Sign in
Sign in
Recover your password.
A password will be e-mailed to you.
ଜ଼ିଲ୍ଲା ସାମ୍ବାଦିକ ସଂଘର ବନ୍ଧୁମିଳନ – ୨୦୨୫ କାର୍ଯ୍ୟକ୍ରମ ଅନୁଷ୍ଠିତ
ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି:- ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଜ଼ିଲ୍ଲା ସାମ୍ବାଦିକ ସଂଘର ରାୟଗଡାର ହାଲୁଆ ପଞ୍ଚାୟତର ହାଲୁଆ ତୋଟା ଠାରେ ବନ୍ଧୁମିଳନ - ୨୦୨୫ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଛି | ଜ଼ିଲ୍ଲାର ସମସ୍ତ ୧୧ ଟି ବ୍ଲକର ସଂଘର ୧୦୦ ରୁ ଉର୍ଦ୍ଧ ସାମ୍ବାଦିକ ଏହି ବନ୍ଧୁ…
ଖଲ୍ଲିକୋଟ ଏନ୍ ଏ ସି ରୁ ଉଠାଇ ନିଆଗଲା କେଫ୍ ।
(ଶାସକ ପ୍ରଶାସକ/ଖଲ୍ଲିକୋଟ ରୁ ଶିବରାମ ଜେନା): କହିଲେ କୁଳ କୁଟୁମ୍ବ କୁ ଲାଜ, ନ କହିଲେ କୁଳ ଭାସି ଯାଉଛି। ଦୀପ ତଳେ ଅନ୍ଧାର, । ଏସଂକ୍ରାନ୍ତରେ କହିବାକୁ ଗଲେ, ଖଲ୍ଲିକୋଟ ଏନ୍ ଏ ସି ର ସମ୍ମୁଖ ରେ ଦୁଇ ଟି CAFE ରଖା ଯାଇଥିଲା । ଖବର ନେବାରୁ ଜଣାପଡିଛି ଯେ ,ଉକ୍ତ CAFE ଆସିଥିଲା ସ୍ବୟଂ…
ନବରଙ୍ଗପୂର ଠାରେ ସଡ଼କ ସୁରକ୍ଷା ସପ୍ତାହ ସଚେତନତା ରଥ ର ଶୁଭାରମ୍ଭ ଓ ଶୋଭାଯାତ୍ରା
ନବରଙ୍ଗପୁର ତା ୩.୧.୨୦୨୫:ଅଶୋକ ସାହୁ, ଶାସକ ପ୍ରଶାସକ,ଦିବା୧୦.୩୦ ସମୟରେ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ଠାରେ ଜିଲ୍ଲା ସ୍ତରୀୟ ସଡକ ସୁରକ୍ଷା ସଚେତନ ରଥ ଓ ଶୋଭାଯାତ୍ରା କୁ ଜିଲ୍ଲାପାଳ ତଥା ଅଧ୍ୟକ୍ଷ ଜିଲ୍ଲା ସଡକ ସୁରକ୍ଷା କମିଟି , ନବରଙ୍ଗପୁର ଡ଼ା ଶୁଭଂକର ମହାପାତ୍ର ସବୁଜ ପତାକା ଦେଖାଇ…
ଭଞ୍ଜନଗର ଉପଖଣ୍ଡସ୍ତରୀୟ ଖରିଫ୍ ଧାନକିଣା ଶୁଭାରମ୍ଭ
ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ଗଞ୍ଜାମ ଜିଲ୍ଲାର ଭାତହାଣ୍ଡି ଭଞ୍ଜନଗର ଉପଖଣ୍ଡରୁ ଶୁକ୍ରବାର ୩ ତାରିଖ ଜାନୁଆରୀ ମାସ ୨୦୨୫ ରେ ଏବର୍ଷର ଖରିଫ ଧାନକିଣା ଆରମ୍ଭ ହୋଇଛି। ଉପଖଣ୍ଡର ଭଞ୍ଜନଗର ବ୍ଲକ ଅଧିନ ମୁଦୁଲିପଲ୍ଲୀର ମା ବାପାଙ୍ଗୀ ଏସଏଚଜିଙ୍କ ଠାରେ ଧାନକିଣାର ଶୁଭାରମ୍ଭ କରାଯାଇଛି। ମୁଖ୍ୟ…
କୁଲାଡ ବିଶ୍ବହିନ୍ଦୁ ପରିଷଦ ସଂଘ ପରିବାର ର ସାମୂହିକ ପହିଲିଭୋଗ କାର୍ଯ୍ୟକ୍ରମ
ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ଭଞ୍ଜନଗର ପ୍ରଖଣ୍ଡ ଅନ୍ତର୍ଗତ କୁଲାଡ ପଞ୍ଚାୟତ ବିଶ୍ବହିନ୍ଦୁ ପରିଷଦ ସଂଘ ପରିବାର ଆନୁକୂଲ୍ୟରେ ଅଦ୍ୟ ପୈ।ଷମାସ ଶୁକ୍ଳପକ୍ଷ ଚତୁର୍ଥୀ ତିଥିରେ ଧନଞ୍ଜୟପୁର ଶାସନରେ ଥିବା ଶ୍ରୀଶ୍ରୀଶ୍ରୀ ବାଲୁଙ୍କେଶ୍ୱର ମନ୍ଦିର ର ପରିସରରେ ଭବ୍ୟ " ପହିଲିଭୋଗ" କାର୍ଯ୍ୟକ୍ରମ…
