Browsing Category

ଅଘଟଣ

ବୋଲେରୋ ସହ କଫସିରପ ଜବତ ଜଣେ ଗିରଫ

ପଦ୍ମପୁର(ଶାସକପ୍ରଶାସକ)- ପଦ୍ମପୁର ପୋଲିସ ପେଟ୍ରୋଲିଂ ସମୟରେ ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅକୁନ ଗ୍ରାମର ପ୍ରଶାନ୍ତ ଗୁରୁ ଙ୍କ ଠାରୁ ୯୦ ବୋତଲ ଏସକଫ କଫ ସିରପ, ୫ ସ୍ଟିପ ଅଲପ୍ରାଓ୍ବିନ ଟେବଲେଟ, ନଗଦ ୯୫୦୦୦ ଟଙ୍କା ଗୋଟିଏ ରିଏଲମି ମୋବାଇଲ ସହ ଗୋଟିଏ ବୋଲେରୋ ଗାଡ଼ି ସିଜି୦୬ଜିବି୦୫୬୪ ଜବତ…

ପୋଖରୀରେ ବୁଡି ଯୁବକଙ୍କ ପ୍ରାଣବାୟୁ ଚାଲିଗଲା ।

ବୁଗୁଡା (ଡ଼. କୁମୁଦ ଚନ୍ଦ୍ର ବେହେରା ) ବୁଗୁଡା ବ୍ଲକ ଅନ୍ତର୍ଗତ ମାଣିତରା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ମଙ୍ଗରାଜପୁର ଗ୍ରାମର ଜଣେ ୨୭ ବର୍ଷ ବୟସ୍କ ଯୁବକଙ୍କ ପୋଖରୀରେ ବୁଡି ପ୍ରାଣବାୟୁ ଚାଲିଯାଇଥିବା ଜଣାପଡ଼ିଛି। ଘଟଣାରୁ ଜଣାପଡିଛି ଯେ ମଙ୍ଗରାଜପୁର ଗ୍ରାମର ରବୀନ୍ଦ୍ର ସାହୁ ସକାଳ ୯ ଘଣ୍ଟା…

ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଦୁଇଜଣଙ୍କ ମୃତ୍ୟୁ

କାଶୀପୁର ରୁ ବୈକୁଣ୍ଠ ଦୁରିଆ :କାଶୀପୁର ନିକଟସ୍ଥ ଅଙ୍ଗଦ କଲୋନି ଠାରେ ଆଜି ସମୟ ପ୍ରାୟ ୧୨ଟା ପାଖାପାଖି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଦୁଇଜଣଙ୍କ ପ୍ରାଣହାନୀ ଘଟିଛି |ଏକ ବାଇକ ଯୋଗେ ୩ଜଣ କାଶୀପୁର ରୁ ନିଜ ଘରକୁ ଫେରନ୍ତା ବେଳେ କଳାହାଣ୍ଡି ପଟୁ ଏକ ବୋଲେର ଗାଡି ନମ୍ବର OD 08B 1071ଉକ୍ତ…

ବେକରେ ଦଉଡି ଦେଇ ଯୁବତୀଙ୍କ ଆତ୍ମହତ୍ୟା

ବରଗଡ଼ :- ବରଗଡ଼ ଜିଲ୍ଲା ପାଇକମାଲ ଥାନା ଅଧୀନସ୍ତ ବୈଦପାଲି ଗ୍ରାମର ଜଣେ 18 ବର୍ଷୀୟା ଯୁବତୀ ଙ୍କର ମୃତଦେହ ଆଜି ତାଙ୍କ ନିଜ ଘରେ ଝାଳନ୍ତା ଅବସ୍ଥାରେ ଦେଖିବାକୁ ମିଳିଥିଲା । ପ୍ରାପ୍ତ ସୂଚନା ଅନୁସାରେ ଯୁକ୍ତ ତିନି ପ୍ରଥମ ବର୍ଷରେ ଅଧ୍ୟୟନ କରୁଥିବା ଯୁବତୀ ଜଣକ କୋଣସି ମାନସିକ ଚାପରେ ଥିବା…

ନିର୍ମାଣ ଶ୍ରମିକଙ୍କ ହୃଦଘାତରେ ମୃତ୍ୟୁ

ଅସ୍ତରଙ୍ଗ/ଦୁଃଶାସନ ନାୟକ ; ଅସ୍ତରଙ୍ଗ ଥାନା ଅନ୍ତର୍ଗତ ନୂଆଗଡ ଗ୍ରାମର ନିର୍ମାଣ ଶ୍ରମିକ ରବୀନ୍ଦ୍ର ନାଥ ନାୟକ (୪୬) ଙ୍କର ହୃଦଘାତରେ ମୃତ୍ୟୁ ହୋଇଥିବା ଅସ୍ତରଙ୍ଗ ସ୍ୱାସ୍ଥ୍ୟ କେନ୍ଦ୍ର ସୂତ୍ରରୁ ଜଣାପଡ଼ିଛି।ମୃତ ରବୀନ୍ଦ୍ର ଆଳସାହି ଠାରେ ମଧ୍ୟାହ୍ନରେ ଏକ ରାସ୍ତା ନିର୍ମାଣ କାର୍ଯ୍ୟ କରୁଥିବା…

