Sign in
Sign in
Recover your password.
A password will be e-mailed to you.
ପ୍ରଧାନ ମନ୍ତ୍ରୀ ଫସଲ ବୀମା ନେଇ ବେଲଗୁଣ୍ଠା ତହସିଲଦାର ଏବଂ ବିଡ଼ିଓଙ୍କ ମିଳିତ ବୈଠକ
ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ଚଳିତ ବର୍ଷ ବର୍ଷା ବାରମ୍ବାର ଚାଷୀଙ୍କୁ ଧୋକା ଦେଇଛି I ଚାଷ ଆରମ୍ଭରୁ ନିଅଣ୍ଟିଆ ବର୍ଷା ଚାଷୀଙ୍କୁ ହତୋତ୍ସାହିତ କରିଦେଇଥିବା ବେଳେ ଫସଲ ଅମଳ ସମୟରେ ଅଦିନିଆ ଲଗାଣ ବର୍ଷା ଚାଷୀର ମେରୁଦଣ୍ଡ ଭାଙ୍ଗି ଦେଇଛି I ଏହାକୁ ଦୃଷ୍ଟିରେ ରଖି ବେଲଗୁଣ୍ଠା ବ୍ଳକ୍…
ଧନୁଯାତ୍ରା ହେଉଛି ଓଡ଼ିଆ ଅସ୍ମିତାର ଜୟଯାତ୍ରା : ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂରଜ
ପ୍ରଥମଥର ପାଇଁ ଏଲ. ଇ. ଡ଼ି. ପରଦା ମାଧ୍ୟମରେ ଧନୁଯାତ୍ରା ମହୋତ୍ସବର ହେବ ସିଧାପ୍ରସାରଣ
ଧନୁଯାତ୍ରାରେ ଭାଗନେଉଥିବା ପ୍ରାୟତଃ ୧୭୦ ଜଣ କଳାକାରମାନଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ସମ୍ମାନ ସୂଚକ ରାଶି ପ୍ରଦାନ କରାଯିବା ପାଇଁ ନିଷ୍ପତ୍ତି
ଜାତୀୟ ନାଟ୍ୟ ବିଦ୍ୟାଳୟ ଟିମ୍ ପକ୍ଷରୁ…
ମହାନଦୀ ମାଇନ୍ସ ଆଣ୍ଡ୍ ମିନେରାଲ୍ସ ପ୍ରାଇଭେଟ୍ ଲିମିଟେଡ୍ ପକ୍ଷରୁ ଉତ୍ପାଦକତା ବୃଦ୍ଧି ପାଇଁ କୃଷକ ପ୍ରଶିକ୍ଷଣ…
ସୁନ୍ଦରଗଡ଼: କର୍ପୋରେଟ୍ ସାମାଜିକ ଦାୟିତ୍ୱବୋଧ (ସିଏସ୍ଆର) କାର୍ଯ୍ୟକ୍ରମ ଅଧୀନରେ ଆଦାନୀ ଏଂଟରପ୍ରାଇଜେସ୍ ଲିମିଟେଡର ସହାୟକ ସଂସ୍ଥା ମହାନଦୀ ମାଇନ୍ସ ଆଣ୍ଡ୍ ମିନେରାଲ୍ସ ପ୍ରାଇଭେଟ ଲିମିଟେଡ୍ ପକ୍ଷରୁ ଗିରିସିମା ଓ ଝାରପାଲମ ଗ୍ରାମରେ ଚାଷୀଙ୍କ ପାଇଁ କୃଷକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ…
ଜଷ୍ଟିସ ରମେଶ ଦାସ ସୃତି ସଭା
ପାଟକୁରା ତା ୨୯/୧୨- ଗରଦପୁର ବ୍ଲକ୍ ଅଧିନ ତେଣ୍ଡାକୁଡା ପଞ୍ଚାୟତ ର ବସନ୍ତପୁର ଗ୍ରାମ ର ବରିଷ୍ଠ ନାଗରିକ ତଥା ଅବସରପ୍ରାପ୍ତ ବିଚାରପତି ତଥା ଓଡିଶା ଉଚ୍ଚ ନ୍ୟାୟାଳୟ, ବାର କାଉନସିଲ ର ସଭ୍ୟ ଶ୍ରୀ ରମେଶ ଚନ୍ଦ୍ର ଦାସଙ୍କ ଦେହାନ୍ତରେ ଆଜି ତାଙ୍କ ପୈତୃକ ଗ୍ରାମ ବସନ୍ତପୁର ଠାରେ ଏକ ସ୍ମୃତି…
ଧାନ କ୍ରୟରେ କଟନିଛଟନି ଓ ମିଲର ଦାଦାଗିରି ପ୍ରତିବାଦରେ ଭବାନୀପାଟଣାରେ ୧୨ ଘଣ୍ଟିଆ ଧର୍ମଘଟ
ଭବାନୀପାଟନା:ରୋହିତ କୁମାର ନାଏକ(ଶାସକ ପ୍ରଶାସକ)କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରେ ବିକ୍ଷୋଭକାରୀମାନେ ଶନିବାର ୧୨ ଘଣ୍ଟିଆ ଧର୍ମଘଟ ଡାକରା ଦେଇଛନ୍ତି। ଭବାନୀପାଟଣାର କଂଗ୍ରେସ ବିଧାୟକ ସାଗର ଚରଣ ଦାସ ଧାନ କାଟନି ଛଟନି ବିରୋଧରେ ଧର୍ମଘଟ ଏବଂ ଧାନ କ୍ରୟରେ ତ୍ରୁଟି ହେଉଥିବା ଦର୍ଶାଇ ଏହି…
