Browsing Category

ଅଘଟଣ

ମହିଳାଙ୍କ ଝୁଲନ୍ତାମୃତ ଦେହ ଉଦ୍ଧାର 

ଭଞ୍ଜନଗର ( ନିଲୁ ବିଷୋୟୀ ) - ଭଞ୍ଜନଗର ଥାନା ଅନ୍ତର୍ଗତ ସହରର ନାରାୟଣ ମନ୍ଦିର ସାହିରେ ବାସ କରୁଥିବା ପୁର୍ଣରାଜୁ ଙ୍କ ସ୍ତ୍ରୀ ରିଙ୍କି ରାଜୁ ( ୩୧) ଆଜି ଅପରାହ୍ନ ୩ଟା ସମୟରେ ଝୁଲନ୍ତାମୃତ ଦେହ ଉଦ୍ଧାର କରାଯାଇଛି। ମିଳିଥିବା ସୂଚନା ମୁତାବକ ଘରର ସମସ୍ତ ପରିବାର ସଦସ୍ୟ ଭୋଜି ଖାଇ ଯାଇ…

ଅଜଣା ଗାଡି ଧକ୍କାରେ ମାଁ ଏବଂ ଛୁଆ ଭାଲୁ ମୃତ

ରେଢ଼ାଖୋଲ ( ଅନିଲ କୁମାର ପୃଷ୍ଟି ) ସମ୍ବଲପୁର ଜିଲ୍ଲା ରେଢାଖୋଲ ବନଖଣ୍ଡ ଚାରମାଳ  ରେଞ୍ଜ ବଂଶାଜାଲ ସେକ୍ସନରେ ଏକ ଭାଲୁ ଓ ତାରଛୁଆ ଅଜଣା ଗାଡି ଧକ୍କାରେ ମୃତ୍ୟୁବରଣ କରିଥିବା ଜଙ୍ଗଲ ବିଭାଗ ସୂତ୍ରରୁ ପ୍ରକାଶ। ସୂଚନା ଅନୁଯାୟୀ, ଆଜି ଭୋରରୁ ରେଢାଖୋଲ ବନଖଣ୍ଡ ଚାରମାଳ ରେଞ୍ଜ ଅଧିନସ୍ଥ…

ଗଛରୁ ପଡ଼ି ନାବାଳକ ମୃତ l 

କାଲିମେଳା(ବି ଶ୍ରୀନିବାସ  ପାତ୍ର): ବରକୋଳି ଗଛରୁ ଖସିପଡ଼ିବାରୁ ଜଣେ ନାବାଳକ ମୃତ୍ୟୁ ହୋଇଛି। ଘଟଣାଟି ଘଟିଛି କାଲିମେଳା ବ୍ଲକ ଅନ୍ତର୍ଗତ ବେଜାଙ୍ଗିବାଡ଼ା ପଞ୍ଚାୟତର  ବେହେରାଗୁଡ଼ା ଗ୍ରାମରେ । ମୃତକଜଣକ ହେଲେ ଭଗବାନ ବେହେରାଙ୍କ ୯ ବର୍ଷର ପୁଅ ସୁମନ ବେହେରା। ସୁମନ ନିଜ ସାଙ୍ଗମାନଙ୍କ ସହ…

ପାଳଗଦାରେ ନିଆଁ ଲାଗି ବୃଦ୍ଧା ମୃତ ।

ରେଢ଼ାଖୋଲ ( ଅନିଲ କୁମାର ପୃଷ୍ଟି ) ଆଜି ସକାଳୁ ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଥାନା, କଦଳୀଗଡ ପଞ୍ଚାୟତ,ସାମସିଙ୍ଗା ଗାଁ ର  ୬୦ ବର୍ଷୀୟ ବୃଦ୍ଧା ପାଞ୍ଚ ବେହେରା ,ନିଜ ପୁଆଳ ଭାଡ଼ି ରେ ଅଳିଆ ସଫା କରିବା ସମୟରେ ବୃଦ୍ଧାଙ୍କ ଦେହରେ ନିଆଁ ଲାଗିଥିଲା, ଫଳରେ ସମ୍ପୂର୍ଣ୍ଣ ଶରୀର ପୋଡିଯାଇଥିବା…

କିଏ ଭାବିବ ଏଇ ଜନ୍ତୁ ଜଣକ ବାଇକ ଚୋର ବୋଲି !!!

ଅପରାଧର ନିଆରା ଶୈଳୀ ଆପଣେଇଥିଲେ ଯୁବକ  ଯୁବତୀ ବେଶରେ ଅପରାଧ କରୁଥିଲେ, ଆଜି ବନ୍ଧା ହେଲେ   ଝାରସୁଗୁଡ଼ା :(ସୁଭାଷ ସହାରେ)-ଅପରାଧପ୍ରବଣତା ମଣିଷକୁ ନୂଆ ନୂଆ ଉପାୟ ଅବଲମ୍ବନ କରି ଅପରାଧ କରିବାକୁ ପ୍ରୋତ୍ସାହନ ଯୋଗାଏ। ଅପରାଧି ଥରେ ଥରେ ଏପରି ଉପାୟ ଅବଲମ୍ବନ କରେ ଯେ ଶୁଣିଲେ ଆଶ୍ଚର୍ଯ୍ୟ…

