ପଞ୍ଚ ଦଣ୍ଡ ମିଳନ ଯାତ୍ରା, ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଓଡ଼ଗାଁ ଏନ୍ଏସି ଅଞ୍ଚଳ

ଓଡ଼ଗାଁ, ୩।୪( ଶ୍ରୀକାନ୍ତ କୁମାର ମିଶ୍ର ): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଏନ୍ଏସି ଅଞ୍ଚଳ ଶ୍ରୀରାମ ନବମୀ ଯାତ୍ରାର ଅବ୍ୟବହିତ ପୂର୍ବରୁ ଅନ୍ୟ ଏକ ଯାତ୍ରାର ମାହଲ ସୃଷ୍ଟି କରିଛି । ଗୁରୁବାର ସକାଳେ ଘଣ୍ଟା ଘଣ୍ଟ ମହୁରୀ ଓ ବାଦ୍ୟର କୋଳାହଳ ମଧ୍ୟରେ ଏକ ଆଧ୍ୟାତ୍ମିକ ପରିବେଶ ଦେଖିବାକୁ ମିଳିଛି ।…

ସାଇବର ଠକେଇରୁ ଅଳ୍ପକେ ବର୍ତ୍ତିଲେ ତହସିଲ୍ କିରାଣି

ଓଡ଼ଗାଁ, ୩।୪(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ତହସିଲ କାର୍ଯ୍ୟଳୟରେ କାର୍ଯ୍ୟରତ ଜଣେ କିରାଣି ଗୁରୁବାର ସକାଳେ ସାଇବର ଠକେଇରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି । ଡିଜିଟାଲ ପେମେଣ୍ଟ ପ୍ରକ୍ରିୟା ଜଣାନଥିବାରୁ ସେ ବଞ୍ଚି ଯାଇଥିଲେ । ଗୁରୁବାର ସକାଳ ପ୍ରାୟ ୧୦ ବେଳେ ଓଡ଼ଗାଁ…

ଓଡ଼ଗାଁ ଶ୍ରୀରାମ ନବମୀ ଯାତ୍ରା ୨୦୨୫: ସାମାନ୍ୟ ସତର୍କତା ଆମକୁ କରିବ ବିପଦମୁକ୍ତ

ଓଡ଼ଗାଁ, ୩।୪(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଗୁପ୍ତ ଅଯୋଧ୍ୟାର ଅଧିଶ୍ବର ପ୍ରଭୁ ଶ୍ରୀରଘୁନାଥ ଜିଉଙ୍କ ଶ୍ରୀରାମ ନବମୀ ଯାତ୍ରା ଚଳିତ ମାସ ୬ ତାରିଖ ଠାରୁ ନବଦିନ ସନ୍ଧ୍ୟାବେଶ ୧୦ ଦିନ ଧରି ଅନୁଷ୍ଠିତ ହେବ। ଓଡ଼ିଶାର ବହୁ ପୁରାତନ ଐତିହ୍ୟ ସମ୍ପନ୍ନ ଅନନ୍ୟ ବିଷ୍ଣୁ…

ଜଗତସିଂହପୁର ଜିଲ୍ଲା ମହୋତ୍ସବ କଲ୍ଲୋଳ ୨୦୨୫ରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ

ଜଗତସିଂପୁର ଜିଲ୍ଲାରେ ଶୀଘ୍ର ସ୍ଥାପିତ ହେବ ମେଡିକାଲ କଲେଜ ଚଳିତ ବର୍ଷ ଜଗତସିଂହପୁରରେ ସରକାରୀ ମହାବିଦ୍ୟାଳୟ ପ୍ରତିଷ୍ଠା ହେବ, ଘୋଷଣା କଲେ ମୁଖ୍ୟମନ୍ତ୍ରୀ ଜିଲ୍ଲରେ Textile Production Unit ପ୍ରତିଷ୍ଠା ହେବ, ପ୍ରାୟ ୨୦ ହଜାର ନିଯୁକ୍ତି ପାରାଦ୍ୱୀପ ହେବ ଆମ…

ବାଦିପାଲି ଗ୍ରାମ ବାସି ମଦ ବିକ୍ରିକୁ ବିରୋଧ

ବିଜେପୁର :-ବିଜେପୁର ବ୍ଳକ ଅନ୍ତର୍ଗତ ଭଟିଗାଁ ପଂଚାୟତ ବାଦୀପାଲି ଗାଁର ମହିଳା ମାନେ ଜିଲ୍ଲାପାଳ ଙ୍କ ଅଫିସରେ ଅଭିଯୋଗ କରିଛନ୍ତି । ଗାଁ ରେ ବେଆଇନ ମଦ ବିକ୍ରିକୁ ନେଇ ପରିସ୍ଥିତି ସାଘାତିକ ହେବାରୁ ଗାଁ ସ୍ବୟଂ ସହାୟିକାଗୋଷ୍ଠୀ ଓ ସଚେତନ ମହିଳା ମାନେ ବିଜେପୁର ଥାନାରେ ଅଭିଯୋଗ କରିଥିଲେ ।…

