୨୦୨୪-୨୫ ବର୍ଷରେ ଅଧାରୁ ସ୍କୁଲ ଛାଡ଼ିଛନ୍ତି ୯୬୪୧ ଛାତ୍ରଛାତ୍ରୀ

ବିଧାୟିକା ଉପାସନା ମହାପାତ୍ରଙ୍କ ପ୍ରଶ୍ନରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ଉତ୍ତର ଭୁବନେଶ୍ୱର(୨୮/୦୩/୨୦୨୫): ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ଥିବା ସ୍କୁଲଗୁଡ଼ିକରେ ୨୦୨୪-୨୫ ମସିହାରେ ୯୬୪୧ ଛାତ୍ରଛାତ୍ରୀ ଅଧାରୁ ପାଠ(ଡ୍ରପଆଉଟ) ଛାଡ଼ିଛନ୍ତି । ସେଥିମଧ୍ୟରେ ପ୍ରାଥମିକ ସ୍କୁଲ…

ଆନ୍ଧ୍ରପ୍ରଦେଶରେ ସମନ୍ୱିତ ଇସ୍ପାତ କାରଖାନା ସ୍ଥାପନ ପାଇଁ ଏଏମ୍/ଏନ୍ ଏସ୍ ଇଣ୍ଡିଆର ଜମି ଅଧିଗ୍ରହଣ ଆରମ୍ଭ

• ୨୦୩୦ ସୁଦ୍ଧା ଦେଶର ବାର୍ଷିକ ୩୦୦ ନିୟୁତ ଟନ୍ ଅଶୋଧିତ ଇସ୍ପାତ ଉତ୍ପାଦନ କ୍ଷମତା ହାସଲ ଲକ୍ଷ୍ୟ ପ୍ରତି ପ୍ରତିବଦ୍ଧତା• ଗ୍ରୀନଫିଲ୍ଡ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ପାଇଁ ପଥ ପ୍ରଶସ୍ତ କରିବା ନିମନ୍ତେ ଶୀଘ୍ର ଜମି ମିଳିବ ବୋଲି ଆଶା କରାଯାଉଛି ମୁମ୍ବାଇ/ଅମରାବତୀ,୨୮ ମାର୍ଚ୍ଚ, ୨୦୨୫:…

ରାଧାକୃଷ୍ଣ ମନ୍ଦିର ପ୍ରତିଷ୍ଠା ପାଇଁ ସ୍ଥାପନ ହେଲା ଶୁଭସ୍ତମ୍ଭ ।

ପଦ୍ମପୁର- ପଦ୍ମପୁର ଉପଖଣ୍ଡ ଜମଲା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଡୁଙ୍ଗୁରିପାଲି ଗାଁ ରେ ରାଧାକୃଷ୍ଣ ମନ୍ଦିର ପ୍ରତିଷ୍ଠା ପାଇଁ ଶୁଭସ୍ତମ୍ଭ ସ୍ଥାପିତ ହୋଇଯାଇଛି । ସୌକିଲାଲ ବେହେରାଙ୍କ ପୌରହିତ୍ୟରେ ଅନୁଷ୍ଠିତ ଶୁଭସ୍ତମ୍ଭ ସ୍ଥାପନରେ ଡାକ୍ତର ସୌରଭ ପାଣୀଗ୍ରାହୀ ଓ ଡାକ୍ତର ପ୍ରିୟଦର୍ଶିନୀ ନନ୍ଦ…

ନବରଙ୍ଗପୂର ଠାରେ ଜିଲ୍ଲା ସ୍ତରୀୟ “ନିପୁଣ ଓଡ଼ିଶା ମେଳା”

ନବରଙ୍ଗପୁର,ଅଶୋକ ସାହୁ, ଶାସକ ପ୍ରଶାସକ,୨୮.୦୩.୨୦୨୫ ରିଖ ଦିନ ସ୍ଥାନୀୟ ଜିଲ୍ଲା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ, ନବରଙ୍ଗପୁର ଠାରେ ଜିଲ୍ଲା ସ୍ତରୀୟ " ନିପୁଣ ଓଡିଶା ମେଳା" ୨୦୨୪-୨୫ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଅଛି। ଏହି କାର୍ଯ୍ୟକ୍ରମ ପ୍ରଥମ ରୁ ତୃତୀୟ ଶ୍ରେଣୀ ର ପିଲାମାନଙ୍କ ମୌଳିକ…

ବେଲଗୁଣ୍ଠାରେ ଭଞ୍ଜ ଜୟନ୍ତୀ ସମାରୋହ

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ବଣିକ ସଂଘ ସଭାଗୃହ ଠାରେ ବେଲଗୁଣ୍ଠା ବଣିକ ସଂଘ ଏବଂ ପୂଜ୍ୟପୂଜା ପରିଷଦର ମିଳିତ ଆନୁକୂଲ୍ୟରେ ଦ୍ୱାଦଶତମ ଭଞ୍ଜ ଜୟନ୍ତୀ ସମାରୋହ ପାଳିତ ହୋଇଯାଇଛି I ବିଶିଷ୍ଟ ସାହିତ୍ୟିକ ତଥା ଗୀତିକାର ମୋତିଲାଲ ପତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସମାରୋହରେ…

