପାନୀ ମାନଙ୍କୁ ଫସଲ କ୍ଷତି ସମ୍ପର୍କରେ ସୂଚନା ଦେଇ ପାରିବେ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର କୃଷି ମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର: ରାଜ୍ୟରେ ଅଦିନିଆ ବର୍ଷା ଯୋଗୁଁ ଚାଷୀମାନେ ଫସଲ…

ନୟାଗଡ, ଗଜପତି, ଗଞ୍ଜାମ ଜିଲ୍ଲାରେ ଅଦିନିଆ ବର୍ଷାଜନିତ କ୍ଷୟକ୍ଷତି ଅନୁଧ୍ୟାନ କଲେ ମୁଖ୍ୟମନ୍ତ୍ରୀ

ଚାଷୀ ମାନଙ୍କୁ ଆଶ୍ଵାସନା ଦେଲେ ମୁଖ୍ୟମନ୍ତ୍ରୀ, ସବୁ କ୍ଷତିଗ୍ରସ୍ତଙ୍କୁ ନିଶ୍ଚୟ ମିଳିବ ସହାୟତା ବୀମା ଭୁକ୍ତ ଚାଷୀ ମାନଙ୍କୁ କ୍ଷତି ସଂପର୍କରେ ସୂଚନା ଦେବା ଅବଧି ଆଉ ଗୋଟିଏ ଦିନ ବୃଦ୍ଧି କଲେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର:ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ରାଜ୍ୟରେ…

ପୁରାତନ ଛାତ୍ର ଛାତ୍ରୀ ହିଁ ସ୍କୁଲର ସମ୍ପତ୍ତି

 ଜାରିଂ ହାଇସ୍କୁଲ ୧୯୯୫ ମ୍ୟାଟ୍ରିକ ବ୍ୟାଚ୍ ଛାତ୍ର ଛାତ୍ରୀଙ୍କ ବନ୍ଧୁ ମିଳନ କାର୍ଯ୍ୟକ୍ରମ. ବିଜେପୁର /ସୁଶାନ୍ତ ସାହୁ ବରଗଡ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ଜାରିଂ ଠାରେ ରବିବାର ଜାରିଂ ହାଇସ୍କୁଲ ର ୧୯୯୫ ମ୍ୟାଟ୍ରିକ ବ୍ୟାଚ ଛାତ୍ର ଛାତ୍ରୀ ଙ୍କ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଟିତ…

ବନାଞ୍ଚଳ ସ୍ତରୀୟ ବନାଗ୍ନି ନିରାକରଣ ସଚେତନତା ପ୍ରସ୍ତୁତି ବୈଠକ ଅନୁଷ୍ଠିତ ।

 ପଦ୍ମପୁର :- ସ୍ଥାନୀୟ ପୁରୋହିତ କଲ୍ୟାଣ ମଣ୍ଡପ ଠାରେ ପଦ୍ମପୁର ବନାଞ୍ଚଳ କାର୍ଯ୍ୟାଳୟ ତରଫରୁ  ବନାଞ୍ଚଳ ସ୍ତରୀୟ ଵନାଗ୍ନି ନିରାକରଣ ସଚେତନତା ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ବନାଞ୍ଚଳ ଅଧିକାରୀ ଶ୍ରୀଯୁକ୍ତ ସୁଦାମ ଜଗଦଲା ସଭାପତିତ୍ବ କରିଥିବା ବେଳେ…

ଭଞ୍ଜନଗର ରେ ନିଖିଳ ଓଡ଼ିଶା ଆଇନଜୀବି ସଙ୍ଘର ଦୁଇ ଦିନିଆ ସମ୍ମିଳନୀ ଉଦଘାଟିତ

ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ନିଖିଳ ଓଡ଼ିଶା ଆଇନଜୀବି ସଙ୍ଘ ଏବଂ ଭଞ୍ଜନଗର ବାର ଆସୋସିଏସନର ମିଳିତ ସହଯୋଗରେ ଦୁଇ ଦିନ ଧରି ହେବାକୁ ଥିବା ନିଖିଳ ଓଡ଼ିଶା ଆଇନଜିବୀ ସମ୍ମିଳନୀ ଆଜି ଡିସେମ୍ବର ମାସ ୨୯ ତାରିଖ ରବିବାର ୨୦୨୪ ଦିନ ମଧ୍ୟାହ୍ନ ସମୟରେ ସ୍ଥାନୀୟ ଡିହପଢାଳ ସ୍ଥିତ ସରସ୍ୱତୀ ଶିଶୁ…

