ଇଲାଇଟ୍ ଇଗଲ, ଏମ୍ପୋରିୟର ଇଲେଭେନ, ହାପି ଇଲେଭେନ ଓ ଡାଇନୋମିକ୍ କିଙ୍ଗ ୪ ଦଳ ବିଜୟୀ

୧୬ତମ ଓଡ଼ଗାଁ କ୍ରିକେଟ ଲିଗ୍ ୨୦୨୫ର ୫ମ ଦିନ ଓଡ଼ଗାଁ, ୧୨।୬(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ମିନି ଷ୍ଟାଡିୟମ ଠାରେ ସ୍ଥାନୀୟ ରଘୁନାଥ ଆଥଲେଟିକ ଆସୋସିଏସନ୍ ଦ୍ବାରା ଅନୁଷ୍ଠିତ ୧୬ ତମ ଓଡ଼ଗାଁ କ୍ରିକେଟ ଲିଗ୍ (ଓସିଏଲ୍) ୨୦୨୫ ଗୁରୁବାର ୫ମ ଦିନରେ ଇଲାଇଟ୍ ଇଗଲ,…

ଭୂମିହୀନଙ୍କ ଠାରୁ ୪୦୦୦୦ ଟଙ୍କା ଲାଞ୍ଚ ନେଉଥିବା ସମୟରେ ଧରାପଡ଼ିଲେ ଅର ଆଇ

ସମ୍ବଲପୁର ଜିଲ୍ଲା, ଜାମନକିରା ତହସିଲ ଅଧୀନରେ ଘଟିଛି ଏଭଳି ଘଟଣା ଜମନକିରା (ଲିପନ ନାଏକ ): ସମ୍ବଲପୁର ଜିଲ୍ଲା ଜମାନକିରା ତହସିଲ ଅନ୍ତର୍ଗତ ଗୌଡ଼ପାଲି ରାଜସ୍ୱ ସର୍କଲ ଅଧିକାରୀ ଶ୍ରୀ ଭୀଷ୍ମ ପ୍ରଧାନ (ଆରଆଇ)। ଶ୍ରୀ ପ୍ରଧାନ ଜଣେ ସଦସ୍ୟଙ୍କ ସପକ୍ଷରେ ଏକ ପଟ୍ଟା ମାମଲାରେ ଅନୁକୂଳ ରିପୋର୍ଟ…

ଶିଶୁ ଶ୍ରମିକ ନିରାକରଣ ସଚେତନତା ରଥ ଗଡିଲା

ରାଉରକେଲା (ବସନ୍ତ କୁମାର ଜେନା): ସୁନ୍ଦରଗଡ଼ ଜିଲ୍ଲାପାଳଙ୍କ ଅନୁମୋଦନ କ୍ରମେ ଜିଲ୍ଲାରେ ୧୫ ଦିନ ବ୍ୟାପି ଶିଶୁ ଶ୍ରମ ନିରାକରଣ ଅଭିଯାନରେ ଏକ ଶିଶୁ ଶ୍ରମିକ ନିରାକରଣ ସଚେତନତା ରଥ ଆଜି ଜିଲ୍ଲା ଶ୍ରମ କାର୍ଯ୍ୟାଳୟଠାରୁ ଆରମ୍ଭ ହୋଇ ରାଉରକେଲା ମହାନଗର ନିଗମ ଅଂଚଳ, ଲାଠିକଟା ବ୍ଲକ ବିଭିନ୍ନ…

ବେଲଗୁଣ୍ଠାରେ ବିକାଶ ବାହାନ ଯାତ୍ରା ଉଦ୍ଘାଟିତ

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ରାଜ୍ୟରେ ବିଜେପି ସରକାରର ଏକ ବର୍ଷ ପୂର୍ତ୍ତି ଉପଲକ୍ଷେ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭିଡ଼ିଓ କନ୍ଫେରେସିଂ ମାଧ୍ୟମରେ ବିକାଶ ବାହାନ ଯାତ୍ରାକୁ ଉଦ୍ଘାଟନ କରିଛନ୍ତି I ଏହି ଅବସରରେ ବେଲଗୁଣ୍ଠା ବ୍ଳକ୍ ଏବଂ ଏନ୍ଏସିରେ ମଧ୍ୟ ଏହି କାର୍ଯ୍ୟକ୍ରମ…

ଶିଶୁ ଶ୍ରମ ମୁକ୍ତ ଓଡିଶା ଗଠନ ଅଭିଯାନ ଉଦେଶ୍ୟରେ ପଦଯାତ୍ରା ଏବଂ ସଚେତନତା ରଥ ମାଧ୍ୟମରେ ସହର ପରିକ୍ରମା କାର୍ଯକ୍ରମ…

https://youtu.be/BF6eo_FQzYg ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସି ଏ ସିଏଲ୍ , ଆଇ ଏସ୍ ଆର୍ ଡି , ପ୍ରଭା , ଜେକେପି , ହେଲ୍ପ , ସି ସି ଡବ୍ଲୁ ଡି ,ଆର୍ କେ ଏସ୍ ଏସ୍ ଗଜପତି ତରଫରୁ ଶିଶୁ ଶ୍ରମ ମୁକ୍ତ ଓଡିଶା ଗଠନ ଅଭିଯାନ ଉଦେଶ୍ୟରେ ପଦଯାତ୍ରା ଏବଂ ସଚେତନତା ରଥ ମାଧ୍ୟମରେ…

