ଓଡ଼ିଶାର ପ୍ରଥମ ମହିଳା ପର୍ବତାରୋହୀ ଦଳର ୟୁନାମ ଶିଖରକୁ ଐତିହାସିକ ଯାତ୍ରା

୨୦,୧୦୦ ଫୁଟ ଉଚ୍ଚ ଶିଖରରେ ୮୦ ମିଟର ତ୍ରିରଙ୍ଗା ଉଡ଼ାଇବା ଲକ୍ଷ୍ୟ ଭୁବନେଶ୍ୱର, ୦୬.୦୮.୨୦୨୬: ଓଡ଼ିଶାର କ୍ରୀଡ଼ା ଇତିହାସରେ ଯୋଡ଼ି ହେବାକୁ ଯାଉଛି ଆଉ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ । ରାଜ୍ୟର ପ୍ରଥମ ସମ୍ପୂର୍ଣ୍ଣ ମହିଳା ନେତୃତ୍ୱାଧୀନ ପର୍ବତାରୋହୀ ଦଳ ହିମାଚଳ ପ୍ରଦେଶର ୨୦,୧୦୦ ଫୁଟ ଉଚ୍ଚ…

ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନା ପରିବର୍ତ୍ତିତ ହେଲେ ଆନ୍ଦୋଳନ ତେଜିବ : ଉତ୍କଳ ସାମ୍ବାଦିକ ସଂଘ

ଭୁବନେଶ୍ୱର: ଦୀର୍ଘ ଦିନର ଦାବି ଓ ପ୍ରତିବାଦ ଉପରାନ୍ତେ ପୂର୍ବ ସରକାର ରାଜ୍ୟର କାର୍ଯ୍ୟରତ ସାମ୍ବାଦିକଙ୍କ ସ୍ୱାସ୍ଥ୍ୟ ସେବା ପାଇଁ "ଗୋପବନ୍ଧୁ ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ଯୋଜନା" ପ୍ରଣୟନ କରିଥିଲେ । ଏହା ମାଧ୍ୟମରେ ରାଜ୍ୟର ସାମ୍ବାଦିକ ମାନେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ବହୁଧା…

ବୈଜ୍ଞାନିକ ଓ ସ୍ଥାୟୀ କୃଷିକୁ ପ୍ରୋତ୍ସାହନ ଦେବାର ଲକ୍ଷ୍ୟ ନେଇ ସୋଆ କୃଷି ମହାବିଦ୍ୟାଳୟ ପକ୍ଷରୁ କୃଷକ ସଚେତନତା…

ଭୁବନେଶ୍ୱର, ଅଗଷ୍ଟ ୬: କୃଷି ଗବେଷଣାର ଫଳାଫଳକୁ କୃଷକଙ୍କ କ୍ଷେତ୍ରରେ ପହଂଚାଇ ବୈଜ୍ଞାନିକ କୃଷି ପଦ୍ଧତିର ପ୍ରସାର ସହ ସ୍ଥାୟୀ କୃଷିକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ଶିକ୍ଷା \'ଓ\' ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍‌ଚରାଲ୍ ସାଇନ୍‌ସେସ୍ (ଆଇଏଏସ୍‌)…

ସୋଆରେ ଆନ୍ତର୍ଜାତୀୟ ସମ୍ମିଳନୀ ‘ଆଇସିସିଏମ୍‌ଇଏସ୍‌ଏଚ୍‌–୨୦୨୬’ ଉଦ୍‌ଘାଟିତ

ଭୁବନେଶ୍ୱର, ଅଗଷ୍ଟ ୬: ଶିକ୍ଷା ‘ଓ’ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ପରିଚାଳିତ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଡୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର) ଅନ୍ତର୍ଗତ ଗଣିତ ବିଭାଗ ପକ୍ଷରୁ ତିନିଦିନିଆ ଆନ୍ତର୍ଜାତୀୟ ସମ୍ମିଳନୀ ‘ଇଂଟରନ୍ୟାସନାଲ୍ କନଫରେନ୍ସ ଅନ୍ କଂପ୍ୟୁଟେସନାଲ୍…

ବ୍ରାହ୍ମଣୀ ତରଙ୍ଗ ଥାନା ପୋଲିସର ସଫଳତା : ଚୋରି ମୋଟରସାଇକେଲ ଉଦ୍ଧାର, ଜଣେ ଗିରଫ

ରାଉରକେଲା,(ବସନ୍ତ କୁମାର ଜେନା, ଶାସକ ପ୍ରଶାସକ): ବ୍ରାହ୍ମଣୀ ତରଙ୍ଗ ଥାନା କେସ୍ ନଂ–୩୪୨, ତାରିଖ ୨୬.୦୬.୨୦୨୬, ଧାରା ୩୦୩(୨) ବିଏନଏସ୍‌ ଅନୁଯାୟୀ ରୁଜୁ ହୋଇଥିବା ମାମଲାର ତଦନ୍ତ ସମୟରେ ବଡ଼ତରଙ୍ଗ ପୋଲିସ ଏକ ଚୋରି ହୋଇଥିବା ମୋଟରସାଇକେଲ ଉଦ୍ଧାର କରିବା ସହ ଜଣେ ଅଭିଯୁକ୍ତଙ୍କୁ ଗିରଫ…