ପରିତ୍ୟକ୍ତ ପମ୍ପ ହାଉସରୁ ଅଚିହ୍ନା ବ୍ୟକ୍ତିଙ୍କ ଗଳିତ ଶବ ଉଦ୍ଧାର

ବୁଗୁଡା  (ଡ଼ଃ. କୁମୁଦ ଚନ୍ଦ୍ର ବେହେରା ) ଗଞ୍ଜାମ ଜିଲ୍ଲା, ବୁଗୁଡା ଥାନା ଅନ୍ତର୍ଗତ ବାଦୁଆ-ବିରିପୁର ସନ୍ଧି ତୋଟା ନିକଟ ବାଘୁଆ ନଦୀ କୁଳର ଏକ ପରିତ୍ୟକ୍ତ ପମ୍ପ ହାଉସ ମଧ୍ୟରୁ ଜଣେ ଅଜଣା ବ୍ୟକ୍ତିଙ୍କ ଗଳିତ ଶବକୁ ବୁଗୁଡା ପୋଲିସ ଜବତ କରିଥିବା ବୁଗୁଡା ଥାନା ଆରକ୍ଷୀ ନିରୀକ୍ଷକ ଚିତ୍ତରଞ୍ଜନ…

ଆର ପାରିରେ ବରିଷ୍ଠ ସାମ୍ବାଦିକ ସତ୍ୟନାରାୟଣ ବେହେରା

ବଲାଙ୍ଗିର : ଶେଷରେ ଚିକିତ୍ସାଧୀନ ଅବସ୍ଥାରେ ଚାଲିଗଲେ ମାଟିର ଗର୍ବ ଓ ଗୌରବ ବଲାଙ୍ଗିର ସାମ୍ବାଦିକ ଜଗତର ପିତାମହ ଭୀଷ୍ମ ବରିଷ୍ଠ ସାମ୍ବାଦିକ ସତ୍ୟନାରାୟଣ ବେହେରା(୮୪) । ଆଜି ଦିନ ୧ଟା ୪୫ମି.ରେ ବଲାଙ୍ଗିର ଭୀମ ଭୋଇ ମେଡ଼ିକାଲ କଲେଜ ଓ ହସ୍‌ପିଟାଲ୍‌ରେ ତାଙ୍କ ଦେହାନ୍ତ ଘଟିଛି । ନିକଟରେ…

ଗନ୍ଧମାର୍ଦ୍ଦନ ପର୍ବତରେ ଯୁବକର ଆତ୍ମହତ୍ୟା

ବରଗଡ :- ବରଗଡ ଜିଲ୍ଲା ପାଇକମାଲ ଥାନା ଅନ୍ତର୍ଗତ ଦୁର୍ଗାପାଲି ଗ୍ରାମ ନିକଟରେ ରହିଥିବା ଜଙ୍ଗଲ ବିଭାଗ ଇକୋଟୁରିଜମ ବଙ୍ଗଳା ନିକଟରେ ଜଙ୍ଗଲ ଭିତରେ ଜଣେ ଯୁବକ ବେକରେ ଦଉଡି ଦେଇ ଆତ୍ମହତ୍ୟା କରିଥିବାର ଦେଖିବାକୁ ମିଳିଛି । ସୂଚନା ଅନୁସାରେ ପଦ୍ମପୁର ଥାନା ଅନ୍ତର୍ଗତ ଅମଳିପାଲି ଗ୍ରାମର…

ରନ୍ଧନ ଗ୍ୟାସର ଦରବୃଦ୍ଧି ବିରୁଦ୍ଧରେ ବିଜେଡି ପକ୍ଷରୁ ବ୍ଳକ ଘେରାଉ ।

କଲ୍ୟାସିଂହପୁର: ପ୍ରଦିପ ଦଲାଇ/ରାୟଗଡା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଳକ ସଦରରେ ଥିବା ଶିବ ମନ୍ଦିର ଠାରୁ ଯୁବ ବିଜେଡି ପକ୍ଷରୁ ବିଜୁ ଛାତ୍ର ସଭାପତି ଙ୍କ ନେତୃତ୍ଵ ରେ ଡିଜେଲ, ରନ୍ଧନଗ୍ଯାସ, ବିଦ୍ୟୁତ ର ଅତ୍ଯଧିକ ଦର ଦାମ ବୃଦ୍ଧି ପ୍ରତିବାଦରେ କେନ୍ଦ୍ର ସରକାର ଙ୍କ ବିରୁଦ୍ଧରେ ରାଜ୍ଯ ବ୍ୟାପି…

ବିରଳ ବଜ୍ରକାପ୍ତା ଉଦ୍ଧାର :୨ ଗିରଫ

ଠାକୁରମୁଣ୍ଡା (ଦିଲ୍ଲୀପ ମହାନ୍ତି) କରଞ୍ଜିଆ ବନଖଣ୍ଡ ଠାକୁରମୁଣ୍ଡା ବ୍ଲକର ସାତକୋଶିଆ ବଣ୍ୟ ପ୍ରାଣୀ ବନାଞ୍ଚଳରୁ ବିକ୍ରି ଉଦ୍ୟମ ବେଳେ ଏସଟିଏଫ ଟିମ ଚଢ଼ାଉ କରି ୨ ଜଣଙ୍କୁ ଗିରଫ କରିଛି l ଚଢ଼ାଉ ବେଳେ ଜଣଙ୍କୁ କାବୁ କରିଥିବା ବେଳେ ପରେ ଆଉ ଜଣଙ୍କୁ ଗିରଫ କରାଯାଇଛି l ତେବେ ଅନ୍ୟ ମାନେ କୌଶଳ…