ବିଜେପୁରରେ ୧୦୮ କୁଣ୍ଡୀୟ ଗାୟତ୍ରୀ ମହାଯଜ୍ଞ ପ୍ରସ୍ତୁତି

 ବିଜେପୁର /ସୁଶାନ୍ତ ସାହୁ ବରଗଡ଼ ଜିଲ୍ଲା ଗାୟତ୍ରୀ ପରିବାର ପକ୍ଷରୁ ବିଜେପୁରଠାରେ ୧୦୮ କୁଣ୍ଡୀୟ ଗାୟତ୍ରୀ ମହାଯଜ୍ଞ ଓ ରାଷ୍ଟ୍ର ଜାଗରଣ ଅଭିଯାନ ଆୟୋଜନ ପାଇଁ ବ୍ୟାପକ ପ୍ରସ୍ତୁତି ଚାଲିଛି। ସ୍ଥାନୀୟ ରେଡିଆନ୍ସ ଶିକ୍ଷାନୁଷ୍ଠାନ ନିକଟରେ ଆଗାମୀ ୨ରୁ ୫ ତାରିଖ ପର୍ଯ୍ୟନ୍ତ ୪ଦିନ ବ୍ୟାପିଏହି…

ରଘୁନାଥ ବିଦ୍ୟାପୀଠ ଛାତ୍ରଙ୍କ ବାର୍ଷିକ ବନ୍ଧୁମିଳନ

ଓଡ଼ଗାଁ,୨୯।୧୨(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ରଘୁନାଥ ବିଦ୍ୟାପୀଠ ୧୯୮୩ ମାଟ୍ରିକ୍ ବ୍ୟାଚ୍ ଛାତ୍ର ମାନଙ୍କର ଷଷ୍ଠ ବାର୍ଷିକ ବନ୍ଧୁମିଳନ କାର୍ଯ୍ୟକ୍ରମ ଓଡ଼ଗାଁ ସନ୍ନିକଟ ବୁଢ଼ାବୁଢ଼ୀ ଆଣି ଡ଼୍ୟାମ ଠାରେ ଆନନ୍ଦ ଓ ଉଦ୍ଦୀପନାର ସହ ଅନୁଷ୍ଠିର ହୋଇଯାଇଛି । ଏଥିରେ ପ୍ରାୟ…

ଡ଼. ରୀନା ସାହୁଙ୍କ ପୁସ୍ତକ “ଅନନ୍ୟ ପାରଳା ଅନନ୍ୟ ବ୍ୟକ୍ତିତ୍ୱ” ଉନ୍ମୋଚିତ

 ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ଭୁବନେଶ୍ୱରର ବୁଦ୍ଧ ମନ୍ଦିର ଠାରେ ପାରଳାଖେମୁଣ୍ଡିର ମହିଳା ସ୍ନାତକ ମହାବିଦ୍ୟାଳୟ ର ଅଧ୍ୟକ୍ଷା ଡ଼.ରୀନା ସାହୁଙ୍କ ପୁସ୍ତକ "ଅନନ୍ୟ ପାରଳା ଅନନ୍ୟ ବ୍ୟକ୍ତିତ୍ୱ" ଉନ୍ମୋଚନ ଉତ୍ସବ ପାଳିତ ହୋଇଯାଇଛି। ଏହି ଉତ୍ସବରେ ବିଶିଷ୍ଟ ଗାଳ୍ପିକା ଡ.ଇନ୍ଦିରା…