Sign in
Sign in
Recover your password.
A password will be e-mailed to you.
ଛାତ୍ରଛାତ୍ରୀଙ୍କ ପାଇଁ ଜିଲ୍ଲାପାଳଙ୍କ ସ୍ୱତନ୍ତ୍ର କ୍ଲାସ୍ JEE, NEET ଓ ପ୍ରତିଯୋଗିତାମୂଳକ ପରୀକ୍ଷା ପ୍ରସ୍ତୁତି ଉପରେ…
କେନ୍ଦ୍ରାପଡ଼ା:09/08(ପ୍ରଫୁଲ୍ଲ କୁମାର ମଲ୍ଲ) ଛାତ୍ରଛାତ୍ରୀଙ୍କ ଉଚ୍ଚଶିକ୍ଷା ଓ ଭବିଷ୍ୟତରେ ବିଭିନ୍ନ ପ୍ରତିଯୋଗିତାମୂଳକ ତଥା ନିଯୁକ୍ତି ପରୀକ୍ଷାରେ ସଫଳତା ପାଇଁ ସେମାନଙ୍କୁ ଉତ୍ସାହିତ ଓ ମାର୍ଗଦର୍ଶନ କରିବା ଉଦ୍ଦେଶ୍ୟରେ କେନ୍ଦ୍ରାପଡ଼ା ଜିଲ୍ଲାପାଳ ଶ୍ରୀ ରଘୁରାମ ଆୟର!-->!-->!-->…
ଜି.ଉଦୟଗିରିରେ କୁଇ ସମାଜ ପକ୍ଷରୁ ବିଶ୍ୱ ଆଦିବାସୀ ଦିବସ ପାଳିତ
ଜି.ଉଦୟଗିରି, ୯/୮(ଅବନୀ କୁମାର ପ୍ରଧାନ).: କନ୍ଧମାଳ ଜିଲ୍ଲାର ଜି.ଉଦୟଗିରି ଠାରେ ନିଖିଳ ଉତ୍କଳ କୁଇ ସମାଜ ପକ୍ଷରୁ ରବିବାର ବିଶ୍ୱ ଆଦିବାସୀ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ସ୍ଥାନୀୟ ବନ୍ଧ ଛକ ଠାରେ ଥିବା ଚକରା ବିଷୋୟୀ ଙ୍କ ପ୍ରତିମର୍ତ୍ତି ରେ ପୁଷ୍ପ ମାଲ୍ୟ ଅର୍ପଣ!-->!-->!-->…
ଝାରସୁଗୁଡ଼ାରେ ମେଗା ସ୍ୱାସ୍ଥ୍ୟ ଶିବିର:୫୨ ୟୁନିଟ୍ ରକ୍ତ ସଂଗ୍ରହ, ବିଭିନ୍ନ ବିଭାଗର ଡାକ୍ତରଙ୍କ ଦ୍ୱାରା ସ୍ୱାସ୍ଥ୍ୟ…
ଝାରସୁଗୁଡ଼ା: ଏଭଳି ଜନହିତକର କାର୍ଯ୍ୟକ୍ରମ ଅନ୍ୟ ଅନୁଷ୍ଠାନଗୁଡ଼ିକୁ ପ୍ରେରଣା ଦେଇଥାଏ। ଏହା ଦ୍ୱାରା ଅଧିକରୁ ଅଧିକ ଲୋକ ଉପକୃତ ହୋଇପାରିବେ। ରକ୍ତଦାନ ଏକ ମହାନ ଦାନ। ଝାରସୁଗୁଡ଼ାରେ ରକ୍ତଦାନ କରିପାରିବା ମୋ ପାଇଁ ଗୌରବର ବିଷୟ। ତେଣୁ ଅଧିକରୁ ଅଧିକ ଲୋକ ରକ୍ତଦାନ କରିବାକୁ ମୁଁ!-->!-->!-->…
ମୁଜାଗଡ଼ କଲ୍ୟାଣ ମଣ୍ଡପରେ ବ୍ୟାପକ ଆଇନ ସଚେତନତା ଶିବିର
ମାଗଣା ଆଇନ ସହାୟତା ଓ ମହିଳା ସୁରକ୍ଷା ସମ୍ପର୍କରେ ଗ୍ରାମବାସୀଙ୍କୁ ସଚେତନତା
ଭଞ୍ଜନଗର ରୁ (ଉଦୟନାଥ ପଣ୍ଡା ) ଶାସକ ପ୍ରଶାସକ : ତାଲୁକ ଆଇନ ସେବା କମିଟି, ଭଞ୍ଜନଗର ପକ୍ଷରୁ ଭଞ୍ଜନଗର ବ୍ଲକ ଅନ୍ତର୍ଗତ ମୁଜାଗଡ଼ ହରେକୃଷ୍ଣ ପ୍ରଧାନ କଲ୍ୟାଣ ମଣ୍ଡପଠାରେ ଏକ ଗୁରୁତ୍ୱପୂର୍ଣ୍ଣ ଆଇନ!-->!-->!-->…
ଚୋରି ସାମଗ୍ରୀ ଜବତ କଲା ରାଉରକେଲା ପୋଲିସ
ରାଉରକେଲା, (ବସନ୍ତ କୁମାର ଜେନା, ଶାସକ ପ୍ରଶାସକ): ଛେଣ୍ଡ ଥାନା ପୋଲିସ ଏକ ଘରଚୋରି ମାମଲାର ତଦନ୍ତ କରି ଚୋରି କରୁଥିବା ଏକ ଆନ୍ତଃସଂଯୁକ୍ତ ଗ୍ୟାଙ୍ଗର ସମ୍ପୃକ୍ତି ଉନ୍ମୋଚନ କରିଛି। ଏହି ଘଟଣାରେ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯିବା ସହ ବହୁ ଚୋରି ସାମଗ୍ରୀ ଜବତ!-->!-->!-->!-->!-->…