ମାରାଗୁଡା ଲୋକ ମହୋତ୍ସବ ଦ୍ବିତୀୟ ସନ୍ଧ୍ୟା

ନୂଆପଡ଼ା ଜିଲ୍ଲା ରୁ କଲି ମ ମହମ୍ମଦ କ ରିପୋର୍ଟ (ଶାସକ ପ୍ରଶାସକ): ନୂଆପଡ଼ା ଜିଲ୍ଲା ମିନି ଷ୍ଟାଡିୟମ ଠାରେ ଜିଲ୍ଲା ସ୍ତରୀୟ ମାରାଗୁଡା ଲୋକ ମହୋତ୍ସବର ଦ୍ବିତୀୟ ସଂନ୍ଧ୍ୟାରେ ଆନୁଷ୍ଠାନିକ ସାଂସ୍କୃତିକ ସଭା ଅନୁଷ୍ଠିତ ହୋଇ ଯାଇଅଛି। ସଭାରେ ଅତିରିକ୍ତ ଜିଲ୍ଲାପାଳ ଭୀମସେନ ଶବର ଅଧ୍ୟକ୍ଷତା…

ଓଡ଼ିଆ ପକ୍ଷ ପାଳନ ଅବସରର ପାରମ୍ପରିକ ପୋଷାକ ପରିଧାନ ଅଭିଯାନ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ରାଜ୍ୟ ବ୍ୟାପୀ ଓଡ଼ିଆ ପକ୍ଷ ପାଳିତ ଅବସରରେ ଗଜପତି ଜିଲ୍ଲାସ୍ତରୀୟ ଆମ ପୋଷାକ ଆମ ପରିଚୟ କାର୍ଯ୍ୟକ୍ରମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରାଜେନ୍ଦ୍ର ମିଞ୍ଜଙ୍କ…

ଅବସର ପ୍ରାପ୍ତ ଯବାନ ଙ୍କ ନିଆରା ପ୍ରୟାସ

ଭାଲୁଡୁଙ୍ଗୁରି ଗାଁ ରେ ତ୍ରିଲୋଚନ ନେତ୍ର ନିକେତନ ମିଳିତ ଆନୁକୂଲ୍ୟରେ କଲେ ନେତ୍ର ଚିକିତ୍ସା କାର୍ଯ୍ୟକ୍ରମ ଖପ୍ରାଖୋଲ (ହେମସାଗର ସାହୁ)ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ଓଡ଼ିଆ ପାଳି ପଂଚାୟତ ଭାଲୁଡୁଙ୍ଗୁରି ଗାଁ ରେ ଅବସର ପ୍ରାପ୍ତ ଯବାନ ସୁରେନ୍ଦ୍ର ସାହୁ କରିଛନ୍ତି ନିଆରା ପ୍ରୟାସ…

ବୁଢ଼ୀବାହାଲ ପ୍ରାଥମିକ ଉଚ୍ଚ ବିଦ୍ୟାଳୟ ରେ ଖଡ଼ିଛୁଆଁ କାର୍ଯ୍ୟକ୍ରମ

ଖପ୍ରାଖୋଲ ୩/୪(ହେମସାଗର ସାହୁ)ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ଓଡ଼ିଆ ପାଳି ପଂଚାୟତ ବୁଢ଼ୀବାହାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ଶିଶୁ ବଟିକା ବିଭାଗ ରେ ପ୍ରଥମ କରି ବିଦ୍ୟାଳୟ କୁ ଆସୁଥିବା କୁନି କୁନି ଶିଶୁ ମାନଙ୍କୁ ସ୍ୱାଗତ ସମାରୋହ ଆୟୋଜନ କରାଯାଇଥିବା ଵେଳେ ଶିଶୁ ମାନଙ୍କ ର ଖଡ଼ି…

ଆମ ପୋଷାକ ଆମ ପରିଚୟ ଉପରେ ଆଲୋଚନା ଚକ୍ର ଅନୁଷ୍ଠିତ

"ସପ୍ତାହରେ ଗୋଟିଏ ଦିନ ହସ୍ତତନ୍ତ ପୋଷାକ ପରିଧାନ ପlଇଁ ଜିଲ୍ଲାପାଳ ଙ୍କ ନିଷ୍ପତ୍ତି " ରାୟଗଡ:- ତା. ୩/୦୪- ଓଡ଼ିଆ ପକ୍ଷ ପାଳନ ଅବସରରେ ଆଜି ସ୍ଥାନୀୟ ପାରମ୍ପରିକ ପୋଷାକ ପରିଧାନ ଦିବସ ଭାବରେ ପାଳିତ ହୋଇଯାଇଛି l ଆଜି ସମସ୍ତ କର୍ମଚାରୀ ମlନେ ହସ୍ତତନ୍ତ ବୁଣା ପୋଷାକ ପରିଧାନ କରି…