ହାତୀ ଲାଗି ଦୌଡ଼, ହାତୀ ବଞ୍ଚିଲେ ପରିବେଶ ରହିବ।

କେନ୍ଦୁଝର,ତା୨୧/୧/ ଦିଲ୍ଲୀପ ସାହୁ (ସ୍ୱତନ୍ତ୍ର ପ୍ରତିନିଧି)- ଆଜି କେନ୍ଦୁଝର ସହରରେ କେନ୍ଦୁଝର ଫରେଷ୍ଟ ଡିଭିଜନ, ୱାଇଲ୍ଡ ଲାଇଫ ଟ୍ରଷ୍ଟ ଅଫ ଇଣ୍ଡିଆ ଓ ସେଣ୍ଟ୍ରାଲ ଜିଏସଟି ପକ୍ଷରୁ ମିଳିତ ଭାବେ ହାତୀ ସୁରକ୍ଷା ଲାଗି ଏକ ଅଭିନବ ମିନି ମାରାଥନ ଅନୁଷ୍ଠିତ ହୋଇଥିଲା। କେନ୍ଦୁଝର ଷ୍ଟାଡିୟମରେ…

“ହାତଲେଖା” ପତ୍ରିକାର ଶୀତ ସଂଖ୍ୟା ଉନ୍ମୋଚିତ

କେନ୍ଦୁଝର,ତା୨୧/୧/ ଦିଲ୍ଲୀପ ସାହୁ (ସ୍ୱତନ୍ତ୍ର ପ୍ରତିନିଧି)-  କେନ୍ଦୁଝର ସହରର ଗୋବିନ୍ଦପୁରସ୍ଥିତ ମୁକୁନ୍ଦେଶ୍ଵର ମନ୍ଦିର ପ୍ରାଙ୍ଗଣରେ ତ୍ରୟ ମାସିକ ସାହିତ୍ୟ ପତ୍ରିକା "ହାତଲେଖା ଓଡ଼ିଆ କବିତା"ର ଶୀତ ସଂଖ୍ୟା ଉନ୍ମୋଚିତ ହୋଇ ଯାଇଛି । ଏଥିରେ ଅତିଥି ଭାବରେ ଶ୍ରୀଯୁକ୍ତ ବାଇଧର ପଣ୍ଡା,…

ଆଇ ଏସ ଆର ଡି ୱାନ ଷ୍ଟପ ସେଣ୍ଟର ତରଫରୁ ରାଷ୍ଟ୍ରୀୟ ଶିଶୁ ସନ୍ତାନ ଦିବସର ସପ୍ତାହ

ନବରଙ୍ଗପୁର 21/01.2026,ଅଶୋକ ସାହୁ, ଶାସକ ପ୍ରଶାସକ : ନବରଙ୍ଗପୁରରେ ଆଇ ଏସ ଆର ଡି ୱାନ ଷ୍ଟପ ସେଣ୍ଟର ସଖୀ ତରଫରୁ ରାଷ୍ଟ୍ରୀୟ ଶିଶୁ ସନ୍ତାନ ଦିବସର ସପ୍ତାହ ପାଳନ ଅବସରରେ ନବରଙ୍ଗପୁର ର ପବ୍ଲିକ ସ୍କୁଲ ର ଛାତ୍ରୀମାନଙ୍କୁ ନେଇ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏହି ଅବସରରେ ଶିଶୁ…

ବାବାବିଶ୍ୱନାଥ ମନ୍ଦିର ରେ ସତସଙ୍ଗ କାର୍ଯ୍ୟକ୍ରମ

ସୁବର୍ଣ୍ଣପୁର, ଶାସକ ପ୍ରଶାସକ (ପ୍ରକାଶ କୁମାର ହାତୀ): ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ସର୍ଗୁଲ ଗ୍ରାମ ର କଙ୍କରାଜୁରୀ ସ୍ଥିତ ବାବାବିଶ୍ୱନାଥ ମନ୍ଦିର ରେ ମାସିକ ସତସଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଉଦ୍ଧବ ମହାକୁର ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ…

ମୁମ୍ବାଇରେ ଆୟୋଜିତ ଜାତୀୟ ସମ୍ମିଳନୀରେ ସୋଆର ପିଜି ମେଡିକାଲ୍ ଛାତ୍ରଛାତ୍ରୀଙ୍କ କୃତିତ୍ୱ

ଭୁବନେଶ୍ୱର, ୨୦ ଜାନୁଆରୀ : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍ଷ୍ଟିଚୁ୍ୟଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ର ୪ ଜଣ ସ୍ନାତକୋତର ଛାତ୍ରଛାତ୍ରୀ ଗତ ଜାନୁ୍ରଆରୀ ୮ ତାରିଖରୁ ୧୨ ତାରିଖ ମଧ୍ୟରେ ମୁମ୍ବାଇ ଠାରେ ଆୟୋଜିତ ୬୭ତମ ଅଲ ଇଣ୍ଡିଆନ୍ କଂଗ୍ରେସ୍ ଅନ୍…

