Sign in
Sign in
Recover your password.
A password will be e-mailed to you.
Browsing Category
ଅଘଟଣ
ଚାଲିଗଲେ ମୀନା ଅପା
ବରିଷ୍ଠ ଆଇନଜୀବୀ ବନଲତା ପ୍ରଧାନଙ୍କ ଦେହାନ୍ତ
ପୁରୀ: ପୁରୀ ସହରରେ ମୀନା ଅପା ଭାବେ ପରିଚିତ ତଥା ମହିଳା ଆଇନଜୀବୀ ଶ୍ରୀମତୀ ବନଲତା ପ୍ରଧାନଆଉ ନାହାନ୍ତି | ମସ୍ତିସ୍କ ଆଘାତ (ବ୍ରେନ ଷ୍ଟ୍ରୋକ) ଜନିତ ଅସୁସ୍ଥତା କାରଣରୁ ଆଜି ୫୭ବର୍ଷ ବୟସରେ ତାଙ୍କର ପରଲୋକ ହୋଇଯାଇଛି । କିଛି ଦିନ ତଳେ…
ବିଇଓ କାର୍ଯ୍ୟାଳୟର କନିଷ୍ଠ କିରାଣୀଙ୍କ ଘରେ ଭିଜିଲାନ୍ସ ରେଡ଼
ବଲାଙ୍ଗୀର(ନିରୋଜ ମିଶ୍ର) କିଛି ମାସ ପୂର୍ବରୁ ବଲାଙ୍ଗିର ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ୟ୍ୟାଳୟରେ ପେନସନ୍ ଟଙ୍କାରେ ଚଞ୍ଚକତା କରାଯାଇ ୧ କୋଟି ୭୧ ଲଖ୍ୟ ଟଙ୍କା ଆତ୍ମସାତ୍ କରାଯାଇଥିବା ଅଭିଯୋଗ ହୋଇଥିଲା । ଏହି ଘଟଣାରେ ବିଇଓ କାର୍ଯ୍ୟାଳୟର କନିଷ୍ଠ କିରାଣୀ ପ୍ରମୋଦ ରଥଙ୍କୁ ନିଲମ୍ବିତ…
ବେଲପାହାଡ଼ରେ ଛୁରାମାଡ଼ରେ ଜଣେ ଆହତ। ଅଭିଯୁକ୍ତକୁ ଅଟକ ରଖିଲା ପୋଲିସ।
ଝାରସୁଗୁଡ଼ା :(ସୁଭାଷ ସହାରେ) :ଝାରସୁଗୁଡ଼ା ଜିଲ୍ଲାର ବେଲପାହାଡ଼ର ଜାହାଜପଡ଼ାରେ ଏକ ମଟନ ଦୋକାନରେ ଛୁରାମାଡ଼ ହୋଇ ମଣ୍ଡଳିଆ ଅଞ୍ଚଳର ଜଣେ ୧୭ ବର୍ଷ ବୟସ୍କ ତରୁଣ ଆହତ ହୋଇଛନ୍ତି। ତରୁଣଟିର ନାମ ସୋନି ସାହୁ ଓ ସେ ଉକ୍ତ ମଟନ ଦୋକାନରେ କାମ କରୁଥିଲା। ଅଭିଯୁକ୍ତର ନାମ ମହମ୍ମଦ ଚାନ୍ଦ ଓ ସେ…
ବଦାଙ୍ଗି ଠାରେ ହାତୀ ଆକ୍ରମଣରେ ଜଣେ ମୃତ ଜଣେ ଗୁରୁତର
ଭଞ୍ଜନଗର ( ନିଲୁ ବିଷୋୟୀ ) - ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଗାଲେରି ନିକଟସ୍ଥ ବଦାଙ୍ଗି ନୂଆଁପଲ୍ଲୀ ରେ ହାତୀଆକ୍ରମଣରେ ଜଣେ ମୃତ ଓ ଜଣେ ଗୁରୁତର ଭାବେ ଥିବା ଖବର ମିଳିଛି । ୨୨ ଟିକିଆ ହାତୀପଲ ସେହି ଅଞ୍ଚଳରେ ଗତକିଛିଦିନ ଧରି ଉପଦ୍ରବ ଚଳାଇଆସୁଥିଲେ । ଆଜି ହାତୀ ପଲକୁ ଘଉଡାଉଥିବା ବେଳେ ହାତୀ…
ବୁଠିପଦର ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ : ୪ ବଖରା ସହ ଲକ୍ଷାଧିକ ତାଙ୍କର ସମ୍ପତ୍ତି ଭସ୍ମୀଭୂତ ।
ବୀରମହାରାଜପୁର - (ଉପଖଣ୍ଡ ପ୍ରତିନିଧି ବିନୋଦ ପାଣ୍ଡେ ) : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକର ଖଣ୍ଡହତା ପଞ୍ଚାୟତ ଅନ୍ତର୍ଗତ ବୁଠିପଦର ଗ୍ରାମରେ କୌଣସି କାରଣରୁ ଦୁଇଟି ପରିବାରର ୪ ବଖରା ଘର ସମ୍ପୂର୍ଣ୍ଣ ଜଳି ପାଉଁଶ ହୋଇଯାଇଛି । ଗ୍ରାମର ଶ୍ୟାମସୁନ୍ଦର ପଧାନ ଓ ଦୁର୍ଯ୍ୟୋଧନ…
