Sign in
Sign in
Recover your password.
A password will be e-mailed to you.
ବିଶ୍ବହିନ୍ଦୁ ପରିଷଦର ସଂଭାଗ ସ୍ତରୀୟ କାର୍ଯ୍ୟକର୍ତ୍ତା ବୈଠକ।
ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }:ଗଞ୍ଜାମ ଜିଲ୍ଲା ଭଞ୍ଜନଗର ରେ ବିଶ୍ବହିନ୍ଦୁ ପରିଷଦର ସଂଭାଗ ସ୍ତରୀୟ ବୈଠକ ରେ ଉକ୍ତ ସଂଗଠନର ଆଦରଣୀୟ ସମସ୍ତ ଦେବଦୁର୍ଲ୍ଲଭ କାର୍ଯ୍ୟକର୍ତ୍ତା ବନ୍ଧୁ ମାନେ ଯୋଗଦାନ କରିଥିବାର ଦେଖାଦେଇଛି। ଆଜି ଅର୍ଥାତ୍ ମାର୍ଚ୍ଚ ମାସ ୧୯ ତାରିଖ ବୁଧବାର ୨୦୨୫ ଦିନ ଘୁମୁସର…
ରାମ ଉତ୍ସବ ସହ ହନୁମାନ ଜୟନ୍ତୀ ପାଇଁ ପ୍ରସ୍ତୁତି ବୈଠକ
ସୁବର୍ଣ୍ଣପୁର, ଶାସକ ପ୍ରଶାସକ (ପ୍ରକାଶ କୁମାର ହାତୀ) ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଆର ଏମ୍ ସି ପରିସରରେ ରାମ ଉତ୍ସବ ସହ ହନୁମାନ ଜୟନ୍ତୀ ପାଇଁ ବଜରଙ୍ଗଦଳ, ରାମ ଭକ୍ତ, ସନାତନି ପ୍ରେମୀ ମାନଙ୍କୁ ନେଇ ଏକ ପ୍ରସ୍ତୁତି ବୈଠକ ଶୁଭମ ବରିହା ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି।…
ମୃତ୍ୟୁ ପରେ ୮୩ବର୍ଷିୟ ବୃଦ୍ଧା ଉଷା ସାହୁଙ୍କ ଚକ୍ଷୁଦାନ
ବିଜେପୁର :-ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ଜାରିଂ ଗ୍ରାମପଞ୍ଚାୟତ ଅଧିନରେ ଯାଉଥିବା ପୁର୍ଣ୍ଣା ଗ୍ରାମର ୮୩ ବର୍ଷିୟ ବୃଦ୍ଧା ଉଷା ସାହୁଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଠିକ ନଥିବାରୁ ତାଙ୍କ ସାନପୁଅ ପଟାରି ସାହୁ କାଳ ବିଳମ୍ବ ନକରି ତୁରନ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ବିଜେପୁରକୁ…
ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟ, ଭବାନୀପାଟଣା ଠାରେ ବାର୍ଷିକ ଉତ୍ସବ – ୨୦୨୫ ଅନୁଷ୍ଠିତ
ଭବାନୀପାଟଣା :ରୋହିତ କୁମାର ନାଏକ(ଶାସକ ପ୍ରଶାସକ) ତା.୧୯.୦୩.୨୦୨୫ – ଆଜି କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସ୍ଥିତ ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟ ଠାରେ ବାର୍ଷିକ ଉତ୍ସବ - ୨୦୨୫ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଗରୁଡଧ୍ଵଜ ବାରିକ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉତ୍ସବରେ…
ଓଡ଼ଗାଁ ଶ୍ରୀରାମ ନବମୀ ଯାତ୍ରା ପ୍ରସ୍ତୁତି ବୈଠକ, ମନ୍ଦିର ରାସ୍ତାରେ ଆମିଷ ବିକ୍ରୟ ନିଷେଧ
ଓଡ଼ଗାଁ,୧୯।୩(ଶ୍ରୀକାନ୍ତ କୁମାର ମିଶ୍ର): ଓଡ଼ିଶା ପ୍ରସିଦ୍ଧ ନୟାଗଡ଼ ଜିଲ୍ଲା ଓଡ଼ଗାଁ ଠାରେ ବିଜେ ଶ୍ରୀରଘୁନାଥ ଜିଉଙ୍କ ନବଦିନ ସନ୍ଧ୍ୟା ବେଶ ଶ୍ରୀରାମ ନବମୀ ଯାତ୍ରା ପ୍ରସ୍ତୁତି ବୈଠକ ସ୍ଥାନୀୟ ବ୍ଳକ ସଭାଗୃହରେ ବୁଧବାର ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି। ଦେବୋତ୍ତର କାର୍ଯ୍ୟ ନିର୍ବାହୀ…