ବେଲଗୁଣ୍ଠାରେ ଅଷ୍ଟମ ମାସିକ କ୍ଲଷ୍ଟର୍ ସ୍ତରୀୟ ବୈଠକ

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )- : ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶକ୍ରମେ ଆଜି ବେଲଗୁଣ୍ଠା ବ୍ଳକ୍ ର ଆଞ୍ଚଳିକ ସାଧନ କେନ୍ଦ୍ର ଗୁଡିକରେ ସିଆରସିସି ମାନଙ୍କ ତତ୍ତ୍ୱାବଧାନରେ ପ୍ରଧାନ ଶିକ୍ଷକ/ ଶିକ୍ଷୟିତ୍ରୀ ଏବଂ ଏଫ୍ଏଲ୍ଏନ୍ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନେଇ…

ଗୁରୁ ନାନକ ପବ୍ଲିକ୍ ସ୍କୁଲର 160 ଛାତ୍ର ଛାତ୍ରୀଙ୍କ ଗୃହସ୍ଥୀ ଉଦ୍ୟୋଗ ପ୍ରାଇଭେଟ୍ ଲିମିଟେଡ୍ କାରଖାନା ପରିଦର୍ଶନ

ରାଉରକେଲା, (ବସନ୍ତ କୁମାର ଜେନା): ରାଉରକେଲା, 21 ଜାନୁଆରୀ 2025 – ଗୃହସ୍ଥୀ ଉଦ୍ୟୋଗ ପ୍ରାଇଭେଟ୍ ଲିମିଟେଡ୍ ଆଜି ଗୁରୁ ନାନକ୍ ପବ୍ଲିକ୍ ସ୍କୁଲ୍, ସେକ୍ଟର 21, ରାଉରକେଲାର 160 ଛାତ୍ର ଛାତ୍ରୀ ଓ ସେମାନଙ୍କ ଶିକ୍ଷକମାନଙ୍କୁ କାରଖାନା ପରିସରରେ ଜ୍ଞାନମୂଳକ ଓ ସ୍ମୃତିମୟ ପରିଦର୍ଶନ କରିବାରେ…

ରାଷ୍ଟ୍ରୀୟ ବାଳିକା ଦିବସ ସପ୍ତାହ – ୨୦୨୫ ପାଳିତ –

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆଇ.ଏସ୍.ଆର୍.ଡି "ସଖୀ" ୱାନ ଷ୍ଟପ ସେଣ୍ଟର , ଗଜପତି ତରଫରୁ ରାଷ୍ଟ୍ରୀୟ ବାଳିକା ଦିବସ ସପ୍ତାହ - ୨୦୨୫ ରାୟଗଡ଼ ବ୍ଲକ ଅନ୍ତର୍ଗତ କେରାଣ୍ଡି ଗ୍ରାମ ପଞ୍ଚାୟତ ସ୍ଥିତ କେରାଣ୍ଡି ପଞ୍ଚାୟତ କାର୍ଯ୍ଯାଳୟଠାରେ ପାଳିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ…

ଗୁଣପୁର ସ୍ଥାନୀୟ ଟାଉନ୍ ହଲ୍ ଠାରେ କଳିଙ୍ଗ ସାମ୍ବାଦିକ ସଂଘର ପଞ୍ଚମ ବାର୍ଷିକ ଉତ୍ସବ

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଗୁଣପୁର ସ୍ଥାନୀୟ ଟାଉନ୍ ହଲ୍ ଠାରେ କଳିଙ୍ଗ ସାମ୍ବାଦିକ ସଂଘର ପଞ୍ଚମ ବାର୍ଷିକ ଉତ୍ସବ ମହା ଆଡମ୍ବର ସହକାରେ ପାଳନ ହୋଇଯାଇଛି। ଗୁଣପୁର ର କବି ଗଣ ଙ୍କୁ ନେଇ ଏକ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା। ଏହି କବିତା ପାଠୋତ୍ସବ ରେ ମୋଟ ୩୦ ଜଣ କବି ଭାଗ…

ନୂତନ ଅତିରିକ୍ତ ଜିଲ୍ଲା ଦୌରା ଜଜଙ୍କୁ ବାଣପୁର କୋର୍ଟରେ ସ୍ୱାଗତ ସମ୍ବର୍ଦ୍ଧନା

ବାଣପୁର:(ସେକ କୌସର):ଆଜି ଖୋର୍ଦ୍ଧା ଜିଲ୍ଲାରେ ନୂତନ ଭାବେ ଯୋଗଦେଇଥିବା ପ୍ରଥମ ଅତିରିକ୍ତ ଜିଲ୍ଲା ଦୌରା ଜଜ (ଏଡିଜେ-୧) ରଞ୍ଜୁଲତା ଲେଙ୍କାଙ୍କୁ ବାଣପୁର କୋର୍ଟ ବିଚାରପତି ଦ୍ବୟ ଏବଂ ବାଣପୁର ଓକିଲ ସଂଘ ପକ୍ଷରୁ ସ୍ୱାଗତ କରାଯାଇଥିଲା। ବାଣପୁର ସର୍କିଟ କୋର୍ଟ ପରିସରରେ ବିଚାରପତିଙ୍କ…