Sign in
Sign in
Recover your password.
A password will be e-mailed to you.
Browsing Category
ଅଘଟଣ
ସାନକୋଦଣ୍ଡାରେ ବାଇକ ପୋଡି ଜଣେ ଅଟକ
ଭଞ୍ଜନଗର ( ନିଲୁ ବିଷୋୟୀ ) - ସାନକୋଦଣ୍ଡା ଗ୍ରାମରେ ପୁରୁଣା ବାକି ଟଙ୍କା ନ ଫେରାଇବାରୁ ରାଗରେ ବାଇକ ପୋଡି ଦେବା ଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ସାନକୋଦଣ୍ଡା ଗ୍ରାମର ରାଜେଶ କୁମାର ବେହେରାଙ୍କ ଅଭିଯୋଗ ଅନୁଯାୟୀ,କିଛି ବର୍ଷ ତଳେ ସେହି ଗ୍ରାମର ରବିନ୍ଦ୍ର କୁମାର ନାୟକ…
ଵଡାମତଳିଆ ହାତୀବାରୀ ଜଙ୍ଗଲ ନିକଟରେ ଓଲଟିଲା ବସ ; ୧୦ ଗୁରୁତର,୨୫ରୁ ଉର୍ଦ୍ଧ୍ବ ଆହତ
ବାରିପଦା(ଦିଲ୍ଲୀପ ମହାନ୍ତି )--ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତରାଇରଙ୍ଗପୁର- ବିଶୋଇ ରାସ୍ତା ବଡ଼ଝରଣ ହାତୀବାରୀ ଜଙ୍ଗଲ ସନ୍ନିକଟ ରେ ଭାରସାମ୍ୟ ହରାଇ ରାଇରଙ୍ଗପୁର-ଉଦଳା ଯାଉଥିବା ଓଡି୧୧ଏ୦୦୭୮ ନମ୍ବର ବିଶିଷ୍ଟ ଆପ୍ପୁ ଯାତ୍ରୀବାହୀ ବାସ ରାସ୍ତାକଡକୁ ଓଲଟି…
ନରବଳି ପାଇଁ ଛୁଆଙ୍କୁ ଧରିବା ଅଭିଯୋଗ: ଜଣେ ଗିରଫ।
ଗ୍ରାମବାସୀ ଘେରିଲେ କ୍ୟାମ୍ପ, ଘଟଣା ସ୍ଥଳରେ ପହଞ୍ଚିଲେ ଡିଏସପି
ବାରିପଦା (ଦିଲ୍ଲୀପ ମହାନ୍ତି) : ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ବ୍ଲକ କଳାବାଡିଆ , କୁଳିଅଣା ବ୍ଲକ ର କୁଳିଅଣା ଠାରେ ନିର୍ମାଣ ହେବାକୁ ଯାଉଛି ତିନୋଟି ଗଳାପୋଲ। ହରିଆନା ର ଏକ କମ୍ପାନୀ ଇ5 ଇନଫ୍ରାଷ୍ଟ୍ରକଚର 22 କୋଟି…
ବିଦ୍ୟୁତ ସଂପର୍ଶ୍ଵ ରେ ଆସି ଦିନ ମଜୁରିଆ ଗୁରୁତର
ଭଞ୍ଜନଗର ( ନିଲୁ ବିଷୋୟୀ ) ଭଞ୍ଜନଗର ଥାନା ଅନ୍ତର୍ଗତ ବ୍ୟାଘ୍ର ଦେବୀ ରୋଡ଼ ନୀଳାଦ୍ରି ବିହାରରେ ଦିନ ମଜୁରିଆ ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ଟୁନା ସ୍ବାଇଁ ( ୪୦) ନାମକ ଜଣେ ବ୍ୟକ୍ତି ବିଦ୍ୟୁତ ସଂପର୍ଶ୍ଵ ରେ ଗୁରୁତର ଆହତ ହୋଇଛନ୍ତି । ମିଳିଥିବା ସୂଚନା ମୁତାବକ ଗାମୁଣ୍ଡି ଗ୍ରାମର ଟୁନା…
ବେଆଇନ ଭାବେ ବଳପୂର୍ବକ ଭାଙ୍ଗିଦେଲେ ଘର
ପୋଲିସ ଉପରେ ଭରଷା କରିପାରୁନାହାନ୍ତି ସୁଜାତା
ବାରିପଦା(ଦିଲ୍ଲୀପ ମହାନ୍ତି)- ବାରିପଦା ସହର ରଘୁନାଥପୁର ଅଂଚଳର ବରିଷ୍ଠ ନାଗରିକ ସୁଜାତା ଦାସ ତାଙ୍କର ରଘୁନାଥପୁର ସ୍ଥିତ ପୈତୃକ ବାସଗୃହ ରେ ୨୦୦୦ ମସିହା ଠାରୁ ରହିଆସୁଥିବା ବେଳେ ଗତ ମାର୍ଚ୍ଚ ମାସରେ ଡେରାଡ଼ୁନରେ ରହୁଥିବା ପୁଅର ଦେହ…
