Sign in
Sign in
Recover your password.
A password will be e-mailed to you.
ମନ୍ତ୍ରୀ ଶ୍ରୀ ସମ୍ପଦ ସ୍ୱାଇଁଙ୍କ ସହିତ ଭେଟିଲେ ଅଷ୍ଟ୍ରେଲିଆର କନ୍ସୁଲେଟ୍ ଜେନେରାଲ
ଭୁବନେଶ୍ୱର,୧୮/୦୩/୨୦୨୫:କୋଲକାତାସ୍ଥିତ ଅଷ୍ଟ୍ରେଲିଆର କନ୍ସୁଲେଟ୍ ଜେନେରାଲ୍ ମିଷ୍ଟର ହଗ୍ ବୋଲ୍ୟାନ୍ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା, ଶିଳ୍ପ ମନ୍ତ୍ରୀ ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁଙ୍କୁ ଓଡ଼ିଶା ବିଧାନସଭାର କାର୍ଯ୍ୟାଳୟ ପ୍ରକୋଷ୍ଠରେ ସାକ୍ଷାତ କରିଛନ୍ତିା ଏହି ଅବସରରେ ମନ୍ତ୍ରୀ ଶ୍ରୀ…
କୃଷି ସମୃଦ୍ଧି ପରାମର୍ଶ ବ୍ୟବସ୍ଥାକୁ ET ଡିଜିଟେକ୍ ପୁରସ୍କାର
ଡିଜିଟାଲ ଟେକ୍ନୋଲୋଜିର ବ୍ୟବହାର ଦ୍ୱାରା କୃଷି କ୍ଷେତ୍ରରେ ବିପ୍ଳବ ସୃଷ୍ଟି କରି ଅନ୍ନଦାତାଙ୍କୁ ସଶକ୍ତ କରିଥିବାରୁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କୃଷି ବିଭାଗକୁ କଲେ ପ୍ରଶଂସା
ଉଲ୍ଲେଖନୀୟ ପୁରସ୍କାର ପାଇଁ କୃଷି ବିଭାଗକୁ ଶୁଭେଚ୍ଛା ଜଣାଇଲେ ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ…
ସୋଆ ପକ୍ଷରୁ ଜଗନ୍ନାଥ ଦାସଙ୍କ ମହାଭାରତ ଶୀର୍ଷକ ପ୍ରଥମ ‘ପ୍ରାଚୀନ’ ସମ୍ପାନ ଆୟୋଜିତ
ଭୁବନେଶ୍ୱର, ୧୮ ମାର୍ଚ୍ଚ: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସେଂଟର ଫର ପ୍ରିଜରଭେସନ୍, ପ୍ରୋପାଗେସନ୍ ଆଣ୍ଡ ରେଷ୍ଟୋରେସନ୍ ଅଫ୍ ଆନ୍ସିଏଂଟ କଲ୍ଚର ଆଣ୍ଡ ହେରିଟେଜ ଅଫ୍ ଇଣ୍ଡିଆ (ପ୍ରାଚୀନ) ଓ କଟକସ୍ଥିତ ଓଡିଆ ଗବେଷଣା ପରିଷଦର ମିଳିତ ଆନୁକୂଲ୍ୟରେ ମଙ୍ଗଳବାର ଦିନ ବିଶ୍ୱବିଦ୍ୟାଳୟ…
ସ୍କୁଲ ଗୁଡିକୁ ସକାଳୁଆ କରିବା ପାଇଁ ତୁରନ୍ତ ଏସଓପି ଜାରି କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
ରାଜ୍ୟରେ ଗ୍ରୀଷ୍ମ ପ୍ରବାହର ମୁକାବିଲା ପ୍ରସ୍ତୁତି ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା
ସକାଳ ୭ଟା ରୁ ୯ଟା ମଧ୍ୟରେ ଅଙ୍ଗନବାଡି କେନ୍ଦ୍ର ଖୋଲା ରହିବ
ଗ୍ରୀଷ୍ମ ପ୍ରବାହର ମୁକାବିଲା ପାଇଁ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ ଆରୋପ…
ପ୍ରେମ ପାଇଁ ଜଣେ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଯୁବକ
ନୟାଗଡ଼, (ବିଶ୍ୱଜିତ ନାୟକ):- ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ଅଞ୍ଚଳରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ପ୍ରେମ ପାଇଁ ଜଣେ ଯୁବକ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିବା ଦେଖିବାକୁ ମିଳିଛି । ଏହି ଘଟଣା ସାରା ଜିଲ୍ଲାରେ ଆଜି ଚର୍ଚ୍ଚାର ବିଷୟ ହୋଇ ରହିଛି । ସୁଚନାନୁସାରେ…
