ଜଳଶାୟୀ ହେଲେ ମା ମାଉସୀମାଆ; ସୁନ୍ଦରାକାଣ୍ଡରେ ବିମୋହିତ ହେଲେ ଭକ୍ତ

ପୁରୀ (ଅନିମେଶପଟ୍ଟନାୟକ); ବୈଶାଖ ମାସ ପବିତ୍ର ନୃସିଂହ ଚତୁର୍ଦ୍ଦଶୀ ଅବସରରେ ବଡଦାଣ୍ଡ ସ୍ଥିତ ବଳଗଣ୍ଡି ମା ମାଉସୀମାଙ୍କ ମନ୍ଦିର ସମ୍ମୁଖରେ ପଞ୍ଚକ ମହୋତ୍ସବ କମିଟି ପକ୍ଷରୁ ସୁନ୍ଦରାକାଣ୍ଡ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ପୁରୀ ମଙ୍ଗଳାଘାଟ ସ୍ଥିତ ଜଗନ୍ନାଥ ସେବା ସଂସ୍ଥାନର ବ୍ଯାସ…

ମାତୃଦିବସ ରେ ପଣତକାନି ଉତ୍ସବ ଅନୁଷ୍ଠିତ

ପୁରୀ, (ଅନିମେଶ ପଟ୍ଟନାୟକ): ମାତୃଦିବସ ଅବସରରେ ରବିବାର ପୂର୍ବାହ୍ନ ନୂଆନଈ ନିକଟ ମା 'ତ୍ରିପୁରାମୋହିନୀ ମନ୍ଦିର ପ୍ରାଙ୍ଗଣ ରେ "ପଣତକାନି ଉତ୍ସବ "ଅନୁଷ୍ଠିତ ହୋଇଯାଇଛି |ଏହି ଉତ୍ସବ ରେ 300 ରୁ ଉର୍ଦ୍ଧ ମହିଳା ଅଂଶଗ୍ରହଣ କରିଥିଲେ | ପ୍ରାରମ୍ଭରେ ମା ତ୍ରିପୁରା ମୋହିନୀ ମନ୍ଦିର ରେ ପ୍ରଦୀପ…

ଜିଆଇଇଟି ବିଶ୍ୱବିଦ୍ୟାଳୟରେ ବଡ଼ ଧରଣର ଅଗ୍ନିକାଣ୍ଡ

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି:  ରାୟଗଡ଼ା ଜିଲ୍ଲା ଗୁଣପୁର ସ୍ଥିତ ସ୍ଥିତ ଜି ଆଇ ଇ ଟି ବିଶ୍ୱବିଦ୍ୟାଳୟରେ ସର୍ଟ ସର୍କିଟ ଯୋଗୁ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି କମ୍ପ୍ୟୁଟର ବିଭାଗରେ ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଛି ବୋଲି ପ୍ରାରମ୍ଭିକ ସୂଚନା ମିଳିଛି । ଗୁଣପୁର…

କାଶ୍ଯପଗୋତ୍ରୀ ତନ୍ତୀକୂଳ ନଅଶହଘର ସମିତି ପକ୍ଷରୁ ଯଜ୍ଞ ପୂର୍ଣ୍ଣାହୁତି ସମ୍ପନ୍ନ

ପୁରୀ,(ଶାସକ ପ୍ରଶାସକ): କାଶ୍ଯପଗୋତ୍ରୀ ତନ୍ତୀକୂଳ ନଅଶହଘର ସମିତି,କୁଣ୍ଢେଇବେଣ୍ଟ ସାହି ପୋଲିସ ଲାଇନ କଡାକିଆ ତନ୍ତୀମଠ ଠାରେ ୩୧ତମ ନାମ ଯଜ୍ଞୋତ୍ସବ,ନୂତନ ମନ୍ଦିର ପ୍ରତିଷ୍ଠା,ବିଗ୍ରହ ପ୍ରବେଶ ଉଦ୍ଦେଶ୍ଯରେ ପାଞ୍ଚଦିନ ବ୍ଯାପୀ ବିଶ୍ଵଶାନ୍ତି ଯଜ୍ଞ ପୂର୍ଣ୍ଣାହୁତି ସମ୍ପନ୍ନ ହୋଇଯାଇଛି । ନାମ…

ନୃସିଂହନାଥ ମହାପ୍ରଭୁଙ୍କ ଜନ୍ମୋତ୍ସବ ଧୂମଧାମରେ ପାଳିତ

https://youtu.be/bwr9ibfQVzY ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରର କାରଣ ସାହି ସ୍ଥିତ ନୃସିଂହନାଥ ମଠରେ ଆଜି (ରବିବାର) ନୃସିଂହନାଥ ମହାପ୍ରଭୁଙ୍କ ଜନ୍ମୋତ୍ସବ ଧୂମଧାମରେ ପାଳିତ ହୋଇଯାଇଛି। ପାରଳାଖେମୁଣ୍ଡି ସହରରେ ଏକ ମାତ୍ର…

