Sign in
Sign in
Recover your password.
A password will be e-mailed to you.
ଆସନ୍ତା ୨୭ ତାରିଖରେ ବିଧାନସଭା ଘେରିବ କଂଗ୍ରେସ
ଭୁବନେଶ୍ୱର - ତା ୨୩/୩/୨୫- ରାଜ୍ୟରେ ଏବଂ କେନ୍ଦ୍ରରେ ବିଜେପି ସରକାର ଗଠନ କରିବା ପରେ ମହିଳା ମାନଙ୍କ ପ୍ରତି ବିଭିନ୍ନ ପ୍ରକାର ଅତ୍ୟାଚାର ବଢ଼ି ଚାଲିଛି। ରାଜ୍ୟରେ ମହିଳାଙ୍କ ସୁରକ୍ଷା ଏବଂ ନ୍ୟାୟ ଦାବିରେ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ପିସିସି ସଭାପତି ଶ୍ରୀ ଭକ୍ତ ଚରଣ ଦାସ ଙ୍କ…
“କଂଗ୍ରେସ ଉଠିବ, ମହିଳା ନିର୍ଯାତନା ନେଇ ରାଜରାସ୍ତାରେ ଲଢେଇ କରିବ।”
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ହତ୍ୟାକାରୀଙ୍କ ସହ ଅଛନ୍ତି : କଂଗ୍ରେସ ପ୍ରଭାରୀ ଅଜୟ ଲଲୁ।
କେନ୍ଦୁଝର,ତା୨୩/୩- ଆଜି ଓଡ଼ିଶା କଂଗ୍ରେସ ଲାଗି ଏଆଇସିସି ପ୍ରଭାରୀ ଅଜୟ କୁମାର ଲଲୁ କେନ୍ଦୁଝର ଗସ୍ତରେ ଆସିଥିଲେ। ସ୍ଥାନୀୟ କେନ୍ଦୁଝର ଅଡିଟୋରିୟମ ଠାରେ ସହସ୍ରାଧିକ କଂଗ୍ରେସ କର୍ମୀଙ୍କୁ…
“ନିଫା”, ଗଜପତି ତରଫରୁ ରକ୍ତଦାନ ଶିବିର ଅନୁଷ୍ଠିତ
https://youtu.be/2SeJcuXRAAg
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : "ନିଫା", ଗଜପତି ତରଫରୁ ଏକ ରକ୍ତଦାନ ଶିବିର ଅନୁଷ୍ଠାନର ସଭାପତି ଶ୍ରୀମତୀ ସ୍ନିଗ୍ଧା ମିଶ୍ରଙ୍କ ସଭାପତିତ୍ବରେ ପାରଳାଖେମୁଣ୍ଡି ସ୍ଥିତ ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଠାରେ ଅନୁଷ୍ଠିତ ହୋଇଯାଇଛି।…
ଶିଶୁ ବାଟିକା ରେ ନାମ ଲେଖା ପାଇଁ ମୁଖ୍ୟମନ୍ତ୍ରୀ ଙ୍କ ନିମନ୍ତ୍ରଣ ପତ୍ର ବାଣ୍ଟିଲେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ…
ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୨୩/୦୩/୨୫ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ସଦର ଏକ୍ସ ବୋର୍ଡ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିଦର୍ଶନ ରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଆସି ଘର ଘର ବୁଲି ପିଲାଙ୍କୁ ଶିଶୁ ବାଟିକା ରେ ନାମ ଲେଖା ପାଇଁ…
ବରିଷ୍ଠ ନାଗରିକ ସୁରକ୍ଷା ମଞ୍ଚର ଅଷ୍ଟମ ବାର୍ଷିକୋତ୍ସବ
ପୁରୀ,୨୩/୩- ପୁରୀଜିଲ୍ଲା ବରିଷ୍ଠ ନାଗରିକ ସୁରକ୍ଷା ମଞ୍ଚ ପକ୍ଷରୁ ରବିବାର ପୂର୍ବାହ୍ନରେ ସର୍ବୋଦୟ ନଗର ସ୍ଥିତ ଶିରିଡି ସାଇ ମନ୍ଦିର ପରିସରରେ ଅଷ୍ଟମ ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ଯ ଅତିଥି ଭାବେ ରାଜ୍ଯସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ ମହାପ୍ରଭୁ…
