Sign in
Sign in
Recover your password.
A password will be e-mailed to you.
Browsing Category
ଅଘଟଣ
ଫେକ ଫେସବୁକ ଆଇଡିରେ ଆପତ୍ତିଜନକ ପୋଷ୍ଟ କରି ଜେଲ ଗଲେ ଯୁବକ
ବରଗଡ :- ବରଗଡ଼ ଜିଲ୍ଲା ପାଇକମାଲ ଥାନା ଅନ୍ତର୍ଗତ ଗୋଟିଏ ଗ୍ରାମର ଜଣେ ଯୁବତୀ ଟିକଟକ ରେ ନିଜର ଏକ ଭିଡିଓ ପୋଷ୍ଟ କରିଥିଲେ । ଏହି ଭିଡିଓ ଟି ଦେଖି କଟକ ଜିଲ୍ଲା ବଡମ୍ବା ଥାନା ଅନ୍ତର୍ଗତ ରଗଡିପଡାର ଜଣେ ସୁଗମ କେସରି ନାୟକ ( ୨୬ ) ନାମକ ଯୁବକ ଭିଡିଓ ଟିକୁ ଲାଇକ କରିବା ପରେ ଯୁବତୀ ଜଣକୁ…
ପୂର୍ବ ଶତ୍ରୁତାକୁ ନେଇ ଖଣ୍ଡାରେ ଆକ୍ରମଣ, ୬ ଆହତ
ବାରିପଦା(ଦିଲ୍ଲୀପ ମହାନ୍ତି )- ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ବାରିପଦା ଟାଉନ ଥାନା ଅନ୍ତର୍ଗତ ୱାର୍ଡ ନଂ-୨୭ ଭିଆଇପି କଲୋନୀ ଅଞ୍ଚଳରେ ସଂଗଠିତ ଗଣ୍ଡଗୋଳରେ ଛଅ ଜଣ ଆହତ ହୋଇଥିବା ବେଳେ ପୁଲିସ ଗୁରୁତର ଦୁଇଜଣଙ୍କୁ ସ୍ଥାନୀୟ ଚିକିତ୍ସାଳୟରେ ଭର୍ତ୍ତି କରିଥିବାର ଜଣାପଡିଛି ।
ତେବେ ପ୍ରାୟ…
ପାରିବାରିକ କଳହରୁ ଯୁବକଙ୍କ ଆତ୍ମହତ୍ୟା
କିଛିଦିନ ପର୍ବରୁ ପେରୋଲରେ ଜେଲରୁ ଆସିଥିଲେ
ବରଗଡ :- ବରଗଡ ଜିଲ୍ଲା ପାଇକମାଲ ବ୍ଲକ ଛେଲିଆମାଲ ଗ୍ରାମର ତ୍ରିଲୋଚନ ଗିଧିଲି (୩୦)ନାମକ ଜଣେ ଯୁବକ ଆଜି ସକାଳୁ ଗ୍ରାମ ନିକଟରେ ଥିବା ଛେଳିଆ ଡୁଙ୍ଗୁରିର ଏକ ଗଛରେ ବେକରେ ଗାମୁଛା ଲଗେଇ ଝୁଲୁଥିବା ଅବସ୍ଥାରେ ଦେଖିବା ପରେ ଗ୍ରାମବାସୀ ମାନେ…
ଯୁବ ଖେଳାଳିଙ୍କ ଆତ୍ମହତ୍ୟା:କ୍ରୀଡ଼ାପ୍ରେମୀ ଓ ଯୁବକମାନଙ୍କର ମଧ୍ୟରେ ଗଭୀର ଶୋକ
ବରଗଡ :- ବରଗଡ଼ ଜିଲ୍ଲା ପାଇକମାଲ ମୁଖ୍ୟ ଛକ ନିକଟରେ ରହୁଥିବା ଜିତେନ୍ଦ୍ର ସାହୁ (26)ଆଜି ସକାଳୁ ନିଜ ଘରେ ବେକରେ ଦଉଡି ଦେଇ ଆତ୍ମହତ୍ୟା କରିଛନ୍ତି । ହସ୍ତଗତ ହୋଇଥିବା ସୂଚନା ମୁତାବକ ପାଇକମାଲ ସରପଞ୍ଚ ଶ୍ରୀ ଧବଳେଶ୍ବର ସାହୁଙ୍କ ଏକମାତ୍ର ପୁତ୍ର ଜିତେନ୍ଦ୍ର ଜଣେ ସିଧାସାଧା ପ୍ରକୃତିର…
୧୦୦ଲିଟର ଦେଶୀ ମଦ ସହିତ ମୋଟର ସାଇକେଲ ଜବତ, ଜଣେ ଗିରଫ ।
ଭଦ୍ରକ ବ୍ଲକ୍ (ସୀତାକାନ୍ତ ପାଢ଼ୀ):ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ତିହିଡ଼ି ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ବ୍ରଜମୋହନ ମଲିକ ଓ ଷ୍ଟାଫମାନଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ଟିମ ଦ୍ଵାରା ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ କାଉପୂର୍ ଗ୍ରାମ ଅଞ୍ଚଳରେ ଚଢାଉ କରାଯାଇ ଗୋଟିଏ…
