Sign in
Sign in
Recover your password.
A password will be e-mailed to you.
କନସିଂହା ସମବାୟ ସମିତିର ଟଙ୍କା ହେରଫେର ଘଟଣା : ଦୁଇ କର୍ମଚାରୀ ଗିରଫ।
ପଦ୍ମପୁର-ସମବାୟ ସମିତିର ଟଙ୍କା ହେରଫେର ଘଟଣାରେ ଭିଜିଲାନ୍ସ ବିଭାଗ ଦ୍ବାରା ଗିରଫ ହେଲେ ଦୁଇ କର୍ମଚାରୀ । ପଦ୍ମପୁର ଉପଖଣ୍ଡ କନସିଂହା ସମବାୟ ସମିତିର କ୍ଲର୍କ ତଥା ପୂର୍ବତନ ସମ୍ପାଦକ ଛବିଳ ବେହେରା ଓ କ୍ଲର୍କ ତଥା ପୂର୍ବତନ ସମ୍ପାଦକ କାନ୍ତିଲାଲ ଭୋଇ ୨୧,୬୪,୬୬୬ ଟଙ୍କା ହେରଫେର କରିଥିବା…
ଶିବ ମନ୍ଦିର ପ୍ରତିଷ୍ଠା ନିମନ୍ତେ ଶୁଭସ୍ତମ୍ଭ ସ୍ଥାପନ।
ପଦ୍ମପୁର:- ରାଜବୋଡାସମ୍ବର ବ୍ଲକ ଅନ୍ତର୍ଗତ ଦହିତା ଗଏଲଗୁଡା ରେ ନୂତନ ଶିବ ମନ୍ଦିର ପ୍ରତିଷ୍ଠା ନିମନ୍ତେ ଶୁଭସ୍ତମ୍ଭ ସ୍ଥାପନ ଅନୁଷ୍ଠିତ ହୋଇଯାଇଛି। ପଣ୍ଡିତ ପୂର୍ଣ୍ଣଚନ୍ଦ୍ର ଷଢଙ୍ଗୀ ଙ୍କ ପୌରହିତ୍ୟରେ ଅନୁଷ୍ଠିତ ଶୁଭସ୍ତମ୍ଭ ସ୍ଥାପନରେ ଗୋପାଳ ମେହେର, ପ୍ରମିଲା ମେହେର, ସିଦ୍ଧେଶ୍ୱର ମେହେର,…
୧୯ ବର୍ଷରୁ କମ୍ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଉଦଯାପିତ
ଓମିଶାଓ ପ୍ରଧାନ ଏବଂ ଅଂଶୁମାନ ନାୟକ ଚମ୍ପିୟାନ
ଓଡ଼ଗାଁ ୨୯।୩(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ରଘୁନାଥ ଆଥଲେଟିକ ଆସୋସିଏସନ୍ ଦ୍ବାରା ଆୟୋଜିତ ପ୍ରଥମ ୧୯ ବର୍ଷରୁ କମ୍ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି। ଏହି ଟୁର୍ଣ୍ଣାମେଣ୍ଟରେ ୨୦ ଯୋଡ଼ି ଖେଳାଳୀ…
ସୁନ୍ଦରଗଡ଼ ରୁ ବାହାରିଲେ ଵରିଷ୍ଠ ନାଗରିକ ତୀର୍ଥ ଯାତ୍ରୀ
ସୁନ୍ଦରଗଡ଼,(ବସନ୍ତ କୁମାର ଜେନା): ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଯୋଜନାରେ ଆଜି ସୁନ୍ଦରଗଡ଼ ଜିଲ୍ଲାରୁ ତୀର୍ଥଯାତ୍ରୀ ମାନେ ସମ୍ବଲପୁର ଅଭିମୁଖେ ଯାତ୍ରା କରିଛନ୍ତି। ସମ୍ୱଲପୁରରୁ ଆସନ୍ତା କାଲି ସ୍ଵତନ୍ତ୍ର ଟ୍ରେନ ଯୋଗେ ଅଯୋଧ୍ୟା ଏବଂ ବାରାଣାସୀ ଅଭିମୁଖେ ଯାତ୍ରା କରିବେ।
ଏହି ଅବସରରେ ଆଜି…
କର୍ମଚାରୀ ମାନଙ୍କ ଦକ୍ଷତା ବୃଦ୍ଧି ପାଇଁ ସିଭି ରମଣ ଗ୍ଲୋବାଲ ୟୁନିଭର୍ସିଟି ସହ ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାରର…
ଭୁବନେଶ୍ଵର, ୨୯/୦୩/୨୦୨୫:ସ୍କିଲ୍ ଇଣ୍ଡିଆ ମିଶନକୁ ସମଗ୍ର ଦେଶରେ କାର୍ଯ୍ୟକାରୀ କରିବା ପାଇଁ ଶ୍ରୀ ନବୀନ ଜିନ୍ଦଲଙ୍କ ପରିକଳ୍ପନାକୁ ଆଉ ଏକ ପାଦ ଆଗକୁ ନେଇ, "ଦକ୍ଷତା" କାର୍ଯ୍ୟକ୍ରମ ଅଧୀନରେ କର୍ମଚାରୀ ମାନଙ୍କ କୌଶଳ ବୃଦ୍ଧି ପାଇଁ ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର (ଜେଏସପି) ଓଡ଼ିଶାର ସିଭି ରମଣ…
