ବ୍ୟାଙ୍କ ଅଫ୍ ଇଣ୍ଡିଆର ଅବସରପ୍ରାପ୍ତ କର୍ମଚାରୀଙ୍କ ବାର୍ଷିକ ଅଧିବେଶନ

ଭୁବନେଶ୍ୱର:  ବ୍ୟାଙ୍କ ଅଫ୍ ଇଣ୍ଡିଆ ଓଡିଶାର ଅବସରପ୍ରାପ୍ତ କର୍ମଚାରୀ ସଂଘ (ଭାରତୀୟ ମଜଦୁର ସଂଘ ସମର୍ଥିତ) ର ବାର୍ଷିକ ଅଧିବେଶନ ସୁକାନ୍ତ ମହାନ୍ତିଙ୍କ ଆବାହନରେ ଭୁବନେଶ୍ୱରରେ ଅୟୋଜିତ କରାଯାଇଛି । ଏହି କାର୍ଯ୍ୟକ୍ରମକୁ ବ୍ୟାଙ୍କ ଅଫ୍ ଇଣ୍ଡିଆ ପେନସନ ସଂଘର ରାଜ୍ୟ ସାଧାରଣ ସମ୍ପାଦକ…

ଅନ୍ତୋଦୟ ଗୃହ ଯୋଜନା କାର୍ଯ୍ୟାଦେଶ ପ୍ରଦାନକୁ ଦେଢ଼ମାସ ବିତିଲା, ହିତାଧିକାରୀଙ୍କୁ ମିଳି ନାହିଁ ପ୍ରଥମ କିସ୍ତି ୪୦…

ଓଡ଼ଗାଁ,୧୨।୫(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକରେ ଅନ୍ତୋଦୟ ଗୃହ ଯୋଜନା କାର୍ଯ୍ୟାଦେଶ ପ୍ରଦାନକୁ ଦେଢ଼ମାସ ବିତିଯାଇଥିଲେ ସୁଧା ଏପର୍ଯ୍ୟନ୍ତ କୈାଣସି ହିତାଧିକାରୀଙ୍କୁ ପ୍ରଥମ କିସ୍ତି ବାବଦରେ ୪୦ ହଜାର ଟଙ୍କା ପାଇନଥିବାରୁ ସେମାନେ କେବଳ କାର୍ଯ୍ୟାଦେଶକୁ ଧରି…

ସମ୍ମମରେ ୬ ବର୍ଷ ଶିଶୁପୁତ୍ରର ମୃତ୍ୟୁ ପରେ ଅଙ୍ଗଦାନ, ଶିଶୁର କିଡ଼ନୀ ବଂଚାଇଲା ଦୁଇ ଜୀବନ

ଭୁବନେଶ୍ୱର, ମଇ ୧୨: ଛଅ ବର୍ଷର ଶିଶୁପୁତ୍ରଟିର ଇଚ୍ଛା ଥିଲା ସେ ଗୋଟିଏ ପୁରସ୍କାର ପାଇବ। ମା’ବି ତାକୁ ଆଶ୍ୱାସନା ଦେଇଥିଲେ ଯେ ସେ ଏଭଳି ପୁରସ୍କାର ପାଇବ ଯାହା କେହି ବି ପାଇ ନଥିବେ। ଶିଶୁଟି ଜୀବିତ ଅବସ୍ଥାରେ ପୁରସ୍କାର ପାଇପାରିଲା ନାହିଁ ସତ ତେବେ ମୃତ୍ୟୁ ପରେ ଆଉ ଦୁଇଟି ଜୀବନ…

ଆମ୍ବେଦକର ବିଚାର ମଞ୍ଚ ପକ୍ଷରୁ ବେଲଗୁଣ୍ଠା ବୁଦ୍ଧ ମୁର୍ତ୍ତି ନିକଟରେ ବୁଦ୍ଧ ପୂର୍ଣ୍ଣିମା ପାଳନ

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ବେଲଗୁଣ୍ଠାରେ ସ୍ଥାପିତ ବୁଦ୍ଧ ମୂର୍ତ୍ତି ନିକଟରେ ଆମ୍ବେଦକର ବିଚାର ମଞ୍ଚ ପକ୍ଷରୁ ସଂଗଠନ ର ସମସ୍ତ କର୍ମକର୍ତ୍ତାଙ୍କ ଦ୍ଵାରା ବୁଦ୍ଧ ପୂର୍ଣ୍ଣିମାକୁ ଏକ ବୈଚାରିକ ସଂସ୍କାର ଉତ୍ସବ ଭାବରେ ପାଳନ କରାଯାଇଅଛି । ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ହେଉଛି…

ମାତୃ ଦିବସରେ ମାଆର ଜୀବନ ଚାଲିଗଲା, ପୁଅ ନେଉଥିଲା ଚିକିତ୍ସା ଲାଗି।

 କେନ୍ଦୁଝର,ଦିଲ୍ଲୀପ ସାହୁ (ତା୧୧/୫)- ମାଆ ଥିଲା ଅସୁସ୍ଥ ତେଣୁ ତାଙ୍କୁ ନିଆଯାଉଥିଲା ଜଣେ ଚିକିତ୍ସକଙ୍କ ପାଖକୁ ହେଲେ ବିଧିର ବିଧାନରେ ଅନ୍ୟ କଥା ଲେଖାଥିଲା ଦୁର୍ଘଟଣାରେ ସେହି ମାଆର ଜୀବନ ଚାଲିଗଲା। ଏହି ଅଭାବନୀୟ ଘଟଣା ଘଟିଛି ଆନନ୍ଦପୁର ଉପଖଣ୍ଡର ଘଷିପୁରା ଥାନା ଅନ୍ତର୍ଗତ ଶାଳପଡ଼ା…

