Sign in
Sign in
Recover your password.
A password will be e-mailed to you.
ବେଦାନ୍ତର ‘ୱାଶ୍’ ପକ୍ଷରୁ ଝାରସୁଗୁଡ଼ାରେ ବାୟୋ-ଶୌଚାଳୟ, ସୌରଚାଳିତ ବୋରୱେଲ୍, ଜଳ ବିଶୋଧକ ସ୍ଥାପନ
ଝାରସୁଗୁଡା, ୨୮/୦୩/୨୦୨୫: ବେଦାନ୍ତ ଆଲୁମିନିୟମ୍ ଏହାର ଫ୍ଲାଗସିପ୍ ଯୋଜନା ଜଳ, ପରିମଳ ଏବଂ ସ୍ୱଚ୍ଛତା (ୱାଶ୍) ପଦକ୍ଷେପ ଅଧୀନରେ ଝାରସୁଗୁଡା ଜିଲ୍ଲାର କୁରାଲୋଇର ପ୍ରମୁଖ ସ୍ଥାନରେ ଜଳ ବିଶୋଧକ ସହିତ ବାୟୋ-ଶୌଚାଳୟ ଏବଂ ସୌର ଚାଳିତ ବୋର-ୱେଲ୍ ସ୍ଥାପନ କରିଛି ଯାହା ୫୫୦୦ ରୁ ଅଧିକ ଲୋକଙ୍କୁ…
ବେନିନରେ ଓଡିଆ ଶ୍ରମିକ ମୃତ;ମରଶରୀର ଆଣିବା ପାଇଁ ବୈଜୟନ୍ତ ପଣ୍ଡାଙ୍କ ଉଦ୍ୟମ
ଭୁବନେଶ୍ବର, ୨୮।୦୩ - ବିଜେପି ରାଷ୍ଟ୍ରୀୟ ଉପସଭାପତି ତଥା କେନ୍ଦ୍ରାପଡ଼ା ସାଂସଦ ଶ୍ରୀଯୁକ୍ତ ବୈଜୟନ୍ତ ପଣ୍ଡା ବେନିଁରେ ମୃତ ଓଡିଆ ଯୁବକ ପ୍ରତାପ ମଲ୍ଲିକଙ୍କ ମରଶରୀର ଭାରତ ଫେରାଇ ଆଣିବାପାଇଁ ବେନିନରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତଙ୍କୁ ଏକ ପତ୍ର ଲେଖି ନିବେଦନ କରିଛନ୍ତି।
ସୂଚନାଯୋଗ୍ୟ,…
ବୈଜ୍ଞାନିକ ସମ୍ବର୍ଦ୍ଧନା ଓ ପୁରସ୍କାର ପ୍ରଦାନ ଉତ୍ସବ – ୨୦୨୩’ରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ
ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ହିଁ ବିକାଶର ମୂଳମନ୍ତ୍ର
ଅତ୍ୟାଧୁନିକ ବୈଜ୍ଞାନିକ ଗବେଷଣା ଦ୍ୱାରା ଆମ ରାଜ୍ୟକୁ ପ୍ରଗତିର ଶୀର୍ଷ ସ୍ଥାନରେ ପହଂଚାଇବା ଆମର ମୂଳ ଲକ୍ଷ୍ୟ
ଡିପ୍ ଟେକ୍ ଏବଂ ଫ୍ରଣ୍ଟିୟର ଟେକ୍ନୋଲୋଜି ପ୍ରୟାସ ଉପରେ ଆମ ସରକାର ବିଶେଷ ଧ୍ୟାନ ଦେଉଛନ୍ତି
ଓଡିଶାରେ…
ଓଡ଼ଗାଁରୁ ସାଇବର ଫ୍ରଡ୍ ଘଟଣାରେ ୩ ଯୁବକଙ୍କୁ ଉଠାଇନେଲା ଛତିଶଗଡ ପୋଲିସ
ଓଡ଼ଗାଁ ୨୭।୩(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ତଥା ଓଡ଼ଗାଁ ଏନ୍ଏସିର ସାଇବର ଫ୍ରଡ୍ ମାମଲାର ୩ ଅଭିଯୁକ୍ତ ଯୁବକଙ୍କୁ ଉଠାଇନେଲା ଛତିଶଗଡ ପୋଲିସ । ସେମାନେ ହେଲେ ଓଡ଼ଗାଁ ଜାରିଙ୍ଗି ନୂଆ ସାହିର କାମରାଜ ଆଚାରୀଙ୍କ ପୁଅ ଶିବଶଙ୍କର ଆଚାରୀ(୨୩), ମଠଖଜୁରିଆର ମହେଶ୍ୱର…
ସ୍ଥାନୀୟ ବ୍ୟବସାୟୀଙ୍କ ବ୍ୟବସାୟିକ ସମସ୍ୟାର ସ୍ଥାୟୀ ସମାଧାନ ନେଇ କିଟ୍ ଓ ୱାଶିଂଟନ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ…
ଭୁବନେଶ୍ୱର, ୨୭ ।୩: ମାର୍ଚ୍ଚ ୧୯ ତାରିଖରୁ ୧୦ ଦିନିଆ ଶୈକ୍ଷିକ କାର୍ଯ୍ୟକ୍ରମରେ କିଟ୍ ଓ କିସ୍କୁ ଆସିଥିବା ୱାଶିଂଟନ୍ ବିଶ୍ୱବିଦ୍ୟାଳୟ-ବୋଥେଲର ୧୮ ଜଣିଆ ପ୍ରତିନିଧିମଣ୍ଡଳ କିଟ୍ ଛାତ୍ରଛାତ୍ରୀଙ୍କ ସହ ବିଭିନ୍ନ ପ୍ରକଳ୍ପରେ ମିଳିତ ଭାବେ କାର୍ଯ୍ୟ କରୁଛନ୍ତି। ଇତି ମଧ୍ୟରେ ୱାଶିଂଟନ୍…
