Sign in
Sign in
Recover your password.
A password will be e-mailed to you.
୫,୮୨୨ ଡାକ୍ତର ପଦବୀ ଖୁବ୍ ଶୀଘ୍ର ପୂରଣ ହେବ
ବିଧାନସଭାରେ ଉପାସନା ମହାପାତ୍ରଙ୍କ ପ୍ରଶ୍ନରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଉତ୍ତର
ଭୁବନେଶ୍ୱର: ରାଜ୍ୟରେ ଡାକ୍ତର ସଙ୍କଟର ସମାଧାନ ପାଇଁ ସରକାର ଅଣ୍ଟା ଭିଡ଼ିଛନ୍ତି । ୫ ହଜାର ୮୨୨ ଡାକ୍ତର ପଦବୀ ପୂରଣ ପାଇଁ ପ୍ରକ୍ରିୟା ଆରମ୍ଭ କରିବାକୁ ଓଡିଶା ପବ୍ଲିକ୍ ସର୍ଭିସ୍ କମିସନଙ୍କୁ କୁହାଯାଇଛି ।…
ଗୋଦାବରୀଶ ମହାବିଦ୍ୟାଳୟରେ ମହିଳା ଆତ୍ମରକ୍ଷା କୌଶଳ ତାଲିମ୍ ଶିବିର ଉଦ୍ ଯାପିତ ୲
ବାଣପୁର:(ସେକ କୌସର):ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଞ୍ଚଳ ଅଧିନସ୍ଥ ଗୋଦାବରୀଶ ମହାବିଦ୍ୟାଳୟ ପରିସରରେ ତ୍ରୟୋଦଶ ଶ୍ରେଣୀର ଛାତ୍ରୀମାନଙ୍କ ପାଇଁ ଚଳିତ ମାସ ୦୭ ତାରିଖଠାରୁ ୧୮ ତାରିଖ ପର୍ଯ୍ଯନ୍ତ ଆଠଦିନ ଧରି ଚାଲିଥିବା ମହିଳା ଆତ୍ମରକ୍ଷା କୌଶଳ ତାଲିମ୍ ଶିବିରର ଆଜି ଉଦ୍ ଯାପନ ଘଟିଛି୲ ଏହି…
କେବଳ ଗୋଚର, ଗୁହାଳ,ଗୋ-ଆଧାରିତ କୃଷିର ବିକାଶ ଦ୍ଵାରା ଗୋ-ଚାଲାଣ ରୋକିବା ସମ୍ଭବ ହେବ!
ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }:ଗୋଚର , ଗୋଦIନା,ଗୁହାଳ, କୁଣ୍ଡା, ଘାସ,ପଡିଆ ,ଗୋଚରାଳୀର, ଗୋବରର ବିକ୍ରୟ ଅଭାବ, ପଞ୍ଚଗବ୍ୟ ଶିଳ୍ପ ପାଇଁ ଆବଶ୍ୟକ ଆନୁଷଙ୍ଗିକ ଅର୍ଥର ଅଭାବ, ଗୋପାଳଙ୍କୁ ଆବଶ୍ୟକ ସହୟIତାର ଘୋର ଅଭାବ, ଯୋଜନା ଗୁଡିକ ଲୋକାଭିମୁଖୀ ନହେବI, ସରକାରଙ୍କ ଆନ୍ତରିକତା ର ଅଭାବ,…
ନୂଆ ଗାଁ ବ୍ଲକ ପରିସର ରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ
ରାଉରକେଲା, (ବସନ୍ତ କୁମାର ଜେନା) : ନୂଆଗାଁ ବ୍ଲକ କାର୍ଯ୍ୟାଳୟ ପରିସର ସ୍ଥିତ ପଂଚାୟତ ସମିତି ସଭାକକ୍ଷ ରେ ଆଜି ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲାପାଳ ଶ୍ରୀ ମନୋଜ ସତ୍ୟୱାନ ମହାଜନ ଓ ସୁନ୍ଦରଗଡ ଏସପି ଶ୍ରୀ ପ୍ରତ୍ୟୁଷ ଦିବାକର ଉପସ୍ଥିତ ରହି ଜନସାଧାରଣଙ୍କର…
ଜୀବନରେ ଶୃଙ୍ଖଳା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ: ଜଷ୍ଟିସ୍ ବି. ଆର୍ ଷଡ଼ଙ୍ଗୀ
ଭୁବନେଶ୍ୱର, ମାର୍ଚ୍ଚ ୧୭: ପ୍ରତ୍ୟେକ ଦିନ, ପ୍ରତ୍ୟେକ ମୁହୂର୍ତ ଏବଂ ପ୍ରତ୍ୟେକ କ୍ଷଣରୁ ଶିକ୍ଷା ଗ୍ରହଣ କରାଯାଇପାରିବ । ଶିକ୍ଷା ଗ୍ରହଣ ପ୍ରକ୍ରିୟା ସବୁବେଳେ ଜାରି ରଖିବା ଜରୁରୀ । ଏଥି ସହିତ ଜୀବନରେ ଶୃଙ୍ଖଳା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବୋଲି ମତ ବ୍ୟକ୍ତ କରିଛନ୍ତି ଜାତୀୟ ମାନବାଧିକାରୀ…
