ପିଏମ୍ ସୂର୍ଯ୍ୟ ଘର ଯୋଜନା: ୫୦,୦୦୦ ରୁ ଅଧିକ ଘର ଛାତରେ ରୁଫଟପ୍ ସୋଲାର ସ୍ଥାପନ କଲା ଟିପିସିଓଡିଏଲ୍

ଭୁବନେଶ୍ୱର: ପିଏମ୍ ସୂର୍ଯ୍ୟ ଘର: ମୁଫ୍ତ ବିଜିଲି ଯୋଜନା ଅଧୀନରେ ୫୦,୦୦୦ ରୁ ଅଧିକ ରୁଫଟପ୍ ସୋଲାର (ଆରଟିଏସ) ସ୍ଥାପନ କରିବାରେ ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ (ଟିପିସିଓଡିଏଲ୍) ରାଜ୍ୟର ପ୍ରଥମ ବିଦ୍ୟୁତ ବିତରଣ କମ୍ପାନୀ ଭାବରେ ଓଡ଼ିଶାର ସ୍ୱଚ୍ଛ ଶକ୍ତି…

ମୁଖ୍ୟମନ୍ତ୍ରୀଙ୍କ ବନ୍ୟାଞ୍ଚଳ ପରିଦର୍ଶନ

୫ଟି ଜିଲ୍ଲାର ୧୨ରୁ ଅଧିକ ବ୍ଲକ ୮ ଲକ୍ଷ ପ୍ରଭାବିତ, ୨.୬୯ ଲକ୍ଷ ଲୋକ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ ଆସନ୍ତା ଦୁଇ ଦିନ ମଧ୍ୟରେ ସ୍ଥିତି ସୁଧୁରିବାର ସମ୍ଭାବନା ପାଣି ଛାଡିବାର ତିନି ଦିନ ମଧ୍ୟରେ କ୍ଷୟକ୍ଷତିର ରିପୋର୍ଟ ଦେବାକୁ ନିର୍ଦ୍ଦେଶ, ରିପୋର୍ଟ ଭିତ୍ତିରେ…

ସଡ଼କ ଦୁର୍ଘଟଣା ରେ ଅଧ୍ୟାପକ ଙ୍କ ମୃତ୍ୟୁ।

ପଦ୍ମପୁର /ଶିବାଶିଷ ପଟ୍ଟନାୟକ:- ପାଇକମାଲରେ ରେ ଘଟିଥିବା ଏକ ଦୁଃଖଦ ସଡ଼କ ଦୁର୍ଘଟଣାରେ ଜଣେ ଅଧ୍ୟାପକଙ୍କ ମୃତ୍ୟୁ ଘଟିଛି । ଏହି ଘଟଣା ପାଇକମାଲ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି । ପ୍ରାପ୍ତ ସୂଚନା ଅନୁଯାୟୀ, ପାଇକମାଲ ବିନ୍ଧ୍ୟବାସିନୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଇଂରାଜୀ…

ପାଟଣାଗଡ଼ରେ ବେଆଇନ ସାର କାରବାର ଉପରେ କୃଷି ବିଭାଗର ଚଢ଼ାଉ!

ବନକାବିହାର ଗାଁରୁ ୨୦୩ ବସ୍ତା ୟୁରିଆ ଓ ଡିଏପି ସାର ଜବତ! ବଲାଙ୍ଗିର /ପାଟଣାଗଡ଼: ଚାଷ ଋତୁରେ ସାରର ଚାହିଦା ବଢ଼ିଥିବା ବେଳେ ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ର ବନକାବିହାର ଗାଁରେ କୃଷି ବିଭାଗ ପକ୍ଷରୁ ଏକ ବଡ଼ ଧରଣର ଚଢ଼ାଉ କରାଯାଇ ୨୦୩ ବସ୍ତା ସନ୍ଦିଗ୍ଧ ବେଆଇନ ସାର ଜବତ…

୨ ଅଗଷ୍ଟରେ ‘ନଶାମୁକ୍ତ ଯୁବା – ବିକଶିତ ଭାରତ ସଙ୍କଳ୍ପ ଅଭିଯାନ’ରେ ପ୍ରଧାନମନ୍ତ୍ରୀଙ୍କ ଭର୍ଚୁଆଲ୍ ସମ୍ବୋଧନ

ଗୁଣପୁର ରୁ ସନ୍ତୋଷ କୁମାର: ରାୟଗଡ଼, ୩୧ ଜୁଲାଇ: ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ଅଧୀନରେ କାର୍ଯ୍ୟରତ ମାଇ ଭାରତ (MY Bharat) ପକ୍ଷରୁ ଦେଶବ୍ୟାପୀ ‘ନଶାମୁକ୍ତ ଯୁବା – ବିକଶିତ ଭାରତ ସଙ୍କଳ୍ପ ଅଭିଯାନ’ ଆୟୋଜନ କରାଯାଉଛି। ନିଶାମୁକ୍ତ ଭାରତ ଗଠନ ଏବଂ ବିକଶିତ ଭାରତ–୨୦୪୭ର…

ସିଆଇଆଇ ଆଇଡବ୍ଲ୍ୟୁଏନ୍ ଓଡ଼ିଶା ପକ୍ଷରୁ ଚତୁର୍ଥ ‘ଶକ୍ତି ସମ୍ମାନ ୨୦୨୬’

