Sign in
Sign in
Recover your password.
A password will be e-mailed to you.
ରୋଗୀଙ୍କ ପାଇଁ ଈଶ୍ଵରଙ୍କ ଦୂତ ପାଲଟିଛନ୍ତି ଦୁଇ ଦିବ୍ୟାଙ୍ଗ ରକ୍ତଦାତା
ବେଲଗୁଣ୍ଠା(ଶିବରାମ ଚୌଧୁରୀ )-,,ଦିବ୍ୟାଙ୍ଗ ହେଲେ ମଧ୍ୟ ଅନ୍ୟ ପାଇଁ ପାଲଟିଛନ୍ତି ଉଦାହରଣ I କେଉଁ ରୋଗୀର ରକ୍ତ ଅଭାବ ଜନିତ ସମସ୍ୟା କଥା ଶୁଣିଲେ ନିର୍ବିକାରରେ ଦୌଡ଼ି ଯାଆନ୍ତି ସେମାନଙ୍କ ନିକଟକୁ I ସ୍ଥାନୀୟ ଅଞ୍ଚଳରେ ସ୍ଵେଚ୍ଛାକୃତ ରକ୍ତଦାନ ଶିବିରରେ ଉପସ୍ଥିତ ରହିବାଟା ନିଶ୍ଚିତ I…
ମଙ୍ଗଳପୁର ସ୍ୱାମୀ ବିବେକାନନ୍ଦ ଶିକ୍ଷା କେନ୍ଦ୍ରରେ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର
ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-,ଗ୍ରୀଷ୍ମ ପ୍ରବାହ ସହିତ ଭଞ୍ଜନଗର ରକ୍ତଭଣ୍ଡାରରେ ରକ୍ତ ଅଭାବକୁ ଦୃଷ୍ଟିରେ ରଖି ମଙ୍ଗଳପୁର ସ୍ୱାମୀ ବିବେକାନନ୍ଦ ଶିକ୍ଷା କେନ୍ଦ୍ରରେ ଆଜି ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି I ବେଲଗୁଣ୍ଠା ପ୍ରେସ୍ କ୍ଲବ ଏବଂ ସ୍ୱାମୀ ବିବେକାନନ୍ଦ ଶିକ୍ଷା…
ଭାରତରତ୍ନ ଡ଼. ବି.ଆର. ଅମ୍ବେଦକର୍ ଜୟନ୍ତୀ ପାଳନ ସମ୍ବନ୍ଧୀୟ ପ୍ରସ୍ତୁତି ସଭା
ଟିଟିଲାଗଡ଼, ଶାସକ ପ୍ରଶାସକ (ଘନଶ୍ୟାମ ନାଗ)୨୮ ମାର୍ଚ୍ଚ ୨୦୨୫: ଆସନ୍ତା ୧୪ ଏପ୍ରିଲ୍ ୨୦୨୫ ରେ ବିଶ୍ୱର ସର୍ବ ବୃହତ ଲିଖିତ ସମ୍ବିଧାନର ପ୍ରଣେତା ଡ଼. ଭିମରାଓ ଅମ୍ବେଦକର୍ ଙ୍କ ୧୩୪ତମ ଜୟନ୍ତୀ ଉଦ୍ୟାପନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତୁତି ସଭା ବଲାଙ୍ଗିର ଜିଲ୍ଲା ସବ୍ ଡିଭିଜନ…
ଧୂମୂଛାଇ ପଂଚାୟତ ସମିତିସଭ୍ୟ ଉପନିର୍ବାଚନ:ବିଜେଡି ପ୍ରାର୍ଥୀନୀ ବିନୋଦିନୀ ନାୟକଙ୍କ ପ୍ରାର୍ଥୀପତ୍ର ଦାଖଲ ।
ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ଗତ ସେପ୍ଟେମ୍ବର ମାସରେ ଧୂମୂଛାଇ ସମିତିସଭ୍ୟ ତଥା ବେଲଗୁଣ୍ଠା ବ୍ଳକ୍ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ନାୟକଙ୍କ ଦେହାନ୍ତ ପରେ ବେଲଗୁଣ୍ଠା ଅଧ୍ୟକ୍ଷ ଏବଂ ଧୂମୂଛାଇ ସମିତିସଭ୍ୟ ପଦ ଖାଲି ପଡ଼ିଥିଲା I କିଛିଦିନ ତଳେ ବେଲଗୁଣ୍ଠା ଅଧ୍ୟକ୍ଷ ପଦ ପାଇଁ ଉପନିର୍ବାଚନ…
ଆନ୍ତର୍ଜାତିକ ସମବାୟ ବର୍ଷ ପାଳିତ
