Sign in
Sign in
Recover your password.
A password will be e-mailed to you.
ଭୂବନେଶ୍ୱର ସ୍ଥିତ ଜୟଦେବ ଭବନ ଠାରେ “ରଘୁନାଥଙ୍କ ସଂଗୀତ ଜୀବନର ଅର୍ଦ୍ଧଶତାବ୍ଦୀ” କାର୍ଯ୍ୟକ୍ରମ
ଭୁବନେଶ୍ୱର / ପାରଳାଖେମୁଣ୍ଡି : ବିଶିଷ୍ଟ ଓଡ଼ିଶୀ ସଂଗୀତଜ୍ଞ ତଥା ଓଡିଶା ସଂଗୀତ ନାଟକ ଏକାଡେମୀ ପୁରସ୍କାର ପ୍ରାପ୍ତ ଏବଂ ଦୂରଦର୍ଶନ ଓ ଆକାଶବାଣୀର ସ୍ବୀକୃତିପ୍ରାପ୍ତ ସଂଗୀତ ନିର୍ଦ୍ଦେଶକ ଓ କଣ୍ଠଶିଳ୍ପୀ ପଣ୍ଡିତ ରଘୁନାଥ ପାତ୍ରଙ୍କ ସଂଗୀତ ଜୀବନର ୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ୧୯ ତାରିଖ…
ମାଙ୍କଡା ପଥର ଖଣି ଗୁଡିକ ରେ ଖୋର୍ଦ୍ଧା ଜ଼ିଲ୍ଲା ପୁଲିସ ର ବଡ଼ ଧରଣ ର ଚଢ଼ାଉ: 39 ଟି ଗାଡି ଜବତ 6 ଗିରଫ l
ଖୋର୍ଦ୍ଧାରୁ ( ସେକ ଜାଫର) -: ଖୋର୍ଦ୍ଧା ସହର ଏବଂ ଏହାର ଆଖ ପାଖ ଅଞ୍ଚଳ ଖଣି ମାଫିଆ ମାନଙ୍କ ଦୌରାତ୍ମ ଦିନ କୁ ଦିନ ବୃଦ୍ଧି ପାଇବାରେ ଲାଗିଥିବା ବେଳେ ସାଧାରଣ ଲୋକେ ଏଥିରେ ଅଣ ନିଶ୍ୱାସୀ ହୋଇପଡିଛନ୍ତି l ଏପରିକି ପରିବେଶ ସନ୍ତୁଳନ ଉପରେ ଏହାର କୁ ପ୍ରବାହ ପଡୁଛି l ବେଆଇନ ଖଣି ଗୁଡିକ ଉପରେ…
ଓଡ଼ିଶା ପୋଲିସ ର ସାଗର କବଚ ।
ଅସ୍ତରଙ୍ଗ(ଦୁଃଶାସନ ନାୟକ) :ଜଳ ପଥରେ ମୁମ୍ବାଇ ରେ ଆତଙ୍କବାଦୀ ହମଲା ପରେ ଉପକୂଳ ଅଞ୍ଚଳକୁ ସୁରକ୍ଷିତ ରଖିବା ସହ ଜଳ ପଥରେ ବାହ୍ୟ ଶତ୍ରୁକୁ ପ୍ରତିରୋଧ କରିବା ଲକ୍ଷ୍ୟ ନେଇ ପ୍ରତିବର୍ଷ ଭଳି ଚଳିତ ବର୍ଷ ମାର୍ଚ୍ଚ ୧୯ ଓ ୨୦ ତାରିଖ ଦୁଇ ଦିନ ଧରି ଆରମ୍ଭ ହୋଇଛି ସମ୍ଭ୍ୟାବ ଉପକୂଳ ସୁରକ୍ଷା କୁ…
ଏଲ୍ଆଇସି, ଭୁବନେଶ୍ୱର ମଣ୍ଡଳର ଅଟିଷ୍ଟିକ୍ ପିଲାମାନଙ୍କ ପାଇଁ ସ୍କୁଲ ବସ୍ ଦାନ
ଭୁବନେଶ୍ୱର ୧୯/୦୩/୨୦୨୫:ଏଲ୍ଆଇସି ଗୋଲ୍ଡେନ୍ ଜୁବିଲି ଫାଉଣ୍ଡେସନ୍ ଚନ୍ଦକା ଇଣ୍ଡଷ୍ଟ୍ରିଆଲ ଇଷ୍ଟେଟ୍, ଭୁବନେଶ୍ୱରର ଫୁ୍ୟଚର୍ ଭୁବନେଶ୍ୱର ସ୍କୁଲ କ୍ୟାମ୍ପସରେ ଅଟିଜିମ୍ ଥେରାପି ସେଣ୍ଟରର ଅଟିଷ୍ଟିକ୍ ପିଲାମାନଙ୍କ ପାଇଁ ଏକ ସ୍କୁଲ ବସ୍ ଦାନ କରିଛିା ଏହି କାର୍ଯ୍ୟକ୍ରମରେ ପାଟନାର ଏଲ୍ଆଇସି…
ଓଡ଼ିଶା ଦିବସ ଓ ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ଜୟନ୍ତୀ ପାଇଁ ପ୍ରସ୍ତୁତି ବୈଠକ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଜିଲ୍ଲାସ୍ତରୀୟ ଓଡ଼ିଶା ଦିବସ ଓ ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ଜୟନ୍ତୀ ପାଳନ ପାଇଁ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଶ୍ରୀଯୁକ୍ତ ବିଜୟ କୁମାର ଦାଶଙ୍କ…