ଭଞ୍ଜନଗର ରେ ବଢୁଛି ତାପମାତ୍ରା : ପ୍ରଶାସନ ଦ୍ଵାରା ଖୋଲୁଛି ଜଳସେବା କେନ୍ଦ୍ର
ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ଆସି ଯାଇଛି ଗ୍ରୀଷ୍ମ ଋତୁ, ପ୍ରଚଣ୍ଡ ରୌଦ୍ରତାପରେ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଅଞ୍ଚଳରେ ଦିନକୁ ଦିନ ତାପମାତ୍ରା ବଢିବାରେ ଲାଗିଛି। ଜଙ୍ଗଲ ପୋଡ଼ି, ରାସ୍ତା କଡ ବିଲ ମାଳର ଧାନ ମନ୍ଥା ର ଅଗାଡି ପାଳ ର ନିଆଁ ଏବଂ ଜନସାଧାରଣ ଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି…
ଭାରତୀୟ ମଜଦୂର ସଂଘ ପକ୍ଷରୁ ପ୍ରଧାନମନ୍ତ୍ରୀ ଏବଂ ମୂଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବି ପତ୍ର ପ୍ରଦାନ
ରାୟଗଡ଼ା : ତା ୧୮/୦୩/୨୫: ଭାରତୀୟ ମଜଦୂର ସଂଘ ର କେନ୍ଦ୍ରୀୟ ସଂଗଠନ ନିଷ୍ପତ୍ତି କ୍ରମେ ଭାରତର ସମସ୍ତ ଜିଲ୍ଲାପାଳଙ୍କ ଜରିଆରେ ପ୍ରଧାନମନ୍ତ୍ରୀ ଏବଂ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଛି । ଏହି ଅବସରରେ ରାୟଗଡ଼ା ଜିଲ୍ଲା ସମ୍ପାଦକ ଶ୍ରୀ ଗଣେଶ କୁମାର…
୨୦୦୭ ରୁ ୨୦୧୨ ବ୍ୟାଚ ର ବନ୍ଧୁ ମିଳନ ପର୍ବ ଅନୁଷ୍ଠିତ।
ବାସୁଦେବପୁର - ଭଦ୍ରକ ଜିଲ୍ଲା ବାସୁଦେବପୁର ରେ ଅଟଳ ବିହାରୀ ମହାବିଦ୍ୟାଳୟ ର ୨୦୦୭ ରୁ ୨୦୧୨ ବ୍ୟାଚ୍ ର୍ କଳାର ପୂର୍ବତନ ଛାତ୍ର ଛାତ୍ରୀ ମାନଙ୍କୁ ନେଇ ବନ୍ଧୁ ମିଳନ କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇ ଯାଇଛି। ଅଧ୍ୟକ୍ଷ ବିଷ୍ଣୁ ମୋହନ ସ୍ୱାଇଁ ଙ୍କ ସଭାପତିତ୍ବ ରେ ପୂର୍ବତନ ଅଧ୍ୟକ୍ଷ ଉମାକାନ୍ତ…
ଖପ୍ରାଖୋଲ ରେ ସମ୍ପ୍ରଦାୟ ମାନସିକ ସ୍ୱାସ୍ଥ୍ୟ ଏବଂ ପୁନର୍ବାସ କାର୍ଯ୍ୟକ୍ରମ ଶୁଭାରମ୍ଭ
ଖପ୍ରାଖୋଲ ୧୮/୦୩ ( ହେମସାଗର ସାହୁ) ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଳକ ସ୍ଥାନୀୟ ବ୍ଲକ ସଭା ଗୃହ ଠାରେ ବେସିକନିଡ଼ ଇଣ୍ଡିଆ, ଏନଆରଏଚଏମ୍ , ୱାଇସିଡିଏ ଅନୁଷ୍ଠାନର ମିଳିତ ଉଦ୍ୟମରେ ସମ୍ପ୍ରଦାୟ ମାନସିକ ସ୍ୱାସ୍ଥ୍ୟ ଏବଂ ପୁନର୍ବାସ କାର୍ଯ୍ୟକ୍ରମ ର ଶୁଭାରମ୍ଭ ମଙ୍ଗଳବାର ହୋଇଯାଇଛି।…
ସମ୍ ହସ୍ପିଟାଲରେ ଜଟିଳ ଫୁସ୍ଫୁସ୍ କର୍କଟ ରୋଗୀଙ୍କର ବିରଳ ଶଲ୍ୟ ଚିକିତ୍ସା
ଭୁବନେଶ୍ୱର, ମାର୍ଚ୍ଚ ୧୮: ଫୁସ୍ଫୁସ୍ରେ କର୍କଟ ରୋଗ ଭଳି ଗଭୀର ସମସ୍ୟା ଥିବା ସତ୍ୱେ ସ୍ଥାନୀୟ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନସେସ୍ ଆଣ୍ଡ ସମ୍ ହସ୍ପିଟାଲର ଶଲ୍ୟ ଚିକିତ୍ସକମାନେ ଜଣେ ୪୫ ବର୍ଷ ବୟସ୍କ ମହିଳାଙ୍କର ବିରଳ ତଥା ସଫଳ ଅସ୍ତ୍ରୋପଚାର କରିପାରିଛନ୍ତି ।ମହିଳା ଜଣକ କିଛି…