Browsing Category

ଅଘଟଣ

କୁଶପଲ୍ଲୀ ଗ୍ରାମରେ ଧାନ ଗଦାରେ ଅଗ୍ନିକାଣ୍ଡ ଘଟି ବ୍ୟାପକ ଧାନ ଫସଲ ନଷ୍ଟ 

ଭଂଜନଗର( ନିଲୁ ବିଷୋୟୀ ) -  ଭଞ୍ଜନଗର ନିକଟସ୍ଥ କୁଶପଲ୍ଲୀ ଗ୍ରାମରେ ଗୁରୁବାର ଧାନଖଳାରେ ଅଗ୍ନିକାଣ୍ଡ ଘଟି ୬ ପରିବାରର ୧୦ ଏକର ରୁ ଉର୍ଦ୍ଧ୍ବ ଧାନ ଫସଲ  ପୋଡି ପାଉଁଶ ହୋଇଯାଇଛି। ଅଗ୍ନି ବିପନ୍ନମାନେ ହେଲେ ଶୁକୁରୁ ପାତ୍ର,ସୁରେନ୍ଦ୍ର ପଲେଇ,ପୂଣ୍ଣ ଚନ୍ଦ୍ର ସ୍ବାଇଁ,ଶୁରେଷ ପାତ୍ର,ରିତା…

ପଇସା ପାଇଁ ପଶୁ ପାଲଟୁଛି ମଣିଷ 

 ପୁଣି ଦନ୍ତାହାତୀ ଶିକାର, ନୃଶଂସ ଭାବେ କାଟିନେଲେ ମୁଣ୍ଡ ଓ ଦାନ୍ତ କ୍ଷେତ୍ର ପରିଦର୍ଶନ କଲେ ଡିଏଫଓ, ଆରସିସିଏଫ୍ ବାରିପଦା,(ଦିଲ୍ଲୀପ ମହାନ୍ତି ): ଶିମିଳିପାଳ ଅଭୟାରଣ୍ୟ ସୀମାବର୍ତ୍ତୀ ଅଞ୍ଚଳରେ ପୁଣି ଏକ ଦନ୍ତାହାତୀ ଶିକାର। ବାରିପଦା ବନଖଣ୍ଡ ଅନ୍ତର୍ଗତ କପ୍ତିପଦା ରେଞ୍ଜ…

ଲାତୁରପେଟରେ ମହିଳାଙ୍କ ଶବ ଉଦ୍ଧାର ଘଟଣା : ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ, ଥାନାରେ ମାମଲା । 

ବୀରମହାରାଜପୁର(ବିନୋଦ ପାଣ୍ଡେ ): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଅନ୍ତର୍ଗତ ଲାତୁରପେଟରେ ଗ୍ରାମ ନିକଟସ୍ଥ ଏକ ଆମ୍ବ ବଗିଚାରୁ ଗତ ରବିବାର ସନ୍ଧ୍ୟା ରେ ଜଣେ ବିବାହିତା ମହିଳାଙ୍କ ଶୁଭ୍ରକାନ୍ତି ଭୋଇ (୩୬)ଙ୍କ ମୃତ ଦେହ ଉଦ୍ଧାର ହୋଇଥିଲା । ମହିଳାଙ୍କ ବେକରେ ରଶି ଲାଗିଥିବାରୁ…

ପୋଲିସ ଓ ମାଓବାଦୀ ମଧ୍ୟରେ ଗୁଳି ବିନିମୟବହୁ ମାଓ ସାମଗ୍ରୀ ଜବତ ।

  ମାଲକାନଗିରି (ବି ଶ୍ରୀନିବାସ ପାତ୍ର) ଜିଲ୍ଲା ସୀମାନ୍ତ ରାଜ୍ୟ ଛତିଶଗଡ ର ବିଜାପୁର ଜିଲ୍ଲା ର ଗାଙ୍ଗୁଲୁର ଥାନା ଅନ୍ତର୍ଗତ ଇତାବାର ଓ ଲେନ୍ଦ୍ରା ଗ୍ରାମ ର ନିକଟରେ ଥିବା ଜଙ୍ଗଲ ମଧ୍ୟରେ ପୋଲିସ ଓ ମାଓବାଦୀ ମଧ୍ୟରେ ଗୁଳି ବିନିମୟ କେହି ଭି ହତା ହତ ହୋଇ ନାହାନ୍ତି l ଏସ.ପି.କମଳଲୋଚନ…

ସମ୍ବଲପୁର ସହରରେ ଛୁରାମାଡ

(ରମାକାନ୍ତ ବିଶ୍ବାଳ)ସମ୍ବଲପୁର :  ସମ୍ବଲପୁର ରେ ପୁଣି ଛୁରା ମାଡ । ଟାଉନ ଥାନା ଅର୍ନ୍ତଗତ ସେନପାର୍କ ନିକଟରେ ବୁଧଵାର ସଧ୍ୟାରେ ଗୋଷ୍ଟି ସଂଘଷ ଯୋଗୁଁ ଛୁ୍ରା ମାଡ ହୋଇଛି । ସାକ୍ଷୀପଡା ଅଂଚଳ ଶେଖ ଇମ୍ରାନ ସେନପାର୍କ ନିକଟେ ଥିବା ବେଳେ ପୁର୍ବ ଶତ୍ରୁତା ନେଇ କିଛି ଯୁବକ ସହ ଯୁକ୍ତିତର୍କ…