୩୧ତାରିଖ ରେ ଅଦିନିଆ ବର୍ଷା କ୍ଷତିଗ୍ରସ୍ତ ପୁରୀ,କଟକ ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଗସ୍ତ ରେ ଯିବେ ନବୀନ ପଟ୍ଟନାୟକ
ଭୁବନେଶ୍ୱର : ଆସନ୍ତା ୩୧ତାରିଖ ଦିନ ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟନାୟକ ପୁରୀ,କଟକ,କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲା ଗସ୍ତରେ ଯିବେ.ଏହି ଗସ୍ତ ଅବସରରେ ଶ୍ରୀ ପଟନାୟକ ଅଦିନିଆ ବର୍ଷା କ୍ଷତିଗ୍ରସ୍ତ ପୁରୀ ର ସତ୍ୟବାଦୀ ,କେନ୍ଦ୍ରାପଡ଼ା ର ପଟାମୁଣ୍ଡାଇ,କଟକ ର ସାଲେପୁର ଓ ଜଗତସିଂହପୁର…
ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ୫ ହଜାର ଅଣ୍ଡର ଗ୍ରାଜୁଏଟ୍ (ସ୍ନାତକ) ଛାତ୍ରବୃତ୍ତି ତାଲିକା ପ୍ରକାଶ
- ୨୦୨୪-୨୫ ବର୍ଷ ପାଇଁ ଓଡ଼ିଶାର ୧୨୦ ଜଣ ଛାତ୍ରଛାତ୍ରୀଙ୍କୁ ଛାତ୍ରବୃତ୍ତି
- ଧୀରୁଭାଇ ଅମ୍ବାନୀଙ୍କ ୯୨ତମ ଜୟନ୍ତୀରେ ତାଲିକା ପ୍ରକାଶ
- ଛାତ୍ରଛାତ୍ରୀଙ୍କୁ ମିଳିବ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅନୁଦାନ
- ୧ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଆବେଦନ କରିଥିଲେ
- ୧୦…
ରଙ୍ଗଣୀପାଟଣା ରାକେଶ ମେମୋରିଆଲ ୫ମ ଆରସିଏ କପ, ତୃତୀୟ ଦିନରେ ଶାଳଝରିଆ ସେମି ଫାଇନାଲକୁ ଉନ୍ନିତ
ଓଡ଼ଗାଁ ୨୮।୧୨(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ରଙ୍ଗଣୀପାଟଣା ରାଧାକାନ୍ତ କ୍ରିକେଟ ଆସୋସିଏସନ୍ (ଆରସିଏ) ଦ୍ବାରା ଆୟୋଜିତ ରାକେଶ ମେମୋରିଆଲ ୫ମ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଆରସିଏ କପ୍ ୨୦୨୪ ତୃତୀୟ ଦିନର ପ୍ରଥମ ଲିଗ୍ ମ୍ୟାଚ ମଦନଗାଡିଆ ଓ ଖୁଣ୍ଟୁବନ୍ଧ ମଧ୍ୟରେ…
ଶ୍ରୀରଘୁନାଥ ଜିଉଙ୍କୁ ଦର୍ଶନ କଲେ ହାଇକୋର୍ଟ ବିଚାରପତି
ଓଡ଼ଗାଁ,୨୮।୧୨(ଶ୍ରୀକାନ୍ତ କୁମାର ମିଶ୍ର): ଓଡିଶା ହାଇକୋର୍ଟ ବିଚାରପତି ଜଷ୍ଟିସ ଭି. ନରସିଙ୍ଗା ଭଞ୍ଜନଗର ଠାରେ ଆୟୋଜିତ ଅଲ୍ ଓଡ଼ିଶା ଲୟାର ଆସୋସିଏସନର ୫୩ ତମ ବାର୍ଷିକ ସମ୍ମିଳନୀରେ ଯୋଗ ଦେବାପାଇଁ ଯାଉଥିବା ବେଳେ ଶରଣକୁଳ ଠାରେ ଓଡିଶାର ଅନ୍ୟତମ ପ୍ରସିଦ୍ଧ ଶୈବପୀଠ ଲଡୁକେଶ୍ବର ମହାଦେବ ଏବଂ…
ମୁଖ୍ୟମନ୍ତ୍ରୀ ଙ୍କୁ କୃତଜ୍ଞତା ଜଣାଇଲେ ଭଞ୍ଜନଗର ଓକିଲ ସଂଘ
ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ଦୀର୍ଘଦିନ ଧରି ଆଇନଜୀବିମାନେ ଅବହେଳିତ ହୋଇ ଆସୁଥିବା ବେଳେ ସମଗ୍ର ରାଜ୍ୟରେ ଓକିଲ ମାନଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏକ ବଳିଷ୍ଠ ପଦକ୍ଷେପ ଗ୍ରହଣ କରିଛନ୍ତି। ଯାହାକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ବିଭିନ୍ନ ସ୍ଥାନରୁ…