Sign in
Sign in
Recover your password.
A password will be e-mailed to you.
Browsing Category
ଅଘଟଣ
ପୂର୍ବତନ ଗୃହରକ୍ଷୀଙ୍କୁ ମରଣାନ୍ତକ ଆକ୍ରମଣ: ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର କଲା ପୋଲିସ
ବରଗଡ :- ଆଜି ପାଇକମାଲ ର ସାପ୍ତାହିକ ହାଟ ଠାରେ ଏକ ପରିବା ଦୋକାନରେ ପାଇକମାଲ ଥାନାର ପୂର୍ବତନ ଗୃହରକ୍ଷୀ ଗୋପାଳ ସାଙ୍କୁ ନିକଟସ୍ଥ ମାଣ୍ଡିଆଢ଼ିପା ଗ୍ରାମର ଜୟ ସାହୁ ନାମକ ଜଣେ , ଏକ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ କରିଥିଲା । ଫଳରେ ଗୋପାଳ ର ପିଠି , ଜଙ୍ଘ ଓ ହାତ ରେ ଗଭୀର ଭାବରେ…
ଟିଙ୍କକୁ ବାନ୍ଧିଲା ପୋଲିସ : ନାବାଳିକା ପ୍ରେମିକା ଉଦ୍ଧାର
ନୟାଗଡ଼, (ବିଶ୍ୱଜିତ ନାୟକ) : ଇଟାମାଟି ଥାନା ଅଞ୍ଚଳର ନାବାଳିକା ପ୍ରେମିକା କୁ ଧରି ଫେରାର ହୋଇଯାଇଥିଲା ପ୍ରେମିକ । ପ୍ରେମିକା ର ଘର ଲୋକଙ୍କ ଅଭିଯୋଗକୁ ନେଇ ମାମଲା ରୁଜୁ କରିଥିଲା ପୁଲିସ୍ । ତେବେ ପ୍ରେମୀ ଯୁଗଳ ଥିବା ଜାଗାରେ ପୁଲିସ୍ ପହଞ୍ଚି ଉଦ୍ଧାର କରି ନାବାଳିକା ପ୍ରେମିକା କୁ ତାଙ୍କ…
ଲୁହାଖଣ୍ଡି ବ୍ରିଜ ପାଖରେ ମଟର କାର ଦୁର୍ଘଟଣା ଗ୍ରସ୍ତ ଅଳ୍ପକେ ବଞ୍ଚିଲେ ଯାତ୍ରୀ
ରେଙ୍ଗାଲି/ସନ୍ଦୀପ ଶର୍ମା:ଆଜି ଅପରାହ୍ନ ୪:୩୦ଟା ସମୟରେ ପରମାଣପୂର ପଟୁ ବାମରା ଅଭିମୁଖେ ଦ୍ରୁତ ଗତି ରେ ଆସୁଥିବା ନାଲିରଙ୍ଗ ର ଏକ ମାରୁତି ସୁଇଫ୍ଟ କାର ଓଡି-୧୫-ଟି-୩୨୮୮ କାର ଲୁହାଖଣ୍ଡି ବ୍ରିଜ ପାଖରେ ହଟାତ ଭାରସମୟ ହରାଇ ବ୍ରିଜ ତଳକୁ ଖସିଯାଇଥିଲା l ଗାଡିଟି ବ୍ରିଜ ତଳକୁ ଖସିଯାଇ ରାସ୍ତା…
ସହରରେ ଘୁରି ବୁଲୁଛି ଖଣ୍ଡା,ସାବଧାନ !
ବଲାଙ୍ଗୀର/ନିରୋଜ ମିଶ୍ର: - ପୋଲିସ ର ନିଷ୍କ୍ରିୟତା ଯୋଗୁଁ ବଲାଙ୍ଗୀର ସହରରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ଅବସ୍ଥାରେ । ଅନେକ ନିଶାସକ୍ତ ଯୁବକ ମାରଣାସ୍ତ୍ର ଧରି ସହରରେ ଘୁରି ବୁଲୁଥିବା ବେଳେ ପୋଲିସ ନୀରବ । ଇତି ମଧ୍ୟରେ ଟାଇଗର ଗ୍ରୁପ ନାମରେ କିଛି ଯୁବକ ନିଜର ଶକ୍ତି ପ୍ରଦର୍ଶନ କରିଥିଲେ ।…
୭୨ ବର୍ଷ ବୟସ୍କା ବୃଦ୍ଧାଙ୍କୁ ଆକ୍ରମଣ, ଦୁଇ ଜଣ ଅଟକ।
ବୁଗୁଡା : (ଡ଼ଃ. କୁମୁଦ ଚନ୍ଦ୍ର ବେହେରା )ବୁଗୁଡା ଥାନା ଅନ୍ତର୍ଗତ ଗୋଲିଆ ଗ୍ରାମ ପଞ୍ଚାୟତ ବାଦୁଆ ଗ୍ରାମର ଜଣେ ୭୨ ବର୍ଷ ବୟସ୍କା ବୃଦ୍ଧାଙ୍କୁ ଆକ୍ରମଣ କରି ଜୀବନରେ ମାରିଦେବାକୁ ଉଦ୍ୟମ କରିବା ଆଭିଯୋଗ ରେ ଦୁଇଜଣଙ୍କୁ ପୋଲିସ ଅଟକ ରଖିଥିବା ଜଣାପଡିଛି। ଅଭିଯୋଗ ପ୍ରକାରେ ବାଦୁଆ ଗ୍ରାମର…