କିଟରେ ସହଯୋଗାତ୍ମକ ଶିକ୍ଷଣ କାର୍ଯ୍ୟକ୍ରମ
ମଧୁର ସ୍ମୃତି ନେଇ ଫେରିଲେ ୱାଶିଂଟନ୍ ବିଶ୍ୱବିଦ୍ୟାଳୟ ପ୍ରତିନିଧିମଣ୍ଡଳ
ଭୁବନେଶ୍ୱର, ୨୮ ।୩: ମଧୁର ସ୍ମୃତି ନେଇ ସ୍ୱଦେଶ ଫେରିଛନ୍ତି ୱାଶିଂଟନ୍ ବିଶ୍ୱବିଦ୍ୟାଳୟ ପ୍ରତିନିଧିମଣ୍ଡଳ। ବିଦେଶୀ ବିଶ୍ୱବିଦ୍ୟାଳୟ ଓ ଭାରତୀୟ ବିଶ୍ୱବିଦ୍ୟାଳୟ ମଧ୍ୟରେ ଶିକ୍ଷା ବିନିମୟକୁ ପ୍ରାୟତଃ…
କିଟରେ ସହଯୋଗାତ୍ମକ ଶିକ୍ଷଣ କାର୍ଯ୍ୟକ୍ରମL ମଧୁର ସ୍ମୃତି ନେଇ ଫେରିଲେ ୱାଶିଂଟନ୍ ବିଶ୍ୱବିଦ୍ୟାଳୟ ପ୍ରତିନିଧିମଣ୍ଡଳ
ଭୁବନେଶ୍ୱର, ୨୮ ।୩: ମଧୁର ସ୍ମୃତି ନେଇ ସ୍ୱଦେଶ ଫେରିଛନ୍ତି ୱାଶିଂଟନ୍ ବିଶ୍ୱବିଦ୍ୟାଳୟ ପ୍ରତିନିଧିମଣ୍ଡଳ। ବିଦେଶୀ ବିଶ୍ୱବିଦ୍ୟାଳୟ ଓ ଭାରତୀୟ ବିଶ୍ୱବିଦ୍ୟାଳୟ ମଧ୍ୟରେ ଶିକ୍ଷା ବିନିମୟକୁ ପ୍ରାୟତଃ ସାଂସ୍କୃତିକ, ଶିକ୍ଷା ଓ ଗବେଷଣା ସହଯୋଗ ଦୃଷ୍ଟିକୋଣରୁ ଦେଖାଯାଏ। ଏହି କ୍ରମରେ ୧୦ ଦିନିଆ…
ଡିଜିଟାଲ ରୂପାନ୍ତରଣକୁ ଆଗେଇ ନେଉଛି ଟିପିଏସ୍ଓଡିଏଲ୍
ଡ୍ରୋନ୍ ଟେକ୍ନୋଲୋଜି ଓ ଏଡିଏମ୍ଏସ୍ ସେବା ଆରମ୍ଭ
ବ୍ରହ୍ମପୁର, ମାର୍ଚ୍ଚ: ବିଦ୍ୟୁତ ବଣ୍ଟନ ସେବାକୁ ଉନ୍ନତ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ, ଟିପି ଦକ୍ଷିଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ (ଟିପିଏସଓଡିଏଲ୍) ଦୁଇଟି ପ୍ରମୁଖ ଡିଜିଟାଲ ପଦକ୍ଷେପ ଆରମ୍ଭ କରିଛି। ଜିଆଇଏସ୍…
୨୦୨୪-୨୫ ବର୍ଷରେ ଅଧାରୁ ସ୍କୁଲ ଛାଡ଼ିଛନ୍ତି ୯୬୪୧ ଛାତ୍ରଛାତ୍ରୀ
ବିଧାୟିକା ଉପାସନା ମହାପାତ୍ରଙ୍କ ପ୍ରଶ୍ନରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ଉତ୍ତର
ଭୁବନେଶ୍ୱର(୨୮/୦୩/୨୦୨୫): ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ଥିବା ସ୍କୁଲଗୁଡ଼ିକରେ ୨୦୨୪-୨୫ ମସିହାରେ ୯୬୪୧ ଛାତ୍ରଛାତ୍ରୀ ଅଧାରୁ ପାଠ(ଡ୍ରପଆଉଟ) ଛାଡ଼ିଛନ୍ତି । ସେଥିମଧ୍ୟରେ ପ୍ରାଥମିକ ସ୍କୁଲ…
ଆନ୍ଧ୍ରପ୍ରଦେଶରେ ସମନ୍ୱିତ ଇସ୍ପାତ କାରଖାନା ସ୍ଥାପନ ପାଇଁ ଏଏମ୍/ଏନ୍ ଏସ୍ ଇଣ୍ଡିଆର ଜମି ଅଧିଗ୍ରହଣ ଆରମ୍ଭ
• ୨୦୩୦ ସୁଦ୍ଧା ଦେଶର ବାର୍ଷିକ ୩୦୦ ନିୟୁତ ଟନ୍ ଅଶୋଧିତ ଇସ୍ପାତ ଉତ୍ପାଦନ କ୍ଷମତା ହାସଲ ଲକ୍ଷ୍ୟ ପ୍ରତି ପ୍ରତିବଦ୍ଧତା• ଗ୍ରୀନଫିଲ୍ଡ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ପାଇଁ ପଥ ପ୍ରଶସ୍ତ କରିବା ନିମନ୍ତେ ଶୀଘ୍ର ଜମି ମିଳିବ ବୋଲି ଆଶା କରାଯାଉଛି
ମୁମ୍ବାଇ/ଅମରାବତୀ,୨୮ ମାର୍ଚ୍ଚ, ୨୦୨୫:…