Browsing Category

ଅଘଟଣ

ଡ୍ରଗ୍ସ୍ ଚୋରା କାରବାର ଉପରେ ଓଡିଶା ପୋଲିସର ସ୍ୱତନ୍ତ୍ର ଅଭିଯାନ

ହେଲାଣି ଡ୍ରଗ୍ସ ବ୍ୟବସାୟୀଙ୍କ ୫ଟି ବିଲ୍ଡିଂ, ୬ଟି ଗାଡି, ୧୨ ଟି ବ୍ୟାଙ୍କ ଆକାଉଣ୍ଟ ବାଜ୍ୟାପ୍ତି ଭୁବନେଶ୍ୱର (ଶାସକ ପ୍ରଶାସକ) : ଡ୍ରଗ୍ସ୍ ଚୋରା କାରବାର ଉପରେ ଓଡିଶା ପୋଲିସ ସ୍ୱତନ୍ତ୍ର ଅଭିଯାନ ଜାରି ରଖିଛି | ଗତ ୨ ବର୍ଷ ଧରି ବ୍ରାଉନ ସୁଗର ଓ ଗଞ୍ଜେଇ ବିପୁଳ ପରିମାଣରେ ଜବତ କରାଯାଇଛି…

ସାମ୍ବାଦିକ ଶିବଶଙ୍କର ବିଶ୍ବାଲଙ୍କ ପିତାଙ୍କ ବିୟୋଗ ।

ପଦ୍ମପୁର(ଶାସକପ୍ରଶାସକ)-ପଦ୍ମପୁର ଉପଖଣ୍ଡ ଗାଇସିଲାଟ ବ୍ଳକ ଗନିଆଁପାଲି ନିବାସୀ ଚାଷୀ ତଥା ସାମ୍ବାଦିକ ଶିବଶଙ୍କର ବିଶ୍ବାଲଙ୍କ ପିତା ଆଦିକନ୍ଦ ବିଶ୍ବାଲଙ୍କ ୭୨ ବର୍ଷ ବୟସରେ ଶନିବାର ସକାଳ ସମୟରେ ଗନିଆଁପାଲି ବାସଭବନରେ ମୄତ୍ୟ ଘଟିଛି । ସେ ଜଣେ ଏକାଧାରରେ ଭଲ ଚାଷୀ, ମିଷ୍ଟଭାଷୀ ତଥା…

ବାଇକ ଭାରସାମ୍ୟ ହରାଇ ଘଟଣା ସ୍ଥଳରେ 2 ମୃତ।

ଗୁଣପୁର ରୁ ସନ୍ତୋଷ କୁମାର ଚୌଧୁରୀ :ବାଘଷାଳ ପଞ୍ଚାୟତ ରେ ଥିବା ଦଣ୍ଡୁ ଗୁଡା ଗ୍ରାମର ପ୍ରଫୁଲ୍ଲ ଶବର ବୟସ ୨୦ ଏବଂ ବିଶ୍ମ ଶବର ବୟସ ୨୫ ଲିଫ୍ଟ ଇରିଗେଶନ ଅଫିସ ନିକଟରେ ଥିବା ଧାନ ଜମି ଭିତରୁ ଦୁଇ ଜଣ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଏହା ସହ ଏକ ବାଇକ ଜବତ କରାଯାଇଛି। ବିଳମ୍ବିତ…

ବରିଷ୍ଠ ସାମ୍ବାଦିକ ସତ୍ୟସୁନ୍ଦର ଭଞ୍ଜଙ୍କୁ ଆକ୍ରମଣ : ଦୁର୍ବୃତ୍ତମାନେ ଲୁଟିନେଲେ ମୋବାଇଲ

ବଲାଙ୍ଗୀର / ନିରୋଜ ମିଶ୍ର : ବରିଷ୍ଠ ସାମ୍ବାଦିକ ସତ୍ୟସୁନ୍ଦର ଭଞ୍ଜଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ଆଜି ଭୋର୍‌ ୫ ଟା ସମୟରେ ସ୍ଥାନୀୟ ଡେଲ୍‌ଟା ସ୍କୋୟାର୍‌ ଅଞ୍ଚଳରେ ସାମ୍ବାଦିକ ଶ୍ରୀ ଭଞ୍ଜ ପ୍ରାତଃ ଭ୍ରମଣ କରୁଥିବା ବେଳେ ଦୁର୍ବୃତ୍ତ ମାନେ ଲୁହା ଛଡ…

ଶ୍ୟାମ ମେଟାଲିକ୍ ପ୍ଲାଣ୍ଟରେ ଗୁଳିକାଣ୍ଡ : ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ ଜଣଙ୍କର ମୃତ୍ୟୁ

ସମ୍ବଲପୁର(ସ୍ୱତନ୍ତ୍ର ପ୍ରତିନିଧି) : ସମ୍ବଲପୁର ରେଙ୍ଗାଲି ଥାନା ଶ୍ୟାମ ମେଟାଲିକ୍ ପ୍ଲାଣ୍ଟରେ ଫାୟାରିଂ । ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ ଜଣଙ୍କର ମୃତ୍ୟୁ ହୋଇଛି । କାରଣ ଅସ୍ପଷ୍ଟ ରହିଥିବା ବେଳେ ମୃତକ ଜଣକ ଝାରସୁଗୁଡା ଲହଣ୍ଡାବୁଡ ଗ୍ରାମର ବେଙ୍ଗଡୁରୁ ଭୂୟାଁ ବୋଲି ଜଣାପଡିଛି । ସୂଚନା…

