ଭଦ୍ରକ, ବ୍ଲକ,(ସୀତାକାନ୍ତ ପାଢ଼ୀ):ଭଦ୍ରକ ଧାମନଗର ଥାନା କଲ୍ୟାଣୀ ଗାଁ ବ୍ରାହ୍ମଣ ଶାସନରେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । କଲ୍ୟାଣୀ ଶାସନରେ ଥିବା ପ୍ରସନ୍ନ ପଣ୍ଡାଙ୍କ ସ୍ତ୍ରୀ ଶାନ୍ତିଲତା ପଣ୍ଡାଙ୍କ ମୃତ ଦେହ ଘରପାଖରେ ଥିବା ପୋଖରୀରୁ ମିଳିଛି । ଯାହାକୁ ନେଇ କଲ୍ୟାଣୀ ଶାସନରେ ଶୋକର ଛାୟା ଖେଳିଯାଇଛି. କାରଣ ଶାନ୍ତି ଲତା ଥିଲେ ଜଣେ ମିଷ୍ଟା ଭାଷୀ ଓ ଧର୍ମ ପରାୟଣ ମହିଳା । ମାନସିକ ରୋଗା ଗ୍ରସ୍ତ ହୋଇଥିବାରୁ କିଛି ଭଲ ମନ୍ଦ ବୁଝି ପାରନ୍ତି ନାହିଁ ସୂଚନା ଅନୁଯାୟୀ ଆଜି କେହି ଘରେ ନଥିବା ବେଳେ ଶାନ୍ତିଲତା କୈଣସି କାମ ପାଇଁ ସେ ଘର ବାଡ଼ିକୁ ଯାଇଥିଲେ ଦିର୍ଘ ସମୟ ନଫେରିବାରୁ ପରିବାର ଲୋକେ ଖୋଜା ଖୋଜି କରିବା ସମୟରେ ପୋଖରୀରେ ଭାସୁଥିବା ଦେଖି ଉଧାର କରିବା ସହ ପୋଲିସିକୁ ଖବର ଦେଇଥିଲେ ଘଟଣା ସ୍ଥଳରେ ପୋଲିସି ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି
Sign in
Sign in
Recover your password.
A password will be e-mailed to you.
Prev Post
ଜିଲ୍ଲା ଛାଡିବା ପରେ ବି ଭୁଲି ନାହାନ୍ତି ଗଜପତିବାସୀ : ପୂର୍ବତନ ଏସପି ସାରାଙ୍କୁ ଜଣାଇଲେ ଜନ୍ମଦିନର ଅଭିନନ୍ଦନ
Next Post