Sign in
Sign in
Recover your password.
A password will be e-mailed to you.
ପଡା ଛକ ଠାରେ ଦୁର୍ଘଟଣା
ବିଜେପୁର :-ବରଗଡ ଜିଲ୍ଲା ବିଜେପୁର ବ୍ଲକ ପଡ଼ା ଛକ ନିକଟରେ ଭୟଙ୍କର ଦୁର୍ଘଟଣା ରାସ୍ତା କଡ ରେ ଛିଡ଼ା ହେଇଥିବା ଟ୍ରକ କୁ ପିଟିଲା ବାଇକ୍ ଜଣକୁ ଗୁରୁତର ଅବସ୍ଥାରେ ପ୍ରଥମେ ବିଜେପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରେ ବରଗଡ଼ ସ୍ଥାନାନ୍ତର କରାଯାଇଛି l ଗୁରୁତର ହୋଇଥିବା ବ୍ୟକ୍ତି ଜଣ ଙ୍କ ନାମ…
ବିଧାନସଭା ଘେରାଓ ନାଁରେ କଂଗ୍ରେସ ଦଳର ଗୁଣ୍ଡାଗର୍ଦ୍ଦି
ରାଜନୀତିରେ ଅପରାଧିକରଣର ସ୍ରଷ୍ଟା ହେଉଛି କଂଗ୍ରେସ ଦଳ: ମନମୋହନ ସାମଲ
ଅପରାଧୀମାନଙ୍କୁ ପ୍ରଥମେ ରାଜନୀତିରେ ସ୍ଥାନ ଦେଇଥିଲା କଂଗ୍ରେସ ଦଳ ବିଧାନସଭା ଘେରାଉ ନାଁରେ ବିରୋଧୀ ଗୁଣ୍ଡାଗର୍ଦ୍ଦି କରି ଆଇନଶୃଙ୍ଖଳା ପରିସ୍ଥିତି ଉପୁଯାଇଛି କାର୍ଯ୍ୟରତ ସାମ୍ବାଦିକ ଏବଂ ପୋଲିସ କର୍ମଚାରୀଙ୍କ…
ଦମ ଦେଖାଇଲା କଂଗ୍ରେସ, ଦେଲା ରଣ ହୁଙ୍କାର: ନାରୀ ନ୍ୟାୟ ପାଇଁ କଲା ବିଧାନସଭା ଘେରାଉ
ଓଡ଼ିଶା ଆଜି ମହିଳାମାନଙ୍କ ପାଇଁ ଏକ ନିରାପଦ ନୁହେଁ
ଭୁବନେଶ୍ଵର : ରାଜ୍ୟରେ ମହିଳା ତଥା ଅପ୍ରାପ୍ତ ବୟସ୍କା ଛାତ୍ରୀମାନଙ୍କର ସୁରକ୍ଷା ଦାବିରେ ପ୍ରଦେଶ କଂଗ୍ରେସ ସଭାପତି ଭକ୍ତଚରଣ ଦାସଙ୍କ ନେତୃତ୍ୱରେ ସାରା ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଆସିଥିବା ହଜାର ହଜାର ମହିଳା କଂଗ୍ରେସ ନେତୃବନ୍ଦ,…
ଏଏମ/ଏନଏସ ଇଣ୍ଡିଆର ପ୍ରଥମ ଉତ୍ସର୍ଗୀକୃତ ସ୍କ୍ରାପ୍ ପ୍ରକ୍ରିୟାକରଣ ୟୁନିଟ୍ ଆରମ୍ଭ
• ଅଧିକ ସ୍ଥାୟୀ ଇସ୍ପାତ ନିର୍ମାଣ ପାଇଁ ଘରୋଇ ସ୍କ୍ରାପ୍ ଉପଲବ୍ଧତାକୁ ବଢ଼ାଇବା ପାଇଁ ₹୩୫୦ କୋଟି ନିବେଶ କାର୍ଯ୍ୟକ୍ରମ ଅଧୀନରେ ଚାରିଟି ଜାତୀୟ ସ୍କ୍ରାପ୍ ପ୍ରକ୍ରିୟାକରଣ ୟୁନିଟ୍ ମଧ୍ୟରୁ ମହାରାଷ୍ଟ୍ରର ଖୋପୋଲି ୟୁନିଟ୍ ହେଉଛି ପ୍ରଥମ ।
ମୁମ୍ବାଇ/ଖୋପୋଲି/ଭୁବନେଶ୍ୱର, ୨୭ ମାର୍ଚ୍ଚ, ୨୦୨୫…
ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ପଦକ୍ଷେପ
ସରକାରୀ ସୁଲଭ ଦୋକାନରେ ଆନୁସଙ୍ଗିକ ବ୍ୟବସ୍ଥା ପାଇଁ ପରାମର୍ଶ
ଭୁବନେଶ୍ୱର-ତା.୨୭.୦୩.୨୦୨୪: ଚଳିତ ବର୍ଷ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟରେ ସମସ୍ତ ଜିଲ୍ଲାରେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ଅବଗତ କରାଯାଇଛି । ସାଧାରଣ…
ଇଚ୍ଛାପୁରରେ “ବେଟି ପଢାଓ ବେଟି ବଚାଓ” ଅଭିଯାନ
