Browsing Category

ଅଘଟଣ

ସାର , ଟିକେ ମଣିଷ ପଣିଆ ଦେଖେଇ ଥିଲେ ହେଇନଥାନ୍ତା !!!!

 ଟିକେ ଗାଡ଼ିରୁ ଓହ୍ଲାଇ ପିଲାଟିର ଭଲମନ୍ଦ ବୁଝିଥିଲେ କଣ ଯୁଗ ଓଲଟି ପଡିଥାନ୍ତା !!!  ବାଇକ ଚାଳକ ଏବଂ ପଦ୍ମପୁର ତହସିଲଦାର କାର ମଧ୍ୟରେ ଦୁର୍ଘଟଣା ପଦ୍ମପୁର- ପଦ୍ମପୁର ଆରଆଇ ଅଫିସ ସମ୍ମୁଖରେ ସନ୍ଧ୍ୟା ପ୍ରାୟ ୭ଟା ସମୟରେ ଜଣେ ବାଇକ ଚାଳକ ଏବଂ ପଦ୍ମପୁର ତହସିଲଦାର ନିଜେ ଚଲାଉଥିବା କାର…

ବେଆଇନ ମଦ ବେପାରକୁ ନେଇ ଗଣ୍ଡଗୋଳ

ବାରିପଦା, (ଦିଲ୍ଲୀପ ମହାନ୍ତି): ବାରିପଦା ଟାଉନ ଥାନା ଅନ୍ତର୍ଗତ ବିଜୟ ରାମଚନ୍ଦ୍ରପୁର ନୁଆସାହି ଅଞ୍ଚଳରେ ଦିର୍ଘଦିନ ଧରି ଚାଲିଥିଲା ବେଆଇନ ଦେଶୀ ଏବଂ ବିଦେଶୀ ମଦ ବିକ୍ରିକୁ ନେଇ ଗଣ୍ଡଗୋଳର ସୂତ୍ରପାତ ହୋଇଛି। ଏନେଇ ସାହିର କିଛି ମହିଳାଙ୍କ ସମେତ ସ୍ଥାନୀୟ ବାସିନ୍ଦା ବାରିପଦା ଅବକାରୀ…

ହୁତୁହୁତୁ ଜଳି ପାଉଁଶ ହୋଇଗଲା ବସ 

ଏଠି ଦମକଳ ଅଫିସରେ ଅଚଳ ଟେଲିଫୋନ ସେବା ଘୁ.ଉଦୟଗିରି(ଗଗନ କୁମାର ପ୍ରଧାନ): କନ୍ଧମାଳ ଅଧିନସ୍ଥ ଘୁ.ଉଦୟଗିରି ସ୍ଥିତ ନୂତନ ବସ ଷ୍ଟାଣ୍ଡରେ ଏକ ଅଭାବନୀୟ ଘଟଣା ଘଟିଛି I ଘୁ.ଉଦୟଗିରି ସ୍ଥିତ ଶ୍ରୀରାମପଦା ସ୍ଥିତ ନୂତନ ବସ ଷ୍ଟାଣ୍ଡରେ ପାର୍କିଂ ହୋଇ ଥିବା ଏକ ଘରୋଇ ବସରେ ପାଖାପାଖି ଅପରାହ୍ନ…

ମାଲକାନଗିରି ଜିଲ୍ଲା ସୀମାନ୍ତରେ ଏନକାଉଣ୍ଟର : ଜଣେ ମାଓବାଦୀ ମୃତ, ମାଓ ସାମଗ୍ରୀ ଜବତ ।

ମାଲକାନଗିରି  (ବି ଶ୍ରୀନିବାସ ପାତ୍ର): ଜିଲ୍ଲା ସୀମାନ୍ତ ଛତିଶଗଡ ବିଜାପୁର ଜିଲ୍ଲା କୁଟରୁ ଥାନା ଅନ୍ତର୍ଗତ କେତୁଲନାର ସୀମା ଜଙ୍ଗଲ ମଧ୍ୟରେ ପୋଲିସ ଓ ମାଓବାଦୀ ମଧ୍ୟରେ ଗୁଳିବିନିମୟ ହୋଇଥିଲା ଏହି ଗୁଳିବିନିମୟ ରେ ମାଓବାଦୀ ସଂଗଠନ ର ଫରସେଗଡ଼ ଆକ୍ସନଟିମ ର ଡେପୁଟି କମାଣ୍ଡର ସାୟବୋ…

ଅଜଣା ବ୍ୟକ୍ତିଙ୍କ ବେକରେ ଗାମୁଛା ବାନ୍ଧି ଆତ୍ମହତ୍ୟା ।

ମାଲକାନଗିରି/ବି ଶ୍ରୀନିବାସ ପାତ୍ର :  ସଦର ମହକୁମା ନିକଟସ୍ଥ କାଦବାହାଲ ଗ୍ରାମରେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଗ୍ରାମ ନିକଟସ୍ଥ ପାହାଡ଼ ଉପରେ ଜଣେ ବ୍ୟକ୍ତି ଙ୍କ ଲାଶ ଗାମୁଛା ରେ ଓହଳି ରହିଥିବା ଦେଖିବାକୁ ମିଳିଥିଲା ।  ପାହାଡ ଉପରେ ଥିବା ସାଗୁଆନ ଗଛରେ ଗାମୁଛା…

