Sign in
Sign in
Recover your password.
A password will be e-mailed to you.
ଦୁର୍ଘଟଣା କୁ ଅପେକ୍ଷା କରିଛି ମେଦନା ଠାରୁ ଏକମ୍ବା ରାସ୍ତା
ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ ) ତା ୧୧/୦୩/୨୫ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଅନ୍ତର୍ଗତ ମେଦନା ଠାରୁ ଝରିଗାଁ ବ୍ଲକ ଏକମ୍ବା ପର୍ଯ୍ୟନ୍ତ ରାସ୍ତା ଦୁର୍ଘଟଣା କୁ ଅପେକ୍ଷା କରିଛି। ଗ୍ରାମ୍ୟ ଉନ୍ନୟନ ବିଭାଗ ତରଫରୁ ନିର୍ମିତ ଏହି ପ୍ରଧାନ ମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ରେ…
ପୋଲିସ କୁ ଖୋଲା ଚେଲେଞ୍ଚ
ମୟୁରଭଞ୍ଜ,ସାରସକଣା ରୁ ଦିପୁ ମହାପାତ୍ର ଙ୍କ ରିପୋର୍ଟ: ମୟୂରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ ଅଧିନରେ ଥିବା ଝାରପୋଖରିଆ ସେକ୍ସନ ଅଧିନରେ ରହିଥିବା ସୀମାନ୍ତ ବର୍ତ୍ତୀ ଅଞ୍ଚଳ ଜାମଶାଳା ଠାରେ ରବିବାର ପ୍ରାୟ ରାତ୍ର ୧୨ ଘଟିକା ପରେ ପରେ ୧୦ଟି ୧୧କେ.ଭି ବିଦ୍ୟୁତ ଖୁଣ୍ଟରୁ ଦୁର୍ବୁତ୍ତମାନେ ସମସ୍ତ…
ସଚେତନତା ଓ ଚିକିତ୍ସାରୁ ଯେପରି କୌଣସି ଶିଶୁ ବଞ୍ଚିତ ନ ହେଉ: ମାନ୍ୟବର ମନ୍ତ୍ରୀ
ସିକିଲ୍ ସେଲ୍ ଆନିମିଆ ଏବଂ ଥାଲାସେମିଆ ନିରାକରଣ ନେଇ ଜାତୀୟସ୍ତରୀୟ କର୍ମଶାଳା ଉଦଘାଟିତ
୨୦୪୭ ସୁଦ୍ଧା ସିକିଲ୍ ସେଲ୍ ଆନିମିଆ ଦୂରୀକରଣ ପାଇଁ ଲକ୍ଷ୍ୟ
କର୍ମଶାଳାରେ ୨୫୦ ରୁ ଅଧିକ ଅଂଶଗ୍ରହଣକାରୀଙ୍କ ଯୋଗଦାନ
ଭୁବନେଶ୍ୱର, ୧୧ ମାର୍ଚ୍ଚ ୨୦୨୫:‘ସିକିଲ୍ ସେଲ୍ ଏବଂ…
ଲକ୍ଷପତି ଦିଦି ଯୋଜନା ଅନ୍ତର୍ଗତ ଜିଲ୍ଲାସ୍ତରୀୟ କର୍ମଶାଳା ଅନୁଷ୍ଠିତ
ଆଜି ସୁଦ୍ଧା ଓଡ଼ିଶାରେ ସୃଷ୍ଟି ହେଲେ ୮ ଲକ୍ଷରୁ ଅଧିକ ଲକ୍ଷପତି ଦିଦି
ଆକାଂକ୍ଷୀ ଏବଂ ଆଦିବାସୀ ଜିଲ୍ଲାରେ ୧ ଲକ୍ଷ ୬୦ ହଜାରରୁ ଉର୍ଦ୍ଧ୍ଵ ଲକ୍ଷପତି ଦିଦି
ସମ୍ଭାବ୍ୟ ଲକ୍ଷପତି ଦିଦିଙ୍କୁ ପ୍ରଶିକ୍ଷଣ ଓ ବ୍ୟବସାୟ ବିକାଶ (ବିଡିପି) ଯୋଜନା ପ୍ରସ୍ତୁତ
ଭୁବନେଶ୍ୱର, ତା…
ସୂଚନା ଅଧିକାର ଆଇନ କର୍ମଶାଳା ଅନୁଷ୍ଠିତ
ପୁରୀ (ଅନିମେଶ ପଟ୍ଟନାୟକ): ମଙ୍ଗଳବାର ସ୍ଥାନୀୟ ଜିଲ୍ଲା ସଂସ୍କୃତି ଭବନ ଠାରେ ସୂଚନା ଅଧିକାର ଆଇନ ୨୦୦୫ ଅନ୍ତର୍ଗତ ଏକ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଅଛି । ସୂଚନା ଅଧିକାର ଆଇନ ଲାଗୁହେବା ପର ଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ଅନେକ ପରିବର୍ତ୍ତନ ଘଟିଛି । ବିଭିନ୍ନ ବିଭାଗରେ ସ୍ବଛତା…