ସୁବର୍ଣ୍ଣପୁର ଶାସକ ପ୍ରଶାସକ (ପ୍ରକାଶ କୁମାର ହାତୀ) ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ଇଚ୍ଛାପୁର ଚୈତନ୍ଯ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ତରଫରୁ ବେଟି ପଢାଓ ବେଟି ବଚାଓ ଅଭିଯାନ ପାଳନ ହୋଇଯାଇଛି। ବିଦ୍ୟାଳୟର ଛାତ୍ରୀ ଓ ତାଙ୍କ ମାଆ ମାନଙ୍କ ଦ୍ବାରା ଗ୍ରାମ୍ଯ…
ଜିଲା ସ୍ତରୀୟ ସୂଚନା ଅଧିକାର ଆଇନ କର୍ମଶାଳା
ସୁବର୍ଣ୍ଣପୁର, ଶାସକ ପ୍ରଶାସକ (ପ୍ରକାଶ କୁମାର ହାତୀ)ସୂଚନା ଅଧିକାର ଆଇନ-୨୦୦୫ ଅଧିନିୟମ ୪ (୧) (ବି)ର ପୂର୍ଣାଙ୍ଗ କାର୍ଯ୍ୟନ୍ୱୟନ ଉଦ୍ଦେଶ୍ୟରେ ପ୍ରଶାସନ ତରଫରୁ ଏକ ଜିଲ୍ଲା ସ୍ତରୀୟ ସୂଚନା ଅଧିକାର ଆଇନ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି।ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗର ମାର୍ଗ…
ମାଆ ବ୍ରାହ୍ମଣୀ ଦେବୀଙ୍କ ଦ୍ଵିବାର୍ଷିକ ଯାତ୍ରା ନିମନ୍ତେ ପ୍ରସ୍ତୁତି ବୈଠକ
ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-,ବେଲଗୁଣ୍ଠାର ଅଧିଷ୍ଠାତ୍ରୀ ଦେବୀ ମାଆ ବ୍ରାହ୍ମଣୀ ଦେବୀଙ୍କ ଦ୍ୱିବାର୍ଷିକ ଠାକୁରାଣୀ ଯାତ୍ରା ନିମନ୍ତେ ବେଲଗୁଣ୍ଠା ସ୍ଥିତ କୋଳିସାହି ମାଆଙ୍କ ଅସ୍ଥାୟୀ ପୂଜା ମଣ୍ଡପରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି I ଯାତ୍ରା କମିଟି ସଭାପତି ଲୋକନାଥ…
ଗୋପନଗର ଏବଂ କୁମୁଣ୍ଡି ପ୍ରାଥମିକ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ମାଗଣା ରକ୍ତ ପରୀକ୍ଷା ଶିବିର
ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ପ୍ରତିବର୍ଷ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ୟୁ- ଡାଇସ୍ ତଥ୍ୟ ପୂରଣ ଏବଂ ପରିଚୟ ପତ୍ର ପ୍ରସ୍ତୁତ ବେଳେ ଛାତ୍ରଛାତ୍ରୀଙ୍କ ସମ୍ପୂର୍ଣ୍ଣ ବିବରଣୀ ସହିତ ସେମାନଙ୍କର ରକ୍ତ ବର୍ଗ ମଧ୍ୟ ଆବଶ୍ୟକ ପଡ଼ିଥାଏ I କିନ୍ତୁ ଗ୍ରାମାଞ୍ଚଳ ଗୁଡ଼ିକରେ ଛାତ୍ରଛାତ୍ରୀ ବିଭିନ୍ନ…
ଆଦିତ୍ୟ ଆଲୁମିନା ତରଫରୁ ଜ୍ଞାନବୃଦ୍ଧି ପାଠଶାଳା ଶୁଭାରମ୍ଭ।
କାଶୀପୁର ରୁ ବୈକୁଣ୍ଠ ଦୁରିଆ -ରାୟଗଡା ଜିଲ୍ଲା କାଶିପୁର ବ୍ଲକ କଂସାରିଗୁଡା ସ୍ଥିତ ଆଦିତ୍ୟ ଆଲୁମିନା କମ୍ପାନୀ ପକ୍ଷରୁ ଶିକ୍ଷାର ଉନ୍ନତିପାଇଁ ଜ୍ଞାନବୃଦ୍ଧି ପାଠଶାଳା କାଡାପଦର ଗ୍ରାମଠାରେ ଆରମ୍ଭ ହୋଇଯାଇଛି ।ଏହି ପାଠଶାଳା ପ୍ରକଳ୍ପ ର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଅଞ୍ଚଳର ଉନ୍ନତ ଶିକ୍ଷା…