Sign in
Sign in
Recover your password.
A password will be e-mailed to you.
Browsing Category
ଅଘଟଣ
ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଦୁଇ ମୃତ ଓ ଦୁଇ ଗୁରୁତର
ବରଗଡ:-ବରଗଡ ଜିଲ୍ଲା ପାଇକମାଲ ବ୍ଲକ ଲଉଡ଼ମାଲ ଗ୍ରାମ ନିକଟରେ ବିଜୁ ଏକ୍ସପ୍ରେସ ୱେରେ କିଛି ସମୟ ପୂର୍ବରୁ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଯାଇଛି । ହସ୍ତଗତ ହୋଇଥିବା ଖବର ଗୋଟେ ବାଇକରେ ବୁଟୁରାଖମାର ଗ୍ରାମର ତିନିଜଣ ଯୁବକ ଯାଉଥିବା ସମୟରେ ରେ ଜଣେ ସାଧାରଣ ଲୋଜକୁ ବାଇକ ଅରୋହି ଧକ୍କା…
ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ ରେଡାଖୋଲ ଏସଡିଏମଓ।
ସମ୍ବଲପୁର,(ରମାକାନ୍ତ ବିଶ୍ବାଳ)/ରେଢ଼ାଖୋଲ ( ଅନିଲ କୁମାର ପୃଷ୍ଟି ) :ସମ୍ବଲପୁର ଜିଲ୍ଲା ରେଢାଖୋଲ ଉପଖଣ୍ଡ ଚିକିତ୍ସାଳୟର ଅଧ୍ୟକ୍ଷ ଡ଼ଃ ବିପନ ବିହାରୀ ସାହୁ ସମ୍ବଲପୁର ଭିଜିଲାନ୍ସ ଜାଲରେ । ସୂଚନାଯୋଗ୍ୟ ଯେ ଏକ ରୋଗୀଙ୍କ ହାଇଡ୍ରୋସିଲ ଅସ୍ତ୍ରୋପଚାର ଓ ଡାକ୍ତରଖାନାରୁ ଡିସଚାର୍ଜ ପାଇଁ ଡଃ…
ତୁମୁଡିବନ୍ଧ ବ୍ଲକ ଅଞ୍ଚଳରେ ହାତୀ ଆତଙ୍କ
ଘୁ.ଉଦୟଗିରି(ଗଗନ କୁମାର ପ୍ରଧାନ): କିଛି ଦିନ ହେବ ତୁମୁଡିବନ୍ଧ ବ୍ଲକ ଅଞ୍ଚଳରେ ହାତୀ ଆତଙ୍କ ଦେଖିବାକୁ ମିଳିଛି I ପ୍ରାପ୍ତ ସୂଚନା ଅନୁଶାରେ ଗତ କିଛି ଦିନ ହେଲା କଳାହାଣ୍ଡି ବନ୍ୟାଞ୍ଚଳରୁ ୪ ଗୋଟି ହାତୀ କନ୍ଧମାଳ ଜିଲ୍ଲାର ତୁମୁଡିବନ୍ଧ ବନ୍ୟାଞ୍ଚଳକୁ ଆସିଥିବାର ସୂଚନା ମିଳିଛି l କିଛି ଦିନ…
ଅଜଣା ଗାଡ଼ି ଧକ୍କାରେ ସାଇକେଲ ଆରୋହୀଙ୍କ ମୃତ୍ୟୁ
ଝାରସୁଗୁଡ଼ା :(ସୁଭାଷ ସହାରେ): ଝାରସୁଗୁଡା ସହର ଉପକଣ୍ଠ ସୁନାରୀମୁଣ୍ଡା ନିକଟରେ ଥିବା ଏକ ହୋଟେଲ ସମ୍ମୁଖରେ ଜଣେ ସାଇକେଲ ଆରୋହୀଙ୍କୁ ଏକ ଅଜଣା ଗାଡ଼ି ଧକ୍କାରେ ତାର ମୃତ୍ୟୁ ଘଟିଛି । ମୃତକ ଭାଗିପାଲି ଗ୍ରାମର ଚନ୍ଦ୍ର ଶେଖର ସେଠୀ(୭୦) ବୋଲି ଜଣାପଡିଛି।ମୃତକ ସାଇକେଲ ରେ ଯାଉଥିବା ବେଳେ ଏକ…
ଦନ୍ତା ହାତୀ ଆକ୍ରମଣରେ ମା ଓ ପୁଅଙ୍କ ମୃତ୍ୟୁ -ଗୁରୁତର ବାପା ଡାକ୍ତରଖାନାରେ ଭର୍ତ୍ତି।
ସମ୍ବଲପୁର, (ରମାକାନ୍ତ ବିଶ୍ବାଳ): ଦନ୍ତା ହାତୀ ଆକ୍ରମଣରେ ମାଁ ଏବଂ ପୁଅଙ୍କ ଘଟଣା ସ୍ଥଳରେ ମୃତ୍ଯୁ।ସମ୍ବଲପୁର ଜିଲ୍ଲାର ଜମକିରା ଫରେଷ୍ଟ ରେଂଜ ଅନ୍ତର୍ଗତ ମହଦା ପଞ୍ଚାୟତର ଆଖାଡାଦାଣ୍ଡ ଗାଁ ନିକଟରେ ଘଟିଛି ଏହି ଅଭାବୀୟ ଘଟଣା। ଗୁରୁତର ଅବସ୍ଥାରେ ବାପାଙ୍କୁ ଡାକ୍ତରଖାନାରରେ ଭର୍ତ୍ତି …
