ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ସଭାପତିଙ୍କ କ୍ଷୋଭ

ଢ଼େଙ୍କାନାଳ/ ରବିନ୍ ଦାସ ; ଇଂରାଜୀ ନବବର୍ଷ ୨୦୨୫ ଅବସରରେ ପୁର ପଲ୍ଲୀରେ ଉତ୍ସବର ମାହୋଲ ଦେଖିବାକୁ ମିଳୁଛି । ସାଙ୍ଗ ସାଥି ବନ୍ଧୁ ପରିଜନ ଭ୍ରମଣ ଓ ଭୋଜି କାର୍ଯ୍ୟକ୍ରମ କରି ନୂତନ ବର୍ଷକୁ ସ୍ବାଗତ କରୁଛନ୍ତି । କର୍ମମୟ ଜୀବନ ମଧ୍ୟରୁ ସାମାନ୍ୟ ବିରତି ନେଇ ପରଷ୍ପର ଆମୋଦପ୍ରମୋଦ ପାଇଁ…

ରାସ୍ତାକଡ କ୍ଷୁଦ୍ର ବ୍ୟବସାୟ ଏକ ଜବରଦଖଲ ପ୍ରଶ୍ନ ନୁହେଁ, ଏହା ବ୍ୟାପକ ଶ୍ରମଜୀବୀ ଜନଗଣଙ୍କ ଜୀବିକାର ପ୍ରଶ୍ନ: ବସ୍ତି…

ଭୁବନେଶ୍ୱର:ତା୦୨.୦୧.: ସରକାର ସାଧାରଣ ଲୋକଙ୍କ ପାଇଁ ପ୍ରତ୍ୟକ୍ଷ କର୍ମସଂସ୍ଥାନ ଯୋଗାଇ ଦେଇପାରୁନଥିବା ସ୍ଥଳେ ରାସ୍ତାକଡରେ କ୍ଷୁଦ୍ର ବ୍ୟବସାୟ କରି ଆତ୍ମ ନିଯୁକ୍ତି ପାଇଥିବା ବ୍ୟାପକ ଜନତାଙ୍କୁ ଜବରଦଖଲକାରୀ ଭାବେ ବିଚାର କରାଯିବା ଅନ୍ୟାୟ ଓ ଅଗଣତାନ୍ତ୍ରିକ ବୋଲି ବସ୍ତି ସୁରକ୍ଷା ମଞ୍ଚ…

ସୋଆରେ ଓଡିଶାର ବରିଷ୍ଠ କୀଟତତ୍ୱବିତ୍ଙ୍କୁ ସମ୍ବର୍ଦ୍ଧନା

ଭୁବନେଶ୍ୱର,୦୩/୦୧ : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍ଷ୍ଟିଚୁ୍ୟଟ୍ ଅଫ୍ ଏଗ୍ରିକଲ୍ଚରାଲ୍ ସାଇନସେସ୍ (ଆଇଏଏସ୍)ର କୀଟତତ୍ୱ ବିଭାଗ ପକ୍ଷରୁ ନିକଟରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଓଡିଶାର ପାଂଚ ଜଣ ବରିଷ୍ଠ ତଥା ଜାତୀୟ ସ୍ତରର ଖ୍ୟାତି ସମ୍ପନ୍ନ କୀଟତତ୍ୱବିତ୍ ପ୍ରଫେସର…

ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ନବ ବର୍ଷର ଶୁଭେଚ୍ଛା ଜଣାଇବା ସହ ୬ଟି ପ୍ରସ୍ତାବ ରଖିଲେ ଅପରାଜିତା

 ଭୁବନେଶ୍ୱର ତା ୦୩-୦୧:- ଆଜି ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସାକ୍ଷାତ କରି ନବବର୍ଷ ଶୁଭେଚ୍ଛା ଜଣାଇବା ସହିତ ଭୁବନେଶ୍ୱର ର ଉନ୍ନତି କଳ୍ପେ ୬ଟି ପ୍ରସ୍ତାବ ପ୍ରଦାନ କରିଛନ୍ତି । ଏହି ଅବସରରେ ଭୁବନେଶ୍ବର ସଂସଦୀୟ କ୍ଷେତ୍ରର…

ପଶ୍ଚିମ ଓଡ଼ିଶାର ଲାଇଫ ଲାଇନ୍ ହେବ ନୂତନ ବରଗଡ-ନୂଆପଡା ରେଳ ଲାଇନ୍- ସାଂସଦ ପ୍ରଦୀପ ପୁରୋହିତ

ଝାରବନ୍ଧ-ମନୋହର ଦାଶ: ଭାରତୀୟ ରେଳବାଇ ଓଡିଶାରେ ଏହାର ପ୍ରମୁଖ ଭିତ୍ତିଭୂମି ସମ୍ପ୍ରସାରଣ ଜାରି ରଖିଛି । ଏବେ ବରଗଡ ରୋଡରୁ ନୂଆପଡା ରୋଡକୁ ସଂଯୋଗ କରୁଥିବା ୧୩୮.୩୨ କିମି ଦୈର୍ଘ୍ୟ ନୂଆ ରେଳ ଲାଇନ ନିର୍ମାଣ କାର୍ଯ୍ୟ ତରାନ୍ୱିତ କରିବାକୁ ପ୍ରଖର ଉଦ୍ୟମ ଜାରି ରଖିଛି । ଏହି ପ୍ରକଳ୍ପ ଦ୍ବାରା…

