ଅଚିହ୍ନା ଯୁବକଙ୍କ ମୃତ ଦେହ ଉଦ୍ଧାର

0

ରଣପୁର/ପ୍ରସନ୍ନ ସାମନ୍ତରାୟ : ନୟାଗଡ଼ ଜିଲ୍ଲା ରଣପୁରଥାନା ଅନ୍ତର୍ଗତ ବଜ୍ରକୋଟ ପଞ୍ଚାୟତ ଅସୁରକୁମାରୀ ପାହାଡ଼ ଅଂଚଳରେ ଜୈନିକ ଅଚିନ୍ହା ଯୁବକ ଙ୍କ ମୂର୍ତ ଦେହ ରଣପୁର ଥାନା ପୋଲିସ ଉଦ୍ଧାର କରିଥିବା ସୂଚନା ଦେଇଛି. ପୋଲିସ ସୂଚନା ମୁତାବକ ଯୁବକ ଙ୍କ ମୂର୍ତ ଶରୀର ବଜ୍ରକୋଟ ପଞ୍ଚାୟତ ର କୃଷ୍ଣ ଚନ୍ଦ୍ର ପୁର ଗ୍ରାମ ଠାରୁ 3କିଲୋମିଟର ପାହାଡିଆ ଅଂଚଳ ରେ ପଡିଥିଲା. ଗ୍ରାମ ର କିଛି ଲୋକ ପାହାଡ଼ କୁ ଜାଳେଣି କାଠ ସଂଗ୍ରହ ପାଇଁ ଯାଇଥିବା ବେଳେ ହଟାତ ଏକ ଦୃଗନ୍ଧ ମୟ ମୂର୍ତ ଶରୀର କୁ ଦେଖିଭୟଭୀତ ହୋଇ ଆସି ନିଜ ଗ୍ରାମ ରେ କହି ଥିଲେ. କଥାଟି ଅଂଚଳ ରେ ପ୍ରଚାର ହେବାପରେ କୋୖଣସି ଏକ ବ୍ୟକ୍ତି ପୋଲିସ କୁ ଖବର ଦେଇଥିଲେ. ତୁରନ୍ତ ରଣପୁର ପୋଲିସ ଘଟଣା ସ୍ଥଳରେ ପହଁଚି ଶବକୁ କୁ ଉଦ୍ଧାର କରି ପ୍ରଥମେ ସବ ଵେବଛେଦ୍ଧ ପାଇଁ ରଣପୁର ସ୍ୱାସ୍ଥ୍ୟ କେନ୍ଦ୍ର କୁ ଆଣି ଥିଲେ ସବ ବେବଛେଦ୍ଧପରେ ମୂର୍ତ ଶରୀରକୁ ପୋତି ଦିଆଯାଇଥିବାଓ ମୂର୍ତକ ଙ୍କ କୌଣସି ଠିକଣା ପୋଲିସ ପାଖରେ ପହଂଚି ନାହିଁବୋଲି ପୋଲିସ ସୂତ୍ର ରୁ ଖବର ମିଚିଛି .

Leave A Reply

Your email address will not be published.