Sign in
Sign in
Recover your password.
A password will be e-mailed to you.
ନବରଙ୍ଗ ପୁର ଠାରେ”ଓଡ଼ିଆ ରେ ନାମ ଫଳକ ଅଭିଯାନ “କାର୍ଯ୍ୟକ୍ରମ”
ନବରଙ୍ଗପୁର ତା ୦୪.୦୪.୨୦୨୫: ଅଶୋକ ସାହୁ, ଶାସକ ପ୍ରଶାସକ,ଘ ୮.୩୦ ମୀ ସମୟରେ ନବରଙ୍ଗପୁର ଜିଲ୍ଲା ପ୍ରଶାସନ ଓ ଶ୍ରମ କାର୍ଯ୍ୟାଳୟ ତରଫ ରୁ "ଓଡିଆ ପକ୍ଷ ପାଳନ" ଅବସରରେ ସମସ୍ତ ଦୋକାନ ଓ ବାଣିଜ୍ୟ ପ୍ରତିଷ୍ଠାନ ମାନଙ୍କର ନାମ ଫଳକ ଓଡିଆ ଭାଷାରେ ଲେଖିବା ପାଇଁ ଏକ ସଚେତନତା ପଦଯାତ୍ରା…
ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶ୍ରମ ବିଭାଗ ତରଫରୁ ଓଡ଼ିଆରେ ନାମଫଳକ ଅଭିଯାନ ଓ ସଚେତନତା ପଦଯାତ୍ରା ଅନୁଷ୍ଠିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ରାଜ୍ୟ ସରକାରଙ୍କ ତରଫରୁ ଓଡ଼ିଆ ପକ୍ଷ ପାଳନ ଅବସରରେ ଆଜି ଗଜପତି ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶ୍ରମ ବିଭାଗ ତରଫରୁ ଓଡ଼ିଆରେ ନାମଫଳକ ଅଭିଯାନ ଓ ସଚେତନତା ପଦଯାତ୍ରା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଜିଲ୍ଲାପାଳ ଶ୍ରୀଯୁକ୍ତ ବିଜୟ କୁମାର ଦାଶ…
ଓଡ଼ିଆ ନାମ ଫଳକ ଲେଖିବା ନିମନ୍ତେ ସଚେତନ ଶୋଭାଯାତ୍ରା ଅନୁଷ୍ଠିତ ।
ଗୁଣପୁର ତା:୦୪-୦୪-୨୦୨୫ରିଖ ଦିନ ଓଡ଼ିଆ ପକ୍ଷ ପାଳନ ଅବସରରେ ଓଡ଼ିଆ ନାମ ଫଳକ ଲେଖିବା ନିମନ୍ତେ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ଜିଲ୍ଲା ପ୍ରଶାସନ ଓ ଶ୍ରମ ବିଭାଗ ଆନୁକୂଲ୍ୟରେ ଅନୁଷ୍ଠିତ ଶୋଭାଯାତ୍ରା ସାଧୁ ପାଉଲ ପ୍ରାଥମିକ ବିଦ୍ୟାଳୟ ଠାରୁ ଆରମ୍ଭ ହୋଇ ସହର ପରିକ୍ରମା କରି…
ଭଞ୍ଜନଗର ରେ ଶ୍ରମ ଅଧିକାରୀଙ୍କ ତରଫରୁ ଓଡିଆରେ ନାମଫଳକ ସଚେତନତା ପଦଯାତ୍ରା ଅନୁଷ୍ଠିତ
ଭଞ୍ଜନଗର ରୁ ଉଦୟନାଥ ପଣ୍ଡା : ୧ ଏପ୍ରିଲ୍ (ଓଡ଼ିଶା ଦିବସ) ଠାରୁ ୧୪ ଏପ୍ରିଲ୍ (ଓଡ଼ିଆ ନବବର୍ଷ) ପର୍ଯ୍ୟନ୍ତ ପ୍ରତ୍ୟେକ ଓଡିଆଙ୍କ ପାଇଁ ସ୍ଵାଭିମାନ, ସଂସ୍କୃତି, ପରମ୍ପରା ଓ ଅସ୍ମିତା କୁ ନେଇ ପ୍ରେରଣା ର ପକ୍ଷ ରୁପେ ଓଡ଼ିଶା ସରକାରଙ୍କ ଦ୍ଵାରା ସାରା ରାଜ୍ୟରେ ପାଳନ ହେଉଅଛି। ଓଡିଆର ପର୍ବ…
“ଆଇନଜୀବୀ ସୀତାଂଶୁ ଦ୍ୱିବେଦୀ କ୍ଷମା ପ୍ରାର୍ଥନା କରନ୍ତୁ”
ସୀତାଂଶୁ ଦ୍ୱିବେଦୀଙ୍କ ବକ୍ତବ୍ୟ ସମ୍ପୂର୍ଣ୍ଣ ଆଇନଜୀବୀ ସମୂହର ଛବିକୁ କଳୁଷିତ କରିଛି: ସଜ୍ଜନ ଶର୍ମା
ସୀତାଂଶୁଙ୍କ ମନ୍ତବ୍ୟ ସମ୍ପୂର୍ଣ୍ଣ ମିଥ୍ୟା ଓ କପୋଳକଳ୍ପିତ