ଜାଡ଼ରେ ଥରୁଛି ଓଡ଼ିଶାର ଡାର୍ଜିଲିଙ୍ଗ ଘୁ.ଉଦୟଗିରି, ସର୍ବନିମ୍ନ ତାପମାତ୍ରା 4.8 ଡିଗ୍ରୀ ରେକର୍ଡ
ବାଲିଗୁଡ଼ା/ଘୁ.ଉଦୟଗିରି(ଅବନୀ କୁମାର ପ୍ରଧାନ/ଦେବେନ୍ଦ୍ର ନାୟକ): ଓଡ଼ିଶାର ଡାର୍ଜିଲିଙ୍ଗ ଭାବେ ପରିଚିତ ଘୁ.ଉଦୟଗିରି ପୁଣି ରାଜ୍ୟର ସବୁଠାରୁ ଥଣ୍ଡା ସହର ଭାବେ ଚିହ୍ନଟ ହୋଇଛି । ନୂତନ ବର୍ଷରୁ ପ୍ରବଳ ଶୀତରେ ଥରୁଛି ଘୁ.ଉଦୟଗିରି । ଶୁକ୍ରବାର ଅର୍ଥାତ 3/01/2025 ତାରିଖରେ ଘୁ.ଉଦୟଗିରି…
ଇଚ୍ଛାପୁରରେ କ୍ଲଷ୍ଟର ସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ
ସୁବର୍ଣ୍ଣପୁର, ଶାସକ ପ୍ରଶାସକ (ପ୍ରକାଶ ହାତୀ) ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ଇଚ୍ଛାପୁର ଉଚ୍ଚ ବିଦ୍ୟାଳୟ ରେ କ୍ଲଷ୍ଟର ସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଅଛି।କ୍ଲଷ୍ଟରର ଯୁବ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ସୁଧାଂଶୁ ଶେଖର ସାହୁଙ୍କ ଅଧ୍ୟକ୍ଷତାରେ…
ସହରୀ ଶାସନ ଉପରେ ରିଫ୍ରେସର ତାଲିମ:ସହରୀ ଶାସନରେ ଦକ୍ଷତା ଓ ଉତ୍ତରଦାୟିତ୍ଵ ଦିଗରେ ସହାୟକ ହେବ
ଭୁବନେଶ୍ୱର, ୩ ଜାନୁୟାରୀ ୨୦୨୫ : ରାଜ୍ୟ ସହରାଞ୍ଚଳ ବିକାଶ ଏଜେନ୍ସି (SUDA) ଓଡିଶାର ସମସ୍ତ ୧୧୫ ପୌର ସଂସ୍ଥା (ULBs)ରେ କାର୍ଯ୍ୟ କରୁଥିବା କମ୍ୟୁନିଟି ସଂଗଠକ, ଏମ୍.ଆଇ. ଏସ୍ ପ୍ରଫେସନାଲ / କନସଲଟାଣ୍ଟ ଏବଂ ଆକାଉଣ୍ଟାଣ୍ଟଙ୍କ ପାଇଁ “ସହରୀ ଶାସନ” ଉପରେ ଏକ ରିଫ୍ରେସର ତାଲିମ କାର୍ଯ୍ୟକ୍ରମ…
କୃଷି ଓଡିଶା-୨୦୨୫ ଉଦ୍ଘାଟିତ: ଅଦିନିଆ ବର୍ଷା ଯୋଗୁ ୬,୬୬,୭୨୦ ଚାଷୀ SDRF ପାଣ୍ଠିରୁ ୨୯୧ କୋଟି ୫୯ ଲକ୍ଷ ଟଙ୍କା…
ଏହା ସହିତ, ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ୨ ଲକ୍ଷ ୬୧ ହଜାର ଚାଷୀ ଆବେଦନ କରିଛନ୍ତି, ସେମାନଙ୍କୁ ବୀମା ସହାୟତା ପ୍ରଦାନ ଆରମ୍ଭ ହୋଇସାରିଛି
ଧାନ ସଂଗ୍ରହରେ ବର୍ତ୍ତମାନ ସୁଦ୍ଧା ୨ ଲକ୍ଷ ୯୩ ହଜାର ଚାଷୀଙ୍କୁ ୩ ହଜାର କୋଟିରୁ ଅଧିକ ଟଙ୍କାର ସର୍ବନିମ୍ନ ସହାୟକ ମୂଲ୍ୟ (MSP) ଓ…
ଜାନୁଆରୀ ୫ରେ ‘କାଦମ୍ବିନୀ ସାହିତ୍ୟ ମହୋତ୍ସବ’ ଓ ‘କାଦମ୍ବିନୀ ପତ୍ରିକାହାଟ
ଡ. ଜ୍ଞାନେଶ୍ୱର ମୁଳେ ପାଇବେ ଜାତୀୟସ୍ତରୀୟ ‘ନୀଳିମାରାଣୀ ସାହିତ୍ୟ ସମ୍ମାନ-୨୦୨୫’
ଭୁବନେଶ୍ୱର, ୨ ।୦୧: ମାସିକ ପାରିବାରିକ ପତ୍ରିକା ‘କାଦମ୍ବିନୀ’ର ବାର୍ଷିକ ସାହିତ୍ୟ ମହାକୁମ୍ଭ ‘କାଦମ୍ବିନୀ ସାହିତ୍ୟ ମହୋତ୍ସବ’ ଓ ‘କାଦମ୍ବିନୀ ପତ୍ରିକାହାଟ’ ଆସନ୍ତା ୫ ତାରିଖରେ କିଟ୍ ବିଶ୍ୱବିଦ୍ୟାଳୟ…