୩କେଜି ୩୫୦ ଗ୍ରାମର ହାତୀ ଦାନ୍ତ ଚୋରାଚାଲାଣ ବେଲେ ଧରିଲା ଏସଟିଏଫ,ଜଣେ ଅଟକ ।
ପଦ୍ମପୁର :ପଦ୍ମପୁର ବନଖଣ୍ଡ କେନ୍ଦୁଭଟା ଛକ ନିକଟରୁ ହାତୀ ଦାନ୍ତ ଚୋରା ଚାଲାଣ ସମୟରେ ଜବତ । ପଦ୍ମପୁର ବନଖଣ୍ଡ ଗାଇସିଲାଟ କେନ୍ଦୁଭଟା ଛକ ନିକଟରେ ଲରମ୍ଭା ଥାନା ଅଞ୍ଚଳର ରମେଶ ପ୍ରଧାନୂ ନାମକ ଜଣେ ଲୋକ ହାତୀ ଦାନ୍ତ ଚୋରା ଚାଲାଣ କରୁଥିବା ଖବର ପାଇ ଏସଟିଏଫ ଓ ବନ ବିଭାଗ ଚଢ଼ାଉ କରିଥିଲେ ।…
ମହିଳାଙ୍କୁ କଟୁରୀ ଦେଖାଇ ୭୩ ହଜାର ଟଙ୍କା ଝାମ୍ପିନେଲା ଦୁର୍ବୃତ୍ତ
ଓଡ଼ଗାଁ, (ଶ୍ରୀକାନ୍ତ କୁମାର ମିଶ୍ର) :ଓଡ଼ଗାଁ ଥାନା ଓଡ଼ଗାଁ-ଦରପଦା ରୋଡରେ ଭାରତ ଫାଇନାନ୍ସର ମର୍ଚ୍ଚାଣ୍ଟ ଭାବେ କାର୍ଯ୍ୟରତ ପ୍ରଭାସିନୀ ସାହୁ(୩୫)ଙ୍କ ଠାରୁ କେହି ଦୁବୃର୍ତ୍ତ କଟୁରୀ ଦେଖାଇ ଭୟଭିତ କରି ମନିପର୍ଷ ସହିତ ୭୨ ହଜାର ୬ଶହ ଟଙ୍କା ଲୁଟ୍ କରିନେଇଥିବା ଓଡ଼ଗାଁ ଥାନାରେ ଅଭିଯୋଗ…
ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଦୁଇ ମୃତ, ଜଣେ ଗୁରୁତର
ବରଗଡ :- ବରଗଡ଼ ଜିଲ୍ଲା ପାଇକମାଲ ଠାରେ ଆଜି ଘଟିଯାଇଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଅଦ୍ୟାବଧି ମିଳିଥିବା ରିପୋର୍ଟ ଅନୁସାରେ ଭେଙ୍ଗରାଜପୁର ଗ୍ରାମପଞ୍ଚାୟତ ଝେଙ୍ଗନାଦିହି ଗ୍ରାମର ତିନି ଜଣ ଯୁବକ ଏକ ବାଇକ ରେ ଯାଉଥିବା ସମୟରେ ପାଇକମାଲ ଯମୁନା କନ୍ଧୁଣି ସ୍କୁଲ ପାଖରେ ଦୁର୍ଘଟଣାର…
ରାସ୍ତା କଡ଼ରୁ ଯୁବକଙ୍କ ମୃତ ଦେହ ଉଦ୍ଧାର : ହତ୍ୟା ନାଁ ଆତ୍ମହତ୍ୟା
ପାଟଣାଗଡ଼,(ଯତୀନ୍ଦ୍ର ନନ୍ଦ) - ପାଟଣାଗଡ଼ ଉପଖଣ୍ଡ ବେଲପଡା ଥାନା ଧୁମାଭଟା ପଞ୍ଚାୟତ ହଟକଟ ଗାଁ ରାସ୍ତା କଡ଼ରୁ ଏକ ମୃତ ଦେହ ଉଦ୍ଧାର କରାଯାଇଛି। ସୂଚନାଯୋଗ୍ୟ ଯେ, ବେଲପଡା ଥାନା ଧୁମାଭଟା ଗ୍ରାମର ସଞ୍ଜିବ ମଲ୍ଲିକ (୨୬) ପିତା-ରୁଦ୍ର ମଲ୍ଲିକ (୪୭) ଙ୍କ ମୃତଦେହ ରାତିରେ ଦେଖିବାକୁ ପାଇଥିଲେ।…
ଲୋକପ୍ରିୟ ଚିକିତ୍ସକ ଡାକ୍ତର ସୁରେନ୍ଦ୍ର ଷଢଙ୍ଗୀଙ୍କ ଅକାଳ ବିୟୋଗ
ଶରଣକୁଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀଙ୍କ ଭାବେ ଥିଲେ କାର୍ଯ୍ୟରତ
ନୟାଗଡ଼, ଶରଣକୁଳ ଓ ଜନ୍ମ ସ୍ଥାନ ଗୋଠବଣରେ ଜନସମୁହ ଜଣାଇଲେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳୀ
ଓଡ଼ଗାଁ(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଶରଣକୁଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ତଥା ସ୍ତ୍ରୀ…