ଯୁବକଙ୍କ ଝୁଲନ୍ତା ଅବସ୍ଥାରେ ଶବ ଉଦ୍ଧାର
ଝାରସୁଗୁଡ଼ା :(ସୁଭାଷ ସହାରେ)-ଝାରସୁଗୁଡ଼ା, ଲଖନପୁର: ଜିଲ୍ଲା ଲଖନପୁର ଥାନା ଅଧିନସ୍ଥ ଢୋଲବାହାଲ ଜଙ୍ଗଲ ନିକଟରେ ଥିବା ଗୋଟିଏ ମହୁଲ ଗଛରେ ଜଣେ ଯୁବକଙ୍କ ଝୁଲନ୍ତା ଅବସ୍ଥାରେ ଶବ ଉଦ୍ଧାର କରଯାଇଛି । ଲଖନପୁର ପୋଲିସ ଶୁତ୍ରରୁ ମିଳିଥିବା ସୂଚନା ଅନୁସାରେ ମୃତକ ଜଣଙ୍କ ହେଉଛନ୍ତି ଢୋଲବାହାଲ…
ଗାଡ଼ି ଯାଞ୍ଚ ସମୟରେ ୧୦ କେଜି ରୁ ଉର୍ଦ୍ଧ ଗଞ୍ଜେଇ ଜବତ୍
ଝାରସୁଗୁଡ଼ା :(ସୁଭାଷ ସହାରେ)-ଆଜି ଝାରସୁଗୁଡ଼ା ପୋଲିସ କୁ ମିଳିଛି ବଡ଼ ସଫଳତା। ଝାରସୁଗୁଡ଼ା ସରବାହାଲ ନିକଟରେ ଗାଡ଼ି ଯାଞ୍ଚ ସମୟରେ ୧୦ କେଜି ରୁ ଉର୍ଦ୍ଧ ଗଞ୍ଜେଇ ଜବତ୍ କରିଛି ଝାରସୁଗୁଡ଼ା ପୋଲିସ।
ଘଟଣା ରୁ ଜଣା ପଡିଛି , ଆଜି ସକାଳେ ଝାରସୁଗୁଡ଼ା ପୋଲିସ ଦ୍ବାରା ଗାଡ଼ି ଯାଞ୍ଚ ସମୟରେ…
“ଦେଶୀମାଲ” କଲା କାଳ : ମାଷ୍ଟ୍ରେ ଗଲେ ଜେଲ
କଳାହାଣ୍ଡି /ତୁଳମଣି ନାଗ ( ଶାସକ ପ୍ରଶାସକ) ଜୟପାଟଣା ଥାନା ଅନ୍ତର୍ଗତ ବିଜମରା ଗାଁର ଜୈନିକ ଶିକ୍ଷକ ମୋବାଇଲ ରେ ଏକ ଦେଶୀ ମାଲ ଗୃପ ତିଆରି କରି ସେହି ଗୃପରେ ଜୈନେକା ମହିଳାଙ୍କ ଅଶ୍ଳୀଳ ଭିଡିଓ ପୋଷ୍ଟ କରିଥିଲେ। ପରେ ଭିଡିଓଟି ଭାଇରାଲ ହୋଇଥିଲା। ଖବର ଜାଣି ମହିଳା ଜଣକ ଜୟପାଟଣା ପୋଲିସ…
ବିବାହ ଦିନ ବରକୁ ଉଠାଇ ନେଲା ପୁଲିସ
ବିବାହର ପ୍ରତିଶ୍ରୁତି ଦେଇ ଶାରିରୀକ ସମ୍ପର୍କ, ପରେ ପ୍ରତାରଣା କରି ଅନ୍ୟତ୍ର ବିବାହ ଅଭିଯୋଗ
ବାରିପଦା(ଦିଲ୍ଲୀପ ମହାନ୍ତି )- ବାଜା ରୋଷଣୀ ବଜାଇ ବରଯାତ୍ରୀ ସହିତ ବିବାହ କରିବାକୁ ବାହାରିବ ବର । ସମସ୍ତେ ଖୁସୀ ମନାଉଥିବା ବେଳେ ହଠାତ୍ ପୁଲିସ ପହଁଞ୍ଚି ବରକୁ ଉଠାଇ ନେବା ଭଳି ଏକ ଅଭାବନୀୟ…
କନ୍ୟା ଯାତ୍ରୀ ଗାଡି ଓଲଟି ୩ ମୃତ ଘଟଣା: ଗାଁରେ ଶୋକାକୂଳ ପରିବେଶ
ମୋହନା: ଗଜପତି ଜିଲ୍ଲା ରା. ଉଦୟଗିରି ପଞ୍ଚାୟତ ଅନ୍ତର୍ଗତ କଙ୍କଡ଼ାଗୁଡ଼ା ବୁଲାଣିରେ ଗତ ୧୧ ତାରିଖରେ ବରଘରକୁ କନ୍ୟାଯାତ୍ରୀ ଧରି ଯାଉଥିବା ଏକ ୪୦୭ ମିନିଟ୍ରକ ନଂ- ଓଆର୦୨ କେ୫୮୬୫ ଓଲଟି ପଡିବାରୁ ଘଟଣାସ୍ଥଳରେ ଗାଡ଼ି ତଳେ ଚାପି ହୋଇ ୨ ଜଣ ଯାମଡ଼ିହ ଗ୍ରାମର ଜୟନ୍ତ ଦଳବେହେରା ଓ ଗାୟତ୍ରୀ…