ରାଜ୍ୟ ପଣ୍ୟାଗାର ନିଗମ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଲାଭାଂଶ ଭାବେ 4.36 କୋଟି ଟଙ୍କାର ଚେକ୍ ପ୍ରଦାନ

ଓଡିଶା ରାଜ୍ୟ ପଣ୍ୟାଗାର ନିଗମ ପକ୍ଷରୁ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ରାଜ୍ୟ ସରକାରଙ୍କ ଲାଭାଂଶ ଭାବେ 4.36 କୋଟି ଟଙ୍କାର ଚେକ୍  ପ୍ରଦାନ କରାଯାଉଛି ।  ଆର୍ଥିକ ବର୍ଷ 2019-20 ଏବଂ 2020-21 ନିମନ୍ତେ ଆଜି ଏହି ଲାଭାଂଶ ପ୍ରଦାନ କରାଯାଇଛି  । ସମବାୟ,…

ଭତ୍ତା ବୃଦ୍ଧି ପାଇଁ ପୂର୍ବ ଘୋଷଣା ଜାନୂୟାରୀ ମାସରୁ ଲାଗୁ ହେବ

ଭୁବନେଶ୍ୱର : ଉଭୟ ମଧୁବାବୁ ଭତ୍ତା ଯୋଜନା ଓ ଜାତୀୟ ସାମାଜିକ ସୁରକ୍ଷା କାର୍ଯ୍ୟକ୍ରମ ଅଧିନରେ ୮୦ ବର୍ଷ କିମ୍ବା ତଦୁର୍ଦ୍ଧ ବୟସ୍କ ଭତ୍ତା ହିତାଧିକାରୀ ଏବଂ ଶତକଡା ୮୦ କିମ୍ବା ତଦୁର୍ଦ୍ଧ ଭିନ୍ନକ୍ଷମତା ଥିବା ଭତ୍ତା ହିତାଧିକାରୀମାନଙ୍କ ଭତ୍ତା ରାଶିକୁ ୩୫୦୦ ଟଙ୍କାକୁ ବୃଦ୍ଧି କରାର୍ଯାଇଅଛି…

ଓଡିଶା ଓ ଛତିଶଗଡ଼ ପୋଲିସ ସମ୍ମିଳିତ ଆନ୍ତଃରାଜ୍ୟ ଅଭିଯାନ: ଅସ୍ତ୍ରଶସ୍ତ୍ର, ମାଓ ସାମଗ୍ରୀ ଜବତ

ଭୁବନେଶ୍ୱର : ଓଡ଼ିଶାର ନୂଆପଡ଼ା ଜିଲ୍ଲା ଓ ଛତିଶଗଡ଼ର ଗରିଆବନ୍ଧ ଜିଲ୍ଲାର ସୀମାନ୍ତ ଅଞ୍ଚଳରେ ଗତ ୨ ତାରିଖ ମଧ୍ୟରାତ୍ରିରୁ ଓଡିଶା ଓ ଛତିଶଗଡ଼ ପୋଲିସ ସମ୍ମିଳିତ ଆନ୍ତଃରାଜ୍ୟ ଅଭିଯାନ ଆରମ୍ଭ ହୋଇଥିଲା। ଏହି ଅଭିଯାନରେ ଜଣେ ମାଓବାଦୀଙ୍କ ମୃତ୍ୟୁ ଘଟିଥିବା ବେଳେ ସଂଖ୍ୟାଧିକ ମାଓବାଦୀ ଗୁରୁତର…

ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି: ଜାତୀୟ ଖୋ ଖୋ ଟିମ୍ କୁ ରାଜ୍ୟ ସରକାର 3 ବର୍ଷ ପାଇଁ ସ୍ପନସର୍ କରିବେ

ରାଜ୍ୟ ସରକାର ଖର୍ଚ୍ଚ କରିବେ ବର୍ଷକୁ 5 କୋଟି, 3 ବର୍ଷରେ 15 କୋଟି ଭୁବନେଶ୍ୱର: ଦେଶର ‘ଖୋ ଖୋ’ ଖେଳ ପାଇଁ ଆସିଛି ଏକ ସୁବର୍ଣ୍ଣ ସମୟ । ଓଡିଶା ସରକାର ଏହି ଖେଳକୁ ଯୋଗାଇ ଦେବେ ପ୍ରୋତ୍ସାହନ। ପୂର୍ବରୁ ଜାତୀୟ ହକି ଖେଳକୁ ଓଡିଶା ସ୍ପନସର୍ କରିଥିବା ବେଳେ, ଏବେ ଖୋ ଖୋ ଖେଳକୁ ପ୍ରୋତ୍ସାହନ…