ଭଞ୍ଜନଗର ରେ ମିଳିତ ଅଭିଯୋଗ ଶୁଣାଣୀ ଶିବିର
ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ଭଞ୍ଜନଗର ରେ ଜିଲ୍ଲା ସ୍ତରୀୟ ଦିବ୍ୟାଙ୍ଗ ଓ ସାଧାରଣ ଜନତାଙ୍କ ଜନ ସମାଧାନ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଗଞ୍ଜାମ୍ ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରମୋଦ କୁମାର ପୃଷ୍ଟି,ଭଞ୍ଜନଗର ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଶ୍ରୀ ରଞ୍ଜନ କୁମାର ଦେ…
ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ରାୟଗଡ ବ୍ଲକ ଅନ୍ତର୍ଗତ ଡ଼ମ୍ବାଳ ଗ୍ରାମ ପଞ୍ଚାୟତ କଲ୍ୟାଣ ମଣ୍ଡପ ଠାରେ ଗ୍ରାମ୍ୟ ମୁଖୀ ପ୍ରଶାସନ ସହ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି। ଏହି ଅଭିଯୋଗ ଶୁଣାଣୀରେ ଗଜପତି ଜିଲ୍ଲାପାଳ ଶ୍ରୀଯୁକ୍ତ ବିଜୟ କୁମାର ଦାଶ…
ଡିଜାଇନ୍ ପାଇଁ ସ୍ନାତକ ସାଧାରଣ ପ୍ରବେଶିକା ପରୀକ୍ଷା ର ସଫଳତା ହାସଲ କଲେ କୌଶିକ।
ବାସୁଦେବପୁର - ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଳକ ଅନ୍ତର୍ଗତ ଅନ୍ତର୍ଗତ ବାଲିମେଦ ପଞ୍ଚାୟତ ଅଧୀନ ପାନପୁର ରେ ମାତା ଦୀପ୍ତି ମଞ୍ଜରୀ ଭୋଇ ଓ ପିତା ମାନସ ରଞ୍ଜନ ଭୋଇ ଙ୍କ ପୁତ୍ର କୌଶିକ କୁଶଲ ଭୋଇ। ପିତା ମାତା ଙ୍କ ସହ ସେ ଝାଡ଼ଖଣ୍ଡ ରାଜ୍ୟର ଜାମସେଦପୁର ରେ ରୁହନ୍ତି ଓ ସେଠାରେ ଅଧ୍ୟୟନ…
ବାଗଦେବୀ ପୀଠରେ ନିଆରା ଢଙ୍ଗରେ ପାଳିତ ହେଲା ହୋଲିପର୍ବ
ଆଷାଢ଼ରେ ହେବ ବାଗଦେବୀଙ୍କ ରତ୍ନମୁଦ
ଓଡ଼ଗାଁ,୧୭।୩(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଅନ୍ତର୍ଗତ କୁରାଳ ପଞ୍ଚୁପାଣ୍ଡବ ପାହାଡ ପାଦଦେଶରେ ବିରାଜିତ ମା" ବାଗଦେବୀଙ୍କ ପୀଠରେ କୁରାଳ ଗ୍ରାମବାସୀଙ୍କୁ ନେଇ ନିଆରା ଢ଼ଙ୍ଗରେ ପାଳିତ ହୋଇଛି ହୋଲିପର୍ବ । ଏବଂ ବାଗଦେବୀ…
ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର: ୭୪ ଅଭିଯୋଗ ପଞ୍ଜିକୃତ, ୨୧ ତତ୍କାଳ ସମାଧାନ
ଓଡ଼ଗାଁ ୧୭।୩(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ପଞ୍ଚାୟତ ସମିତି ପରିସରରେ ସୋମବାର ବ୍ଲକସ୍ତରୀୟ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି।ନୟାଗଡ଼ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ, ମୁଖ୍ୟ ଉନ୍ନୟନ ଅଧିକାରୀ ଏବଂ ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ନୟାଗଡ଼ ଲଗ୍ନଜିତ…