Sign in
Sign in
Recover your password.
A password will be e-mailed to you.
କିମସରେ ତୃତୀୟ ବାର୍ଷିକ ନେଫ୍ରୋଲୋଜି ସମ୍ମିଳନୀ ଆୟୋଜିତ
ଭୁବନେଶ୍ୱର: କିଡ୍ନୀ ଚିକିତ୍ସା କ୍ଷେତ୍ରରେ ନୂଆ ଉପଲବ୍ଧି, ଗବେଷଣା ଓ ଆଧୁନିକ ଚିକିତ୍ସା ପଦ୍ଧତି ନେଇ ଆଲୋଚନା ପାଇଁ ଭୁବନେଶ୍ୱର କିମସ ନେଫ୍ରୋଲୋଜି ବିଭାଗ ପକ୍ଷରୁ ତୃତୀୟ ବାର୍ଷିକ ନେଫ୍ରୋଲୋଜି ସମ୍ମିଳନୀ କେଏନସି ୩.୦ ଆୟୋଜିତ ହୋଇଛି। ଏହି ସମ୍ମିଳନୀରେ ଦେଶର ବିଭିନ୍ନ ପ୍ରମୁଖ!-->!-->!-->…
ଓଏଆରସି ଅପଡେଟ୍–V ରେ ଅସ୍ଥିକ୍ଷୟ ରୋଗର ଆଧୁନିକ ଚିକିତ୍ସା ଉପରେ ଜାତୀୟ ସ୍ତରର ଆଲୋଚନା
ଭୁବନେଶ୍ୱର, ଅଗଷ୍ଟ ୯: ଅସ୍ଥିକ୍ଷୟ (ଅଷ୍ଟିଓପୋରୋସିସ୍) ରୋଗର ପ୍ରତିରୋଧ, ଶୀଘ୍ର ଚିହ୍ନଟ ଓ ଆଧୁନିକ ଚିକିତ୍ସା ବ୍ୟବସ୍ଥାକୁ ନେଇ ଓଡ଼ିଶା ଆର୍ଥ୍ରାଇଟିସ୍ ଆଣ୍ଡ ରିଉମାଟୋଲୋଜି ଫାଉଣ୍ଡେସନ୍ ଟ୍ରଷ୍ଟ (OARFT) ପକ୍ଷରୁ "ଓଏଆରସି ଅପଡେଟ୍–V" ଶୀର୍ଷକ ଏକ ଦିନିଆ ଜାତୀୟ ସମ୍ମିଳନୀ!-->…
ଶରଣକୁଳରେ ଗଢି ଉଠିଛି ମାଳ ମାଳ ହମ୍ପସ୍
ପାଇପ୍ଲାଇନ୍ ଫାଟି ୨୧ ନମ୍ବର ରାଜପଥରେ ଜମୁଛି ପାଣି;
କାଉଡ଼ିଆ ଭିଡ଼ ପରିଚାଳନାକୁ ସ୍ୱତନ୍ତ୍ର ଧ୍ୟାନ ଦାବି,
ଓଡ଼ଗାଁ, ୯।୮(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ତଥା ସମଗ୍ର ଓଡ଼ିଶାର ଅନନ୍ୟ ଶୈବକ୍ଷେତ୍ର ଓଡ଼ଗାଁ ବ୍ଲକ ଶରଣକୁଳର ଶ୍ରୀ ଶ୍ରୀ ଲଡୁକେଶ୍ୱର ମହାଦେବଙ୍କ!-->!-->!-->!-->!-->!-->!-->!-->!-->…
ବୁଢ଼ା ବୁଢ଼ିଆଣୀ ଜଳସେଚନ ଯୋଜନା, ଅନାବନା ଲଟି ଭିତରେ ହଜିଯାଉଛି କେନାଲ
ଚାଷୀଙ୍କ ଜମିକୁ ପାଣି ଯିବାରେ ବାଧା, ଅସ୍ବାଭାବିକ ବର୍ଷାରେ ଜଳ ପରିଚାଳନା ହେବ ବାଧାପ୍ରାପ୍ତ
ଓଡ଼ଗାଁ, ୯।୮(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଅନ୍ତର୍ଗତ ବୁଢ଼ା ବୁଢ଼ିଆଣୀ ମଧ୍ୟମ ଜଳସେଚନ ଯୋଜନାର କେନାଲ ସଫେଇକୁ ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଓ ଚିନ୍ତା!-->!-->!-->…
ନୃସିଂହନାଥରେ ଉପଖଣ୍ଡସ୍ତରୀୟ ବିଶ୍ୱ ଆଦିବାସୀ ଦିବସ ପାଳିତ।
ଶିକ୍ଷା, ସ୍ୱାସ୍ଥ୍ୟ ଓ ପରମ୍ପରାର ସୁରକ୍ଷା ଉପରେ ଗୁରୁତ୍ୱ
ପଦ୍ମପୁର /ଶିବାଶିଷ ପଟ୍ଟନାୟକ:- ନୃସିଂହନାଥସ୍ଥିତ ବିନ୍ଧ୍ୟବାସିନୀ ମଣ୍ଡପଠାରେ ପଦ୍ମପୁର ଉପଖଣ୍ଡସ୍ତରୀୟ ବିଶ୍ୱ ଆଦିବାସୀ ଦିବସ ପାଳିତ ହୋଇଯାଇଛି। ଆଦିବାସୀ ସଂଘର ସଭାପତି ରାଜେନ୍ଦ୍ର ରାଉତଙ୍କ ସଭାପତିତ୍ୱରେ ଆୟୋଜିତ!-->!-->!-->!-->!-->…
ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ରେ ଜ୍ଞାନ ବିଜ୍ଞାନ ମେଳା