୭୦ ବର୍ଷର ବରିଷ୍ଠ ନାଗରିକଙ୍କ ଆତ୍ମହତ୍ୟା। 

ଝାରସୁଗୁଡ଼ା :(ସୁଭାଷ ସହାରେ) -ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ଥାନା ଅନ୍ତର୍ଗତ ଗଣେଶନଗର ବାବାପଡ଼ାରେ ଜଣେ ୭୦ ବର୍ଷ ବୟସ୍କ ବରିଷ୍ଠ ନାଗରିକ ବେକରେ ଲୁଙ୍ଗି ଗୁଡ଼ାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ସମିଲ ତାଣ୍ଡି ନାମକ ଏହି ବରିଷ୍ଠ ନାଗରିକ କିଛିଦିନ ହେଲା ମାନସିକ ଚାପରେ ଥିଲେ  ବୋଲି…

ଅପରାଧିଙ୍କ ପାଇଁ ସ୍ବର୍ଗ ପାଲଟିଛି ରମ୍ପେଲା ବ୍ରିଜ। 

ଝାରସୁଗୁଡ଼ାରେ ସକ୍ରିୟ ହେଲେ ଲୁଟେରା ଗ୍ୟାଙ୍ଗ  ଝାରସୁଗୁଡ଼ା :(ସୁଭାଷ ସହାରେ) - ଦିନକୁ ଦିନ ଅପରାଧୀମାନଙ୍କ ପ୍ରଭାବ ଝାରସୁଗୁଡ଼ା ଜିଲ୍ଲାରେ ବଢ଼ି ଚାଲିଛି। କୌଣସି ସ୍ଥାନରେ ଏକାକୀ ରାତ୍ରିରେ ଯାତ୍ରା କରିବାକୁ ସୁରକ୍ଷିତ ମନେ କରୁନାହାଁନ୍ତି ଲୋକେ। ଏବେ ପୁଣି ଥରେ ସକ୍ରିୟ ହୋଇପଡ଼ିଛନ୍ତି…

୨୨ ଦିନ ପରେ ନାଳରୁ ଉଦ୍ଧାର ହେଲା ନିଖୋଜ ଯୁବକର ମୃତଦେହ; ହତ୍ୟା ସନ୍ଦେହ 

ଭଞ୍ଜନଗର ( ନିଲୁ ବିଷୋୟୀ ) - ଗଂଜାମ ଜିଲ୍ଲା ତାରସିଂ ଥାନା ଅଧିନ ଟାଙ୍ଗଣ ଗ୍ରାମ  ନିକଟସ୍ଥ କତରା ନାଳ ନିକଟରୁ ଆଜି ଜଣେ ଯୁବକଙ୍କ ଗଳିତ ଶବ ଉଦ୍ଧାର କରିଛି ତାରସିଂ ପୋଲିସ। ମୃତ ଯୁବକ ଜଣକ ହେଉଛନ୍ତି ଟାଙ୍ଗଣ ଗ୍ରାମର କୋକ ସାହୁଙ୍କ ପୁଅ ମିଥୁନ ସାହୁ(୨୪)। ପ୍ରକାଶ ଯେ ମିଥୁନ ଚଳିତ ମାସ ୨…

ଦୁର୍ଗାପ୍ରସାଦ ରୁ ଗଞ୍ଜେଇ ଓ କାର ଜବତ ସହ ୨ ଗିରଫ

  ଭଞ୍ଜନଗର ( ନିଲୁ ବିଷୋୟୀ ) - ଗଂଜାମ - କନ୍ଧମାଳ ସୀମାନ୍ତ ଦୁର୍ଗା ପ୍ରସାଦ ଠାରେ ଭଞ୍ଜନଗର ପୋଲିସ ସୋମବାର ସନ୍ଧ୍ୟାରେ ପେଟ୍ରୋଲିଂ କରୁଥିବା ସମୟରେ ଏକ ହୋଣ୍ଡାସିଟି କାରରେ ଗଞ୍ଜେଇ ଚାଲାଣ ହେଉଥିବା ଜାଣିବାକୁ ପାଇଥିଲା। ପୋଲିସ ଉକ୍ତ କାରଟିକୁ ଅଟକାଇ ଜବତ କରିବା ସହ ସେଥିରୁ ୫୪.୪୬୦…

ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ।

ରେଢାଖୋଲ ( ଅନିଲ କୁମାର ପୃଷ୍ଟି ) ସମ୍ବଲପୁର ଜିଲ୍ଲା ରେଢାଖୋଲ ସହର ଅଞ୍ଚଳର ଜଣେ ନାବାଳିକାକୁ ଅପହରଣ କରି ଦୁଷ୍କର୍ମ କରି ଥିବା ନେଇ ପିଡିତାଙ୍କ ବାପା ରେଢାଖୋଲ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।ଅଭିଯୋଗ ପରେ ପୋଲିସ ଥାନା କେସ ନମ୍ବର ୨୨୩/୨୦୨୦ ପୋକ୍ସ ଆକ୍ଟରେରେ ଏକ ମାମଲା ରୁଜୁ କରିଛି।…