Browsing Category

ଅଘଟଣ

 ଅବକାରୀ ବିଭାଗ ପକ୍ଷରୁ ବିଭିନ୍ନ ଜାଗାରେ ଚଢ଼ାଉ

୭୪ କ୍ବିଣ୍ଟାଲ ମହୁଲଫୁଲ ସହ ଦୁଇ ପିକଅଫ ଭ୍ୟାନ ଜବତ, ତିନିଜଣ ଗିରଫ । ପଦ୍ମପୁର(ଶାସକପ୍ରଶାସକ)-ଅବକାରୀ ଅଧିକ୍ଷକ ପ୍ରଦୀପ କୁମାର ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ପଦ୍ମପୁର ଅବକାରୀ ଇନ୍ସପେକ୍ଟର କୁବେର ସେଠିଙ୍କ ପ୍ରତ୍ୟକ୍ଷ ତତ୍ବବଧାନରେ ଅବକାରୀ ବିଭାଗ ପକ୍ଷରୁ ବିଭିନ୍ନ ଯାଗାରେ ଚଢ଼ାଉ…

ଶିକ୍ଷୟିତ୍ରୀଙ୍କ ଭଡ଼ାଘରୁ ଲକ୍ଷାଧିକ ଟଙ୍କାର ସୁନା ଗହଣା ଚୋରୀ

ମୁର୍ଶିଦାବାଦ ଶ୍ରମିକଙ୍କ ସଂପୃକ୍ତି ସନ୍ଦେହ ବାରିପଦା/ ଦିଲ୍ଲୀପ ମହାନ୍ତି : ବାରିପଦା ସଦର ଥାନା ଅନ୍ତର୍ଗତ ସିରିଷବଣୀସ୍ଥିତ ଶିକ୍ଷୟିତ୍ରୀ ଛବିଲତା ବାରିକଙ୍କ ଭଡ଼ା ଘରୁ ସନ୍ଧ୍ୟା ୬ରୁ ସାଢ଼େ ୬ ମଧ୍ୟରେ ଲକ୍ଷାଧିକ ଟଙ୍କାର ସୁନାଗହଣା ସହିତ ନଗଦ ୪୦ହଜାର ଟଙ୍କା ଏବଂ ଶିବ ମନ୍ଦିର ପାଇଁ…

ହାତୀ ଆକ୍ରମଣରେ ତିନି ଜଣଙ୍କ ମୄତ୍ୟୁ

ବରଗଡ (ଶାସକ ପ୍ରଶାସକ) :  ହାତୀ ଆକ୍ରମଣରେ ତିନି ଜଣଙ୍କ ମୄତ୍ୟୁ । ପଦ୍ମପୁର ରେଂଜ ଗାଇସିଲାଟ ଥାନା ରାଇସଲପଦର ପଞ୍ଚାୟତର ଦୁଇଗୋଟି ଗ୍ରାମରେ ହାତୀ ଆକ୍ରମଣରେ ତିନି ଜଣ ବ୍ୟକ୍ତିଙ୍କ ମୄତ୍ୟୁ । ରାଇସଲପଦର ଗ୍ରାମପାୟତ ଉମରାଡ଼ ଗ୍ରାମରେ ଦୁଇଜଣ ମାଲ ସେଠ ଓ ବିରଞ୍ଚି କୁମ୍ଭାର ଏବଂ ନାଥପାଲି…

ଗଞ୍ଜେଇ ଜବତ : ଅଭିଯୁକ୍ତ ଗିରଫ 

ବରଗଡ :- ବରଗଡ ଜିଲ୍ଲା ପାଇକମାଲ ଥାନା ଅନ୍ତର୍ଗତ ସାଲେପାଲି ଗ୍ରାମ ନିକଟରେ ପାଇକମାଲ ଥାନା ଅଧିକାରୀ ଶ୍ରୀ ବିଶ୍ୱଜିତ ମନବୋଧ ଙ୍କର ନେତୃତ୍ୱରେ ପୋଲିସ ଟିମ ସୁରେଶ ମେହେର ନାମକ ଜଣେ ବ୍ୟକ୍ତି କୁ ଗିରଫ କରି ତାର ନିକଟରୁ ପ୍ରାୟ ସାଢ଼େ ଆଠ କେଜି ଗଞ୍ଜେଇ ଜବତ କରିଛି । ପ୍ରାପ୍ତ ସୂଚନା…

ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଦୁଇ ମୃତ

ବରଗଡ :- ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଲହଙ୍ଗେର ଗ୍ରାମରେ ଆଜି ଦୀପହରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟି ଯାଇଛି । ପ୍ରାପ୍ତ ସୂଚନା ଅନୁସାରେ ଲହଙ୍ଗେର ଗ୍ରାମର ବିକ୍ରମ ପ୍ରଧାନ (25) ଓ ଈଶ୍ୱର ସେଠ (୩୯) ଉଭୟ ଏକ ବାଇକ ରେ ସାପଲହର ଆଡକୁ ଯାଉଥିବା ସମୟରେ ଭାରସାମ୍ୟ…

