Sign in
Sign in
Recover your password.
A password will be e-mailed to you.
ଡଙ୍ଗାସିଲ ବାଳିକା ବିଦ୍ୟାଳୟରେ ସରକାରୀ ଚାଉଳ ବିକ୍ରି ଅଭିଯୋଗ
ଗ୍ରାମବାସୀଙ୍କ ହାତରେ ଧରାପଡ଼ିଲା ଚାଉଳ ନେଇଯାଉଥିବା ଘଟଣା; ତଦନ୍ତ ଦାବି
ରାୟଗଡା ରୁ ବୈକୁଣ୍ଠ ଦୁରିଆ : କାଶୀପୁର ବ୍ଲକ ଅନ୍ତର୍ଗତ ଡଙ୍ଗାସିଲ ସରକାରୀ ବାଳିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଛାତ୍ରୀମାନଙ୍କ ପାଇଁ ଆସୁଥିବା ସରକାରୀ ଚାଉଳକୁ ଅନିୟମିତ ଭାବେ ବାହାରକୁ ନେଇ ବିକ୍ରି!-->!-->!-->!-->!-->…
ଜାତୀୟ ପରିବାର ମଙ୍ଗଳ ଯୋଜନାରେ ପ୍ରଶାସନିକ ଅବହେଳା ଅଭିଯୋଗ।
କିଏ ପାଉଛି ସହାୟତା, କିଏ ବର୍ଷ ବର୍ଷ ଧରି ଅପେକ୍ଷାରେ!
ପଦ୍ମପୁର /ଶିବାଶିଷ ପଟ୍ଟନାୟକ:- ଗରିବ ଓ ଅସହାୟ ପରିବାରଙ୍କ ଆର୍ଥିକ ସୁରକ୍ଷା ପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ଚାଲୁ ରହିଛି। ହେଲେ ଏହି ଯୋଜନାଗୁଡ଼ିକର ସୁଫଳ ପାଇବାରେ ଯୋଗ୍ୟ ହିତାଧିକାରୀମାନେ!-->!-->!-->!-->!-->…
ବିପଦସଙ୍କୁଳ ଅବସ୍ଥାରେ ପାଠ ପଢ଼ି ଯାଉଛନ୍ତି ଛାତ୍ରଛାତ୍ରୀ
ଖରାମାଲ-ଭେରୁଆମୁଣ୍ଡା କଚ୍ଚା ରାସ୍ତାରେ ଘାଇ, ପ୍ରଶାସନର ଦୃଷ୍ଟି ଦାବି
ପଦ୍ମପୁର/ଶିବାଶିଷ ପଟ୍ଟନାୟକ:- ଲଗାଣ ବର୍ଷା ଯୋଗୁଁ ବରଗଡ଼ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ବର୍ଷା ଯୋଗୁଁ ଅନେକ ସ୍ଥାନରେ ରାସ୍ତାଘାଟରେ ପାଣି ମାଡ଼ିଯାଇ ଯାତାୟାତ ବାଧାପ୍ରାପ୍ତ!-->!-->!-->…
ସରକାରଙ୍କ ତୃଟିପୂର୍ଣ୍ଣ ଚାଷିପଞ୍ଜିକରଣ ନୀତି
ପ୍ରଭାବିତ ହେବ ବଲାଙ୍ଗୀର ଜିଲ୍ଲାର ୫୦ହଜାର ହେକ୍ଟର ଚାଷଜମି,ବାଦପଡିବେ କ୍ଷୁଦ୍ର ଓ ନାମମାତ୍ର ଚାଷି
ବଲାଙ୍ଗୀର,୮ା୮-ରାଜ୍ୟରେ ନୂଆ ସରକାର ଆସିଲା ପରେ ଧାନର ଦର ବଢାଇ ଚାଷିଙ୍କୁ ଖୁସି ଆଣିଦେଇଥିଲା । କିନ୍ତୁ ଦ୍ୱିତୀୟବର୍ଷଠାରୁ ଧାନକିଣାରେ ବ୍ୟାପକ ଅନୀୟମିତତା କରାଗଲା ଯାହାକି!-->!-->!-->!-->!-->…
ସମ୍ବଲପୁରରେ ‘ମାଟିର ମହକ’ କାର୍ଯ୍ୟକ୍ରମରେ ପଦ୍ମଶ୍ରୀ ପ୍ରତିଭାଙ୍କୁ ସମ୍ବର୍ଦ୍ଧିତ କଲେ ସାଂସଦ
ପଦ୍ମ ପୁରସ୍କାରପ୍ରାପ୍ତ ପ୍ରତିଭାମାନେ ସମାଜ ପାଇଁ ପ୍ରେରଣା - ଧର୍ମେନ୍ଦ୍ର ପ୍ରଧାନ
• ପଦ୍ମ ପୁରସ୍କାର ଏବେ 'Peoples Award'ରେ ପରିଣତ ହୋଇଛି• ନିଜ ଭାଷା, ସଂସ୍କୃତି ଓ ପରମ୍ପରାକୁ ସମ୍ମାନ ଦେବା ଏବଂ ଗୌରବମୟ ଇତିହାସକୁ ଜାଣିବା ଆଜିର ସମୟର ସବୁଠାରୁ ବଡ଼ ଦାୟିତ୍ୱ• ଯୁବପିଢ଼ି!-->!-->!-->!-->!-->…
