ଆମ ଓଡ଼ିଶା ନବୀନ ଓଡ଼ିଶା ମନ୍ଦିର ନିର୍ମାଣ କାର୍ଯ୍ୟ ସରିବା ପରେ ମିଳୁନି ବିଲ

0 2

ଚିଲିକା;(ସେକ କୌସର): ଚାରି ଲକ୍ଷ ଟଙ୍କା ନିର୍ମାଣ କାର୍ଯ୍ୟ ଅବଧି ଶେଷ ହୋଇଥିଲେ ମଧ୍ୟ ମିଳୁନି ଟଙ୍କା ରାଜ୍ୟରେ ସରକାର ଏକ ବର୍ଷ ବିତି ଗଲାଣି ଶୁଣୁ ନାହାନ୍ତି ସରକାର , ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ସାନ ନଈରୀ ଓ ବଉଳାବନ୍ଧ ଗ୍ରାମର ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି ଚିଲିକା ବିଡ଼ିଓ ପୁନମ ମହାପାତ୍ର ଙ୍କୁ ବିଜେପି ସରକାରରେ ବିଜେପି କର୍ମୀଙ୍କୁ ମିଳୁନି ସହଯୋଗ ଏହି ଘଟଣା ନେଇ ଅଭିଯୋଗ କରିଛନ୍ତି ବିଜେପିର କିଛି ଯୁବ କର୍ମୀମାନେ ସାନ ନଈରୀ ଗ୍ରାମର ଗଙ୍ଗାଜମୁନା ସାହି ଗ୍ରାମବାସୀ ମାନେ ଏକତ୍ରିତ ହୋଇ ଓଡ଼ିଶା ସରକାରଙ୍କ ଦ୍ଵାରା ମଂଜୁର ହୋଇଥିବା ପ୍ରକଳ୍ପ ଦଶହରା ଭୋଗ ମଣ୍ଡପ ପାଇଁ ଅଟକଳ ମୂଲ୍ୟ ଚାରି ଲକ୍ଷ ଟଙ୍କା ନିର୍ମାଣ କାର୍ଯ୍ୟ ଶେଷ କରି ସାରିବା ପରେ ଏକ ବର୍ଷ ହେବ ବିଲ ହେଉନାହିଁ ବୋଲି ଆଜି ଚିଲିକା ବିଡ଼ିଓ ଙ୍କୁ ଲିଖିତ ଅଭିଯୋଗ କରିଛନ୍ତି lଗ୍ରାମବାସୀ ମାନେ ସେହିଭଳି ଭାବେ ବଉଳାବନ୍ଧ ଗ୍ରାମରେ ଆମ ଓଡ଼ିଶା ନବୀନ ଓଡ଼ିଶା ନିର୍ମାଣ କାର୍ଯ୍ୟ ସରିବା ପରେ ଗ୍ରାମ ବାସୀ ମାନଙ୍କୁ ମିଳୁନି ପ୍ରାପ୍ତ,ଏହି ଘଟଣାକୁ ନେଇ ଆଜି ଚିଲିକା ବିଡ଼ିଓ ପୁନମ ମହାପାତ୍ର ଲିଖିତ ଅଭିଯୋଗ କରିଛନ୍ତି ଦୁଇ ଗ୍ରାମବାସୀ ଏହି ଘଟଣା ଉପରେ ଚିଲିକା ବିଡ଼ିଓଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ ।

Leave A Reply

Your email address will not be published.