କାଳ ବୈଶାଖୀ ର କରାଳ ରୂପ
ମୟୂରଭଞ୍ଜ ରୁ ଦିପୁ ମହାପାତ୍ର ଙ୍କ ରିପୋର୍ଟ : ମୟୁରଭଞ୍ଜ ଜିଲ୍ଲାର କରଞ୍ଜିଆ ,ରାଇରଙ୍ଗପୁର,ବିଶୋଇ ,ବଂଙ୍ଗିରିପୋଷି, ସାରସକଣା, କୁଳିଅଣା,ବାରିପଦା ବ୍ଲକ୍ ରେ କାଳବୈଶାଖୀ ପ୍ରଭାବରେ କୁଆପଥର ମାଡ ହୋଇଛି । ଉପୁଡ଼ି ଯାଇଛି ଗଛ, ଉଡିଗଲା ଘରର ଛାତ । ବ୍ୟାପକ କ୍ଷୟକ୍ଷତି ସହିତ କିଛି ଲୋକ ଆହତ…
ସାହିତ୍ୟ ଭାବଗତ ସମ୍ପର୍କ ଯୋଡେ,ବନ୍ଧୁତାର ହାତ ବଢାଏ- ସୌମ୍ୟରଞ୍ଜନ
ସାହିତ୍ୟ ମହାକୁମ୍ଭ-୨୦୨୫ ଅନୁଷ୍ଠିତ
ଭୁବନେଶ୍ୱର, ତା ୨୩.୩.୨୫: ସାହିତ୍ୟ ସଦାକାଳ ହୃଦୟକୁ ହୃଦୟ ସହ ଯୋଡେ, ସାରସ୍ୱତ ସମ୍ପର୍କର ସେତୁ ତିଆରି କରେ । ସାହିତ୍ୟ କେବଳ ଶବ୍ଦର ସଂଗ୍ରହ ନୁହେଁ, ସାହିତ୍ୟ ହେଉଛି ଏକ ସମୟ, ଏକ ଯୁଗ, ଏବଂ ଏକ ସମାଜର ଚିତ୍ରଣ । ଏହି ଉତ୍ସବ ମାଧ୍ୟମରେ ଆମେ ଲେଖକଙ୍କ…
ଦଣ୍ଡନାଚରେ ରାଜନୀତି କରଣ ଓ ଅଶ୍ଳୀଳ ନୃତ୍ୟ ପରିବେଷଣ କୁ ପ୍ରଶ୍ରୟ ଦିଆଯିବ ନାହିଁ
ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ସାଧାରଣତଃ ଆସନ୍ତା ଏପ୍ରିଲ ପହିଲାରୁ ୧୩ ତାରିଖ ପର୍ଯ୍ୟନ୍ତ ଗଞ୍ଜାମ ଜିଲାର ପ୍ରସିଦ୍ଧ ଦଣ୍ଡନାଚ ବିଭିନ୍ନ ସ୍ଥାନରେ ଵହୁଳ ଭାବରେ ପରିବେଷଣ ହେବ। କାରଣ ଏହା ହେଉଛି ଗଞ୍ଜାମ ଜିଲ୍ଲା ର ଐତିହ୍ୟ ପରମ୍ପରା, ଲୋକକଳା ଓ ସାଧାରଣ ସାମାଜିକ ଜିବନ ସହିତ…
ଲୁଟେରା ଙ୍କ ଟାର୍ଗେଟ୍ ରେ ଥିଲେ ଏକାଧିକ ବିଦେଶୀ ମଦ ଦୋକାନୀ
ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ଗଞ୍ଜାମ ଜିଲା ୬ଟି ବିଦେଶୀ ମଦ ଦୋକାନରୁ ଇତି ମଧ୍ୟରେ ଚୋରି ହୋଇଥିଲା। ତାହାକୁ ଆଜି ମାର୍ଚ୍ଚ ମାସ ୨୩ ତାରିଖ ରବିବାର ଦିନ ଭଞ୍ଜନଗର ଥାନା ପରିସରରେ ଖବର ଦାତା ସମ୍ମିଳନୀ ରେ ଖୁଲାସା କରାଯାଇଥିଲା। ପ୍ରକାଶିତ ତଥ୍ୟ ଅନୁସାରେ,ଦୁର୍ବୃତ୍ତମାନେ ଜିଲାର…
ଓଡ଼ିଶାରେ ହୋମ ବ୍ରଡ଼ବ୍ୟାଣ୍ଡ କ୍ଷେତ୍ରରେ ପ୍ରାଧାନ୍ୟ ବିସ୍ତାର କରିଛି ଜିଓ, ରାଜ୍ୟରେ ୪ ଲକ୍ଷରୁ ଅଧିକ ଜିଓ ଫାଇବର ଏବଂ…
- ଓଡ଼ିଶାରେ ୱାୟାରଲାଇନ୍ କ୍ଷେତ୍ରରେ ଜିଓ ସର୍ବାଧିକ ୬୫ ପ୍ରତିଶତ ଗ୍ରାହକ ବଜାର ଅଂଶ ହାସଲ କରିଛି: ଟ୍ରାଇ ତଥ୍ୟ
- ଓଡ଼ିଶାରେ ୪ ଲକ୍ଷରୁ ଅଧିକ ଜିଓ ଫାଇବର ଏବଂ ଜିଓ ଏୟାରଫାଇବର ସଂଯୁକ୍ତ ଘର ଏବଂ ପରିସର ସର୍ବଧୁନିକ ବିଶ୍ୱସ୍ତରୀୟ ହୋମ ଏଣ୍ଟରଟେନମେଣ୍ଟ, ଅସୀମିତ ୱାଇଫାଇ ଏବଂ…