ଖବରକାଗଜର ବିଶ୍ୱାସନୀୟତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି
ଭାରତୀୟ ଜନତାପାର୍ଟିର ରାଜ୍ୟ ସଭାପତି…
କଳାହାଣ୍ଡି ଜିଲ୍ଲାପାଳଙ୍କ ଦ୍ଵାରା ଲାଞ୍ଜିଗଡ ପଞ୍ଚାୟତ ଗ୍ରାମୀଣ ହାଟର ଶୁଭ ଉଦଘାଟନ
ପଞ୍ଚାୟତକୁ ହସ୍ତାନ୍ତର ହେଲା ୩୬ଟି ଦୋକାନ
ଲାଞ୍ଜିଗଡ: ଲାଞ୍ଜିଗଡ ବ୍ଲକର ଲାଞ୍ଜିଗଡ଼ ଠାରେ ଥିବା ଲାଞ୍ଜିଗଡ଼ ପଞ୍ଚାୟତ ଗ୍ରାମୀଣ ସାପ୍ତାହିକ ହାଟର ଆଜି ଶୁଭ ଉଦଘାଟନ କରିଛନ୍ତି।ବେଦାନ୍ତ ଆଲୁମିନିୟମ ଓ ନାବାଡ଼ ମିଳିତ ସହଯୋଗରେ ୮୦ ଲକ୍ଷ ୯୦ ହଜାର ଯୋଗାଇ ଦିଆଯାଇଛି।ମହାଶକ୍ତି ଫାଉଣ୍ଡେସନ…
ଗୁଡ଼ଭେଲା ବ୍ଲକ୍ ଅନ୍ତର୍ଗତ ସରକାରୀ ଆଶ୍ରମ ବିଦ୍ୟାଳୟ ମହିପୁର ଠାରେ ବାର୍ଷିକ ଉତ୍ସବ
ଗୁଡ଼ଭେଲା : ଗୁଡ଼ଭେଲା ବ୍ଲକ୍ ଅନ୍ତର୍ଗତ ସରକାରୀ ଆଶ୍ରମ ବିଦ୍ୟାଳୟ ମହିପୁର ଠାରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ନାଏକଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ତୁଷୁରା ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ…
ଟିପିସିଓଡିଏଲ୍ ପକ୍ଷରୁ ନୂତନ ୩୩ କେଭି ସର୍ପେଶ୍ଵର ଫିଡର୍ କାର୍ଯ୍ୟକ୍ଷମ
ଭୁବନେଶ୍ବର: ଲୋକଙ୍କୁ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ସୁନିଶ୍ଚିତ କରିବା ପାଇଁ ଟିପିସିଓଡିଏଲ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଉଛି। ଏହି କ୍ରମରେ କଟକ ବ୍ରଜବିହାରୀପୁର ଓପିଟିସିଏଲ ଗ୍ରିଡ୍ ଠାରୁ ନୂଆପାଟଣା ପର୍ଯ୍ୟନ୍ତ ଦୀର୍ଘ ୫.୪ କିମି ଲମ୍ବର ୩୩ କେଭି ଫିଡର୍ ଆଧୁନିକ ଜ୍ଞାନ କୌଶଳରେ…
ପାରମ୍ପରିକ ପୋଷାକ ପରିଧାନ ଦିବସ ପାଳିଲେ ଜିଲ୍ଲର ସମସ୍ତ ପ୍ରଶାସକ
ପୁରୀ (ଅନିମେଶ ପଟ୍ଟନାୟକ): ଏକ ନୂତନ ପରମ୍ପରାର ଆରମ୍ଭ କରିଛନ୍ତି ରାଜ୍ୟ ସରକାର । ଅପ୍ରେଲ ୧ ତାରିଖ ରୁ ଅପ୍ରେଲ ୧୪ ତାରିଖ ପର୍ଯ୍ୟନ୍ତ ଓଡ଼ିଆ ପକ୍ଷ ପାଳନ କରିଛନ୍ତି ରାଜ୍ୟ ସରକାର । ଏହି ଅବସରରେ ପୁରୀ ଜିଲ୍ଲା ପାଳନ କରିଛି ଓଡ଼ିଆ ପକ୍ଷ । ଜିଲ୍ଲାର ସମସ୍ତ ପ୍ରଶାସନିକ ଅଧିକାରୀ ଓ…
ରାମକୃଷ୍ଣଙ୍କୁ ଝୁରି ହେଉଛନ୍ତି ତାଙ୍କ ହାତଗଢା ବୃକ୍ଷଲତା
ଓଡ଼ଗାଁ,୩।୪(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ନିକଟସ୍ଥ ରଙ୍ଗଣୀପାଟଣା ଜନ୍ମ ମାଟିରେ ପରିବେଶ ସଂରକ୍ଷକ ତଥା ସମ୍ଭବ ଆଶ୍ରମର ସହ ପ୍ରତିଷ୍ଠିତା ସ୍ବର୍ଗତ ରାମକୃଷ୍ଣଙ୍କ ଦ୍ଵାଦଶ କ୍ରିୟା ଅବସରରେ ରଙ୍ଗଣୀପାଟଣା ସରପଞ୍ଚ ସସ୍ମିତା ପାତ୍ରଙ୍କ ସଭାପତିତ୍ବରେ ଆୟୋଜିତ…