ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ଉଦଯାପିତ ହେଲା କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୫

ଭବାନୀପାଟଣା:ରୋହିତ କୁମାର ନାଏକ (ଶାସକ ପ୍ରଶାସକ )୨୭ତମ କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୫ ମହା ସମାରୋହରେ ଉଦଯାପିତ ହୋଇଯାଇଛି। ଉଦଯାପନୀ ସଭାରେ ମୁଖ୍ୟ ଅତିଥି ଭାବେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ତଥା ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଯୋଗଦେଇ କଳାହାଣ୍ଡିର…

ଓଡ଼ିଶା ଲୋକ ଦଳ ନୟାଗଡ ଜିଲ୍ଲା ସଭାପତି ହେଲେ ଶାନ୍ତନୁ

ଓଡ଼ଗାଁ: ନୟାଗଡ଼ ଜିଲ୍ଲା ଓଡ଼ଗାଁର ଶାନ୍ତନୁ ବିଶୋଇ ଓଡ଼ିଶା ଲୋକ ଦଳର ନୟାଗଡ ଜିଲ୍ଲା ସଭାପତି ଭାବେ ନିଯୁକ୍ତ ହେଲେ।ଓଡ଼ିଶା ଲୋକ ଦଳର ରାଜ୍ୟ କାର୍ଯ୍ୟାଳୟ ପତ୍ର ସଂଖ୍ୟା ୧୩୧/ଓଏଲଡି/୨୦୨୫ ଅନୁସାରେ ଶାନ୍ତନୁ ବିଶୋଇଙ୍କୁ ସୂଚନା ମିଳିଥିବା ସେ କହିଛନ୍ତି। ଓଡ଼ଗାଁ ବ୍ଳକର କୁରାଳ ପଞ୍ଚାୟତ…

ଜାତୀୟ ଶିକ୍ଷାନିତୀ ୨୦୨୦: ଓଡ଼ଗାଁ ମଣ୍ଡଳ ସ୍ତରୀୟ ଆଲୋଚନା ଚକ୍ର,

୨୮ ଜଣ ଜୁନିୟର ଶିକ୍ଷକଙ୍କୁ ଚଳିତ ମାସ ଶେଷ ସୁଧା ନିୟମୀତ କରାଯିବ ଓଡ଼ଗାଁ,୧୭।୧(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ସରକାରୀ କଲ୍ୟାଣୀ ମଣ୍ଡପ ଠାରେ ଶୁକ୍ରବାର ଜାତୀୟ ଶିକ୍ଷାନିତୀ ୨୦୨୦ ଶୀର୍ଷକ ମଣ୍ଡଳ ସ୍ତରୀୟ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ୧୯ ଜଣ ଶିକ୍ଷକ…

ପତ୍ନୀ ହତ୍ୟାକାରୀ ସ୍ବାମୀକୁ ମୃତ୍ୟୁ ପର୍ଯ୍ୟନ୍ତ ସଶ୍ରମ କାରାଦଣ୍ଡାଦେଶ

ଓଡ଼ଗାଁ,୧୭।୧(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଶରଣକୁଳ ଥାନା ଓଡ଼ଗାଁ ଅଦାଲତରେ ହତ୍ୟା ମାମଲାର ବିଚାର ପ୍ରକିୟା ସାରି ଓଡ଼ଗାଁ ଅତିରିକ୍ତ ଜିଲ୍ଳା ଓ ଦୈାରାଜଜ ପତ୍ନୀ ହତ୍ୟାହନ୍ତା ସ୍ବାମୀକୁ ମୃତ୍ୟୁ ପର୍ଯ୍ୟନ୍ତ ସଶ୍ରମ କାରାଦଣ୍ଡାଦେଶ ଶୁଣାଇବା ସହିତ ୨୦ ହଜାର ଟଙ୍କା ଜରିମାନା…

ଗୁଣପୁର ଉପଖଣ୍ଡ କଳିଙ୍ଗ ସାମ୍ବାଦିକ ସଂଘର କର୍ମକର୍ତ୍ତା ଚୟନ ଓ ବନ୍ଧୁମିଳନ କାର୍ଯ୍ଯକ୍ରମ ଅନୁଷ୍ଠିତ

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ରାୟଗଡା ଜିଲ୍ଲା ଗୁଣପୁର ଉପଖଣ୍ଡ କଳିଙ୍ଗ ସାମ୍ବାଦିକ ସଂଘର ନୂତନ କର୍ମକର୍ତ୍ତା ଚୟନ ଓ ବନ୍ଧୁ ମିଳନ କାର୍ଯ୍ଯକ୍ରମ ସ୍ଥାନୀୟ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ଠାରେ ଅନୁଷ୍ଠିତ ହୋଇଯାଇଛି l ସଂଘର ଶୃଙ୍ଖଳା ଦୃଷ୍ଟିରୁ ବର୍ଷକୁ ଥରେ ପ୍ରତ୍ୟେକ କାର୍ଯ୍ୟ ଭାର…