ସୁରେନ୍ଦ୍ର ନାଥ ନୋଡାଲ ଉଚ୍ଚ ବିଦ୍ୟାଳୟ ରେ ଆମ ସଂସ୍କୃତି ଆମ ଖେଳନା କୁ ନେଇ ବିଶେଷ କାର୍ଯ୍ୟକ୍ରମ ।

ଅସ୍ତରଙ୍ଗ,, ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅଧିନ ପାଟଳଦା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସୁନ୍ଦରନାଥ ନୋଡାଲ ଉଚ୍ଚ ବିଦ୍ୟାଳୟ ର ଆମ ସଂସ୍କୃତି ଆମ ଖେଳନା କୁ ନେଇ ଏକ ଦିନିକିଆ ବାର୍ଷିକ ଉତ୍ସବ ଶୁକ୍ରବାର ଦିନ ମହା ସମାରୋହରେ ପାଳିତ ହୋଇ ଜାଇ ଅଛି। ଏହି କାର୍ଯ୍ୟକ୍ରମ କୁ ପ୍ରଦୀପ ପ୍ରଯୋଳନ…

ନାସିଗାଁ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ବାର୍ଷିକ ଉତ୍ସବ ଅନୁଷ୍ଠିତ

ଭବାନୀପାଟଣା:ରୋହିତ କୁମାର ନାଏକ(ଶାସକ ପ୍ରଶାସକ)କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲvକ ଅନ୍ତର୍ଗତ ନାସିଗାଁ ସରକାରୀ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଥିଲା l ଉକ୍ତ ଉତ୍ସବ ରେ ମୁଖ୍ୟ ଅତିଥି ଭାବରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ଯୁକ୍ତ ପବିତ୍ର ମୋହନ ସାହୁ…

କଳାହାଣ୍ଡି ପୋଲିସ ଙ୍କ ବଡ଼ ସଫଳତା,୬୦ କେଜି ଗଞ୍ଜେଇ ସହ ଜଣେ ଗିରଫ।

ଭବାନୀପାଟଣା:ରୋହିତ କୁମାର ନାଏକ(ଶାସକ ପ୍ରଶାସକ)କଳାହାଣ୍ଡି ଜିଲ୍ଲା ବୋର୍ଡା ଓ କେଗାଁ ପୋଲିସ ମିଲିତ ଚଢ଼ାଉରେ ବଡ଼ ସଫଳତା ସାପସିଲେଟ ଗାଁ ରୁ ୬୦.୩କେଜି ଗଞ୍ଜେଇ ଜବତ, ଜଣ କୁ ଗିରଫ କରିଛି ପୋଲିସ। ଦିର୍ଘ ଦିନ ଧରି ଅଞ୍ଚଳରେ ବେଆଇନ ଗଞ୍ଜେଇ କାରବାର ହେଉଥିବା ବେଳେ ପୋଲିସ କୁ ଚକମା ଦେଉଥିଲେ…

ସରସ୍ବତୀ ଶିଶୁ ବିଦ୍ୟା ଭବନର ବାର୍ଷିକ ଉତ୍ସବ ପାଳିତ

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )- ବେଲଗୁଣ୍ଠା ବ୍ଲକ ତନରଡ଼ା ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ଭବନର ୨୧ତମ ବାର୍ଷିକ ଉତ୍ସବ ମହା ସମାରୋହରେ ବିଦ୍ୟାଳୟ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇ ଯାଇଛି। ବିଦ୍ୟାଳୟର ସମ୍ପାଦକ ତଥା ପ୍ରତିଷ୍ଠାତା ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି…

ଫତକାବାହାଲିଠାରେ ଷୋହଳ ପ୍ରହର ନାମଯଜ୍ଞ ଓ କଳସ ଯାତ୍ରା

ଭବାନୀପାଟଣା:ରୋହିତ କୁମାର ନାଏକ (ଶାସକ ପ୍ରଶାସକ ): କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଳକ, ଅନ୍ତର୍ଗତ ଗାଡେବନ୍ଦ ଗ୍ରାମ ପଞ୍ଚାୟତ ଅଧିନସ୍ତ ଫତକାବାହାଲି ଗ୍ରାମ ଠାରେ ତା ୨୬-୦୩-୨୦୨୫ ରିଖ ବୁଧବାର ଦିନ ସନ୍ଧ୍ୟା ଘଣ୍ଟା ସମୟରେ ପୂଜକ ଦୁର୍ଗା ପ୍ରସାଦ ତ୍ରିପାଠୀ ଜପକ ଲଳିତ ମୋହନ ପଣ୍ଡା ଓ କର୍ତା…