ରେଲ ଲାଇନ ନିକଟରୁ ଏକ ଅଜଣା ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର।

କଣ୍ଟାବାଞ୍ଜି(ଚୁଡାମଣି ସୁନା)ମହୁଳବାହାଳି  ରେଲ ଲାଇନ ନିକଟରୁ ଜଣେ ଅଜଣା ବ୍ୟକ୍ତି(୫୫) ଙ୍କ ମୃତ ଦେହ କଣ୍ଟାବାଞ୍ଜି ଜି.ଆର. ପି ପୋଲିସ ଦ୍ୱାରା ଉଦ୍ଧାର ହୋଇଛି । ଏଯାଏଁ ମୃତକ ଙ୍କ ପରିଚୟ ମିଳି ପାରି ନଥିବା ବେଳେ ଏହା ଉପରେ କଣ୍ଟାବାଞ୍ଜି ଜି. ଆର. ପି ପୋଲିସ ଏକ ଅପମୃତୁ ମାମଲା ରୁଜୁ କରି…

ମାହାଙ୍ଗା ଡବଲ ମର୍ଡର ଘଟଣାରେ ନୂଆ ମୋଡ

 "ମତେ ଘରେ ପଶି ଲଙ୍ଗଳା କରି ବାପା ପୁଅ ମାରିଥିଲେ" କଟକ (ଶାସକ ପ୍ରଶାସକ) : ମାହାଙ୍ଗା ବ୍ଲକ ପୂର୍ବତନ ଅଧ୍ୟକ୍ଷ କୁଳମଣି ବରାଳଙ୍କ ଜଘନ୍ୟ ହତ୍ୟାକାଣ୍ଡ ପଛରେ କୌଣସି ରାଜନୈତିକ ଶତ୍ରୁତା ନାହିଁ | ଏହା ବ୍ୟକ୍ତିଗତ ଶତ୍ରୁତା ଓ ପ୍ରତିଶୋଧ ପରାୟଣତା ଯୋଗୁ ହୋଇଛି | ଏ କଥା ସ୍ଵୀକାର କରିଛି…

ଗୋଳାବନ୍ଧ ଗ୍ରାମରେ ଅଗ୍ନିକାଣ୍ଡ ଘଟି ୫ ପରିବାର ସର୍ବସାନ୍ତ 

ଭଞ୍ଜନଗର ( ନିଲୁ ବିଷୋୟୀ ) - ଭଞ୍ଜନଗର ବ୍ଲକ ଅନ୍ତର୍ଗତ ହରିଗଡ ପଞ୍ଚାୟତର ଗୋଳାବନ୍ଧ ଗ୍ରାମରେ ମଙ୍ଗଳବାର ମଧ୍ୟ ରାତ୍ରି ରେ  ଅଗ୍ନିକାଣ୍ଡଘଟି ୫ ପରିବାରର ଘର ସମ୍ପୂର୍ଣ୍ଣ ପୋଡି ପାଉଁଶ ହୋଇଯାଇଛି। ମିଳିଥିବା ସୂଚନା ମୁତାବକ ମଙ୍ଗଳବାର ମଧ୍ୟ ରାତ୍ରିରେ ସମସ୍ତେ ଶୋଇଥିବା ସମୟରେ କୈଣସି ଏକ…

ଲାଞ୍ଚ ମାମଲାରେ ଭିଜିଲାନ୍ସଦ୍ୱାରା ଗିରଫ ହେଲେ ଏନଆରଏଚଏମ୍  ଡିପିଏମ ସୁଦୀପ କେଶ । 

ମାଲକାନଗିରି (ବି ଶ୍ରୀନିବାସ ପାତ୍ର) : ଭିଜିଲାନ୍ସ ଜାଲରେ ସ୍ୱାସ୍ଥ୍ୟ ବିଭାଗ ରେ କାର୍ଯ୍ୟରତ ଏନ ଆର ଏଚ ଏମ ଡିପିଏମ ସୁଦୀପ କେଶ । ଖବର ଅନୁସାରେ ସୂଚନା ପାଇ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ କାର୍ଯ୍ୟାଳୟ ଠାରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିଲା  ଚଢ଼ାଉ ସମୟରେ ଏନଆରଏଚଏମ୍…

ଜୁଆ ଆଡା ଉପରେ ଭଂଜନଗର ପୋଲିସର ଚଢ଼ାଉ ; ୫ ଗିରଫ 

ଭଂଜନଗର ( ନିଲୁ ବିଷୋୟୀ ) - ଭଂଜନଗର ଥାନା ଅନ୍ତର୍ଗତ ନବଗୋଛା ଠାରେ ଚାଲିଥିବା ଏକ ଜୁଆ ଆଡା ଉପରେ ଭଂଜନଗର ପୋଲିସ କୌଣସି ସୂତ୍ରରୁ ଖବର ପାଇ ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁଙ୍କ ନେତୃତ୍ୱରେ ଉକ୍ତ ଜୁଆ ଆଡା ଉପରେ ଚଢ଼ାଉ କରି ସେଠାରୁ ୫ପାଞ୍ଚ ଜଣ ଜୁଆଡି ଙ୍କୁ ଗିରଫ କରିଛି। ଏଥି ସହିତ…