‘ଅଖଣ୍ଡ ଭାରତ’ର ସ୍ୱପ୍ନ ଓ ମହାପୁରୁଷଙ୍କ ତ୍ୟାଗକୁ ପାଥେୟ କରିବାକୁ ବାଳମୁକୁନ୍ଦ କେନ୍ଦ୍ର ତରଫରୁ ଶିଶୁମାନଙ୍କୁ…
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆଜି ରବିବାର ‘ଶ୍ରୀଜଗନ୍ନାଥ ନିକେତନ’ ଅନାଥ ଆଶ୍ରମ ପରିସରରେ ‘ମହାପୁରୁଷଙ୍କ ବଳିଦାନ’ ଶୀର୍ଷକ ଏକ ପ୍ରେରଣାଦାୟୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ଆଶ୍ରମର ଅନ୍ତେବାସୀ ଶିଶୁମାନଙ୍କୁ ଦେଶର ଐତିହାସିକ ସଂସ୍କୃତି ଓ ସଂସ୍କାର!-->!-->!-->…
‘ସମାଜ’ ପକ୍ଷରୁ ମେଗା ରକ୍ତଦାନ ଶିବିର, ସ୍ବେଚ୍ଛାକୃତ ଭାବେ ରକ୍ତ ଦେଲେ ୨୨୩
ଭୁବନେଶ୍ବର,୯ା୮: ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୮ତମ ଶ୍ରାଦ୍ଧୋତ୍ସବ ଅବସରରେ ‘ସେବା ଓ ସେବକ’ ଅଭିଯାନକ୍ରମରେ ଭୁବନେଶ୍ୱରରେ ଏକ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଲୋକ ସେବକ ମଣ୍ଡଳ ଓ ‘ସମାଜ’ ପକ୍ଷରୁ ‘ୱି ଫର୍ ଭୁବନେଶ୍ୱର’ର ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମ!-->!-->!-->…
‘ତ୍ରିରଙ୍ଗା’ ଆମ ଜାତୀୟ ଗୌରବ ଓ ସ୍ୱାଭିମାନ – ଧର୍ମେନ୍ଦ୍ର ପ୍ରଧାନ
ସମ୍ବଲପୁରରେ 'ତ୍ରିରଙ୍ଗା ପଦଯାତ୍ରା'
• ଶହୀଦ ସ୍ତମ୍ଭ, ବୀର ସୁରେନ୍ଦ୍ର ସାଏ ଓ ଗଙ୍ଗାଧର ମେହେରଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି
• ପଦଯାତ୍ରାରେ ମନ୍ତ୍ରୀ ରବି ନାରାୟଣ ନାଏକଙ୍କ ସହ ଯୋଗଦେଲେ ଜନପ୍ରତିନିଧି, ବୁଦ୍ଧିଜୀବୀ, ଯୁବଶକ୍ତି, ଛାତ୍ରଛାତ୍ରୀ ଓ ଜନସାଧାରଣ
• !-->!-->!-->!-->!-->!-->!-->!-->!-->!-->…
ଆଶୀର୍ବାଦ ଅଟ୍ଟାର ଗୁଣାତ୍ମକ ପରମ୍ପରା ପୁରୀରେ ରଥ ନିର୍ମାଣକୁ ଜୀବନ୍ତ କରି ଗଢିତୋଳିଲା
ଐତିହ୍ୟ, କାରିଗରୀ ଓ ପ୍ରଯୁକ୍ତି ଜରିଆରେ ଋଥ ନିର୍ମାଣର ଚିରନ୍ତନ ପରମ୍ପରାକୁ ଅନୁଭବ ଓ ପାଳନ କରିବାକୁ ତଲ୍ଲିନକାରୀ ଅନୁଭୂତି ୧୩,୭୫୦ରୁ ଅଧିକ ଭକ୍ତଙ୍କୁ ସମର୍ଥ କରାଇଲା
ପୁରୀ : ଆଇଟିସିର ଆଶୀର୍ବାଦ ଅଟ୍ଟା ପୁରୀ ରଥ ଯାତ୍ରାରେ ଶହ ଶହ ପୁରାତନ ରଥ ନିର୍ମାଣ ପରମ୍ପରାରେ ଅନୁପ୍ରେରିତ!-->!-->!-->!-->!-->…
ସମବାୟ ବ୍ୟାଙ୍କର ୧୦୦ ତମ ସାଧାରଣ ପରିଷଦ ବୈଠକ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ପୁରାତନ ସହରାଞ୍ଚଳ ସମବାୟ ବ୍ୟାଙ୍କର ୧୦୦ ତମ ସାଧାରଣ ପରିଷଦ ବୈଠକ ସ୍ଥାନୀୟ ଜଙ୍ଗମ ସାହି ଠାରେ ଥିବା ଏସ.ଏ ଫଙ୍କସନ୍ ହଲ ପରିସର ରେ ଅନୁଷ୍ଠିତ ହୋଇଯାଇଛି।ବ୍ୟାଙ୍କ ସଭାପତି ଏ. ଗୋପାଲ ରାଓ ଙ୍କ!-->!-->!-->…