ମା ଅଙ୍କୁଡେଶ୍ୱରି ଅଲ୍ ଓଡିଶା କ୍ରିକେଟ ଟୁର୍ଣ୍ଣାମେଣ୍ଟ।
ବାସୁଦେବପୁର ବ୍ଲକ ଅନ୍ତର୍ଗତ ୟୁଥ୍ କ୍ଳବ୍ କିଆପଡା ଚମ୍ପିୟାନ।
ବାସୁଦେବପୁର - ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଳକ ବିନାୟକପୁର ପଞ୍ଚାୟତର ମା ଅଙ୍କୁଡେଶ୍ବରୀ ପ୍ରଥମ ଅଲ ଓଡିଶା କ୍ରିକେଟ ଟୁର୍ନାମେଣ୍ଟ ର ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇ ଯାଇଛି ଏହି ଖେଳରେ କିଆପଡାର ୟୁଥ କ୍ଲବ , ଖାନ…
ଯୁକ୍ତରାଜ୍ୟ (ୟୁକେ) ସରକାର ଓ ରାଜ୍ୟ ଶକ୍ତି ବିଭାଗ ର ମିଳିତ ସହଯୋଗରେ ପୂରଣ ହେବ ଭୁବନେଶ୍ୱର ର ନେଟ -ଜିରୋ…
ଭୁବନେଶ୍ୱର- ଯୁକ୍ତରାଜ୍ୟ ସରକାର ଏବଂ ଓଡିଶା ସରକାରଙ୍କ ଶକ୍ତି ବିଭାଗ ଓ ଗ୍ରୀଡ଼କା ର ମିଳିତ ଆନୁକୂଲ୍ୟରେ ଆଜି ‘ନେଟ୍-ଜିରୋ ଭିଜନ୍ ଫର୍ ଭୁବନେଶ୍ୱର’ ବିଷୟରେ ଏକ ଉଚ୍ଚ-ସ୍ତରୀୟ କର୍ମଶାଳାର ଆୟୋଜନ କରାଯାଇଥିଲା । ଜ୍ଞାନ ଆଦାନ-ପ୍ରଦାନ ସହ ବହୁ-ପକ୍ଷୀୟ ସହଯୋଗକୁ ଉତ୍ସାହିତ କରିବା, ଏବଂ…
“ବିଚିତ୍ର ପ୍ରସ୍ତାବ : ଯୋଗ୍ୟତା ନଥିବା ଲୋକ ବି ଅଧ୍ୟାପକ ହେଇପାରିବେ !!”
"୨୦୧୪ ମସିହା ଠାରୁ କ୍ରମାଗତ ଭାବରେ ଶିକ୍ଷା ଏବଂ ଶିକ୍ଷାନୁଷ୍ଠାନ ଉପରେ ମୋଦୀ ସରକାରଙ୍କ ଆକ୍ରମଣ ହେଉଛି ।"
ୟୁଜିସି ଡ୍ରାଫ୍ଟ୍-୨୦୨୫ ପ୍ରତିବାଦରେ ପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ ବିଧାନ ସଭା ଘେରାଉ
ଭୁବନେଶ୍ଵର :ପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ ଡ୍ରାଫ୍ଟ୍ ୟୁଜିସି ରେଗୁଲେସନ ୨୦୨୫…
ନିମ୍ନମାନର ଡ୍ରେନ-ଡିଭାଇଡର ନିର୍ମାଣ କାର୍ଯ୍ୟ
https://youtu.be/5AHkFYwIzf4
ସୁନ୍ଦରଗଡ଼:-ମେଡିକାଲ ଛକ ଠାରୁ ରଙ୍ଗାଢିପା ଛକ ପର୍ଯ୍ୟନ୍ତ ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ ପୂର୍ତ୍ତ ବିଭାଗ ଦ୍ୱାରା ଚାଲୁଛି, ରାସ୍ତାର ଉଭୟ ପାର୍ଶ୍ଵରେ ଡ୍ରେନ ନିର୍ମାଣ ସହ ରାସ୍ତା ମଝିରେ ଡିଭାଇଡର ନିର୍ମାଣ ଚାଲିଛି, ଏହାକୁ ଏବିଆଇ ନାମକ ଏକ ଠିକା…
ରାଜରାସ୍ତାରେ ଲେଡିଜ ଓ୍ଵାର୍କର୍ସ ଅଶୋସିଏସନର ବିକ୍ଷୋଭ ପ୍ରଦର୍ଶନ
ସୁନ୍ଦରଗଡ଼:ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅଲ ଓଡିଶା ଲେଡିଜ ଓ୍ଵାର୍କର୍ସ ଆସୋସିଏସନର ବିକ୍ଷୋଭ ପ୍ରଦର୍ଶନ । ୧୩ ଦଫା ଦାବୀ ନେଇ ଆଙ୍ଗନବାଡି କର୍ମୀ ମାନେ ପ୍ରବଳ ଖରାରେ ମଧ୍ୟ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଦାବୀ ପୁରଣ ନହେଲେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରତର କରାଯିବ ବୋଲି ଧମକ…