ଚୋରା ଚାଲାଣ ପାଇଁ ପ୍ରସ୍ତୁତ ହେଉଥିବା ବେଳେ ଆର.ଉଦୟଗିରି ପୋଲିସ ପକ୍ଷରୁ ୨୫୧ କେଜି ଗଞ୍ଜେଇ ଜବତ : ୨ ଗିରଫ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଜଙ୍ଗଲ ମଧ୍ୟରେ ବ୍ୟାପକ ଗଞ୍ଜେଇ ମହଜୁଦ୍ ରଖି ବ୍ୟବସାୟ ଉଦ୍ଦେଶ୍ୟରେ ଚୋରା ଚାଲାଣ ପାଇଁ ପ୍ରସ୍ତୁତ ହେଉଥିବା ବେଳେ ଘଟଣା ସ୍ଥଳରେ ପୋଲିସ ଅଚାନକ ଚଢାଉ କରି ଦୁଇ କ୍ୟୁଣ୍ଟାଲ ୫୧ କେଜି ଗଞ୍ଜେଇ ଧରିବାରେ ସକ୍ଷମ ହୋଇଛି । ପୋଲିସ ସୂତ୍ରରୁ ଏକ…

ଓଡ଼ଗାଁ ରଘୁନାଥ ଜିଉଙ୍କ ହୁଣ୍ଡିରୁ ମିଳିଲା ୭ ଲକ୍ଷ ୨୫ ହଜାର ଟଙ୍କା

ଓଡ଼ଗାଁ, ୫ା୮(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁସ୍ଥିତ ପ୍ରସିଦ୍ଧ ଶ୍ରୀ ରଘୁନାଥ ଜିଉଙ୍କ ହୁଣ୍ଡି ବୁଧବାର ଖୋଲାଯାଇଛି। ହୁଣ୍ଡିରେ ପଡିଥିବା ଦାନ ଟଙ୍କାର ଗଣତି ମଣତି ପରେ ୮ ଲକ୍ଷ ୯ ହଜାର ୪୯୭ ଟଙ୍କା ମିଳିଥିବା ଜଣାପଡ଼ିଛି। ଏଥିସହିତ ହୁଣ୍ଡିରୁ ୧ ଗ୍ରାମ ୨୦୦…

ନୟାଗଡ଼-ଓଡ଼ଗାଁ ନୂଆ ୩୩ କେଭି ଲାଇନ୍ ଖୁବ୍‌ଶୀଘ୍ର ହେବ କାର୍ଯ୍ୟକ୍ଷମ

ଓଡ଼ଗାଁ, ଶରଣକୁଳ ଅଞ୍ଚଳରୁ ଉପକୃତ ହେବେ ୫୦ ହଜାର ଉପଭୋକ୍ତା ଓଡ଼ଗାଁ, ୫।୮(ଶ୍ରୀକାନ୍ତ କୁମାର ମିଶ୍ର): ଦୀର୍ଘବର୍ଷ ଧରି ନୟାଗଡ଼ ଗ୍ରୀଡ୍‌ରୁ ଓଡ଼ଗାଁକୁ ଆସୁଥିବା ୩୩ କେଭି ବିଦ୍ୟୁତ୍‌ ଯୋଗାଣ ବାରମ୍ବାର ବାଧାପ୍ରାପ୍ତ ହେଉଥିବା ଯୋଗୁଁ ଓଡ଼ଗାଁ ଓ ଶରଣକୁଳ ଅଞ୍ଚଳରେ ବିଦ୍ୟୁତ୍‌ ସେବା…

ଜିଲ୍ଲା ସଡ଼କ ସୁରକ୍ଷା ଟାସ୍କ ଫୋର୍ସ ଏବଂ ଜିଲ୍ଲା ସଡ଼କ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ ।

ସଡ଼କ ସୁରକ୍ଷା ନିୟମ ଉଲ୍ଲଂଘନ ବିରୋଧରେ କଡ଼ା ଏନଫୋର୍ସମେଣ୍ଟ ଉପରେ ଗୁରୁତ୍ୱ । କେନ୍ଦ୍ରାପଡ଼ା:୦୫/୦୭(ପ୍ରଫୁଲ୍ଲ କୁମାର ମଲ୍ଲ) ଜିଲ୍ଲା ସଡ଼କ ସୁରକ୍ଷା ଟାସ୍କ ଫୋର୍ସ(DHSTF) ଏବଂ ଜିଲ୍ଲା ସଡକ ସୁରକ୍ଷା କମିଟି ର ବୈଠକ ଆଜି ଜିଲ୍ଲାପାଳ ଶ୍ରୀ ରଘୁରାମ ଆର. ଆୟରଙ୍କ ଅଧ୍ୟକ୍ଷତାରେ…

ବିଜ୍ଞାନ ଓ ଗଣିତ ଶିକ୍ଷକ ଅଭାବକୁ ନେଇ ଏମ୍. ଗଣ୍ଡପାଲି ସ୍କୁଲରେ ତାଲାପକାଇଳେ ଗ୍ରାମବାସୀ

ବିଜେପୁର :-ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ୧୯୫୯ ମସିହାରେ ପ୍ରତିଷ୍ଠିତ ଏମ୍. ଗଣ୍ଡପାଲି ସରକାରୀ ଉଚ୍ଚ ବିଦ୍ୟାଳୟରେ ଦୁଇ ମାସ ଧରି ବିଜ୍ଞାନ ଓ ଗଣିତ ଶିକ୍ଷକ ନଥିବାରୁ ପାଠପଢ଼ା ସମ୍ପୂର୍ଣ୍ଣ ବ୍ୟାହତ ହୋଇପଡ଼ିଛି l ବିଦ୍ୟାଳୟରେ ୧୦୧ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ବେଳେ…