Sign in
Sign in
Recover your password.
A password will be e-mailed to you.
Browsing Category
ଅଘଟଣ
ଟ୍ରାନ୍ସଫର୍ମରକୁ ଚଢି ଉଚ୍ଚଶିକ୍ଷିତ ଯୁବକଙ୍କ ଆତ୍ମହତ୍ୟା।
ଝାରବନ୍ଧ-ମନୋହର ଦାଶ: ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଜଗଦଲପୁର ଥାନା ଅନ୍ତର୍ଗତ ଲଖମରା ଦେବଦର୍ହା ନିକଟସ୍ଥ ମାଳିଡିହି ଗ୍ରାମ ଠାରେ ଆଜି ସକାଳେ ବିଜୁଳି ଖମ୍ବ କୁ ଚଢି ଟ୍ରାନ୍ସଫର୍ମର କୁ ଧରି ଏକ ୨୫ ବର୍ଷୀୟ ଯୁବକ ଆତ୍ମହତ୍ୟା କରିଥିବା ନେଇ ଉକ୍ତ ଗ୍ରାମବାସୀ ଜଗଦଲପୁର ଥାନା କୁ ସୂଚନା…
ଭିଜିଲାନ୍ସ ଖାପଚରେ ଗାଇସିଲାଟ ସମବାୟ ସମିତି ସହ ସମ୍ପାଦକ
ପଦ୍ମପୁର : ମହଙ୍ଗା ପଡିଲା ଆୟବର୍ହିଭୁତ ସମ୍ପତ୍ତି ଠୁଳ । ଭିଜିଲାନ୍ସ ଖାପଚରେ ଗାଇସିଲାଟ ସମବାୟ ସମିତି ସହ ସମ୍ପାଦକ ଘନଶ୍ୟାମ ସାହୁ । ଆୟବର୍ହିଭୁତ ସମ୍ପତ୍ତି ଠୁଲ ଅଭିଯୋଗରେ ପଦ୍ମପୁର ଉପଖଣ୍ଡ ଗାଇସିଲାଟ ସମବାୟ ସମିତି ସହ ସମ୍ପାଦକ ଘନଶ୍ୟାମ ସାହୁଙ୍କ କଲଙ୍ଗାପାଲି ସ୍ଥିତ ବାସଭବନ ଓ…
କୂଅରେ ବୁଡି ଯୁବ ଚାଷୀଙ୍କ ମୃତ୍ୟୁ।
ରେଢାଖୋଲ ( ଅନିଲ କୁମାର ପୃଷ୍ଟି ) ସମ୍ବଲପୁର ଜିଲ୍ଲା ରେଢାଖୋଲ ଥାନା ତ୍ରିବଣୀପୁର ପଞ୍ଚାୟତ ଅନ୍ତର୍ଗତ ଗଡାଖୋଳ ଗ୍ରାମରେ ରବିବାର ସକାଳ ପ୍ରାୟ ୧୦ଟା ବେଳେ କୂଅରେ ବୁଡି ଜଣେ ଯୁବ ଚାଷୀଙ୍କ ମୃତ୍ୟୁ ହୋଇଛି। ମୃତ ଯୁବକ ଜଣଙ୍କ ହେଲେ ଗଡାଖୋଳ ଗ୍ରାମର ଦେବେନ୍ଦ୍ର ଦେହୁରୀ(୩୦)। ମୃତ ଯୁବକ ଜଣକ…
ଫରେଷ୍ଟରଙ୍କ ପରିବାର ଉପରେ ଆକ୍ରମଣ
ଘୁ.ଉଦୟଗିରି(ଗଗନ କୁମାର ପ୍ରଧାନ): କନ୍ଧମାଳ ଜ଼ିଲ୍ଲା ଅଧିନସ୍ଥ ବାଲିଗୁଡା ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ଅଭାବନୀୟ ଘଟଣା ଘଟିଛି I ବାଲିଗୁଡାରେ କାର୍ଯ୍ୟରତ ଫରେଷ୍ଟର ଟିକେଶ୍ୱର ବେହେରା ସମେତ ତାଙ୍କ ସ୍ତ୍ରୀ ତପସ୍ୱିନୀ ବେହେରା ମାଁ ମାୟାବତୀ ବେହେରାଙ୍କୁ ଗତ ରାତିରେ ନୁଆସାହିର ବିଜୟ ଆମୟତଙ୍କ…
ରାୟଗଡ଼ା ଓ କଳାହାଣ୍ଡି ସୀମାନ୍ତରେ ସି ଆର୍ ପି ଏଫ୍ ଟିମ୍ ଙ୍କ କୁମ୍ବିଂ ଅପରେସନ
ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ।
କଲ୍ୟାସିଂହପୁର/ପ୍ରଦିପ ଦଳାଇ:ରାୟଗଡ଼ ଓ କଳାହାଣ୍ଡି ଜିଲ୍ଲା ସୀମାନ୍ତର ତ୍ରିଲୋଚନପୁର୍ ଗାଁ ଠାରେ ଥିବା ଚତୁର୍ଥ ବେଟାଲିଆନ୍ ପକ୍ଷରୁ କୁମ୍ବିଂ ଅପରେସନ ସମୟରେ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି। ରାୟଗଡ଼ା ଚତୁର୍ଥ ବେଟାଲିଆନ୍ ସି…