୧୫୦ ଲିଟର ଦେଶୀ ମଦ ସହିତ ମୋଟର ସାଇକେଲ ଜବତ : ୩ ଗିରଫ ।
ଭଦ୍ରକ ବ୍ଲକ,(ସୀତାକାନ୍ତ ପାଢ଼ୀ): ଜିଲ୍ଲାପାଳ ଡ. ଜ୍ଞାନ ଦାସଙ୍କ ନିର୍ଦ୍ଦେଶକ୍ରମେ ଓ ଜିଲ୍ଲା ଅବକାରୀ ଅଧିକ୍ଷକ ଶ୍ରୀ ପ୍ରଦୀପ୍ତ କୁମାର ଦାସଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ତିହିଡ଼ି ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ବ୍ରଜମୋହନ ମଲିକ ଓ…
ଭଦ୍ରକରେ ପୁଣି 112 ଗ୍ରାମ ବ୍ରାଉନସୁଗାର ଜବତ୍ , ଗାଡ଼ି ସହ 2 ଗିରଫ ।
ଭଦ୍ରକ ବ୍ଲକ୍,(ସୀତାକାନ୍ତ ପାଢ଼ୀ) : ଭଦ୍ରକରେ ବାରମ୍ବାର ବ୍ରାଉନସୁଗର ଧରା ହେଉଥିଲେ ମଧ୍ୟ ଏଥିରେ ସାମିଲ ଥିବା ମାଫିଆଙ୍କୁ ଧରିବାରେ ପୁଲିସ ବିଫଳ ହେଉଛି । ଗତ ତିନିଦିନ ପୁର୍ବେ ଭଦ୍ରକ କୁଦମବେଡ଼ା ଠାରେ 3 ନିଶାଡୀଙ୍କୁ ବ୍ରାଉନସୁଗର ସହିତ ପୁଲିସ ଧରିବା ପରେ କୋର୍ଟ ଚାଲାଣ କରିଥିଲା । ଆଜି…
ଇଟା ବୋଝେଇ ଟ୍ରାକ୍ଟର ଦୁର୍ଘଟଣାରେ ପାଞ୍ଚ ବର୍ଷର ଶିଶୁର ମୃତ୍ୟୁ
ଘୁ.ଉଦୟଗିରି(ଗଗନ କୁମାର ପ୍ରଧାନ): କନ୍ଧମାଳ ଜିଲ୍ଲା ଅଧିନସ୍ଥ ଟିକାବାଲି ବ୍ଲକ ସାରଙ୍ଗଡ଼ ଥାନା ଅଧୀନସ୍ଥ ପାବୁରିଆ ପଞ୍ଚାୟତର ଡାମିଗୁଡା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି I ଏକ ଇଟା ବୋଝେଇ ଟ୍ରାକ୍ଟର ଦୁର୍ଘଟଣାରେ ପାଞ୍ଚ ବର୍ଷର ଶିଶୁର ମୃତ୍ୟୁ ଘଟିଛି I
ଘଟଣା ଅନୁସାରେ ଆଜି ସକାଳ ପ୍ରାୟ…
ଅଜଣା ଗାଡ଼ି ଧକ୍କାରେ ବାଇକ୍ ଆରୋହୀଙ୍କ ମୃତ୍ୟୁ।
ଟିଟିଲାଗଡ, (ଗୌରବ ଦର୍ଜୀ)-ଆଜି ଟିଟିଲାଗଡ ସହର ଦେଶିଲ ଗ୍ରାମ ନିକଟରେ ମୁଖ୍ୟ ରାଜପଥ ରେ ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ବାଇକ୍ ଆରୋହୀ ମୃତ୍ୟୁ ବରଣ କରିଛନ୍ତି । ମୃତକ ଜଣକ ଦର୍ଲୋ ଗ୍ରାମ ର ଚିତ୍ର ବାଗ ଙ୍କ ପୁଅ ଉତ୍ତମ ବାଗ ( ବୟସ ୧୬) ବୋଲି ଜଣା ପଡିଛି। ସେ ପେଣ୍ଡରାପଦର ଏକ ଏକୋଇଶିଆ…
ପୋଲିସ କର୍ମଚାରୀ ମଦ ମାଗିବା ଘଟଣା ଏବେ ସୋସିଆଲ ମିଡ଼ିଆରେ ଭାଇରଲ
ଭଦ୍ରକ ବ୍ଲକ (ସୀତାକାନ୍ତ ପାଢ଼ୀ):ଭଦ୍ରକ ଟାଉନ ଥାନାରେ ଜଣେ କାର୍ଯ୍ୟରତ ପୋଲିସ କର୍ମଚାରୀଙ୍କ ମଦ ମାଗିବା ଘଟଣା ଏବେ ମୋବାଇଲରେ ଭାଇରାଲ ହେବାରେ ଲାଗିଛି। ଯାହାକୁ ନେଇ ଏବେ ଜିଲ୍ଲାରେ ଚର୍ଚ୍ଚା ଜୋର ଧରିଛି। ଟାଉନ ଥାନାରେ କାର୍ଯ୍ୟରତ asi ବୀରକିଶୋର ବେହେରା, ଅନ୍ୟ ଜଣେ କର୍ମଚାରୀଙ୍କ ସହ…