ଅବସରପ୍ରାପ୍ତ ଜିଲ୍ଲା ଜଜ୍ କିଶୋର ଚନ୍ଦ୍ର ମହାପାତ୍ରଙ୍କ ଦେହାନ୍ତ
ଭୁବନେଶ୍ୱର: ଅବସରପ୍ରାପ୍ତ ଜିଲ୍ଲା ଜଜ୍ କିଶୋର ଚନ୍ଦ୍ର ମହାପାତ୍ରଙ୍କର ସୋମବାର ଦିନ ଭୁବନେଶ୍ୱରର ଏରୋଡ୍ରୋମ ଅଞ୍ଚଳରେ ଥିବା ତାଙ୍କ ବାସଭବନରେ ୮୮ ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି। ସେ ଗତ ୨ ବର୍ଷ ଧରି COPD ରେ ପୀଡିତ ଥିଲେ | ଶ୍ରୀ ମହାପାତ୍ର ପୂର୍ବରୁ କେଉଁଝର ଏବଂ ସୁନ୍ଦରଗଡର ଜିଲ୍ଲା …
ବିଶିଷ୍ଟ କଣ୍ଠଶିଳ୍ପୀ ତଥା ଅବସର ପ୍ରାପ୍ତ ଶିକ୍ଷୟତ୍ରୀ ପୁଷ୍ପାବେଣୀ ପଟ୍ଟନାୟକଙ୍କ ପରୋଲୋକ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି କରଣ ସାହି ନିବାସୀ ବିଶିଷ୍ଟ କଣ୍ଠଶିଳ୍ପୀ ତଥା ଅବସର ପ୍ରାପ୍ତ ଶିକ୍ଷୟତ୍ରୀ ପୁଷ୍ପାବେଣୀ ପଟ୍ଟନାୟକଙ୍କ ପରୋଲୋକ ଘଟିଛି , ସେ ପାରଳାଖେମୁଣ୍ଡି ସ୍ଥିତ ମହାରାଜାଙ୍କ ବାଳିକା ଉଚ୍ଚ ବିଦ୍ୟାଳୟରେ…
ପରଲୋକରେ ଶୂନ୍ୟ ସ୍ଵରୁପ ବିଶ୍ୱାସୀ ରାଘବ ସାହୁ
ପଦ୍ମପୁର -ପଦ୍ମପୁର ଉପଖଣ୍ଡ ଗାଇସିଲାଟ ବ୍ଲକ ଅନ୍ତର୍ଗତ ତାଲିପାଲି ଗ୍ରାମର ଜଣାଶୁଣା ଧର୍ମପ୍ରାଣ ବ୍ୟକ୍ତି ରାଘବ ସାହୁ (୮୫ବର୍ଷ)ଙ୍କର ମଙ୍ଗଳବାର ସନ୍ଧ୍ୟାରେ ପରଲୋକ ଘଟିଛି । ଜଣେ ଆଧ୍ୟାତ୍ମିକ, ସରଳ ତଥା ଆମାୟିକ ବ୍ୟକ୍ତି ଭାବେ ଏ ଅଂଚଳରେ ଜଣାଶୁଣା ଶ୍ରୀଯୁକ୍ତ ସାହୁ ବିଗ୍ରହ ପୂଜାକୁ…
ଚିରନିଦ୍ରାରେ ରେଢାଖୋଲ ରାଜଉଆସର ଦାସୀ
( ରେଢାଖୋଲ ଉପଖଣ୍ଡ ସ୍ୱତନ୍ତ୍ର ପ୍ରତିନିଧି ଶ୍ରୀୟାସ୍ମିତା ସାମଲ ): ଚିର ନିଦ୍ରାରେ ରେଢାଖୋଲ ରାଜ ଉଆସର ଦାସୀ ଶଙ୍କରା ବାଇ। ବୟସର ଅପରାହ୍ନରେ କେବଳ ଦୁଖ କଷ୍ଟରେ ଜୀବନ ବିତାଉଥିଲେ ଏହି ଶତାୟୁ ଦାସୀ। ଜୀବନର ଶେଷ ସମୟରେ ପର ଲୋକଙ୍କ ହାତ ଟେକାରେ ଜୀବନ ବିତାଇ, ଶେଷରେ ରାଜ ଉଆସରୁ ଶ୍ମଶାନରେ…
ମାଲକାନଗିରିରେ ଚାଷୀ ମୂଲିଆ ଓ ଆଦିବାସୀ ସଙ୍ଘ ସହ କଂଗ୍ରେସ ଓ ସିପିଆଇଏମଙ୍କ ଦ୍ଵାରା ବନ୍ଦ ଡାକରା।
ମାଲକାନଗିରି (ବି ଶ୍ରୀନିବାସ ପାତ୍ର) : ଆଜି କୃଷକ ମହାସଂଘ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଥିବା ବେଳେ ଏହାର ବେଶ ପ୍ରଭାବ ମାଲକାନଗିରି ଜିଲ୍ଲାରେ ଦେଖିବକୁ ମିଳିଛି । ଜିଲ୍ଲାରେ ସିପିଆଇଏମ , କଂଗ୍ରେସ, ବି ଏସ ପି ଏବଂ ଚାଷୀ ସଙ୍ଗଠନ ଓ କିଷାନ ମଜଦୁର ମହାସଂଘ ପକ୍ଷରୁ ଏହି ବନ୍ଦ ଡାକରା…