ଫୁଲନଖରା ଆଇଏମ୍ଏସ୍ ଆଣ୍ଡ ସମ ହସ୍ପିଟାଲରେ ‘ହାର୍ଣ୍ଣିଆ ମାଷ୍ଟର କ୍ଲାସ’
ଭୁବନେଶ୍ୱର, ମାର୍ଚ୍ଚ ୨୭: ହାର୍ଣ୍ଣିଆ ରୋଗର ଉପଚାର ନିମନ୍ତେ ଉପଲବ୍ଧ ଅତ୍ୟାଧୁନିକ ଚିକିତ୍ସା ପଦ୍ଧତି ଉପରେ ଫୁଲନଖରା ସ୍ଥିତ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ପରିଚାଳିତ ଇନ୍ଷ୍ଟିଚୁ୍ୟଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍-୨ ଠାରେ ମଙ୍ଗଳବାର ଏକ କର୍ମଶାଳା…
ଜୀବନବ୍ୟାପି ସାଧନା ଓ ସେବା ପାଇଁ ସୋଆ ପ୍ରତିଷ୍ଠାତା ସଭାପତି ଗୋବିନ୍ଦ ତ୍ରିପାଠୀ ସ୍ମୃତି ପରିଷଦ ଦ୍ୱାରା ସମ୍ମାନିତ
ଭୁବନେଶ୍ୱର, ମାର୍ଚ୍ଚ ୨୭: ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଂଜନ ନାୟକଙ୍କୁ ଶିକ୍ଷା ଓ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଜୀବନବ୍ୟାପୀ ସାଧନା ପାଇଁ ବାଲିପୁଟ (ପୁରୀ)ର ଗୋବିନ୍ଦ ତ୍ରିପାଠୀ ସ୍ମୃତି ପରିଷଦ ପକ୍ଷରୁ ସମ୍ମାନିତ କରାଯାଇଅଛି ।ପରିଷଦର…
ଓଡ଼ିଶା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ପାରଳଖେମୁଣ୍ଡି ଶାଖାର ସ୍ବତନ୍ତ୍ର ବୈଠକ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ଥାନୀୟ ଉତ୍କଳ ହିତୈଷିଣୀ ସଭାଗୃହରେ ଅନୁଷ୍ଠାନର ସଭାପତି ଅଶ୍ଵିନୀ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ସମ୍ପାଦକ ସୁରେଶ ବେହେରା ବୈଠକର ଉଦ୍ଦେଶ୍ୟ ସଂପର୍କରେ ପ୍ରାକ୍ ସୂଚନା ଦେଇଥିଲେ। ଉପଦେଷ୍ଟା ଉପାନ୍ତ ପ୍ରହରୀ ପୂର୍ଣଚନ୍ଦ୍ର…
ଧୂମୂଛାଇ ପଂଚାୟତ ସମିତିସଭ୍ୟ ପଦବୀ ପାଇଁ ବିଜେପି ପ୍ରାର୍ଥୀ ଶ୍ୟାମ ସୁନ୍ଦରଙ୍କ ପ୍ରାର୍ଥୀପତ୍ର ଦାଖଲ
ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ଗତ ସେପ୍ଟେମ୍ବର ମାସରେ ଧୂମୂଛାଇ ସମିତିସଭ୍ୟ ତଥା ବେଲଗୁଣ୍ଠା ବ୍ଳକ୍ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ନାୟକଙ୍କ ଦେହାନ୍ତ ପରେ ବେଲଗୁଣ୍ଠା ଅଧ୍ୟକ୍ଷ ଏବଂ ଧୂମୂଛାଇ ସମିତିସଭ୍ୟ ପଦ ଖାଲି ପଡ଼ିଥିଲା I କିଛିଦିନ ତଳେ ବେଲଗୁଣ୍ଠା ଅଧ୍ୟକ୍ଷ ପଦ ପାଇଁ ଉପନିର୍ବାଚନ…
ଶିଶୁଙ୍କୁ ରକ୍ତଦାନ କଲେ ମିଥୁନ୍ ଗୁରୁଜୀ
ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ଏକ ସିକିଲ୍ସ୍ ପୀଡ଼ିତ ଆଠ ବର୍ଷର ଶିଶୁକୁ ରକ୍ତ ଦେଇ ତାର ଜୀବନ ବଞ୍ଚାଇଛନ୍ତି ବେଲଗୁଣ୍ଠା ବ୍ଳକ୍ ଗାଙ୍ଗପୁର ବିବେକାନନ୍ଦ ଶିଶୁ ଶିକ୍ଷା ପ୍ରତିଷ୍ଠାନର ଯୁବ ଗୁରୁଜୀ ମିଥୁନ୍ ନାୟକ I ସୂଚନା ପ୍ରକାରେ ଭେଜିପୁଟ ଗ୍ରାମର ସାବିତ୍ରି ପ୍ରଧାନ ଏବଂ ବସନ୍ତ…