Browsing Category

ଅଘଟଣ

ପୁଣି ଜେଲ ଗଲେ ଚର୍ଚ୍ଚିତ ସପନା ଅଗ୍ରୱାଲ। 

ଟିଟିଲାଗଡ଼ ,  (ଗୌରବ ଦର୍ଜୀ): ଟିଟିଲାଗଡ଼ ଉପକାରାଗାରରେ ଲଭ୍-ସେକ୍ସ- ଧୋକା ପରି ଗୁରୁତର ଅଭିଯୋଗ ଆଣି ସହର ରେ  ହଇଚଇ ସୃଷ୍ଟି କରିଥିବା ସପନା ଅଗ୍ରୱାଲ କୁ ପୋଲିସ ପୁଣି ଥରେ ଗିରଫ କରି କୋର୍ଟ ଚାଲାଣ ପରେ ଜେଲ୍ ପଠାଇ ଥିବା ସୂଚନା ରହିଛି । କୋର୍ଟ ର ଆଦେଶ କୁ ଉଲଂଘନ କରିଥିବା ଅଭିଯୋଗ ରେ…

ସମ୍ବଲପୁର ଟାଉନ ପୋଲିସକୁ ସଫଳତା : ୯ ଗ୍ରାମ ବ୍ରାଉନ ସୁଗାର ଜବତ, ୫ ଗିରଫ ।

ସମ୍ବଲପୁର/ରମାକାନ୍ତ ବିଶ୍ବାଳ:  ସମ୍ବଲପୁର ସହର ରୁ ବିପୁଳ ପରିମାଣର ଧଳା ଜହର (ବ୍ରାଉନ୍ ସୁଗାର)  ଜବତ ହୋଇଛି I ଗତ ଏପ୍ରିଲ ୭ ତାରିଖରେ ଟାଉନ ଥାନା ପୋଲିସ ୭.୬ ଗ୍ରାମ ବ୍ରାଉନ ସୁଗର ସହିତ ୩ ଜଣଙ୍କୁ ଗିରଫ କରିଥିଲା । ଜୁନ ୭ ତାରିଖରେ ରେଙ୍ଗାଲି ପୋଲିସ ଓ ସ୍ବତନ୍ତ୍ର ସ୍କାଡ ରମ୍ପେଲା…

ଜମିବାଡ଼ି ବିବାଦକୁ କେନ୍ଦ୍ରକରି ବୃଦ୍ଧଙ୍କୁ ଆକ୍ରମଣ 

ଭଦ୍ରକ ବ୍ଲକ୍,(ସୀତାକାନ୍ତ ପାଢ଼ୀ) : ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତ୍ରଗତ ତିଗିରିଆ ଗ୍ରାମରେ ଜମିବାଡ଼ିକୁ କେନ୍ଦ୍ରକରି ବୃଦ୍ଧଙ୍କୁ ମରଣାତ୍ମକ ଆକ୍ରମଣ ହୋଇଥିବା ବେଳେ ଅଭିଯୁକ୍ତଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ହେଉନଥିବା ଅଭିଯୋଗ ହୋଇଛି |  ସୂଚନା ଅନୁଯାଇ ଗ୍ରମାଞ୍ଚଳ ଥାନା…

ଜଣାଶୁଣା ବିଜେପି ନେତା ଲଳିତ ପୃଷେଠଙ୍କ ପରଲୋକ 

କୁଚିଣ୍ଡା- ଉପଖଣ୍ଡ ପ୍ରତିନିଧି (ଅଜୟ କୁମାର ବାଘ) : ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବିଜେପିର ଜଣାଶୁଣା ନେତା  ତଥା ବାଙ୍କେ ପଞ୍ଚାୟତ ପୂର୍ବ ସମିତି ସଭ୍ୟ ଲଳିତ ପୃଷେଠଙ୍କ ସୋମବାର ରାତି ୮ଟାରେ ପରଲୋକ ହୋଇଯାଇଛି l ଶ୍ରୀ ପୃଷେଠ ସମିତି ସଭ୍ୟ ଥିଲା ବେଳେ ବାଙ୍କେ ପଞ୍ଚାୟତ ର ସର୍ବାଙ୍ଗୀନ…

ମୁହାଁ ମୁହିଁ କାର ଧକ୍କା :  ୩ ଗୁରୁତର

ବଲାଙ୍ଗୀର/ ନିରୋଜ ମିଶ୍ର : ବଲାଙ୍ଗୀର ଉପକଣ୍ଠ ସିନଖମନ ନିକଟରେ  ଦୁର୍ଘଟଣା ଘଟି  ୩ ଗୁରୁତର ଆଗତ ଯୋଇଛନ୍ତି ।ଆଜି ସକାଳ ସାଢେ଼ ଆଠଟା ସମୟରେ ଦୁଇଟି କାର ସାମ୍ନା ସାମ୍ନୀ ଧକ୍କା ହୋଇଛି।  ମିଳିଥିବା ସୂଚନା ଅନୁସାରେ, ଆଜି ସକାଳେ କାରରେ ବସି  ବଲାଙ୍ଗିରର ଦୁଇ ଜଣ ଟିଟିଲାଗଡ ଅଭିମୁଖେ…