ଜଗଦଲପୁର ରେ ପୁଣି ଗଞ୍ଜେଇ ମାଫିଆ ଧରାପଡି ଜେଲ ଗଲା।
ଝାରବନ୍ଧ-ମନୋହର ଦାଶ:ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଜଗଦଲପୁର ପୋଲିସ କୁ ଆଉ ଏକ ବଡ଼ ସଫଳତା ମିଳିଛି।ଜଗଦଲପୁର ଥାନା ଅଞ୍ଚଳରେ ପୋଲିସ ପେଟ୍ରୋଲିଂ କରୁଥିବା ସମୟରେ ଆଜି ପୁଣି ଏକ ଗଞ୍ଜେଇ ଚାଲାଣକାରୀ ଙ୍କୁ ପୋଲିସ ଗିରଫ କରିବା ସହ ତା ଠାରୁ ୨୭କେଜି୨୦୦ଗ୍ରାମ ଗଞ୍ଜେଇ ଜବତ କରିଛି।ଜଗଦଲପୁର…
ଗଞ୍ଜେଇ ଚାଲାଣ ବେଳେ କାବୁ କଲା ପଦ୍ମପୁର ପୋଲିସ ।
୫୦ କେଜି ଗଞ୍ଜେଇ ସହ ଜଣେ ଗିରଫ ,ଦୁଇ ଫେରାର ।
ପଦ୍ମପୁର(ଶାସକପ୍ରଶାସକ)-ବରଗଡ଼ ଜିଲ୍ଲା ପଦ୍ମପୁର ଥାନା ଅଞ୍ଚଳରେ ଦିନକୁ ଦିନ ନିଶାଦ୍ରବ୍ୟ ଚାଲାଣ ବଢିବାରେ ଲାଗିଛି। ବୁଡେନ ଥାନା ଅଞ୍ଚଳରୁ ପଦ୍ମପୁର ଦେଇ ଛତିଶଗଡ଼କୁ ଗଞ୍ଜେଇ ଚାଲାଣ ହେଉଥିବା ଖବର ପାଇ ଏସଆଇ ରବିନ୍ଦ୍ର କୁମାର ହେମ୍ରମଙ୍କ…
ଗଞ୍ଜେଇ ଜବତ, ଦୁଇ ଗିରଫ
ଝାରବନ୍ଧ-ମନୋହର ଦାଶ:ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଜଗଦଲପୁର ପୋଲିସ ଦ୍ୱାରା ପେଟ୍ରୋଲିଂ ବେଲେ ଧରାପଡିଛନ୍ତି ଦୁଇ ପେଶାଦାର ଗଞ୍ଜେଇ ମାଫିଆ। ଦୀର୍ଘ ଦିନ ଧରି ପୋଲିସ ଆଖିରେ ଧୂଳି ଦେଇ ଗଞ୍ଜେଇ କାରବାର ଚଳାଇ ଆସିଥିବା ସମ୍ପୃକ୍ତ ଦ୍ୱୟ ଗଞ୍ଜେଇ ମାଫିଆ କୁ ଧରିବାରେ ସଫଳ ହୋଇଛି।ପୋଲିସ…
ବାରବାଙ୍କ ଗ୍ରାମରେ ପୋଖରୀରେ ବୁଡି ଚାଷୀଙ୍କ ମୃତ୍ୟୁ।
ରେଢାଖୋଲ ( ଅନିଲ କୁମାର ପୃଷ୍ଟି ) ସମ୍ବଲପୁର ଜିଲ୍ଲା ରେଢାଖୋଲ ବ୍ଲକ ବଂଶାଜାଲ ପଞ୍ଚାୟତ ଅନ୍ତର୍ଗତ ବାରବାଙ୍କ ଗ୍ରାମରେ ମଙ୍ଗଳବାର ଜଣେ ଚାଷୀ ଦିନ ବେଳେ ଚାଷ କାମ ସାରି ଗାଁ ପୋଖରୀରେ ଗାଧୋଉ ଥିବା ବେଳେ ପାଣିରେ ବୁଡି ମୃତ୍ୟୁ ହୋଇଛି। ମୃତ ଚାଷୀଙ୍କ ନାମ ସେହି ବାରବାଙ୍କ ଗ୍ରାମର…
ନାବାଳିକା କଲେଜ୍ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ , ଯୁବକ ଅଟକ।
ରେଢ଼ାଖୋଲ (ଅନିଲ କୁମାର ପୃଷ୍ଟି ) : ସମ୍ବଲପୁର ଜିଲ୍ଲା ଚାରମାଳ ଥାନା ଅନ୍ତର୍ଗତ ଅଞ୍ଚଳରେ ଶନିବାର ଦିନ ଜଣେ କଲେଜ ନାବାଳିକା ଛାତ୍ରୀଙ୍କୁ ଦୁଷ୍କର୍ମ ହୋଇଥିବା ନେ଼ଇ ଚାରମାଳ ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ପରେ ପୋଲିସ୍ ଚାରମାଳ ଥାନା କେସ ନମ୍ବର ୧୦୦/୨୧ରେ ଏକ ମାମଲା ରୁଜୁ କରି…