ମାଧବରୀଡା ଗ୍ରାମ ବାସୀ ଏବଂ ସମ୍ବାଦ- ଆମ ଓଡ଼ିଶା ମିଳିତ ଆନୁକୂଲ୍ୟରେ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ; 53 ୟୁନିଟ୍ ରକ୍ତ…

ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ବ୍ଳକ୍ ବେଣୀପଲ୍ଲୀ ପଂଚାୟତ ଅନ୍ତର୍ଗତ ମାଧବରୀଡା ଗ୍ରାମରେ ଶ୍ରୀ ଶ୍ରୀ ବୁଢୀମା ଠାକୁରାଣୀଙ୍କ ମନ୍ଦିର ପ୍ରତିଷ୍ଠା ଅବସରରେ ଚବିଶି ପ୍ରହର ଅଖଣ୍ଡ ନମଯଂଜ୍ଞା, ତଥା ପହଲଗାମରେ ପ୍ରାଣବଳି ଦେଇଥିବା ପୂଣ୍ୟ ଆତ୍ମାଙ୍କ ପ୍ରତି ଅର୍ଘ୍ୟ ସ୍ଵରୂପ…

ଘରେ ନିଆ ଲାଗି ଲକ୍ଷାଧିକ ଟଙ୍କାର ଜିନିଷ ପୋଡ଼ି ପାଉଁଶ

ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୧୧/୦୫/୨୫ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଜବାଗୁଡା ପଞ୍ଚାୟତ ଅନ୍ତର୍ଗତ ତାଲବେଡ଼ା ଗ୍ରାମରେ ଘଟିଛି ଅଭାବନୀୟ ଘଟଣା। ଏକ ଗାଡ଼ି ମେକାନିକ ଘରେ ନ ଥିବା ସମୟରେ ଦିନ ୧ ଘଣ୍ଟ ସମୟରେ ଘରେ ନିଆ ଲାଗି ଯିବାରୁ ଲକ୍ଷାଧିକ ଟଙ୍କାର ଜିନିଷ ପୋଡ଼ି…

କାର ଦୁର୍ଘଟଣାରେ ମହିଳା ମୃତ ;ରାତିସାରା ଜାତୀୟ ରାଜପଥ ଅବରୋଧ

ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-,ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା କେଶରାପଲି ଛକ ନିକଟରେ ଶନିବାର ବିଳମ୍ବିତ ରାତ୍ରରେ ମର୍ମଦୂତ ସଡ଼କ ଦୁର୍ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ଦୁଇଜଣ ଆହତ ହୋଇ ମେଡ଼ିକାଲରେ ଚିକିତ୍ସିତ ହେଉଛନ୍ତି l ସୂଚନା ପ୍ରକାରେ ଶନିବାର ବିଳମ୍ବିତ ରତିରେ…

ବେକରେ ଓଢଣୀ ଦେଇ ନାବାଳିକା ର ଆତ୍ମହତ୍ୟା

ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ ) ତା ୧୧/୦୫/୨୫ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅଞ୍ଚଳ ରେ ଜଣେ ନାବାଳିକା ଗତକାଲି ଶନିବାର ବେକରେ ଓଢଣୀ ଦେଇ ଆତ୍ମହତ୍ୟା କରିଛନ୍ତି । ଏ ନେଇ ମୃତ ନାବାଳିକା ର ବାପା ଡାବୁଗାଁ ଥାନାରେ ଏତଲା ଦେବା ପରେ ପୁଲିସ ଶବ ଜବତ କରି ଏକ ମାମଲା ରୁଜୁ…

ଦୁଇ ବାଇକ ମୁହାମୁହି, ଦୁଇ ମୃତ

ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୧୧/୦୫/୨୫ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅନ୍ତର୍ଗତ ମାନିଗାଁ ସଦର ଏ ଏନ ଏମ ସେଣ୍ଟର ନିକଟରେ ଦୁଇ ବାଇକ୍ ମଧ୍ୟରେ ମୂହାମୁହି ଧକ୍କା ହେବାରୁ ଦୁଇ ବାଇକ ଚାଳକ ଙ୍କ ମୃତ୍ୟୁ ଘଟିଛି।ମୃତ ବ୍ୟକ୍ତି ହେଲେ ବିହାର ରାଜ୍ୟର ଶମ୍ଭୁ ରାୟ (୫୫) ଓ…