ଆଖି ବୁଜିଲେ ମଣିଷ ଦରଦୀ ଅମୁଲ୍ୟ, ହାରିଗଲେ ଜୀବନ ଯୁଦ୍ଧରେ

 ନୟାଗଡ଼(ବିଶ୍ୱଜିତ ନାୟକ ) : ନୟାଗଡ଼ ପୈାରାଞ୍ଚଳ  ବାରମାସି ଦଣ୍ଡାର ଯୁବକ ଅମୂଲ୍ୟ ପରିଡ଼ା ବହୁ ସମୟରେ ରକ୍ତଦାନ କରି ଅନେକଙ୍କ ଯିବନ ବଞ୍ଚାଇଥିଲେ। ଜଣେ ପରଉପକାରୀ ଏବଂ ସମାଜ ପାଇଁ କିଛି କରିବାର ଆଗ୍ରହ ତାଙ୍କୁ ନୟାଗଡ଼ ମାଟିରେ ବେଶ ପରିଚିତ କରାଇଥିଲା । କିଛିଦିନ ହେବ କରୋନାରେ ଆକ୍ରାନ୍ତ…

ଧର୍ମପରାୟଣ ମହିଳାଙ୍କ ପରଲୋକ 

ପାଇକମାଳ: ପାଇକମାଳ ବ୍ଳକ ଅନ୍ତର୍ଗତ ମିଠାପାଲି ଗ୍ରାମର ଗୈାତିଆ ସ୍ୱର୍ଗତ ଭୂମିଧର ସାହୁଙ୍କ ବୋହୁ  ପାର୍ବତୀ ସାହୁଙ୍କ ସ୍ୱାସ୍ଥ୍ୟବସ୍ଥା ଦିର୍ଘ ଏକମାସ ହେଲା ଭଲ ନଥିଲା lଗତକାଲି ହଠାତ୍ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଅତ୍ୟନ୍ତ ଖରାପ ଆଡ଼କୁ ଗତି କରିବାରୁ ପରିବାର ଲୋକ ତାଙ୍କୁ ଚିକିତ୍ସା ପାଇଁ…

ଗଜପତି ଜିଲ୍ଲାର ଯୁବ କଂଗ୍ରେସର ଦକ୍ଷ ସଙ୍ଗଠକ ଗୌତମ ପଣ୍ଡାଙ୍କ ପରଲୋକ

ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ପବିତ୍ର ସାବିତ୍ରୀ ଅମାବାସ୍ୟା ଦିନ ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରର ଯୁବ କଂଗ୍ରେସର ଜଣେ ସକ୍ରିୟ ସଦସ୍ୟ ଗୌତମ ପଣ୍ଡା (ବାପି ପଣ୍ଡା)ଙ୍କ ପରଲୋକ ହୋଇଯାଇଛି। ସେ ଛାତ୍ର ସମୟରେ କଂଗ୍ରେସ ଦଳପ୍ରତି ଛାମୁଆଁ ହିସାବରେ କାର୍ଯ୍ୟ…

୨୦୦ ଲିଟର ଦେଶୀ ରନ୍ଧା ମଦ ସହିତ ମୋଟର ସାଇକେଲ ଜବତ, ୩ ଗିରଫ ।

ଭଦ୍ରକ ବ୍ଲକ (ସୀତାକାନ୍ତ ପାଢ଼ୀ): ଜିଲ୍ଲାପାଳ ଡ. ଜ୍ଞାନ ଦାସଙ୍କ ନିର୍ଦ୍ଦେଶକ୍ରମେ ଓ  ଉପ-ଜିଲ୍ଲାପାଳ ଶ୍ରୀ ପିତାମ୍ବର ସାମଲଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଅବକାରୀ ନିରୀକ୍ଷକ ଶ୍ରୀ ଧନେଶ୍ୱର ବରାଡ଼ ଏବଂ ତିହିଡ଼ି ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ…

୧୦୦ ଲିଟର ଦେଶୀ ରନ୍ଧା ମଦ ସହିତ ଦୁଇଟି ମୋଟର ସାଇକେଲ : ୨ଜଣେ ଗିରଫ ।

 ଭଦ୍ରକ ବ୍ଲକ୍(ସୀତାକାନ୍ତ ପାଢ଼ୀ):  ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଅବକାରୀ ନିରୀକ୍ଷକ ଶ୍ରୀ କ୍ଷୀତିସ ଦାସ ଏବଂ ଭଦ୍ରକ ଭାମ୍ୟମାଣ ସ୍କ୍ୱାଡ ଭାରପ୍ରାପ୍ତ ଅଧିକାରୀ ଶ୍ରୀ ବ୍ରଜମୋହନ ମଲିକ ଓ ଷ୍ଟାଫମାନଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ଟିମ ଦ୍ୱାରା  ଭଦ୍ରକ ଟାଉନ୍ ଥାନା ଅନ୍ତର୍ଗତ ,ବେଲମଳା…