ଇଏସଆଇ ହସ୍ପିଟାଲ: ଭୁବନେଶ୍ୱରରେ ଖାଲି ପଡ଼ିଛି ସର୍ବାଧିକ ପଦବୀ
ଉପାସନାଙ୍କ ପ୍ରଶ୍ନର ଉତ୍ତର ରଖିଲେ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ମନ୍ତ୍ରୀ ଗଣେଶ ରାମ ଖୁଣ୍ଟିଆ
ଭୁୁବନେଶ୍ୱର: ଭୁବନେଶ୍ୱରସ୍ଥିତ ଇଏସଆଇ ହସ୍ପିଟାଲରେ ସର୍ବାଧିକ ଡାକ୍ତର, ଫର୍ମାସିଷ୍ଟ ଓ ନର୍ସ ପଦବୀ ଖାଲି ପଡ଼ିଛି । ବିଧାନସଭାରେ ବ୍ରହ୍ମଗିରି ବିଧାୟିକା ଶ୍ରୀମତୀ ଉପାସନା ମହାପାତ୍ରଙ୍କର…
ରାଜ୍ୟରେ ଜୁନ୍ ୨୦୨୪ ରୁ ଫେବ୍ରୁଆରୀ ୨୦୨୫ ମଧ୍ୟରେ ନୂତନ କରି ୮୦୪ ଜଣ ସାମ୍ବାଦିକ ସ୍ୱାସ୍ଥ୍ୟବୀମା ପାଇଁ ଆବେଦନ…
ବିଧାନସଭାରେ ଉଠିଲା ସାମ୍ବାଦିକଙ୍କ ସ୍ୱାସ୍ଥ୍ୟବୀମା ପ୍ରସଙ୍ଗ: ଉପାସନାଙ୍କ ପ୍ରଶ୍ନର ଉତ୍ତର ରଖିଲେ ମୁଖ୍ୟମନ୍ତ୍ରୀ
ଭୁୁବନେଶ୍ୱର: ରାଜ୍ୟରେ କାର୍ଯ୍ୟରତ ସାମ୍ବାଦିକମାନଙ୍କ ସ୍ୱାସ୍ଥ୍ୟବୀମା ପ୍ରସଙ୍ଗକୁ ବିଧାନସଭାରେ ଉଠାଇଛନ୍ତି ବ୍ରହ୍ମଗିରି ବିଧାୟକ ଶ୍ରୀମତୀ ଉପାସନା ମହାପାତ୍ର । ରାଜ୍ୟରେ…
ଲହଣ୍ଡାବୁଡ଼ ନାମ ସଙ୍କୀର୍ତ୍ତନ ଅତି ଧୁମ ଧାମରେ ପାଳନ
https://youtu.be/LLUBfePp5Bk
ସୁନ୍ଦରଗଡ: ଦିର୍ଘ୍ ୧୫ ବର୍ଷ ପରେ ପୁଣି ଜାଗା ଜମକରେ ଆରମ୍ଭ ହେଲା ଲହଣ୍ଡାବୁଡ ବସ୍ତି ହରିଜନ ପଡା ର ଅଷ୍ଟପ୍ରହରୀ ନାମ ସଙ୍କୀର୍ତ୍ତନ ଗତ ୧୭ ତାରିଖ ଅଧିବାସ ହୋଇଥିବା ଵେଳେ ୧୯ ତାରିଖ ନଗର ଭ୍ରମଣ କରି ଦଧିଭଣ୍ଡନ ହୋଇଥିଲା, ରେଖା ସିଂ ଓ ସରୋଜ ସିଂ ଏବଂ…
ବିଶ୍ବହିନ୍ଦୁ ପରିଷଦର ସଂଭାଗ ସ୍ତରୀୟ କାର୍ଯ୍ୟକର୍ତ୍ତା ବୈଠକ।
ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }:ଗଞ୍ଜାମ ଜିଲ୍ଲା ଭଞ୍ଜନଗର ରେ ବିଶ୍ବହିନ୍ଦୁ ପରିଷଦର ସଂଭାଗ ସ୍ତରୀୟ ବୈଠକ ରେ ଉକ୍ତ ସଂଗଠନର ଆଦରଣୀୟ ସମସ୍ତ ଦେବଦୁର୍ଲ୍ଲଭ କାର୍ଯ୍ୟକର୍ତ୍ତା ବନ୍ଧୁ ମାନେ ଯୋଗଦାନ କରିଥିବାର ଦେଖାଦେଇଛି। ଆଜି ଅର୍ଥାତ୍ ମାର୍ଚ୍ଚ ମାସ ୧୯ ତାରିଖ ବୁଧବାର ୨୦୨୫ ଦିନ ଘୁମୁସର…
ରାମ ଉତ୍ସବ ସହ ହନୁମାନ ଜୟନ୍ତୀ ପାଇଁ ପ୍ରସ୍ତୁତି ବୈଠକ
ସୁବର୍ଣ୍ଣପୁର, ଶାସକ ପ୍ରଶାସକ (ପ୍ରକାଶ କୁମାର ହାତୀ) ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଆର ଏମ୍ ସି ପରିସରରେ ରାମ ଉତ୍ସବ ସହ ହନୁମାନ ଜୟନ୍ତୀ ପାଇଁ ବଜରଙ୍ଗଦଳ, ରାମ ଭକ୍ତ, ସନାତନି ପ୍ରେମୀ ମାନଙ୍କୁ ନେଇ ଏକ ପ୍ରସ୍ତୁତି ବୈଠକ ଶୁଭମ ବରିହା ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି।…