ନବରଙ୍ଗପୁର ଜିଲ୍ଲାରେ ବିକାଶ ବାହାନ ଯାତ୍ରା ର ଶୁଭାରମ୍ଭ

ନବରଙ୍ଗପୁର ତା ୧୨.୬.୨୦୨୫: ଅଶୋକ ସାହୁ, ଶାସକ ପ୍ରଶାସକ,ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ବିକାଶ ମେଳା କାର୍ଯ୍ୟକ୍ରମ ପରିପେକ୍ଷି ରେ ଆଜି" ବର୍ଷ ଏକ ଉପଲବ୍ଧି ଅନେକ" ର ସଚେତନତା ବାର୍ତ୍ତା ଦେଇ ବିକାଶ ବାହାନ ଯାତ୍ରା ର ଶୁଭାରମ୍ଭ ହୋଇଯାଇଛି।ଏହି ଅବସରରେ ଆଜି ଦିବା…

ବିକାଶ ମେଳା ୨୦୨୫ ଉଦ୍ଘାଟିତ

ଜଗତସିଂହପୁର,ତା-୧୨.୦୬.୨୦୨୫/ସୁମନ୍ତକୁମାରଦାସ:ଆଜି ସନ୍ଧ୍ୟା ରେ ସ୍ଥାନୀୟ ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମ୍ ପରିସରରେ ଜିଲ୍ଲା ସ୍ତରୀୟ ବିକାଶ ମେଳା ୨୦୨୫ ଉଦଘାଟିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଜ୍ୟୋତି ଶଙ୍କର ରାୟ ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରଥମ ଦିବସ ରେ…

ଗଞ୍ଜାମ୍ ପ୍ରସିଦ୍ଧ କୁଲାଡ ରଥଯାତ୍ରା ପାଇଁ ପ୍ରସ୍ତୁତି ବୈଠକ

ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ଗଞ୍ଜାମ ଜିଲ୍ଲା ପ୍ରସିଦ୍ଧ ଭଞ୍ଜନଗର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୁଲାଡ଼ରେ ହେବାକୁ ଥିବା ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା ପାଇଁ ପ୍ରଶାସନିକ ସ୍ତରରେ ଆଜି ଗୁରୁବାର ୧୨ ତାରିଖ ୨୦୨୫ ଦିନ ଭଞ୍ଜନଗର ଉପଜିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷ ରେ…

ସାମ୍ବାଦିକ ଙ୍କୁ ଧମକ ଦେବା ଘଟଣା ରେ ଉପ ମୁଖ୍ୟମନ୍ତ୍ରୀ ଙ୍କୁ ପ୍ରଶ୍ନ ହେବାରୁ ଚିହିଁକି ଉଠିଲେ ବରଗଡ ବିଧାୟକ I

"ସେ ଏତେ ବଡ଼ ସାମ୍ବାଦିକ ନୁହେଁ ଯେ ମୁଁ ତାକୁ ଏଭଳି ଧମକ ଦେବି ବୋଲି କହି ସେହି ସାମ୍ବାଦିକ କେବେଳ ଜଣଙ୍କ ର ହିଁ ଖବର ଲେଖେ I ତାର ଇତିହାସ ଆପଣ ମାନେ ତଦାରଖ କରନ୍ତୁ " ସମ୍ବଲପୁର,୧୨/୦୬(ଲିପନ ନାଏକ) : ବରଗଡ଼ ର ସାମ୍ବାଦିକ ନିରୋଜ ପାଣୀ ଙ୍କୁ ସର୍ବ ସାଧାରଣରେ ଗାଳିଗୁଲଜ କରି ଚପଲମାଲ…

ଖପ୍ରାଖୋଲ ରେ ବିକାଶ ବାହାନ କାର୍ଯ୍ୟକ୍ରମ ର ଶୁଭାରମ୍ଭ

ଖପ୍ରାଖୋଲ ୧୨/୬ (ହେମସାଗର ସାହୁ) ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ୍ କାର୍ଯ୍ୟାଳୟ ପରିସରରେ ବିକାଶ ବାହାନ କାର୍ଯ୍ୟକ୍ରମ ର ଶୁଭାରମ୍ଭ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ବିଡିଓ ବିବେକାନନ୍ଦ ଷଡଙ୍ଗୀ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ରୂପେ ଉପମୁଖ୍ୟ ମନ୍ତ୍ରୀ…