ବେଲଗୁଣ୍ଠା (୯/୮/୨୬-ଶିବରାମ ଚୌଧୁରୀ) -ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ରେ ସଙ୍କୁଳ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ବେଲଗୁଣ୍ଠାରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଶ୍ରୀ ପଦ୍ମନ୍ନ କୁମାର ସାହୁ ବିଜ୍ଞାନ ମହା ବିଦ୍ୟାଳୟ ବେଲଗୁଣ୍ଠା ରୁ ଯୋଗଦେଇ ଥିଲେ।ସଂକୁଳ ପ୍ରମୁଖ ଶ୍ରୀ!-->!-->!-->…
ସ୍ୱଚ୍ଛ ନୟାଗଡ଼ ଗଠନ ପାଇଁ ଜିଲ୍ଲାପାଳଙ୍କ ନେତୃତ୍ୱରେ ସ୍ୱଚ୍ଛତା ଅଭିଯାନ
ନୟାଗଡ଼(ବିଶ୍ୱଜିତ ନାୟକ) - ସ୍ୱଚ୍ଛ ଓ ସୁସ୍ଥ ପରିବେଶ ଗଠନ ତଥା ସ୍ୱଚ୍ଛତା ପ୍ରତି ଜନ ସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ନୟାଗଡ଼ ଜିଲ୍ଲାପାଳଙ୍କ ନେତୃତ୍ୱରେ ଏକ ସ୍ୱଚ୍ଛତା ଅଭିଯାନ ଆୟୋଜିତ ହୋଇଥିଲା। ଏହି ଅଭିଯାନ ସକାଳ ଘ.୭. ୩୦ ମି. ସମୟରେ ଜିଲ୍ଲାପାଳଙ୍କ!-->!-->!-->…
ଓଡ଼ିଶା ବ୍ରାହ୍ମଣ ମହାସଙ୍ଘ ଗଜପତି ଶାଖାର ଜରୁରୀ ବୈଠକ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ଥାନୀୟ ବସନ୍ତ ବିହାର ପରିସରରେ ସଂଘର ଉପଦେଷ୍ଟା ଉପାନ୍ତ ପ୍ରହରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଙ୍କ ତତ୍ତ୍ଵାବଧାନରେ ଏବଂ ଅଶ୍ୱିନୀ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ୨୭ତମ ରାଜ୍ୟ କାର୍ଯ୍ୟକାରିଣୀ!-->!-->!-->…
ଆଦିବାସୀ ଅଧିକାର ଓ ସଂସ୍କୃତି ସୁରକ୍ଷାର ଆହ୍ୱାନ, ଝାରସୁଗୁଡ଼ାରେ ବିଶ୍ୱ ଆଦିବାସୀ ଦିବସ ପାଳିତ
ଝାରସୁଗୁଡ଼ା: ସମ୍ମିଳିତ ଆଦିବାସୀ ସମାଜ ପକ୍ଷରୁ ଝାରସୁଗୁଡ଼ା ସଂସ୍କୃତି ଭବନରେ ବିଶ୍ୱ ଆଦିବାସୀ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ସକାଳେ କରମସାନୀ ପୂଜା ଅନୁଷ୍ଠିତ ହୋଇଥିବା ବେଳେ ପରେ ଉଡ଼ାଜାହାଜ ପଡ଼ିଆସ୍ଥିତ ସହିଦ ବୀର ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ!-->…
ଜି.ଉଦୟଗିରି ବନାଞ୍ଚଳ ଅନ୍ତର୍ଗତ ମାଲାଙ୍ଗସୁଗା ଗ୍ରାମରେ ଦନ୍ତା ଆତଙ୍କ
ଜି.ଉଦୟଗିରି, ୯/୮(ଅବନୀ କୁମାର ପ୍ରଧାନ) କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ବନାଞ୍ଚଳ ଅନ୍ତର୍ଗତ ମାଲାଙ୍ଗସୁଗା ଗ୍ରାମରେ ଶନିବାର ରାତି ପ୍ରାୟ ୯ ଟା ସମୟରେ ଦନ୍ତା ହାତୀର ଆତଙ୍କ ଦେଖିବାକୁ ମିଳିଥିଲା। ହଠାତ୍ ଗ୍ରାମ ନିକଟସ୍ଥ ଜଙ୍ଗଲ ଅଞ୍ଚଳରୁ ଏକ ଦନ୍ତା ଗ୍ରାମକୁ ପ୍ରବେଶ କରି ଧାନ ଖେତ ଓ!-->!-->!-->…