କେନ୍ଦୁଝର ଜିଲ୍ଲା ମୁଖ୍ୟ ଡ଼ାକ୍ତରଖାନାରେ ବୟସ୍କ ଓ ଦିବ୍ୟାଙ୍ଗ ଔଷଧ ବିତରଣ କାଉଣ୍ଟର ବନ୍ଦ ହେଲା।

 ମୁଖ୍ୟମନ୍ତ୍ରୀଙ୍କ ନିଜ ନିର୍ବାଚନମଣ୍ଡଳୀରେ ବୟସ୍କ ଓ ଦିବ୍ୟାଙ୍ଗ ରୋଗୀଙ୍କୁ ଅବହେଳା।  କେନ୍ଦୁଝର,ଦିଲ୍ଲୀପ ସାହୁ (ତା୧୨/୫)- କେନ୍ଦୁଝର ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଉପରେ ପଡୋଶୀ ଜିଲ୍ଲା ମାନଙ୍କର ଅନେକ ବ୍ଲକ୍ ଓ ଝାଡ଼ଖଣ୍ଡ ରାଜ୍ୟର ଲୋକେ ନିର୍ଭର କରନ୍ତି। ତେଣୁ ଏହି ଜିଲ୍ଲା ମୁଖ୍ୟ…

ସେବିକାମାନଙ୍କର ନିଷ୍ଠାପର ସେବା ଅତୁଳନୀୟ: ସୋଆ ଉପସଭାପତି

ଆଇଏମଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ କ୍ୟାମ୍ପସ-୨ରେ ବିଶ୍ୱ ନର୍ସେସ୍ ଦିବସ ପାଳିତ ଭୁବନେଶ୍ୱର, ମଇ ୧୨: ଅତ୍ୟନ୍ତ ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ସେବିକାମାନଙ୍କ ନିଷ୍ଠାପର ସେବା ସମାଜ ନିମନ୍ତେ ଆଶାର ଆଲୋକ ବର୍ତିକା ସାଜିପାରିଛି । ମାନବ ସେବା ହିଁ ମାଧବ ସେବା ଏଭଳି ଚିନ୍ତାଧାରାରେ ଯେଉଁମାନେ…

ନୃସିଂହ ଚତୁର୍ଦ୍ଦଶୀ ବୈଶାଖ ମେଳା ତଥା ହରିଶଙ୍କର ମହୋତ୍ସବ ର ଚତୁର୍ଥ ଦିନରେ ପ୍ରବଳ ଜନସମାଗମ,

ପାହାଡ ଚଢ଼ିବାର ମାଜାନେଲେ ଶ୍ରଦ୍ଧାଳୁ,ମନ୍ଦିରରେ ଲାଗିହେଲା ପିଠା କନ୍ଦ ଭୋଗ ଖପ୍ରାଖୋଲ ୧୧/୫(ହେମସାଗର ସାହୁ) ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ୍ ର ପ୍ରମୁଖ ପୁଣ୍ୟ କ୍ଷେତ୍ର ତଥା ପର୍ଯ୍ୟଟନ ସ୍ଥଳୀ ହରିଶଙ୍କର ଥାରେ ନୃସିଂହ ଚତୁର୍ଦ୍ଦଶୀ ବୈଶାଖ ମେଳା ତଥା ହରିଶଙ୍କର ମହୋତ୍ସବ ର ଚତୁର୍ଥ…

ମୋ ଆମ୍ବୁଲାନ୍ସ ଓ ଜୟ ଓଡ଼ିଶା ଆନୁକୂଲ୍ୟରେ ରକ୍ତଦାନ ଶିବିର

ଭୁବନେଶ୍ୱର : ସ୍ବାସ୍ଥ୍ୟ କ୍ଷେତ୍ରରେ ଆଧୁନିକ ପ୍ରଯୁକ୍ତି ଉପଯୋଗ କରି ଉନ୍ନତ ମାନର ସ୍ବାସ୍ଥ୍ୟ ସେବା ଏବଂ ଆମ୍ବୁଲାନ୍ସ ସେବା ଯୋଗାଇବା କ୍ଷେତ୍ରରେ କାର୍ଯ୍ୟ କରୁଥିବା ମୋ ଆମ୍ବୁଲାନ୍ସ ନାମକ ଅନୁଷ୍ଠାନ ପକ୍ଷରୁ ଅପେରେସନ୍ ସିନ୍ଦୂର ରେ ଅଂଶଗ୍ରହଣ କରିଥିବା ଅଦମ୍ୟ ସାହସୀ ଯବାନମାନଙ୍କୁ…

ପ୍ରଗତି ମହିଳା ସଙ୍ଗଠନର ପଞ୍ଚମ ବାର୍ଷିକ ଉତ୍ସବ ଓ ବିଶ୍ବ ମାତୃ ଦିବସ ପାଳନ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ଥାନୀୟ ୟୁ ଟେକ୍ କମ୍ପ୍ୟୁଟର ଏଡୁକେସନ୍ ସେଣ୍ଟର ଠାରେ ପ୍ରଗତି ମହିଳା ସଙ୍ଗଠନ ତାର ପଞ୍ଚମ ବାର୍ଷିକୀ ମହୋତ୍ସବ ଓ ବିଶ୍ବ ମାତୃ ଦିବସ ପାଳନ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ପ୍ରଫେସର୍ ଅନିତା ପାତ୍ର , ରେଜିଷ୍ଟର୍…