ଅଜଣା ବ୍ୟକ୍ତିଙ୍କ ବେକରେ ଗାମୁଛା ବାନ୍ଧି ଆତ୍ମହତ୍ୟା ।

0 2

ମାଲକାନଗିରି/ବି ଶ୍ରୀନିବାସ ପାତ୍ର :  ସଦର ମହକୁମା ନିକଟସ୍ଥ କାଦବାହାଲ ଗ୍ରାମରେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଗ୍ରାମ ନିକଟସ୍ଥ ପାହାଡ଼ ଉପରେ ଜଣେ ବ୍ୟକ୍ତି ଙ୍କ ଲାଶ ଗାମୁଛା ରେ ଓହଳି ରହିଥିବା ଦେଖିବାକୁ ମିଳିଥିଲା ।  ପାହାଡ ଉପରେ ଥିବା ସାଗୁଆନ ଗଛରେ ଗାମୁଛା ସାହାଯ୍ୟରେ ଆତ୍ମହତ୍ୟା କରିଥିଲେ ।ପରେ ଖବର ପାଇ ମାଲକାନଗିରି ପୋଲିସ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି।  ପ୍ରାଥମିକ ତଦନ୍ତରୁ ଲୋକଟିର ନାମ ଦେବେନ ହାଂସଦା ବୋଲିଜଣା ପଡିଥିବା ବେଳେ ପୋଡ଼ଶୀ ଛତିଶଗଡ଼ ରାଜ୍ୟ ସୁକୁମା ଅଞ୍ଚଳର ବୋଲି ଜଣା ପଡ଼ିଛି ।

Leave A Reply

Your email address will not be published.