Sign in
Sign in
Recover your password.
A password will be e-mailed to you.
ଇତିହାସରେ ପ୍ରଥମ ଥର ପାଇଁ ହକି ଦଳରେ ନବରଙ୍ଗପୁର ଜିଲ୍ଲାରୁ ତିନି ଖେଳାଳି
ନବରଙ୍ଗପୁର ;29.12.2024,ଅଶୋକ ସାହୁ, ଶାସକ ପ୍ରଶାସକ,ଆସନ୍ତା ଜାନୁୟାରୀ ୦୨ ରୁ ୦୭ ତାରିଖ ପର୍ଯ୍ୟନ୍ତ ମଧ୍ୟପ୍ରଦେଶ ଭୋପାଳ ଠାରେ ଅନୁଷ୍ଠିତ ହେବାକୁ ଥିବା ୬୮ ତମ ସର୍ବ ଭାରତୀୟ ବିଦ୍ୟାଳୟ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ରେ ହକି କ୍ରୀଡା ପାଇଁ ଓଡ଼ିଶା ଦଳ ପକ୍ଷରୁ ଖେଳିବା ନିମନ୍ତେ…
ଗୁଣପୁର କଳିଙ୍ଗ ବୈଷ୍ୟ ସଙ୍ଘ ର ବନ୍ଧୁ ମିଳନ
ଆନ୍ଧ୍ର ପ୍ରଦେଶ ର ବହୁ ସଭ୍ୟ ସାମିଲ, ବହୁ ବ୍ୟକ୍ତି ବିଶେଷ ଙ୍କୁ ସମ୍ୱର୍ଦ୍ଧନା।
ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ରାୟଗଡ଼ା ଜିଲ୍ଲା ଗୁଣପୁର ସ୍ଥିତ କଳିଙ୍ଗ ବୈଷ୍ୟ ସଙ୍ଘ ପକ୍ଷରୁ ଏକ ବନ୍ଧୁ ମିଳନ ପୁରୁଣା ଗୁଣପୁର ଆମ୍ବ ତୋଟା ରେ ବହୁ ଆଡମ୍ବର ରେ ପାଳିତ ହୋଇଯାଇଛି । ଗୁଣପୁର…
ମୁଖ୍ୟମନ୍ତ୍ରୀଙ୍କ ଦିନିକିଆ ଗଜପତି ଜିଲ୍ଲା ଗସ୍ତ
https://youtu.be/_ToXxKiE44E
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆଜି ଦିନିକିଆ ଗଜପତି ଜିଲ୍ଲାରେ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଏବଂ ମାନ୍ୟବର ମନ୍ତ୍ରୀ ରାଜସ୍ବ ଏବଂ ବିପର୍ଯ୍ୟୟ ପରିଚାଳନା ଶ୍ରୀଯୁକ୍ତ ସୁରେଶ ପୂଜାରୀ ଗଜପତି ଜିଲ୍ଲାର ଗୋଷାଣୀ ବ୍ଲକ୍ ଅନ୍ତର୍ଗତ…
ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ଙ୍କ ଜଗତସିଂହପୁର ଜିଲ୍ଲା ଗସ୍ତ ଓ ଅଦିନିଆ ବର୍ଷାରେ ହୋଇଥିବା…
ଜଗତସିଂହପୁର: ଆଜି ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ଦିନିକିଆ ଜଗତସିଂହପୁର ଜିଲ୍ଲା ଗସ୍ତରେ ଆସି ତିର୍ତ୍ତୋଲ ବ୍ଲକର ଜଡତିରା ଗ୍ରାମ ପଂଚାୟତର କ୍ଷତିଗ୍ରସ୍ତ ଚାଷ ଅଞ୍ଚଳ ବୁଲି ଦେଖିବା ସହ ହୋଇଥିବା କ୍ଷତିଗ୍ରସ୍ତ ଚାଷୀଙ୍କୁ ଭେଟି ଆଲୋଚନା କରିଥିଲେ। ପରେ କୁଜଙ୍ଗ…
ଦୁର୍ଘଟଣା: ବୋର୍ଡା ପୋଲିସ ପେଟ୍ରୋଲିଙ୍ଗ ଗାଡ଼ି କୁ ପିଟିଲା ଟ୍ରକ ଅଳ୍ପ କେ ବଞ୍ଚିଲେ ପୋଲିସ୍ କର୍ମଚାରୀ
ଭବାନୀପାଟଣା:ରୋହିତ କୁମାର ନାଏକ(ଶାସକ ପ୍ରଶାସକ) ୨୯ଡିସେମ୍ବର ଆଜି ବିଳମ୍ବିତ ରାତିରେ କଳାହାଣ୍ଡି ଜିଲ୍ଲା ବୋର୍ଡା ଅନ୍ତର୍ଗତ ସାପସିଲେଟ ନିକଟରେ ଶନିବାର ରାତି ୯ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏକ ଛତିଶଗଡ ଟ୍ରକ୍ ବୋର୍ଡା ଥାନା ପୋଲିସ ଜିପ କୁ ପଛ ଆଡୁ ଧକା ଦେଲା ଏବଂ…