ବନ୍ଧୁକ ଲାଇସେନ୍ସ ପାଇବାକୁ ମିଛ ଅଭିଯୋଗ ନାଟକ
ଓଡ଼ଗାଁ,(ଶ୍ରୀକାନ୍ତ କୁମାର ମିଶ୍ର): ଓଡ଼ଗାଁ ଥାନାରେ ତଦନ୍ତ ପରେ ଅଭିଯୋଗ କାରୀଙ୍କ ଅଭିଯୋଗ ମିଥ୍ୟା ବୋଲି ଧରା ଧରାପଡ଼ିଲା । ଫଳରେ ଅଭିଯୋଗକାରୀ ହଟହଟା ହେବା ସହିତ ପୋଲିସକୁ ଏନେଇ ଅଯୋଥା ସମୟ ଦେବାକୁ ପଡ଼ିଥିଲା । ଭବିଷ୍ୟତରେ ଆଉ ଏଭଳି କରିବି ନାହିଁ ବୋଲି ଲିଖିତ ପ୍ରତିଶ୍ରୁତି ଦେବା…
“ଅନ୍ନଦାତାଙ୍କ ପ୍ରତି ସମର୍ପିତ ମୋଦି ସରକାର” ପୁସ୍ତକ ଉନ୍ମୋଚନ କଲେ ଧର୍ମେନ୍ଦ୍ର
ଓଡ଼ିଶାର ଚାଷୀଙ୍କୁ ନୂତନ କୃଷି ଆଇନ ଉପରେ ସଚେତନ କରିବା ସହ ଭ୍ରାନ୍ତ ଧାରଣାକୁ ଦୂର କରିବ:ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର,(ଶାସକ ପ୍ରଶାସକ) : ନୂଆ କୃଷି ଆଇନ ଉପରେ ଲିଖିତ ପୁସ୍ତକ “ଅନ୍ନଦାତାଙ୍କ ପ୍ରତି ସମର୍ପିତ ମୋଦି ସରକାର” ଓଡ଼ିଶାର ଚାଷୀଙ୍କୁ ନୂତନ କୃଷି ଆଇନ ଉପରେ ସଚେତନ କରିବା…
ଲିପୁନ୍ ନିଖୋଜ ଘଟଣାକୁ ୬ ମାସ ପୂରିଲା, ପୁଲିସ୍ ହାତ ଖାଲି, ପରିବାର ହତାଶ
(ରେଢାଖୋଲ ସ୍ୱତନ୍ତ୍ର ଉପଖଣ୍ଡ ପ୍ରତିନିଧି ଶ୍ରୀୟାସ୍ମିତା ସାମଲ )ଯୁଯୁମୁରା: ସମ୍ବଲପୁର ଜିିଲ୍ଲା ଯୁଯୁମୁରା ଥାନା କୟାକୁଦ ପଞ୍ଚାୟତ ଗଇଲଗୁଡି ଗାଁରେ ଗତ ଜୁନ୍ ମାସ ୧୯ ତାରିଖ ଅପରାହ୍ନରେ ଭ୍ରମର ଶବରଙ୍କ ୨ ବର୍ଷର ପୁଅ ଲିପୁନ ନିଖୋଜ ହେବା ଘଟଣାକୁ ଇତି ମଧ୍ୟରେ ୬ ମାସ ପୂରିଛି। ହେଲେ…
ଚିକିଲି ଠାରେ ବିଦ୍ୟୁତ ଖୁଣ୍ଟ ଓ ଟ୍ରାକ୍ଟର କୁ ପିଟିଲା କାର ; ଚାଳକ ଚମ୍ପଟ
ଭଞ୍ଜନଗର / ଜଗନ୍ନାଥ ପ୍ରସାଦ ( ନିଲୁ ବିଷୋୟୀ ) - ଜଗନ୍ନାଥ ପ୍ରସାଦ ଥାନା ଅନ୍ତର୍ଗତ ଚିକିଲି ଗ୍ରାମ ଛକ ମୁଖ୍ୟ ସଡ଼କ କଡ଼ରେ ଥିବା ବିଦ୍ୟୁତ ଖୁଣ୍ଟ ଓ ଟ୍ରାକ୍ଟର ଗାଡିକୁ ଶୁକ୍ରବାର ରାତି ସମୟରେ ଏକ କାର ଭାରସାମ୍ୟ ହରାଇ ପିଟି ହୋଇଯାଇଛି। ସୂଚନା ମୁତାବକ ତିନୋଟି ନୂତନ ଟ୍ରାକ୍ଟର ଭଞ୍ଜନଗର…
ଗଛ ପଡି ଘର ଧ୍ୱସ୍ତ
ବରଗଡ :- ଆଜି ମଧ୍ୟରାତ୍ରି ପ୍ରାୟ ଦୁଇ ଘଣ୍ଟା ସମୟରେ ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ ସରେଇକେଲା ଗ୍ରାମପଞ୍ଚାୟତ ଵୈତାଳଭଟା ଗ୍ରାମର ସୁରେଖା ପ୍ରଧାନ ଙ୍କର ଘର ଉପରେ ଏକ ସେସୁଆଁ ଗଛ ପଡି ତାଙ୍କର ଦୁଇ ବଖରା ଘର ସମ୍ପୂର୍ଣ୍ଣ ଭାବରେ ଭାଙ୍ଗି ଯାଇଛି । ପ୍ରତକ୍ଷ ଦର୍ଶୀଙ୍କର କହିବା ମୁତାବକ ଗତ…