ଚୋରା ବାଲି, ମୋରମ ଏବଂ ମାଙ୍କଡା ପଥର ମାଫିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ
FILE PHOTO
ଭୁବନେଶ୍ୱର : ରାଜ୍ୟରେ ଚୋରା ବାଲି, ମୋରମ ଏବଂ ମାଙ୍କଡା ପଥର ମାଫିଆଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ରାଜ୍ୟ ତମାମ ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ବାଲି ବୋଝେଇ ଟ୍ରାକ୍ଟର, ଟ୍ରକ, ଟିପର ଓ ହାଇୱାକୁ ଜବତ କରାଯାଉଛି ବୋଲି ରାଜ୍ୟ…
ଦିନରେ ବଢୁଛି ତାତି , ରାତିରେ ଜଳୁଛି ଇଟାଭାଟି
ପାଟଣାଗଡ- ଶାସକ ପ୍ରଶାସକ(ଘନଶ୍ୟାମ ନାଗ) ବଲାଙ୍ଗିର ଜିଲ୍ଲା ପାଟଣାଗଡ ଅଞ୍ଚଳ ପରିବେଶ ପ୍ରଦୂଷଣ ରୋକିବା ପାଇଁ ସରକାର ଇଟାଭାଟି ଉପରେ ନିଷେଧାଦେଶ ଜାରୀ ରଖିଛନ୍ତି ! ଇଟାଭାଟି ପାଇଁ ରାଜସ୍ବ ବିଭାଗ ରୁ ପୂର୍ବ ଅନୁମତି ନେବା ବାଧ୍ଯତା ମୂଳକ କରା ଯାଇଛି ! କିନ୍ତୁ ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼…
ବେଲଗୁଣ୍ଠାରେ ଯୁଗ୍ମ ଅଭିଯୋଗ ଶୁଣାଣି ; ଅଭିଯୋଗ ଶୁଣାଇଲେ 85 ଜଣ
ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-,ଆଜି ବେଲଗୁଣ୍ଠା ପଞ୍ଚାୟତ ସମିତି କାର୍ଯ୍ୟାଳୟ ଠାରେ ସରକାରଙ୍କର ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି I ବେଲଗୁଣ୍ଠା ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିଜୟ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଏଡ଼ିଏମ୍ ଜେନେରାଲ ଡ ପ୍ରମୋଦ କୁମାର…
ବିଭିନ୍ନ ସ୍ଥାନରେ ଚଢ଼ାଉ କରି, ମନ୍ଦିର ଲୁଟେରାଙ୍କୁ କାବୁ କଲା ନୟାଗଡ଼ ପୋଲିସ
ନୟାଗଡ(ବିଶ୍ୱଜିତ ନାୟକ)- ନୟାଗଡ଼ ପୋଲିସକୁ ମିଳିଛି ବଡ଼ ସଫଳତା l ବିଭିନ୍ନ ସ୍ଥାନରେ ଚଢ଼ାଉ କରି, ମନ୍ଦିର ଲୁଟେରାଙ୍କୁ କାବୁ କଲା ପୋଲିସ l ଚାରି ଶହ ସିସି କ୍ୟାମେରା ଦେଖିଲା ପରେ ମନ୍ଦିର ଲୁଟେରାକୁ କାବୁ କରିଛି ନୟାଗଡ଼ ପୋଲିସ l ଏ ନେଇ ନୟାଗଡ଼ ଏସସ୍ପି ଏସ ସୁଶ୍ରୀ ସାମ୍ବାଦିକ…
ଗୁଣପୁର ଉପଖଣ୍ଡ ସଦର ମହକୁମା ଠାରେ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ l
ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ୧୦.୦୩.୨୦୨୫ତାରିଖ ଦିନ ରାୟଗଡା ଜିଲ୍ଲା ପ୍ରଶାସନ ତରଫରୁ ଗୁଣପୁର ଉପଖଣ୍ଡ ସଦର ମହକୁମାସ୍ଥିତ ଉପ ଜିଲ୍ଲାପାଳଙ୍କ ସଦଭାବନା ସଭାଗୃହ ଠାରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲାପାଳ ତଥା ଭାରପ୍ରାପ୍ତ ଜିଲ୍ଲାପାଳ ନିହାର…