ଚାଉଳ ବୋଝେଇ ଟ୍ରକକୁ ପଛପଟୁ କୋଇଲା ବୋଝଇ ଟ୍ରକ ଦୁଇ ଟ୍ରକ ରେ ନିଆଁ ଲାଗି ଡ୍ରାଇଭର ପାଉଁଶ
ଭବାନୀପାଟଣା:ରୋହିତ କୁମାର ନାଏକ (ଶାସକ ପ୍ରଶାସକ )କଳାହାଣ୍ଡି ଜିଲ୍ଲା ରେ ଦିନକୁ ଦିନ ପଡି ଚାଲିଥିବା ବେଳେ ଆଜି ସକାଳ ୩ଘଣ୍ଟା ସମୟରେ କଳାହାଣ୍ଡି ଜିଲ୍ଲା ସଦର ଥାନା ଅନ୍ତର୍ଗତ ପାଷ୍ଟିକୁଡି ଠାରୁ ନାସିଗାଁ ମଝିରେ ଚାଉଳ ବୋଝେଇ ଟ୍ରକ କୁ ପଛପଟୁ କୋଇଲା ବୋଝେଇ ଟ୍ରକ ଧକ୍କା ଦେବାରୁ ଦୁଇ…
କଳାହାଣ୍ଡି ଚେସ ଏକାଡେମୀ ଉଦଘାଟିତ
ଭବାନୀପାଟଣା:ରୋହିତ କୁମାର ନାଏକ (ଶାସକ ପ୍ରଶାସକ )ତା : ୨୯/୧୨/୨୦୨୪ ରିଖ ସ୍ଥାନୀୟ ସ୍ୱାମୀ ବିବେକାନନ୍ଦ ପବ୍ଲିକ ସ୍କୁଲ ପରିସରରେ କଳାହାଣ୍ଡି ଚେସ ଏକାଡେମୀ ଉଦଘାଟିତ ହୋଇଯାଇଛି | କଳାହାଣ୍ଡି ଚେସ ଏକାଡେମୀ ର ଅଧ୍ୟକ୍ଷ ତଥା ପ୍ରତିଷ୍ଠାତା ଡ଼. ଶିବରାମ ନାୟକଙ୍କ ତତ୍ତ୍ୱବଧାନ ରେ ଅନୁଷ୍ଠିତ…
ବନ୍ଧୁ ମିଳନ ଓ ଗୁରୁ ପୂଜନ ଉତ୍ସବ।
ବାସୁଦେବପୁର - ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଳକ ଅନ୍ତର୍ଗତ ସ୍ଥାନୀୟ କରଞ୍ଜାଆଡିଆ ଉଚ୍ଚ ବିଦ୍ୟାଳୟ ମଲ୍ଲିଗାଦେଇ ପୁର ରେ ୧୯୯୨ ବ୍ୟାଚ ର ଛାତ୍ର ଛାତ୍ରୀ ମାନଙ୍କୁ ନେଇ ବନ୍ଧୁ ମିଳନ ଓ ଗୁରୁ ପୂଜନ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି। ଏହି ଅବସର ରେ ଅନୁଷ୍ଟିତ କାର୍ଯ୍ୟ କର୍ମ ରେ ବର୍ତ୍ତମାନ ର…
ରଙ୍ଗଣୀପାଟଣା ରାକେଶ ମେମୋରିଆଲ ୫ମ ଆରସିଏ କପ, ଚତୁର୍ଥ ଦିନରେ ରଙ୍ଗଣୀପାଟଣା ସେମି ଫାଇନାଲକୁ ଉନ୍ନୀତ
ଓଡ଼ଗାଁ ୨୯।୧୨(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ରଙ୍ଗଣୀପାଟଣା ରାଧାକାନ୍ତ କ୍ରିକେଟ ଆସୋସିଏସନ୍ (ଆରସିଏ) ଦ୍ବାରା ଆୟୋଜିତ ରାକେଶ ମେମୋରିଆଲ ୫ମ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଆରସିଏ କପ୍ ୨୦୨୪ ୪ର୍ଥ ଦିନର ପ୍ରଥମ ଲିଗ୍ ମ୍ୟାଚ ରଙ୍ଗଣୀପାଟଣା ଓ ବାଙ୍କତରା ମଧ୍ୟରେ…
ଖୋର୍ଦ୍ଧା ସହରରେ କ୍ୟାବିନ୍ ଉଛେଦ ପ୍ରକ୍ରିୟାକୁ ତ୍ବରାନ୍ବିତ କରିବାକୁ ଅଣ୍ଟା ଭିଡିଲା ପ୍ରଶାସନ
ଖୋର୍ଦ୍ଧା: ସହର ମଧ୍ୟରୁ କ୍ୟାବିନ ଉଚ୍ଛେଦ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆ ଯାଇଥିବା ବେଳେ ଆଜି ସକାଳ ୭ଟାରୁ ରାସ୍ତା କଡରୁ କ୍ୟାବିନ ଉଠେଇବାରେ ଲାଗି ପଡ଼ିଛନ୍ତି ଜିଲ୍ଲା ପ୍ରଶାସନର ଅଧିକାରୀ । ସହର ମଧ୍ୟରେ ଥିବା ସମସ୍ତ ଅସ୍ଥାୟୀ ଦୋକାନୀଙ୍କୁ ଉଚ୍ଛେଦ କରିବାକୁ ସମସ୍ତ…