କାର ସହ ଗଂଜେଇ ଜବତ, ତିନି ଗିରଫ

ସୋନପୁର/ ନିର୍ମଳ ଅଗ୍ରୱାଲ : ଆଜି ସନ୍ଧ୍ୟା ରେ ପାଟ୍ରୋଲିଙ୍ଗ କରୁଥିବା ବେଳେ ବିଶ୍ୱସ୍ତ ସୂତ୍ର ରୁ ଖବର ପାଇ ଅବକାରୀ ବିଭାଗ ଦ୍ୱାରା ଏକ ମାରୁତି ସୁଜୁକି ଅଲ୍ଟୋ କୁ ଅଟକାଇ ଯାଞ୍ଚ କରିବାରୁ ଗାଡ଼ିରେ ଗଂଜେଇ ଥିବା ଜଣା ପଡିଥିଲା l ଗାଡି ନମ୍ବର ଓଡି 03B5599କୁ ସିଚ କରିବା ସହ ସୋନପୁର ର…

କାର ସହ ଗଂଜେଇ ଜବତ, ତିନି ଗିରଫ

ସୋନପୁର/ ନିର୍ମଳ ଅଗ୍ରୱାଲ : ଆଜି ସନ୍ଧ୍ୟା ରେ ପାଟ୍ରୋଲିଙ୍ଗ କରୁଥିବା ବେଳେ ବିଶ୍ୱସ୍ତ ସୂତ୍ର ରୁ ଖବର ପାଇ ଅବକାରୀ ବିଭାଗ ଦ୍ୱାରା ଏକ ମାରୁତି ସୁଜୁକି ଅଲ୍ଟୋ କୁ ଅଟକାଇ ଯାଞ୍ଚ କରିବାରୁ ଗାଡ଼ିରେ ଗଂଜେଇ ଥିବା ଜଣା ପଡିଥିଲା l ଗାଡି ନମ୍ବର ଓଡି 03B5599କୁ ସିଚ କରିବା ସହ ସୋନପୁର ର…

ଗ୍ୟାସ ସିଲିଣ୍ଡର ଚୋରି ଅଭିଯୋଗରେ ୨ ଗିରଫ ।

 ପଦ୍ମପୁର ଉଦ୍ଦିପକ ଇଣ୍ଡେନର ଜଣେ ପୂର୍ବତନ କର୍ମଚାରୀ ସମ୍ପୄକ୍ତ । ପଦ୍ମପୁର(ଶାସକପ୍ରଶାସକ)-ଆଜି ପଦ୍ମପୁର ରଜାପଡାର ନବକିଶୋର ସାହୁ ତାଙ୍କ ଘରୁ ଗୋଟିଏ ଅଜଣା ଯୁବକ ଗୋଟିଏ ଇଣ୍ଡେନ ଗ୍ୟାସ ସିଲିଣ୍ଡର ଚୋରି ହୋଇଥିବା ପଦ୍ମପୁର ଥାନାରେ ଅଭିଯୋଗ କରିଥିଲେ । ଯୁବକ ବିଷୟରେ ଅଧିକ ପଚାରିବାରୁ…

ବିରାଟ ବିସ୍ଫୋରଣ, ଚୁରମାର ବଳଙ୍ଗା ଥାନା

ପୁରୀ/ଅନିମେଷ ପଟ୍ଟନାୟକ : ବିସ୍ଫୋରଣରେ ଚୁରମାର ହୋଇଛି ବଳଙ୍ଗା ଥାନା । ବିଳମ୍ବିତ ରାତିରେ ଥାନା ଘଟିଛି ବିସ୍ଫୋରଣ । ବିସ୍ଫୋରଣ ଏତେ ଶକ୍ତିଶାଳି ଥିଲାଯେ, ଥାନାର ଛାତ ଉଡିଯିବା ସହ କାନ୍ଥବାଡ଼ ସବୁ ଭାଙ୍ଗି ମାଟିରେ ମିଶିଯାଇଛି । ସୋମବାର ବିଳମ୍ବିତ ରାତି ପ୍ରାୟ ୧ଟା ହେବ ପ୍ରଚଣ୍ଡ ଶବ୍ଦରେ…

ବଜ୍ରାଘାତରେ ୩ ମୃତ

ରେଢ଼ାଖୋଲ: ଚାଷଜମିରେ କାମ କରୁଥିବା ବେଳେ ବଜ୍ରାଘାତରେ ଟଳି ପଢିଲେ ଏକ ଦମ୍ପତିଙ୍କ ସମେତ ୩ ଜଣ। ସମ୍ବଲପୁର ଜିଲ୍ଲା ଯୁଯୁମୁରା ଥାନା ଛାମୁଣ୍ଡା ପଞ୍ଚାୟତ ବଡ଼ମାଲ ଗାଁରେ ଘଟିଛି ଏହି ଦୁଃଖଦ ଘଟଣା।ମୃତକମାନେ ହେଲେ ଅନ୍ତର୍ଯ୍ୟାମୀ ମାଝୀ, ତାଙ୍କ ସ୍ତ୍ରୀ ଲିଳିମା ମାଝୀ ଓ ଜଣେ ଶ୍ରମିକ ପାରୁ…