ଅଧ୍ୟକ୍ଷଙ୍କୁ ମାଡ଼ ଘଟଣା: ଓଡ଼ିଆ ଅଧ୍ୟାପକ ବାନାମ୍ବର ପୃଷ୍ଟି ନିଲମ୍ବିତ

ନୟାଗଡ଼ (ବିଶ୍ୱଜିତ ନାୟକ): -ନୟାଗଡ଼ ସ୍ୱୟଂ ଶାସିତ ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କୁ ମାଡ଼ ଘଟଣାରେ ଓଡ଼ିଆ ଅଧ୍ୟାପକ ବାନାମ୍ବର ପୃଷ୍ଟିଙ୍କୁ ଆଜି ନିଲମ୍ବନ କରାଯାଇଛି । ଗତ ୩୦ ତାରିଖ ଅଧ୍ୟକ୍ଷ ବିପିନ କୁମାର ପଟ୍ଟନାୟକ ଓ ଓଡ଼ିଆ ଅଧ୍ୟାପକ ବାନାମ୍ବର ପୃଷ୍ଟିଙ୍କ ମଧ୍ୟରେ ବଚସା ହୋଇଥିଲା । ଏକ ଜରୁରୀ…

ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

୬ଟି ଜିଲ୍ଲାରୁ ୮୦୦ ଜଣ ବରିଷ୍ଠ ନାଗରିକ ସିରିଡି ଓ ନାସିକ କୁ ଆରମ୍ଭ କଲେ ତୀର୍ଥଯାତ୍ରା ଚଳିତ ବର୍ଷ ରାଜ୍ୟର ୮୦୦୦ ବରିଷ୍ଠ ନାଗରିକ ସିରିଡି, ନାସିକ, କୋଲକତା ଦକ୍ଷିଣ କାଳୀ, କାମାକ୍ଷା, ଅଯୋଧ୍ୟା ଓ ବାରଣାସୀକୁ କରିବେ ତୀର୍ଥଯାତ୍ରା ସୁସ୍ଥ ଓ ନିରାପଦ ଭାବେ ତୀର୍ଥଯାତ୍ରା…

ଡୁଙ୍ଗୁରିପାଲିରେ ୧୬ତମ ରାଜ୍ୟସ୍ତରୀୟ ନାଟକ ମହୋତ୍ସବ ଉଦଯାପିତ ।

ସୁବର୍ଣ୍ଣପୁର, ଶାସକ ପ୍ରଶାସକ (ପ୍ରକାଶ ହାତୀ): ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି କବି ଓ କଳାକାର ସଂଘ ପକ୍ଷରୁ ସ୍ଥାନୀୟ ବସ୍ତି କଲ୍ୟାଣ ମଣ୍ଡପଠାରେ ୫ଦିନ ଧରି ଚାଲିଥିବା ରାଜ୍ୟସ୍ତରୀୟ ନାଟକ ମହୋତ୍ସବ ଉଦଯାପିତ ହୋଇଯାଇଛି! ଉଦଯାପନୀ ମହୋତ୍ସବର ରେ ମୁଖ୍ୟ ଅତିଥ୍‌ ଭାବରେ ଡୁଙ୍ଗୁରିପାଲି…

ହରିଶଙ୍କରଠାରେ ବନାଗ୍ନି ସଚେତନତା ଶିବିର

ସଙ୍ଗଠିତ ହୋଇ ନିଆଁ ଦାଉରୁ ଜଙ୍ଗଲ ସୁରକ୍ଷା କରିବାକୁ ଆହ୍ଵାନ ଖପ୍ରାଖୋଲ ୧୭/୧(ହେମସାଗର ସାହୁ ) ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ହରିଶଙ୍କର ବନବିଭାଗ ସଭା ଗୃହ ଠାରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ସହାୟତାରେ ବନାଗ୍ନି ସଚେତନତା ଶିବିର ହରିଶଙ୍କର ବନାଞ୍ଚଲ ଅଧିକାରୀ…

ଫୁଳୁକିମୁଣ୍ଡା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ର ବାର୍ଷିକ ଉତ୍ସବ ଉଦଯାପିତ,କୃତି ପ୍ରତିଯୋଗୀ ପୁରସ୍କୃତ

ଖପ୍ରାଖୋଲ ୧୭/୧(ହେମସାଗର ସାହୁ): ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ସାହାଜପାଣି ପଞ୍ଚାୟତ ଫୁଲୁକିମୁଣ୍ଡା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ର ୧୮ତମ ବାର୍ଷିକ ଉତ୍ସବ ଗୁରୁବାର ଉଦଯାପିତ ହୋଇଯାଇଛି। ଉଦଯାପନୀ ଉତ୍ସବରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଗୋପାଳ ଚନ୍ଦ୍ର ବେହେରା ଅଧ୍ୟକ୍ଷତା କରି ବିବରଣୀ…