ରକ୍ତଦାନ କ୍ଷେତ୍ରରେ ଆଞ୍ଚଳିକ ସ୍ନାତକ ମହାବିଦ୍ୟାଳୟ ପୁରସ୍କୃତ

ବେଲଗୁଣ୍ଠା, ୧୦/୦୮,-(ଶିବରାମ ଚୌଧୁରୀ )-ଆଂଚଳିକ ସ୍ନାତକ ମହାବିଦ୍ୟାଳୟ ର ଯୁବ ରେଡକ୍ରସ୍ ଶାଖା ୨୦୨୫-୨୬ ଶିକ୍ଷା ବର୍ଷ ପାଇଁ ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୯୨ ୟୁନିଟ୍ ରକ୍ତ ସଂଗ୍ରହ କରି ବ୍ଲଡ଼ ପ୍ରଦାନ କରିଥିବାରୁ ଭାରତୀୟ ରେଡ଼କ୍ରସ୍ ସୋସାଇଟ - ଓଡ଼ିଶା ରାଜ୍ୟ ଶାଖା ପକ୍ଷରୁ

ମାଲକାନଗିରି ବଙ୍ଗାଳୀ ସମାଜ ପକ୍ଷରୁ ଶିଶୁ ସେବା ସଦନର ଶୁଭାରମ୍ଭ

ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ:: ମାଲକାନଗିରି ବଙ୍ଗାଳୀ ସମାଜ ଅଧୀନସ୍ଥ ଶିକ୍ଷା ସଂସ୍କାର ସମିତି ପକ୍ଷରୁ ମାଲକାନଗିରି ସଦର ବ୍ଲକ ଅନ୍ତର୍ଗତ ଗୌଡ଼ଗୁଡ଼ା ଗ୍ରାମପଞ୍ଚାୟତର ଏମ୍‌.ଭି.-୧୦ ଗ୍ରାମରେ ଏକ ଶିଶୁ ସେବା ସଦନର ଶୁଭ ଉଦ୍ଘାଟନ କରାଯାଇଛି। ଏହି ଅବସରରେ ବଙ୍ଗାଳୀ

ଜଳାଶୟ ପୁନରୁଦ୍ଧାର : ୩ବର୍ଷରେ ଓଡ଼ିଶା କେନ୍ଦ୍ରରୁ ପାଇଛି ୧୮୨୯ କୋଟି

ସାଂସଦ ଦିଲ୍ଲୀପ ରାୟଙ୍କ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀଙ୍କ ସୂଚନା ଭୁବନେଶ୍ୱର/ନୂଆଦିଲ୍ଲୀ,୧୦ା୮: ଜଳାଶୟ ପୁନରୁଦ୍ଧାର ପାଇଁ କେନ୍ଦ୍ର ସରକାର ଗତ ୩ବର୍ଷରେ ଓଡ଼ିଶାକୁ ୧୮୨୯ କୋଟି ୫୬ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଦେଇଛନ୍ତି । ରାଜ୍ୟସଭାରେ ସାଂସଦ ଦିଲ୍ଲୀପ ରାୟଙ୍କ ଏକ

ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ନୂଆଗଡ଼ ପଞ୍ଚାୟତ ସମିତି କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ଗ୍ରାମମୁଖୀ ପ୍ରଶାସନ ଅଧୀନରେ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଆଜି ଅନୁଷ୍ଠିତ ହୋଇଯାଇଛି।ଏହି ଅଭିଯୋଗ ଶୁଣାଣିରେ ଗଜପତି ଜିଲ୍ଲାପାଳ ଶ୍ରୀଯୁକ୍ତ ଅକ୍ଷୟ ସୁନୀଲ

ଜିଲ୍ଳାପାଳଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ

କଟକ ତା ୧୦.୦୮.୨୦୨୬ ରିଖ – କଟକସଦର ବ୍ଲକ କାର୍ଯ୍ୟାଳୟଠାରେ ଆଜି ଜିଲ୍ଲାପାଳଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲାପାଳ ଶ୍ରୀ କମଳଜିତ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଯୁଗ୍ମ ଜନ ଅଭିଯୋଗ ଶୁଣାଣିରେ ସମୁଦାୟ ୫୫ଟି ଅଭିଯୋଗ ହସ୍ତଗତ ହୋଇଥିଲା ।