କୁରାଳ ମଣ୍ଡଳର ବିଜେପି ସାଂଗଠନିକ ବୈଠକ
ଓଡ଼ଗାଁ, ୮।୮(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଅନ୍ତର୍ଗତ କୁରାଳ ପଞ୍ଚାୟତର ଦଣ୍ଡୋରସ୍ଥିତ ମା' ପାଣିଷଣ୍ଢ ମନ୍ଦିର ସଭାଗୃହରେ କୁରାଳ ମଣ୍ଡଳ ବିଜେପି ପକ୍ଷରୁ ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇଛି। ମଣ୍ଡଳ ଅନ୍ତର୍ଗତ ୯ଟି ପଞ୍ଚାୟତର ବିଜେପି ସମର୍ଥିତ ପ୍ରତିନିଧି!-->!-->!-->…
କୀର୍ତ୍ତନ ଗାୟକ ଲିଙ୍ଗରାଜ ଥିଲେ ଜଣେ ଅମ୍ଳାନ ପ୍ରତିଭା
ପେଷା ଥିଲା କୃଷିକର୍ମ, ନିଶା ଥିଲା କୀର୍ତ୍ତନ ଗାୟନ
ଓଡ଼ଗାଁ,୮।୮(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲାର ଅନ୍ୟତମ ପ୍ରତିଷ୍ଠିତ ଓ ପ୍ରଭାବଶାଳୀ କୀର୍ତ୍ତନ ଗାୟକ ଭାବେ ପରିଚିତ ଲିଙ୍ଗରାଜ ଦାସଙ୍କ ପରଲୋକ ଓଡ଼ଗାଁ ଅଞ୍ଚଳର କୀର୍ତ୍ତନ କଳାଜଗତ ସମେତ ଓଡ଼ିଆ ସାହିତ୍ୟ ଓ!-->!-->!-->!-->!-->…
ପ୍ଲାଣ୍ଟସାଇଟ୍ ଥାନା ପୋଲିସର ସଫଳତା: ଡକାୟତି ମାମଲାରେ ଜଣେ ଗିରଫ, ୨ଟି ମୋବାଇଲ ଜବତ
ରାଉରକେଲା, (ବସନ୍ତ କୁମାର ଜେନା, ଶାସକ ପ୍ରଶାସକ): ପ୍ଲାଣ୍ଟସାଇଟ୍ ଥାନା ପୋଲିସ ଏକ ଡକାୟତି ମାମଲାର ସଫଳ ତଦନ୍ତ କରି ଜଣେ ଅଭିଯୁକ୍ତଙ୍କୁ ଧରିବା ସହ ତାଙ୍କ ନିକଟରୁ ଡକାୟତି ହୋଇଥିବା ୨ଟି ମୋବାଇଲ ଫୋନ୍ ଜବତ କରିଛି।ପ୍ଲାଣ୍ଟସାଇଟ୍ ଥାନା ମାମଲା ନଂ-୭୩୦, ତାରିଖ ୧୩.୦୭.୨୦୨୬, ଧାରା!-->!-->!-->…
“ନିୟତି” ମାନସିକ ଅନଗ୍ରସର ବିଦ୍ୟାଳୟ ପରିସରରେ ବନମହୋତ୍ସବ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସହର ଉପକଣ୍ଠରେ ଥିବା ରାଣୀପେଣ୍ଠ ସ୍ଥିତ"ନିୟତି" ମାନସିକ ଅନଗ୍ରସର ବିଦ୍ୟାଳୟ ପ୍ରାଙ୍ଗଣରେ ପ୍ରଗତି ମହିଳା ସଂଗଠନ ଓ ବିନୋଦିନୀ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଯୁବ ରେଡ୍କ୍ରସ ଓ ଜାତୀୟ ସେବା ଯୋଜନାର ମିଳିତ!-->!-->!-->…
ପଦ୍ମପୁର ରେ ନିଶୁଳ୍କ କର୍କଟ ନିରୂପଣ ଓ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ।
ପଦ୍ମପୁର/ ଶିବାଶିଷ ପଟ୍ଟନାୟକ;- ଟାଟା ମେମୋରିଆଲ ହସ୍ପିଟାଲ ସହ ସଂପୃକ୍ତ ଜଗନ୍ନାଥ କେନସର ଏଡ୍ ଫାଉଣ୍ଡେସନ, ମୁମ୍ବାଇ ଆନୁକୂଲ୍ୟରେ ଫାଇଟର୍ସ ଗୃପ, ବରଗଡ଼ ଏବଂ ଟାଉନ କ୍ଲବ୍, ପଦମପୁରର ସହଯୋଗରେ ସ୍ଥାନୀୟ ଟାଉନ ହଲ ଠାରେନିଶୁଳ୍କ କର୍କଟ ରୋଗ ନିରୂପଣ ପରୀକ୍ଷା ଓ ମାଗଣା ସ୍ୱାସ୍ଥ୍ୟ!-->!-->!-->!-->!-->…