କଟାମୁଣ୍ଡ ସହ ଶବ ଜବତ ହତ୍ୟାକାରୀ ଫେରାର ।

ମାଲକାନଗିରି (ବି ଶ୍ରୀନିବାସ ପାତ୍ର) : ପେଡାକୋଣ୍ଡା ପଂଚାୟତ ନିକଟ ଏମଭି ୮୭ ଗ୍ରାମ ଅଞ୍ଚଳରୁ ଏକ ମୁଣ୍ଡ ବିହୀନ ମୃତଦେହ ଉଦ୍ଧାର ହୋଇଛି । ମୃତ ଯୁବକ ଜଣକ ସ୍ଥାନୀୟ ଅଞ୍ଚଳର ହୋଇଥିବା ଜଣାପଡିଛି । ତେବେ ଯୁବକଙ୍କୁ କିଏ, କେମିତି ଏବଂ କେଉଁ କାରଣରୁ ଏଭଳି ବିଭତ୍ସ ହତ୍ୟା କରିଛି ସେନେଇ କିଛି…

ସୁନାପାଲି ଏମଡି ଅଫତାବ ହତ୍ୟାକାଣ୍ଡର ପର୍ଦ୍ଦାଫାସ କଲା ସମ୍ବଲପୁର ପୋଲିସ।

ସମ୍ବଲପୁର (ରମାକାନ୍ତ ବିଶ୍ବାଳ):  ସମ୍ବଲପୁର ଧନୁପାଲି ଥାନା ଅନ୍ତର୍ଗତ ଗେଙ୍ଗୁଟିପାଲି   ଠାରେ  ଘଟିଥିବା ଏମଡି ଅଫତାର ହତ୍ୟାକାଣ୍ଡ ଘଟଣାର ପର୍ଦ୍ଦାଫାସ କରିଛି ସମ୍ବଲପୁର ପୋଲିସ । ଏହି ହତ୍ୟାକାଣ୍ଡ ଘଟଣାରେ ସମ୍ବଲପୁର ଧନୁପାଲି ପୋଲିସ ୨ ଜଣ ଙ୍କୁ ଗିରଫ କରି କୋଟଚାଲାଣ କରିଥିବା…

ମାଛ ମାରିବାକୁ ଯାଇ ହୀରାକୁଦ ଜଳଭଣ୍ଡାରରେ ବୁଡିଯାଇ ଯୁବକ ମୃତ

 ସମ୍ବଲପୁର((ରମାକାନ୍ତ ବିଶ୍ବାଳ): ସମ୍ବଲପୁର ଜିଲ୍ଲା  ରେଙ୍ଗାଲି  ଥାନା  ଅର୍ନ୍ତଗତ  ତୁରିଟିକ୍ରା ଗ୍ରାମରେ ଅଭାଵନିୟ  ଘଟଣା ଘଟିଛି।ମାଛ ମାରିବାକୁଯାଇ ହୀରାକୁଦ ଜଳଭଣ୍ଡାରରେ ବୁଡିଯାଇ ଯୁବକର ମୃତ୍ୟୁ ଘଟିଥିବା ଜଣାପଡିଛି | ଗତ  16 ତାରିଖ ରେ ତୁରିଟିକ୍ରା ଗ୍ରାମର ମହିନ୍ଦ୍ର  ତେଲି (56)…

ଶେଷ ଇଚ୍ଛା ରକ୍ଷା କଲେ. ପତ୍ନୀଙ୍କୁ ମୁଖାଗ୍ନି ବି ଦେଲେ 

ଲୋଇସିଂହା ( ସନ୍ତୋଷ କୁମାର ଠାକୁର ) : କଥା ରଖିଲେ ସ୍ୱାମୀ | ପରଲୋକଗତ ପତ୍ନୀଙ୍କ ଶେଷ ଇଛା ପୁରଣ କରିବା ସହ ତାଙ୍କୁ ମୁଖାଗ୍ନି ବି ଦେଇଛନ୍ତି ସ୍ୱାମୀ |   ବଞ୍ଜାରୀ ଗ୍ରାମର ହରେକୃଷ୍ଣ ପଟେଲଙ୍କ ଧର୍ମ ପତ୍ନୀ ସୁରମା ପଟେଲଙ୍କ (୩୮) ବର୍ଷ ବୟସରେ ତାଙ୍କର ମୃତ୍ୟୁ ଘଟିଛି।  ସେଜଣେ…

ଟ୍ରକ ତଳେ ଚାପି ହୋଇ ଘଟଣା ସ୍ଥଳରେ ଜଣଙ୍କ ମୃତ୍ୟୁ। 

ଝାରସୁଗୁଡ଼ା/ସୁବାସ ସାହାରେ : ଝାରସୁଗୁଡ଼ା ଜିଲ୍ଲା ପ୍ରସନ୍ନ ପଣ୍ଡା ଛକ ନିକଟରେ ଦୁର୍ଘଟଣା ଘଟିଛି । ଗୋଟିଏ ଦଶ ଚକିଆ ମାଲବାହୀ ଟ୍ରକ ଗାଡି ନମ୍ବର OD-23A-3218 ପିଟିଲା ଲୁନା ଚାଳକକୁ। ଲୁନା ଚାଳକ ଟ୍ରକ ତଳେ ଚାପି ହୋଇ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ଜଣାପଡିଛି ।ଘଟଣା ସ୍ଥଳରେ ଚାପା…