ଭଦ୍ରକରେ ଜାତୀୟ କୃମିନାଶକ ଦିବସ ପାଳିତ

ଭଦ୍ରକ, ୧୦/୦୮: ଶିଶୁ ଓ କିଶୋର-କିଶୋରୀଙ୍କୁ କୃମି ସଂକ୍ରମଣରୁ ମୁକ୍ତ ରଖି ସେମାନଙ୍କ ସୁସ୍ଥ ଓ ଉଜ୍ଜ୍ୱଳ ଭବିଷ୍ୟତ ଗଠନ ଲକ୍ଷ୍ୟରେ ଭଦ୍ରକ ଜିଲ୍ଲାରେ ଜାତୀୟ କୃମିନାଶକ ଦିବସ – ଅଗଷ୍ଟ ପର୍ଯ୍ୟାୟ ୨୦୨୬ ପାଳିତ ହୋଇଯାଇଛି। ଏହି ଅବସରରେ ବାସୁଦେବପୁର ବ୍ଲକ ଅନ୍ତର୍ଗତ ରାଜଘରପୋଖରୀ ଗ୍ରାମ

ବିଶ୍ବହିନ୍ଦୁ ପରିଷଦର ପ୍ରାନ୍ତୀୟ ପ୍ରବନ୍ଧ ସମିତି ବୈଠକରେ, ବହୁ ଗୁରୁତ୍ବପୂର୍ଣ୍ଣ ନାମ ଓ ପଦବୀ ଘୋଷଣା ବିଶ୍ବହିନ୍ଦୁ ପରିଷଦର ପ୍ରାନ୍ତୀୟ ପ୍ରବନ୍ଧ ସମିତି ବୈଠକ: ଘୁମୁସର ଜିଲ୍ଲାର ନୂତନ କର୍ମକର୍ତ୍ତା ଘୋଷଣା ଓ ଅକ୍ଟୋବରରେ ବିଶାଳ 'ସନାତନ ଜାଗୃତି ସମାବେଶ' ପାଇଁ ଆହ୍ୱାନ

ଅଗ୍ନିମାନ୍ଦ୍ୟ ସଚେତନା ଓ ସ୍ଵାସ୍ଥ୍ୟ ଶିବିର

ବ୍ରହ୍ମପୁର: ବ୍ରହ୍ମପୁର ସହର ହରିହର ନଗର ସ୍ଥିତ ଭରଦ୍ବାଜ ପ୍ରତିଷ୍ଠାନ ଠାରେ ଅଗ୍ନିମାନ୍ଦ୍ୟ ରୋଗ ସଚେତନ ଓ ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି l ଭରଦ୍ବାଜ ପ୍ରତିଷ୍ଠାନର ଅଧ୍ୟକ୍ଷ ଡା.ନକୁଳ ସାହୁ କହିଲେ ବର୍ଷା ରୁତୁରେ ଥଣ୍ଡା ଓ କଫ ବଢି, ତୀକ୍ଷ୍ଣ ଓ ବେଦନା ନାଶକ ଔଷଧ ସେବନ,

“୨ ବର୍ଷରେ ଦିଆଯାଇଥିବା ୪୫,୦୦୦ ନିଯୁକ୍ତି ମଧ୍ୟରୁ ୩୯,୦୦୦ ପଦବୀ ପାଇଁ ବିଜେଡି ସରକାରଙ୍କ ସମୟରେ ବିଜ୍ଞାପନ…

୧୬ତମ ନିଯୁକ୍ତି ମେଳାରେ ମୁଖ୍ୟମନ୍ତ୍ରୀଙ୍କ ବକ୍ତବ୍ୟ ପ୍ରସଙ୍ଗ ନିଯୁକ୍ତି କ୍ଷେତ୍ରରେ ବିଜେପି ସରକାର ତାଙ୍କ ପ୍ରତିଶ୍ରୁତି ପାଳନରେ ବିଫଳ ହୋଇଛନ୍ତି: ବିଜେଡି ୨ ବର୍ଷରେ ୬୫,୦୦୦ ନିଯୁକ୍ତି ପାଇଁ ପ୍ରତିଶ୍ରୁତି ଥିଲାବେଳେ, ମାତ୍ର ୬,୦୦୦ ନିଯୁକ୍ତି ଦିଆଯାଇଛି ଗତ ୨ ବର୍ଷରେ

ପଦ୍ମପୁର ବ୍ଲକରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ।

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି:- ତା.୧୦-୦୮-୨୦୨୬ରିଖ ଦିନ ପଦ୍ମପୁର ବ୍ଲକ ସଦଭାବନା ସଭାଗୃହ ରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇ ଯାଇଛି । ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣିଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି ଶିବିରରେ ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