୩୬ ଜଣ ସଫଳ ମହିଳାଙ୍କୁ ସମ୍ମାନ; ୪୦୦୦  ନିଯୁକ୍ତି ସୁଯୋଗ ସୃଷ୍ଟି ପାଇଁ ୯୧୩  କୋଟି ଟଙ୍କାର ଏମଓୟୁ ସ୍ୱାକ୍ଷରିତ ଭୁବନେଶ୍ୱର, ଜୁଲାଇ ୩୧: କନଫେଡେରେସନ ଅଫ୍ ଇଣ୍ଡିଆନ ଇଣ୍ଡଷ୍ଟ୍ରି (CII) ଇଣ୍ଡିଆନ ଓମେନ ନେଟୱର୍କ (IWN) ଓଡ଼ିଶା ପକ୍ଷରୁ ଶୁକ୍ରବାର ଭୁବନେଶ୍ୱରରେ ଚତୁର୍ଥ ସିଆଇଆଇ…

ଅଚ୍ୟୁତ ସାମନ୍ତଙ୍କ ୭୫ତମ ସମ୍ମାନସୂଚକ ଡକ୍ଟରେଟ୍‌, ମହାରାଜା ଗଙ୍ଗା ସିଂହ ବିଶ୍ୱବିଦ୍ୟାଳୟ ପକ୍ଷରୁ ସମ୍ମାନିତ 

ଭୁବନେଶ୍ୱର,୩୧ ।୭: ବିଶିଷ୍ଟ ଶିକ୍ଷାବିତ୍‌, ସମାଜସେବୀ ତଥା କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ରାଜସ୍ଥାନ ବିକାନେରସ୍ଥିତ ରାଜ୍ୟର ଅନ୍ୟତମ ପୁରାତନ ସରକାରୀ ବିଶ୍ୱବିଦ୍ୟାଳୟ ମହାରାଜା ଗଙ୍ଗା ସିଂହ ବିଶ୍ୱବିଦ୍ୟାଳୟ (ଏମ୍‌ଜିଏସ୍‌ୟୁ) ପକ୍ଷରୁ ସମ୍ମାନସୂଚକ ଡକ୍ଟରେଟ୍…

ସନ୍ଥ ଶିରୋମଣି ଗୁରୁ ଶ୍ରୀ ରବି ଦାସଙ୍କ ୬୫୦ତମ ଜନ୍ମ ଜୟନ୍ତୀ ବର୍ଷ ଉପଲକ୍ଷେ “ସମରସ ସଂକଳ୍ପ ଅଭିଯାନ”

ସନ୍ଥଙ୍କ ଜନ୍ମସ୍ଥାନ କାଶୀରୁ ମୃତିକା କଳସ ଆସି ଭୁବନେଶ୍ୱରରେ ପହଁଚିବା ପରେ ବିଜେପିର ଭବ୍ୟ ସ୍ୱାଗତ, ଶୋଭାଯାତ୍ରା  ଗୁରୁ ଶ୍ରୀ ରବି ଦାସଜୀଙ୍କ ଜନ୍ମସ୍ଥଳୀ ବାରଣାସୀ କାଶୀରୁ ଏହି ଅଭିଯାନର ଶୁଭାରମ୍ଭ ହୋଇଛି ପବିତ୍ର ମୃତିକା ଥିବା କଳସକୁ ଭୁବନେଶ୍ୱର ରେଳ ଷ୍ଟେସନରେ ଭବ୍ୟ ସ୍ୱାଗତ…

ରାଜ୍ୟର ବନ୍ୟା ସ୍ଥିତି ସଙ୍ଗୀନ ହୋଇଥିବା ବେଳେ ନୂଆଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ଭୋଜିଭାତରେ ବ୍ୟସ୍ତ: ବିଜେଡି

-୨୦ରୁ ଉଦ୍ଧ୍ୱର୍ର୍ ଜିଲ୍ଲା ବନ୍ୟା ପ୍ରଭାବିତ-ବନ୍ୟାରେ ୭ ଜଣଙ୍କ ଜୀବନହାନୀ, ୧୩୮୦ ଗୃହପାଳିତ ପଶୁଙ୍କ ମୃତୁ୍ୟ-ଅଧିକାଂଶ ବନ୍ୟା ପ୍ରଭାବିତ ଅଞ୍ଚଳରେ ଶୁଖିଲା ଖାଦ୍ୟ ପହଞ୍ଚି ପାରିନାହିଁ ଭୁବନେଶ୍ୱର, ୩୧/୦୭/୨୦୨୬: ରାଜ୍ୟରେ ୨୦ରୁ ଉଦ୍ଧ୍ୱର୍ର୍ ଜିଲ୍ଲା ବନ୍ୟାରେ ପ୍ରଭାବିତ ହୋଇ ସ୍ଥିତି…

ମହାପ୍ରଭୁଙ୍କୁ ରାଜନୈତିକ ପରିଧିରେ ରଖିବାକୁ ବିଜେପି ଦୁଃସାହସ କରୁଛି: ବିଜେଡି

-ନୀଳାଦ୍ରି ବିଜେରେ ଚାହାଣି ମଣ୍ଡପକୁ ବିଜେପି ନେତାଙ୍କ ପ୍ରବେଶ-ଉପମୁଖ୍ୟମନ୍ତ୍ରୀ, ରାଜ୍ୟ ସଭାପତି ଓ ବିଧାୟକଙ୍କ ପ୍ରବେଶ ନେଇ ଥାନାରେ ଅଭିଯୋଗ-ଘଟଣା ସମ୍ପର୍କରେ ଉଚ୍ଚସ୍ତରୀୟ ତଦନ୍ତ ଦାବିଭୁବନେଶ୍ୱର, ୩୧/୦୭/୨୦୨୬: ନୀଳାଦ୍ରି ବିଜେରେ ଚାହାଣୀ ମଣ୍ଡପକୁ ବିଜେପି ନେତାଙ୍କ ପ୍ରବେଶକୁ ନେଇ…