ପୁରୀ (ଅନିମେଶ ପଟ୍ଟନାୟକ): ଶୁକ୍ରବାର ପୁରୀ ଠାରେ ପାଳିତ ହୋଇଛି ଆନ୍ତର୍ଜାତିକ ସମବାୟ ବର୍ଷ । ଏହି ଅବସରରେ ସ୍ଥାନୀୟ ସଂସ୍କୃତି ଭବନ ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମାଜକୁ ସୁଦୃଢ ଓ ଆର୍ଥିକ ସମୃଦ୍ଧ କରିବାରେ ସମବାୟ ର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ମତ ପ୍ରକାଶ ପାଇଛି ।
ସଶକ୍ତ…
ଆନ୍ତର୍ଜାତିକ ସମବାୟ ବର୍ଷ-୨୦୨୫ ଉପଲକ୍ଷେ ନବରଙ୍ଗପୁର ଜିଲ୍ଲାସ୍ତରୀୟ ଉତ୍ସବ ପାଳନ
ନବରଙ୍ଗପୁର, ଅଶୋକ ସାହୁ, ଶାସକ ପ୍ରଶାସକ,ତା ୨୮.୩.୨୦୨୫:ଆଜି ସ୍ଥାନୀୟ ମିଶନ ଶକ୍ତି ସମ୍ମିଳନୀ ଗୃହରେ ଜିଲ୍ଲାସ୍ତରୀୟ ଆନ୍ତର୍ଜାତିକ ସମବାୟ ବର୍ଷ ୨୦୨୫ ଉପ-ନିବନ୍ଧକ ସମବାୟ ସମିତି ସମୂହ, ନବରଙ୍ଗପୁର ବିଭାଜନଙ୍କ ସଭାପତିତ୍ଵ ରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ନବରଙ୍ଗପୁର ବିଧାୟକ…
ବିଶ୍ଵ ନାଟ୍ୟ ଦିବସ ରେ “ନାଟୁଆ ମେଳା” ୨୦୨୫ ଆୟୋଜିତ
https://youtu.be/OSbeWrE6v4s
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ଠାରେ ବିଶ୍ଵ ନାଟ୍ୟ ଦିବସ ଅବସରରେ "ନାଟୁଆ ମେଳା" -୨୦୨୫ ଆୟୋଜିତ ହୋଇଯାଇଛି। ପ୍ରଗତିଶୀଳ ନାଟ୍ୟ ସଂସ୍ଥା "ତରଙ୍ଗ ରଙ୍ଗ" ପକ୍ଷରୁ ପ୍ରତି ବର୍ଷ ଭଳି ଚଳିତ ବର୍ଷ…
ଜିଲ୍ଲା ସ୍ତରୀୟ ନିପୁଣ ଓଡିଶା ମେଳା ଆୟୋଜିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ଠାରେ ଜିଲ୍ଲା ସ୍ତରୀୟ ନିପୁଣ ଓଡିଶା ମେଳା ଜିଲ୍ଲାପାଳ ତଥା ଅଧ୍ୟକ୍ଷ ସମଗ୍ର ଶିକ୍ଷାଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ମେଳାରେ…
“ମଦର ବ୍ଯାପକ ପ୍ରସାର ଯୋଗୁଁ ଓଡ଼ିଶାର ସାମାଜିକ ବ୍ଯବସ୍ଥା ନଷ୍ଟ ହେଉଛି”
ଲୋକ ସଭାରେ ଉଦବେଗ ପ୍ରକାଶ କଲେ ବରଗଡ ସାଂସଦ ଶ୍ରୀ ପ୍ରଦୀପ ପୁରୋହିତ ।
ବରଗଡ,୨୮ ୵ ୩: ଓଡ଼ିଶାର ଗାଁ ମାନଙ୍କରେ ବ୍ଯାପକ ମାତ୍ରାରେ ମଦଭାଟି ର ପ୍ରସାର ଚାଳିଥିବାରୁ ଗାଁ ମାନଙ୍କ ସାମାଜିକ ଅବସ୍ଥା ବିଗିଡିବାରେ ଲାଗିଛି ଓ ଗାଁ ମାନଙ୍କର ଆର୍ଥିକ ଅବସ୍ଥା ଉପରେ ମଧ୍ଯ ଏହା ବୋଝ ତିଆରି ହେଉଛି…
“ପୋଲିସ ମହାନିର୍ଦ୍ଦେଶକଙ୍କ ମନ୍ତବ୍ୟରେ କ୍ରୋଧ ଓ ପ୍ରତିହିଂସାର ଝଲକ”
ପୋଲିସ ମହାନିର୍ଦ୍ଦେଶକଙ୍କ ମନ୍ତବ୍ୟ ପୋଲିସ ମାନୁଆଲ ରୁଲର ଖୋଲା ଉଲ୍ଲଙ୍ଘନ: ବିଜେଡି
ପୂର୍ବରୁ କୌଣସି ଡିଜି ଏପରି ପ୍ରତିହିଂସା ପରାୟଣ ମନ୍ତବ୍ୟ ଦେଇ ନଥିଲେ
ଆନ୍ଦୋଳନକାରୀଙ୍କୁ ଆଣ୍ଟିସୋସିଆଲ ଆଖ୍ୟା ଦେବା ଗ୍ରହଣୀୟ ନୁହେଁ
ଭୁବନେଶ୍ୱର, ୨୮/୦୩/୨୦୨୫: ରାଜ୍ୟର ପୋଲିସ…