କରୋନାରେ ଆଖି ବୁଜିଲେ  ବ୍ଲକର ମୁଖ୍ୟ କିରାଣୀ ସଂସ୍କୃତି ପ୍ରେମୀ ଜଗନ୍ନାଥ ଦାସ 

ଟିଟିଲାଗଡ,(ଗୌରବ ଦର୍ଜୀ)-ଦିନକୁ ଦିନ ଟିଟିଲାଗଡ ସହର ରେ ମହାମାରୀ କରୋନାର ଦ୍ଵିତୀୟ  ଲହରୀ ଉଦବେଗ ଜନକ ସ୍ଥିତି ରେ ରହିଛି। ବର୍ତମାନ ସୁଦ୍ଧା ଟିଟିଲାଗଡ ସହରରେ ୩୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲା ବେଳେ ପ୍ରତିଦିନ ଏହାର ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ତେବେ ଟିଟିଲାଗଡ ସହରର…

କପ୍ତିପଦା ତହସିଲଦାରଙ୍କୁ ଆକ୍ରମଣ: ଥାନାରେ ମାମଲା

ଅଭିଯୁକ୍ତ ମଧ୍ୟରୁ ଜଣେ ଗିରଫ ଓ ଅନ୍ୟ ଜଣେ ଫେରାର ।  ବାରିପଦା(ଦିଲ୍ଲୀପ ମହାନ୍ତି)-ପ୍ରଥମେ ତହସିଲଦାରଙ୍କୁ ଆକ୍ରମଣ କଲେ । ପରେ ପୋଲିସ୍ ସାମ୍ନାରେ ଥାନାରେ ହତ୍ୟା ଧମକ ବି ଦେଲା ଅଭିଯୁକ୍ତ । ଯାହା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।ସୂଚନାନୁଯାୟୀ,କପ୍ତିପଦା ତହସିଲ୍ ଅଧିନ…

ଶବ ରଖି ଥାନା ଆଗରେ ଧାରଣା

ଝାରବନ୍ଧ-ମନୋହର ଦାଶ: ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ଥାନା ରେ କାର୍ଯ୍ୟରତ ସଞ୍ଜୟ ପଧାନ(୩୫)ଗତ ରବିବାର ଦିନ କିଟନାଶକ ପିଇ ଆତ୍ମହତ୍ୟା କରିଥିଲେ |ତାଙ୍କ ଆତ୍ମହତ୍ୟା ପାଇଁ ଝାରବନ୍ଧ ର କିଛିଲୋକଙ୍କୁ ଦାୟୀ କରି ସେମାନଙ୍କୁ ଗିରଫ ଦାବିରେ ସୋମବାର ମୃତକଙ୍କ ସ୍ତ୍ରୀ ଆସିକା…

ଆଦର୍ଶ ଶିକ୍ଷକ ତଥା ସାରସ୍ୱତ ସାଧକ ରବୀନ୍ଦ୍ର ସାହୁଙ୍କ ଦେହାନ୍ତ 

ମାହାଙ୍ଗା ମାଟି ଜଣେ ସୁଯୋଗ୍ୟ ସନ୍ତାନଙ୍କୁ ହରାଇଲା : ମନ୍ତ୍ରୀ ଶ୍ରୀ ଜେନା  ମାହାଙ୍ଗା ( ଶାସକ ପ୍ରଶାସକ): ସାହିତ୍ୟ ସଂସ୍କୃତି ସମ୍ପନ୍ନ ମାହାଙ୍ଗା ମାଟିର ଅନ୍ୟତମ ସୁଯୋଗ୍ୟ ସନ୍ତାନ ବିଶିଷ୍ଟ ଶିକ୍ଷାବିତ୍ ତଥା ମାହାଙ୍ଗାରେ ସାରସ୍ୱତ ଆନ୍ଦୋଳନର ଅନ୍ୟତମ ପୃଷ୍ଠପୋଷକ ଏବଂ ପୂର୍ବତନ…

ଟ୍ରେନ୍ ଲୁଟେରା କୁ କାବୁ କଲା ଆରପିଏଫ  ସ୍ପେଶାଲ ଟାସ୍କ ଫୋର୍ସ । 

ଲୁଟ ସାମଗ୍ରୀ ଉଦ୍ଧାର କଳା ଏସଟିଏଫ୍।  ଟିଟିଲାଗଡ ( ଗୌରବ ଦର୍ଜୀ )-ଟ୍ରେନ୍ ଲୁଟେରା କୁ କାବୁ କରିଛି ଟିଟିଲାଗଡ ଆରପିଏଫ ସ୍ପେଶାଲ୍ ଟାସ୍କ ଫୋର୍ସ । ଆଜମେର - ପୁରୀ ସୂପରଫାଷ୍ଟ ଟ୍ରେନ ରେ ଜଣେ ମହିଳା ତାଙ୍କ ବାପା - ମା ଓ ଛୁଆ ସହ  ମାର୍ଚ୍ଚ ୨୪ ତାରିଖ ରେ  ସୁରଟ ରୁ ଭୁବନେଶ୍ୱର ଯାଉଥିବା…